Browsing Category
ଦେଶ ବିଦେଶ
ମସ୍କଙ୍କ ବଡ ଘୋଷଣା , ବ୍ଲୁ ଟିକ ପାଇଁ ଲାଗୁ ହେବ ନାହିଁ ଟଙ୍କା !
ନୂଆଦିଲ୍ଳୀ: ଟ୍ୱିଟକୁ ନେଇ ପୁଣି ଏକ ନୂଆ ଅପଡେଟ । ଟ୍ୱିଟ କରି ଘୋଷଣା କରିଲେ ଏଲନ ମସ୍କ । ଏଲନ ଟୁଇଟରରେ 'ବ୍ଲୁ ଭେରିଫାଏଡ୍' ପାଇଁ ଲାଗୁ ହେବାକୁ ଥିବା ଟଙ୍କା କୁ ଲାଗୁ ନକରିବାକୁ ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ…
ଇଣ୍ଡୋନେସିଆରେ ଭୂମିକମ୍ପ; ୧୬୨ ମୃତ , ୭୦୦ରୁ ଅଧିକ ଆହତ
ନୂଆଦିଲ୍ଲୀ: ଇଣ୍ଡୋନେସିଆରେ ଏକ ବଡଧରଣର ଭୂମିକମ୍ପ ହୋଇଛି । ଫଳରେ ୧୬୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୭୦୦ ରୁ ଅଧିକ ଲୋକ ଗୁରୁତର ଆହତ ହୋଇଛନ୍ତି । ତେବେ ଏହି ଭୂମିକମ୍ପରେ ୨ ହଜାରରୁ ଅଧିକ ଘର ଭାଙ୍ଗିଥିବା ସୂଚନା…
ବିଦେଶୀ ଯାତ୍ରୀମାନଙ୍କ ଆଶ୍ବସ୍ତିକର ଖବର; ଭାରତ ଆସିବା ପାଇଁ କୋଭିଡ୍ ଟୀକାକରଣ ଆଉ ବାଧ୍ୟତାମୂଳକ ନୁହେଁ
ନୂଆଦିଲ୍ଲୀ: ଭାରତ ଆସୁଥିବା ଯାତ୍ରୀଙ୍କ ପାଇଁ କରୋନା କଟକଣା। ଆନ୍ତର୍ଜାତୀୟ ଯାତ୍ରୀଙ୍କ ପାଇଁ ଏୟାର ସୁବିଧା ଫର୍ମ ପୂରଣ କରିବାର ସର୍ତ୍ତ ଭାରତ ରଦ୍ଦ କରିଛି। ସରକାର ଏକ ବିଜ୍ଞପ୍ତିରେ କହିଛନ୍ତି ଯେ ଭାରତକୁ ଆସୁଥିବା…
ଆସନ୍ତାବର୍ଷ ୨୦୨୩ରେ କେବେ ଲାଗିବ ସୂର୍ଯ୍ୟ ପରାଗ ଓ ଚନ୍ଦ୍ର ଗ୍ରହଣ ? ଜାଣନ୍ତୁ
ସୂର୍ଯ୍ୟ ପରାଗ ଓ ଚନ୍ଦ୍ରଗ୍ରହଣ ଜଣେ ବ୍ୟକ୍ତିଙ୍କ ଜୀବନ ଉପରେ ମଧ୍ୟ ପ୍ରଭାବ ପକାଇଥାଏ। ୨୦୨୩ ମସିହାରେ ସମୁଦାୟ ଚାରୋଟି ଗ୍ରହଣ ହେବାକୁ ଯାଉଛି। ସୂର୍ଯ୍ୟ ପରାଗ, ଚନ୍ଦ୍ରଗ୍ରହଣ ଏକ ବଡ ଜ୍ୟୋତିର୍ବିଜ୍ଞାନିକ ଘଟଣା ଓ…
ବିଶ୍ୱର ସବୁଠାରୁ ଦାମୀ ପରିବା: ଯାହାର ଏକ କିଲୋଗ୍ରାମ ମୂଲ୍ୟ ଜାଣିଲେ ହେବେ ଆଶ୍ଚର୍ଯ୍ୟ
ଯେତେବେଳେ ଆମେ ପନିପରିବା କିଣିବାକୁ ବଜାରକୁ ଯାଇଥାଉ ଆମେ ପ୍ରାୟତଃ ୧୦୦-୨୦୦ ଟଙ୍କା ମୂଲ୍ୟର ପରିବା ମହଙ୍ଗା ବୋଲି ଭାବିଥାଉ । ତେବେ କିଛି ପରିବାର ମୂଲ୍ୟ କିଲୋଗ୍ରାମ ପ୍ରତି ୨୦୦ ରୁ ୪୦୦ ଟଙ୍କା ମଧ୍ୟ ହୋଇଥାଏ । ତେବେ…
ହିନ୍ଦୁ ଝିଅ ପାର୍ବତୀ କୁରାନ ପଢ଼ା ପ୍ରତିଯୋଗିତାରେ ଜିତିଲେ ପ୍ରଥମ ପୁରସ୍କାର
ନୂଆଦିଲ୍ଲୀ: ହିନ୍ଦୁ ଝିଅ ପାର୍ବତୀ ଜିତିଛନ୍ତି କୁରାନ ପଢ଼ା ପ୍ରତିଯୋଗିତା। ଏଭଳି ଏକ ଭଲ ଖବର ଆସିଛି କେରଳରୁ। ଚତୁର୍ଥ ଶ୍ରେଣୀରେ ପଢ଼ୁଥିବା ପାର୍ବତୀ ନିକଟରେ ଏକ କୁରାନ ପଢ଼ା ପ୍ରତିଯୋଗିତାରେ ଜିତିଥିବାରୁ ସେ…
ସତ୍ୟପାଲ ମଲିକଙ୍କ ଟାର୍ଗେଟ୍ରେ ବିଜେପି: କହିଲେ ‘ଇନ୍ଦିରାଙ୍କ ସରକାର ପରି ପ୍ରଧାନମନ୍ତ୍ରୀ ମୋଦୀ ମଧ୍ୟ ଚାଲିଯିବେ,…
ମଧ୍ୟପ୍ରଦେଶ: 'ଇନ୍ଦିରା ଗାନ୍ଧୀ ଦିନେ ନିଜକୁ ସର୍ବଶକ୍ତିମାନ ଭାବୁଥିଲେ, କିନ୍ତୁ ତାଙ୍କ ସରକାର ଭାଙ୍ଗିଯାଇଥିଲା । ସେହିପରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ଦିନେ ଚାଲିଯିବେ।' ଗତ କିଛି ଦିନ ହେବା ଲଗାତାର…
ଫୁଟବଲ ବିଶ୍ୱକପ ପାଇଁ ଖୁସି ଅଛନ୍ତି ଭାରତୀୟ କୁକୁଡ଼ା ଚାଷୀ: ଜାଣନ୍ତୁ କଣ ରହିଛି କାରଣ
ନୂଆଦିଲ୍ଲୀ: ଚଳିତ ବର୍ଷର ଫୁଟବଲ ବିଶ୍ୱକପ ଗଲ୍ଫ ଦେଶ କତାରରେ ଅନୁଷ୍ଠିତ ହେଉଛି । ଏହା ସହିତ ଜଡିତ ସମସ୍ତ ଖେଳାଳି ଗୋଲ କରିବା ପାଇଁ ଏକ ଗୋଲ ବଲ ପଛରେ ଦୌଡ଼ୁଛନ୍ତି । କିନ୍ତୁ ଏଥର ବିଶ୍ୱକପରେ ଆଉ ଏକ ଗୋଲ ଜିନିଷ ଅଛି…
ଇଣ୍ଡୋନେସିଆରେ ଭୂକମ୍ପ ଝଟକା: ୪୪ ମୃତ, ୩୦୦ରୁ ଅଧିକ ଗୁରୁତର
ନୂଆଦିଲ୍ଲୀ: ଇଣ୍ଡୋନେସିଆରେ ସୋମବାର ଅର୍ଥାତ ଆଜି ଏକ ବଡ଼ ଧରଣର ଭୂକମ୍ପ ହୋଇଥିବା ସୂଚନା ମିଳିଛି । ଇଣ୍ଡୋନେସିଆରେ ହୋଇଥିବା ଏହି ଭୂକମ୍ପରେ ଅଧିକ ଧନ ଜୀବନ ନଷ୍ଟ ହୋଇଥିବା ଖବର ସାମ୍ନାକୁ ଆସିଛି । ମିଳିଥିବା ସୂଚନା…
ଭାରତର ପଳାତକକୁ କାତାରରେ ସ୍ଵାଗତ, FIFA WCରେ ଇସଲାମର ପ୍ରଚାର କରିବ ଜାକିର ନାଇକ୍
ନୂଆଦିଲ୍ଲୀ: ଭାରତର ପଳାତକକୁ କାତାରରେ ସ୍ଵାଗତ। ବିବାଦୀୟ ଭାରତୀୟ ଇସଲାମିକ ଉପଦେଶକ ଜାକିର ନାଇକକୁ ଫିଫା ବିଶ୍ଵ କପ୍ ୨୦୨୨ରେ ଧାର୍ମିକ ପ୍ରବଚନ ପାଇଁ କାତାର ଆମନ୍ତ୍ରିତ କରିଛି। ଜାକିରକୁ ଭାରତ ପଳାତକ ଘୋଷଣା…