Browsing Category

ଦେଶ ବିଦେଶ

ସଡ଼କ ଦୁର୍ଘଟଣାରେ ଚାଲିଗଲେ ମରାଠୀ ଅଭିନେତ୍ରୀ କଲ୍ୟାଣୀ କୁରାଲେ: ସପ୍ତାହେ ପୂର୍ବରୁ ପାଳନ କରିଥିଲେ ଜନ୍ମଦିନ

ନୂଆଦିଲ୍ଲୀ: ମନୋରଞ୍ଜନ ଦୁନିଆରୁ ଆସିଛି ଏକ ଦୁଃଖଦ ଖବର । ଏକ ସପ୍ତାହ ପୂର୍ବେ ନିଜର ଜନ୍ମଦିନ ପାଳନ କରିଥିବା ମରାଠୀ ଅଭିନେତ୍ରୀ କଲ୍ୟାଣୀ କୁରାଲେ ଯାଧବ ଆଉ ନାହାନ୍ତି । କଲ୍ୟାଣୀ ଏକ ସଡ଼କ ଦୁର୍ଘଟଣାରେ ମୃତ୍ୟୁବରଣ…

Video: ତୁର୍କୀ ରାଜଧାନୀରେ ବଡ ଧରଣର ବିସ୍ପୋରଣ, ଅନେକ ଲୋକ ଆହତ ସୂଚନା

ନୂଆଦିଲ୍ଲୀ: ତୁର୍କୀର ରାଜଧାନୀ ଇସ୍ତାନବୁଲର ଏକ ବ୍ୟସ୍ତବହୁଳ ଅଞ୍ଚଳରେ ବଡ ଧରଣର ବିସ୍ପୋରଣ ଘଟିଛି। ଏହି ବିସ୍ଫୋରଣରେ ଅନେକ ଲୋକ ଆହତ ହେବାର ଆଶଙ୍କା ରହିଛି। ତୁର୍କୀର ସ୍ଥାନୀୟ ଗଣମାଧ୍ୟମ ଅନୁଯାୟୀ, ଯାତ୍ରୀଙ୍କ…

ଇସଲାମିକ ଅନୁଷ୍ଠାନରେ ସଂସ୍କୃତ ଅଧ୍ୟୟନ: ଅନର୍ଗଳ ଭଗବଦ୍ ଗୀତା ‘ପଦ’ କହୁଛନ୍ତି ବିଦ୍ୟାର୍ଥୀ, ଜାଣନ୍ତୁ କେଉଁଠି ?

କେରଳ: ଏପରି ବହୁତ କମ୍ ଶୁଣିବାକୁ ମିଳେ କି ଦୁଇଟି ଧର୍ମର ଲୋକେ ଉଭୟ ଧର୍ମକୁ ସମ୍ମାନ ଦେବା ସହିତ ଏହାକୁ ଆପଣାଇଥାନ୍ତି। ଏପରି ଏକ ଉଦାହରଣ ମୂଳକ କାର୍ଯ୍ୟ ଦେଖିବାକୁ ମିଳିଛି କେରଳ ରାଜ୍ୟରେ। ଏଠାରେ ଏକ ଇସଲାମିକ…

ପୋକରେ ଭିଟାମିନ୍ ଅଛି… ଚୁପଚାପ୍ ଖାଇଦିଅ: ମଧ୍ୟାହ୍ନ ଭୋଜନ ଖାଇବାକୁ ମନା କରିବାରୁ ଛାତ୍ରୀଙ୍କ ହାତ ଭାଙ୍ଗିଦେଲେ ପ୍ରିନ୍ସପାଲ

ନୂଆଦିଲ୍ଲୀ: ସ୍କୁଲ ପିଲାଙ୍କୁ ନିମ୍ନମାନର ମଧ୍ୟାହ୍ନ ଭୋଜନ ପ୍ରଦାନ କରାଯାଉଥିବା ନେଇ ଅନେକ ସମୟରେ ଅଭିଯୋଗ ଆସିଥାଏ । ବେଳେବେଳେ ମଧ୍ୟାହ୍ନ ଭୋଜନରୁ ଝିଟିପିଟି, ଅସରପା, ବେଙ୍ଗ ପରି କୀଟ ପତଙ୍ଗ ମିଳିଥାନ୍ତି । ତେବେ…

No Train No Vote: ଗାଁରେ ପଶି ପାରିବେନି ବିଜେପି-କଂଗ୍ରେସ ନେତା, ୧୮ଟି ଗାଁ ଲୋକଙ୍କ ବଡ଼ ନିଷ୍ପତ୍ତି

ନୂଆଦିଲ୍ଲୀ: କିଛି ରାଜନେତା କେବଳ ଭୋଟ ସମୟ ପାଖେଇ ଆସିଲେ ଜନତାଙ୍କୁ ପାଖକୁ ଧାଇଁଥାନ୍ତି । ଅନ୍ୟ ଦିନମାନଙ୍କରେ ସେମାନଙ୍କର ଦେଖା ଦର୍ଶନ ମିଳିନଥାଏ । ତେବେ ଦୀର୍ଘଦିନ ଧରି ଜନତାଙ୍କ ମନରେ ରହିଥିବା ପୁଞ୍ଜିଭୁତ କ୍ରୋଧ…

Video: ଏୟାର ସୋ ସମୟରେ ପରସ୍ପର ସହ ମୁହାଁମୁହିଁ ହୋଲେ ୨ ଟି ଯୁଦ୍ଧ ବିମାନ, ୬ ଜଣ ମୃତ୍ୟୁ

ନୂଆଦିଲ୍ଲୀ: ଟେକ୍ସସର ଡଲାସରେ ଏକ ଏୟାର ସୋ ସମୟରେ ବିମାନ ଧକ୍କା ହେବାରୁ ଭୟଙ୍କର ଦୁର୍ଘଟଣା ଘଟିଛି। ଦୁର୍ଘଟଣା ପରେ ବିମାନରୁ ଖସିପଡି ୬ ଜଣଙ୍କର ମୃତ୍ୟୁ ଘଟିଥିବା ଏବିସି ନ୍ୟୁଜ୍ ରିପୋର୍ଟ କରିଛି। ଭେଟେରାନ୍ସ ଡେ…

ଏଣିକି NEET, JEE Main, CUET ପ୍ରବେଶିକା ପରୀକ୍ଷା ପାଇଁ ବାର୍ଷିକ ଶିଡ୍ୟୁଲ ପ୍ରସ୍ତୁତ କରିବ NTA: ସୂଚନା ଦେଲା UGC

ନୂଆଦିଲ୍ଲୀ: ପ୍ରଥମ ଥର ପାଇଁ ଆୟୋଜିତ ହୋଇଥିବା କମନ୍ ୟୁନିଭରସିଟି ଏଣ୍ଟ୍ରାନ୍ସ ଟେଷ୍ଟ (ସିୟୁଇଟି)ରେ ଅନେକ ଟେକ୍ନିକାଲ ସମସ୍ୟା ଦେଖାଦେଇଥିଲା । ତେଣୁ ତାହାର ସମାଧାନ ପାଇଁ ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି (ଏନଟିଏ) ନୂଆ…

ବିହାରରେ ବଢିବ ସଂରକ୍ଷଣ, ୭୭ପ୍ରତିଶତ କୋଟା ପାଇଁ ଦାବି କରିଲା ବିହାରର ସହଯୋଗୀ ଦଳ

ପାଟନା: ବିହାରରେ ଏକ ମିଳିତ ଶାସନର ଅଂଶ ଭାହପା ମାଲେ ବିହାରର ସଂରକ୍ଷଣକୁ ୭୭ପ୍ରତିଶତ ବଢେଇବାକୁ ନେଇ ଦାବି କରିଛନ୍ତି । ରାଜ୍ୟ ସଚିବ କୁନାଲ ମୁଖ୍ୟମନ୍ତ୍ରୀ ନିତିଶ କୁମାରଙ୍କୁ କହିଛନ୍ତି ଯେ, ଝାଡଖଣ୍ଡ ପରି ବିହାରରେ…

(ଭିଡିଓ)ବିପଦରେ ଫସିଥିବା ବିଜେପି ଗାଡିକୁ ଟାଣିଲା କଂଗ୍ରେସ, ଭିଡିଓ ସେୟାର କଲା ଆପ୍, କହିଲା…

ନୂଆଦିଲ୍ଲୀ: ଗୁଜରାଟରେ ଏଥର ବିପଦରେ ଫଶିଥିବା ବିଜେପି ଗାଡି କଣ କଂଗ୍ରେସ ସାହାଯ୍ୟରେ ବାହାରକୁ ବାହାରିବ ? ଗୁଜରାଟରେ ଦୃଢତାର ସହ ନିର୍ବାଚନ ଲଢୁଥିବା ଆମ୍ ଆଦମୀ ପାର୍ଟି ରାଜ୍ୟରେ ବିଜେପି ଏବଂ କଂଗ୍ରେସ ମଧ୍ୟରେ…

ଆରମ୍ଭ ହେଲା ଟି ୨୦ ବିଶ୍ୱକପ୍ ମହାମୁକାବିଲା; ଟସ୍ ଜିତି ଫିଲ୍ଡିଂ ନିଷ୍ପତ୍ତି ନେଲା ଇଂଲଣ୍ଡ

ନୂଆଦିଲ୍ଲୀ: ଆଜି ଟି -୨୦ ବିଶ୍ୱ କପର ଅନ୍ତିମ ଦିନ ବା ଫାଇନାଲ ମ୍ୟାଚ୍ । ଏହି ଫାଇନଲରେ ପାକିସ୍ତାନ ଏବଂ ଇଂଲଣ୍ଡ ପରସ୍ପର ସହ ମୁହାଁମୁହିଁ ହୋଇଛନ୍ତି । ଦିନ ୧.୫ ରେ ଖେଳ ଆରମ୍ଭ ହୋଇଥିବା ବେଳେ ଇଂଲଣ୍ଡ ଟସ୍  ଜିତିଛି…