CHARIDHAM
Browsing Category

ଦେଶ ବିଦେଶ

ପୁଣି ମହଙ୍ଗା ମାଡ଼! କେଜି ପିଛା ୮-୧୨ ଟଙ୍କା ବଢ଼ିପାରେ ସିଏନଜି…

ନୂଆଦିଲ୍ଲୀ: ମହଙ୍ଗା ମାଡ଼ ସହୁଥିବା ସାଧାରଣ ଲୋକଙ୍କୁ ଆଉ ଏକ ଝଟକା ଲାଗିପାରେ । ପ୍ରକୃତରେ ନାଚୁରାଲ ଗ୍ୟାସ୍ ଦାମରେ ରେକର୍ଡ ବୃଦ୍ଧି ପରେ ସିଏନଜି ଦର ୮ ରୁ ୧୨ ଟଙ୍କା ପ୍ରତି  କିଲୋ ମହଙ୍ଗା ହୋଇପାରେ । ରୋଷେଇ ଗ୍ୟାସ୍…

ଚାଇନାରେ ବନ୍ଦ ହେଲା Google Translation: ଆଉ ମିଳିବନି ସର୍ଭିସ

ନୂଆଦିଲ୍ଲୀ: ଦୁନିଆର ସବୁଠୁ ବଡ଼ ସର୍ଚ୍ଚ ଇଞ୍ଜିନ୍ Google ଚୀନରେ ଏହାର Translate ସେବା ବନ୍ଦ କରିଛି । ଏହି ପଦକ୍ଷେପ ପରେ ପଡ଼ୋଶୀ ଚୀନରେ କମ୍ପାନୀର ସେବା କ୍ଷେତ୍ର ଆହୁରି ସଂଙ୍କୀର୍ଣ୍ଣ ହୋଇଛି । ରିପୋର୍ଟ ଅନୂଯାୟୀ…

Part Time Jobନାଁ ରେ କୋଟି କୋଟି ଟଙ୍କାର ଠକେଇ: ହ୍ୱାଟ୍ସଆପ-ଟେଲିଗ୍ରାମରେ କରୁଥିଲେ ଏମିତି କାମ

ନୂଆଦିଲ୍ଲୀ: ପାର୍ଟ ଟାଇମ ଚାକିରି ନାଁରେ ଲୋକମାନଙ୍କୁ ଠକୁଥିବା କମ୍ପାନୀ ଭିରୁଦ୍ଧରେ ଆକ୍ସନ ନେଇଛି ଇଡି । ଏମିତି ଠକେଇ କରୁଥିବା ମୋଟ ୧୨ଟି ସ୍ଥାନରେ ଏବେ ଚଢାଉ କରିଛି । ଏଥିସହ ୫.୮୫ କୋଟି ଟଙ୍କା ଜବତ କରିଛି ଇଡି ।…

ଅନଲାଇନ୍ ଜୁଆଖେଳ ବିଜ୍ଞାପନକୁ ନେଇ ନ୍ୟୁଜ ପବ୍ଲିସର, ଟିଭି ଚ୍ୟାନେଲ, OTT ପ୍ଲାଟଫର୍ମକୁ କେନ୍ଦ୍ର ସରକାରଙ୍କ ଚେତାବନୀ

ନୂଆଦିଲ୍ଲୀ: ଅନଲାଇନ୍ ଜୁଆଖେଳ ବିଜ୍ଞାପନକୁ ନେଇ ଚେତାବନୀ ଦେଲେ କେନ୍ଦ୍ର ସରକାର। ଘରୋଇ ସାଟେଲାଇଟ୍ ଚ୍ୟାନେଲ୍, ଓଟିଟି ପ୍ଲାର୍ଟଫର୍ମ ଏବଂ ୱେବସାଇଟ୍ ମାନଙ୍କରେ ଜୁଆଖେଳ ୱେବସାଇଟ୍ ଗୁଡ଼ିକର ବିଜ୍ଞାପନ କରିବାରୁ ଦୁରେଇ…

ବନ୍ଦେ ଭାରତ ଟ୍ରେନରେ ଯାତ୍ରା ପାଇଁ ଦେବାକୁ ହେବ ଏତିକି ଭଡ଼ା: ଜାଣନ୍ତୁ କେତେ?

ନୂଆଦିଲ୍ଳୀ: ବନ୍ଦେ ଭାରତ ଏକ୍ସପ୍ରେସକୁ ନେଇ ରେଲୱେ ବିଭାଗ ତରଫରୁ ବଡ଼ ସୂଚନା ଦିଆଯାଇଛି । ରେଲୱେ ତୃତୀୟ ବନ୍ଦେ ଭାରତ ଟ୍ରେନର ଉଦଘାଟନ କରିଛି । ଯଦି ଆପଣ ମଧ୍ୟ ଏହି ଟ୍ରେନରେ ଯାତ୍ରା କରିବାକୁ ଯୋଜନା କରୁଛନ୍ତି ତେବେ…

ତେହରାନରୁ ଚୀନ ଯାଉଥିବା ବିମାନରେ ବୋମା ନେଇ ହଇଚଇ, ଦିଲ୍ଲୀ ଏଟିସିରୁ ସାହାଯ୍ୟ ମାଗିଥିଲେ ପାଇଲଟ୍

ନୂଆଦିଲ୍ଳୀ: ଇରାନର ତେହରାନରୁ ଚୀନ ଯାଉଥିବା ଏକ ଇରାନୀ ବିମାନରେ ବମ୍ ଥିବା ନେଇ ସୂଚନା ମିଳିବା ପରେ ହଇଚଇ ସୃ୍ଷ୍ଟି ହୋଇଥିଲା । ଏହାପରେ ସଙ୍ଗେ ସଙ୍ଗେ ଭାରତୀୟ ବାୟୁସେନା ଆଲର୍ଟ ମୋଡରେ ଆସିଥିଲା, ଏବଂ ଦୁଇ ଲଢ଼ୁଆ…

କର୍ମଚାରୀଙ୍କ ମୃତ୍ୟୁ ପରେ ଆଶ୍ରିତଙ୍କ ଅନୁକମ୍ପା ଆଧାରରେ ନିଯୁକ୍ତି ଅଧିକାର ନୁହେଁ ରିହାତି: ସୁପ୍ରିମକୋର୍ଟଙ୍କ ଟିପ୍ପଣୀ

ସୁପ୍ରିମକୋର୍ଟ କହିଛନ୍ତି ଯେ ଅନୁକମ୍ପା ଆଧାରରେ ନିଯୁକ୍ତି ଅଧିକାର ନୁହେଁ ରିହାତି । ଆଉ ଏଭଳି ରୋଜଗାର ଦେବାର ଉଦ୍ଦେଶ୍ୟ ପ୍ରଭାବିତ ପରିବାରଙ୍କୁ ଆକସ୍ମିକ ସଙ୍କଟରୁ ବାହାର କରିବାରେ ସକ୍ଷମ କରିଥାଏ । ସୁପ୍ରିମକୋର୍ଟ…

‘ପୋଲିସବାବୁ ମୋର ମୂଷା ଚୋରି ହୋଇଯାଇଛି…’ ଥାନାରେ ଏମିତି ମାମଲାର ଅଭିଯୋଗ ଦାୟର

ନୂଆଦିଲ୍ଲୀ: ଗାଡି, ମୋବାଇଲ, ଟଙ୍କ କିମ୍ବା ସୁନା-ରୂପା, ଏସବୁ ଜିନିଷ ଚୋରି ହେଉଥିବା ନେଇ ପ୍ରାୟତଃ ପୋଲିସ ଷ୍ଟେସନରେ ମାମଲା ରୁଜୁ ହୋଇଥାଏ । କିନ୍ତୁ ରାଜସ୍ଥାନର ଜଣେ ବ୍ୟକ୍ତି ପୋଲିସ ଆଗରେ ଏକ ଅଦ୍ଭୁତ ପ୍ରକାର…

Railway ରେ ୧୦ମ ପାସଙ୍କ ପାଇଁ ଚାକିରି ସୁଯୋଗ: ରହିଛି ୬୦୦୦ ରୁ ଅଧିକ ଭ୍ୟାକେନ୍ସୀ…

ନୂଆଦିଲ୍ଲୀ: ୧୦ମ ପରେ ସରକାରୀ ଚାକିରି ଖୋଜୁଥିବା ଯୁବକଙ୍କ ପାଇଁ ବଢ଼ିଆ ସୁଯୋଗ । ରେଲୱେ ରିକୁଟମେଣ୍ଟ ବିଭାଗ ସେଲ ତରଫରୁ ଆପ୍ରେଣ୍ଟିସ ପୋଷ୍ଟରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ଜାରି କରାଯାଇଛି । ବିଜ୍ଞପ୍ତି ଅନୂଯାୟୀ…

ଘୋଷଣା ହେଲା ନୋବେଲ ପୁରସ୍କାର: ମେଡିସିନ କାଟାଗୋରୀରେ ସ୍ୱାନ୍ତେ ପାବୋ ସମ୍ମାନିତ

ନୂଆଦିଲ୍ଲୀ: ବିଶ୍ୱର ସବୁଠୁ ପ୍ରତିଷ୍ଠିତ ଆୱାର୍ଡ ମଧ୍ୟରେ ନୋବେଲ ପୁରସ୍କାର ଘୋଷଣା କରି ଦିଆଯାଇଛି । ଚଳିତବର୍ଷ ଫିଜିଓଲୋଜି ଏବଂ ମେଡିସିନ ବିଭାଗରେ ସ୍ୱାନ୍ତେ ପାବୋଙ୍କୁ ମିଳିଛି ସମ୍ମାନ । ମେଡିସିନ କ୍ଷେତ୍ରରେ ଅନେକ…