Browsing Category

ଦେଶ ବିଦେଶ

ବିକ୍ରି ହେବାକୁ ଯାଉଛି ଏହି ଦୁଇଟି ସରକାରୀ ବ୍ୟାଙ୍କ: ଶେଷ ପର୍ଯ୍ୟାୟରେ ପ୍ରସ୍ତୁତି, ଏହି ବ୍ୟାଙ୍କ୍‌ରେ ଆପଣଙ୍କ ଆକାଉଣ୍ଟ ନାହିଁ ତ?

ନୂଆଦିଲ୍ଲୀ: ଘାରିଲାଣି ଘରୋଇକରଣ ନିଶା। ଦେଶରେ ଘରୋଇକରଣ ଦିଗରେ ସରକାର ଦ୍ରୁତ ପଦକ୍ଷେପ ନେଉଛନ୍ତି। ଏହି କ୍ରମରେ ସରକାର ଖୁବ୍ ଶୀଘ୍ର ଦୁଇଟି ସାର୍ବଜନୀନ କ୍ଷେତ୍ର ବ୍ୟାଙ୍କକୁ ଘରୋଇକରଣ କରିବାକୁ ଯାଉଛନ୍ତି, ଯାହାର…

(Video) ‘ମୃତ୍ୟୁର କୂଅ’ରେ ବାଇକ୍ ଷ୍ଟଣ୍ଟ କରୁ କରୁ ତଳକୁ ଖସି ପଡ଼ିଲା ଦୁଇଟି ବାଇକ୍ ଓ ଗୋଟିଏ କାର୍

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଯେ କୌଣସି ଖେଳ ଖେଳିବାକୁ ଆଉ ଦେଖିବାକୁ ପ୍ରାୟ ସମସ୍ତଙ୍କୁ ମଜା ଲାଗିଥାଏ । ତେବେ ଅନେକ ସମୟରେ କିଛି ମେଳାରେ ଦୁଃସାହିକ ଷ୍ଟଣ୍ଟ ପ୍ରଦର୍ଶିତ ହୋଇଥାଏ । କିଛି ଲୋକ ଏପରି କିଛି ଅସାଧାରଣ…

ପାକିସ୍ତାନୀ ଝିଅ ପାଇଁ ଦେବଦୂତ ସାଜିଲେ ଭାରତର ଡାକ୍ତର, ମାଗଣାରେ କରାଇଲେ ବିରଳ ଅସ୍ତ୍ରୋପଚାର

ନୂଆଦିଲ୍ଳୀ: ଡାକ୍ତରଙ୍କୁ ଦ୍ୱିତୀୟ ଭଗବାନ ବୋଲି କୁହାଯାଏ । କାରଣ ଡାକ୍ତରହିଁ ମନୁଷ୍ୟକୁ ମୃତ୍ୟୁମୁଖରୁ ନୂଆ ଜୀବନ ଦେଇଥାନ୍ତି । ଡାକ୍ତରଙ୍କ ପାଖରେ ସବୁ ରୋଗୀ ସମାନ, କେହି ରୋଗୀ ବଡ଼ ନୁହେଁ କି ଛୋଟ ନୁହେଁ, କେହି…

(Video) କି ହୃଦୟ ବିଦାରକ ଦୃଶ୍ୟ! Live ମ୍ୟାଚ ଚାଲିଥିବା ବେଳେ ହଠାତ୍ ଚାଲିଗଲା ଖେଳାଳିଙ୍କ ଜୀବନ

ନୂଆଦିଲ୍ଲୀ: ଖେଳୁଥିବା ସମୟରେ ବେଳେବେଳେ ଖେଳାଳିଙ୍କ ସହିତ କିଛି ଦୁର୍ଘଟଣା ଘଟିଥାଏ ବା ସେମାନଙ୍କର ଜୀବନ ଚାଲିଯାଇଥାଏ । ନିକଟରେ ତାମିଲନାଡ଼ୁରେ ଏପରି ଏକ ହୃଦୟ ବିଦାରକ ଦୃଶ୍ୟ ଦେଖିବାକୁ ମିଳିଛି । ଏକ କବାଡ଼ି…

SBI ର ହ୍ୱାଟ୍ସଆପ୍ ବ୍ୟାଙ୍କିଂ ସେବା, ଜାଣନ୍ତୁ କ’ଣ ମିଳିବ ସୁବିଧା, କେମିତି କରିବେ ରେଜିଷ୍ଟର…

ନୂଆଦିଲ୍ଲୀ: ଭାରତର ସବୁଠୁ ବଡ଼ ସରକାରୀ ବ୍ୟାଙ୍କ୍ ଏସବିଆଇ ଏହାର ଗ୍ରାହକଙ୍କ ପାଇଁ ଏକ ନୂଆ ବ୍ୟାଙ୍କିଂ ସୁବିଧା ଆଣିଛି । ଏହି ସୁବିଧା ହେଉଛି ଏଣିକି ବ୍ୟାଙ୍କ୍ ଗ୍ରାହକ ହ୍ୱାଟ୍ସଆପ୍ ମାଧ୍ୟମରେ କିଛି ବ୍ୟାଙ୍କିଂ ସେବା…

ଏକସଙ୍ଗେ ୫ ଶିଶୁଙ୍କୁ ଜନ୍ମଦେଲେ ମହିଳା, ବିବାହର ୭ ବର୍ଷ ପର୍ଯ୍ୟନ୍ତ ନଥିଲେ କୌଣସି ଛୁଆ

ନୂଆଦିଲ୍ଲୀ: ଅନେକ ସମୟରେ କିଛି ମହିଳା ଏକସଙ୍ଗେ ଏକାଧିକ ଶିଶୁଙ୍କୁ ଜନ୍ମ ଦେଉଥିବା ଦେଖାଯାଇଥାଏ । ଏକାଥରକେ ଦୁଇ ବା ତିନି ଶିଶୁଙ୍କୁ ଯଦି କୌଣସି ମହିଳା ଜନ୍ମ ଦିଅନ୍ତି, ତେବେ ତାହାକୁ ନେଇ ଚାରିଆଡ଼େ ଚର୍ଚ୍ଚା…

ଏଣିକି କରାଯିବ Monkeypox ଟେଷ୍ଟ: ଲଞ୍ଚ ହେଲା RT-PCR କିଟ୍, ୫୦ ମିନିଟ ମଧ୍ୟରେ ଆସିଯିବ ରିପୋର୍ଟ

ନୂଆଦିଲ୍ଲୀ: ବର୍ତ୍ତମାନ ସାରା ବିଶ୍ୱରେ ମଙ୍କିପକ୍ସକୁ ନେଇ ଆତଙ୍କ ଜାରି ରହିଥିବା ବେଳେ ଏହା ମଧ୍ୟରେ ଏକ ଭଲ ଖବର ଆସିଛି । ଡାଇଗ୍ନୋଷ୍ଟିକ କମ୍ପାନୀ ଜେନେସଟୁମି ପକ୍ଷରୁ ମଙ୍କିପକ୍ସ ଭାଇରସ ପାଇଁ ରିୟଲ-ଟାଇମ୍ ପିସିଆର…

(Video) ଚେସ୍ ଖେଳିବା ବେଳେ ରୋବଟ୍ ଭାଙ୍ଗିଦେଲା ୯ ବର୍ଷ ଶିଶୁର ଆଙ୍ଗୁଠି…

ଆଜିକାଲି ଟେକ୍ନୋଲୋଜୀ ଖୁବ୍ ଆଗକୁ ବଢ଼ିଲାଣି । କୁହାଯାଉଛି ବର୍ତ୍ତମାନ ମନ୍ୟୁଷ୍ୟ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ(ଏଆଇ) ବା ସ୍ୱୟଂଚାଳିତ ରୋବଟ୍ ଉପରେ କାମ କରୁଛି । ଏହାଦ୍ୱାରା କମ୍ପ୍ୟୁଟର ବା କୌଣସି ଇଲେକ୍ଟ୍ରୋନିକ୍…

ଦେଶର ସବୁଠୁ ପରିଚିତ ସେଲିବ୍ରିଟି ବିଗ୍ ବି: ରିପୋର୍ଟ

ମୁମ୍ବାଇ: ଭେଟେରାନ୍ ଅମିତାଭ ବଚ୍ଚନ ଦେଶର ସବୁଠୁ ପରିଚିତ ସେଲିବ୍ରିଟି । ସୋମବାର ପ୍ରକାଶିତ ହଂସା ରିସର୍ଚ୍ଚର ବ୍ରାଣ୍ଡ୍ ଏଣ୍ଡୋର୍ସର ରିପୋର୍ଟରେ ଏନେଇ କୁହାଯାଇଛି । ୭୯ ବର୍ଷୀୟ ଅମିତାଭ ବଚ୍ଚନ, ଅନ୍ୟ ସେଲିବ୍ରିଟି,…

ନିର୍ବାଚନ ସମୟରେ ରାଜନୈତିକ ଦଳମାନେ କାହିଁକି ମାଗଣା ଜିନିଷ ବାଣ୍ଟୁଛନ୍ତି, କେନ୍ଦ୍ର ସରକାରଙ୍କୁ ଜବାବ ମାଗିଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଆଜିକାଲି ଅଧିକାଂଶ ରାଜନୈତି ଦଳମାନେ ନିର୍ବାଚନ ପୂର୍ବରୁ ଜନସାଧାରଣଙ୍କୁ ମାଗଣା ଜିନିଷ ପ୍ରଦାନ ନେଇ ଘୋଷଣା କରିଥାନ୍ତି । ତେବେ ଏହି ମାମଲାକୁ ଗମ୍ଭୀରତାର ସହ ନେଇ ସନ୍ତୋଷଜନକ ଜବାବ ଦାଖଲ କରିବାକୁ…