CHARIDHAM
Browsing Category

ଦେଶ ବିଦେଶ

ସାଧାରଣ ଜନତାଙ୍କୁ ପୁଣି ମହଙ୍ଗା ମାଡ଼, ବୃଦ୍ଧି ପାଇଲା CNG ଦାମ୍

ନୂଆଦିଲ୍ଲୀ: ପୁଣି ସାଧାରଣ ନାଗରିକଙ୍କୁ ଲାଗିଛି ଝଟକା । ଦୀପାବଳି ପୁର୍ବରୁ ଆଇଜିଏଲ ଦ୍ୱାରା CNG ଦାମ୍ କିଲୋ ପ୍ରତି ୩ଟଙ୍କା ବୃଦ୍ଧି କରାଯାଇଛି । ଶନିବାରଠାରୁ ବର୍ଦ୍ଧିତ ଦର ଲାଗୁ ହେବ । ରାଜଧାନୀ ଦିଲ୍ଲୀରେ CNG…

Facebookର ୧୦ ଲକ୍ଷ ୟୁଜର୍ସଙ୍କ ଡାଟା ଲିକ୍: Password ତୁରନ୍ତ ବଦଳାନ୍ତୁ, କମ୍ପାନୀ ଦେଲା ଚେତାବନୀ

ନୂଆଦିଲ୍ଲୀ: ଫେସବୁକ ବ୍ୟବହାରକାରୀଙ୍କ ପାଇଁ ଏକ ଜରୁରୀ ଖବର ଆସିଛି । ଗତ କିଛି ବର୍ଷ ଧରି ଫେସବୁର ଡାଟା ଲିକ୍ ମାମଲା ସାମ୍ନାକୁ ଆସିଥିଲା । ଏହାପରେ ୟୁଜର୍ସଙ୍କ ପ୍ରାଇଭେସିକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲା ।…

Modi 21 Years In Power: ଗୁଜରାଟର CMରୁ ଭାରତବର୍ଷର PM, ରାଜନୀତିର ଦୀର୍ଘଯାତ୍ରାର ଅଲ୍ ଟାଇମ୍ ୱିନର ମୋଦୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨୦୧୪ରେ ପ୍ରଥମ ଥର ପାଇଁ ଭାରତବର୍ଷର ପ୍ରଧାନମନ୍ତ୍ରୀ ପଦ ସମ୍ଭାଳିଥିଲେ । ଏହା ମଧ୍ୟରେ କିଛି ବର୍ଷ ପାଇଁ ସେ ଗୁଜରାଟର ମୁଖ୍ୟମନ୍ତ୍ରୀ ପଦରେ ବସିଥିଲେ । ତେବେ ଶାସନ ଗାଦି…

ଦିପାବଳୀ ଏବଂ ଛଠ୍ ପୂଜା ପାଇଁ ରେଲୱେର ବଡ଼ ଘୋଷଣା, ୧୭୯ ସ୍ୱତନ୍ତ୍ର ଟ୍ରେନରେ ବୁକ୍ କରନ୍ତୁ ନିଜ ଟିକେଟ

ନୂଆଦିଲ୍ଲୀ: ଭାରତୀୟ ରେଲୱେ ଶୁକ୍ରବାରର ଘୋଷଣା କରିଛି ଯେ ସେ ଚଳିତ ବର୍ଷ ଛଠ୍ ପୂଜା ପର୍ଯ୍ୟନ୍ତ ୧୭୯ ଯୋଡ଼ଶ ବିଶେଷ ଟ୍ରେନର ସଞ୍ଚାଳନ କରୁଛି ଫଳରେ ପାର୍ବଣ ଋତୁରେ ଅତିରିକ୍ତ ଭିଡ଼କୁ ନେଇ କୌଣସି ଅସୁବିଧା ହେବନାହିଁ ।…

UG-PGରେ Cyber Security ପାଠ୍ୟକ୍ରମ ବାଧ୍ୟତାମୂଳକ ହେବ: ନୂଆ ନିୟମ ଲାଗୁ କରିବାକୁ ଯାଉଛି UGC

ନୂଆଦିଲ୍ଲୀ: ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (ୟୁଜିସି) ପକ୍ଷରୁ ଏକ ନୂଆ ନିୟମ ଲାଗୁ ହେବାକୁ ଯାଉଛି । ୟୁଜିସି ଅଣ୍ଡର ଗ୍ରାଜୁଏଟ (ୟୁଜି) ଓ ପୋଷ୍ଟ ଗ୍ରାଜୁଏଟ (ପିଜି) ସ୍ତରରେ ସାଇବର ସିକ୍ୟୁରିଟି ପାଠ୍ୟକ୍ରମ…

ଛତିଶଗଡ଼ରେ ଟପ୍ପରଙ୍କୁ ମିଳିବ ୧.୫ ଲକ୍ଷ ଟଙ୍କା, ନେବେ ହେଲିକପ୍ଟରର ମଜା…

ଛତିଶଗଡ଼ରେ ଶିକ୍ଷାବର୍ଷ ୨୦୨୧-୨୨ ରେ ଦ୍ୱାଦଶ ବୋର୍ଡ ପରୀକ୍ଷାରେ ମେରିଟ ଲିଷ୍ଟରେ ଆସିଥିବା ବାଲୋଡ ଜିଲାର ୨ ଟପରଙ୍କୁ ଶନିବାର ୮ ସେପ୍ଟେମ୍ବରରେ ହେଲିକପ୍ଟରରେ ବୁଲାଯିବ । ହେଲିକପ୍ଟରର ବୁଲିବା ପରେ ୯ ଅକ୍ଟୋବରରେ…

ଓଡ଼ିଶାର ଅଧିକାଂଶ ନଦୀର ଜଳ ବିଷ: ରିପୋର୍ଟ ଦାଖଲ କଲା ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟର ନଦୀର ଜଳକୁ ନେଇ ଏକ ଭୟଙ୍କର ରିପୋର୍ଟ ସାମ୍ନାକୁ ଆସିଛି । ରାଜ୍ୟର ଅଧିକାଂଶ ନଦୀର ଜଳ ଏବେ ବିଷ ପାଲଟି ଯାଇଛି । ଭୁବନେଶ୍ୱର, କଟକର ଅଧିକାଂଶ ନଦୀର ଜଳର ପ୍ରଦୂଷଣକୁ ନେଇ…

ରାଜସ୍ଥାନରେ ୬୫ ହଜାର କୋଟି ନିବେଶ କରିବ Adani Group: ୪୦୦୦୦ ଲୋକଙ୍କୁ ମିଳିବ ନିଯୁକ୍ତି

ନୂଆଦିଲ୍ଳୀ: ଅଦାନୀ ଗ୍ରୁପ୍ (Adani Group) ରାଜସ୍ଥାନରେ ଆସନ୍ତା ୫-୭ ବର୍ଷରେ ନବୀକରଣଯୋଗ୍ୟ ଶକ୍ତି ସହ ଭିନ୍ନ-ଭିନ୍ନ କ୍ଷେତ୍ରରେ ୬୫ ହଜାର କୋଟି ଟଙ୍କା ନିବେଶ କରିବ । ଅଦାନୀ ଗ୍ରୁପ୍ ଚେୟାରମ୍ୟାନ୍ ଗୌତମ ଅଦାନୀ…

IDBI Privatisation ରାସ୍ତା ସଫା: କେନ୍ଦ୍ର ସରକାର ଓ ଏଲଆଇସି ବିକ୍ରି କରିବେ ୬୧ ପ୍ରତିଶତ ଅଂଶଧନ

ନୂଆଦିଲ୍ଲୀ: କେନ୍ଦ୍ର ସରକାର ଆଇଡିବିଆଇର ବିକ୍ରି ପ୍ରକ୍ରିୟା ଜୋରଦାର କରିଦେଇଛନ୍ତି । ଏନେଇ କିଛି ନୂଆ ଅପଡେଟ୍ ସାମ୍ନାକୁ ଆସିଛି । ସରକାରଙ୍କ ପକ୍ଷରୁ ନିଲାମ ପାଇଁ ଆହ୍ୱାନ କରାଯାଇଛି । ଏହି ଘରୋଇକରଣ ପ୍ରକ୍ରିୟାରେ…

ଏଣିକି Hindi ଭାଷାରେ ହେବ MBBS ପାଠପଢ଼ା! ହିନ୍ଦି ସିଲାବସର ଶୁଭାରମ୍ଭ କରିବେ ଗୃହମନ୍ତ୍ରୀ

ନୂଆଦିଲ୍ଲୀ: ଏଣିକି ଏମବିବିଏସ ପାଠପଢ଼ା ହିନ୍ଦି ଭାଷାରେ ହେବ । ହିନ୍ଦିରେ ମେଡିକାଲ ଶିକ୍ଷା ପ୍ରଦାନ ନେଇ ମଧ୍ୟପ୍ରଦେଶ ସରକାର ଏକ ନୂଆ ପଦକ୍ଷେପ ନେଇଛନ୍ତି । ଆସନ୍ତା ୧୬ ତାରିଖରେ ଭୋପାଳର ଏକ ସମାରୋରେ କେନ୍ଦ୍ର…