Browsing Category

ଦେଶ ବିଦେଶ

ନିଜ ଟଙ୍କାରେ ଭୋଜନ କରନ୍ତି ପ୍ରଧାନମନ୍ତ୍ରୀ ମୋଦୀ, ଖର୍ଚ୍ଚ ହେଉନି ସରକାର ଧନ, RTIରୁ ଖୁଲାସା

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିଜର ଖାଇବା ଖର୍ଚ୍ଚ ନିଜେ ବହନ କରନ୍ତି। ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଏହି ସୂଚନା ଦିଆଯାଇଛି। ସୂଚନା ଅଧିକାର ଆଇନ ବଳରେ ପଚରାଯାଇଥିବା ଏକ ପ୍ରଶ୍ନର…

LinkedIn ୟୁଜର୍ସ ସାବଧାନ! ଏହି ଫିଚରର ବ୍ୟବହାର କରି ସ୍କାମର୍ସ କରୁଛନ୍ତି ଟାର୍ଗେଟ, ଏମିତି ରୁହନ୍ତୁ ସୁରକ୍ଷିତ

ନୂଆଦିଲ୍ଲୀ: ଫ୍ରୋଫେସନାଲ ଲୋକଙ୍କ ପାଇଁ LinkedIn ଏକ ଭଲ ପ୍ଲାଟଫର୍ମ, କିନ୍ତୁ ଏବେ ସ୍କାମରମାନେ ମଧ୍ୟ ଏହାର ଫାଇଦା ଉଠାଇ ଲୋକଙ୍କୁ ଟାର୍ଗେଟ୍ କରୁଛନ୍ତି । ଅଧିକାଂଶ ଲିଙ୍କଇନ୍ ୟୁଜର୍ସ କୌଣସି ବି ରିକ୍ୱେଷ୍ଟକୁ…

କେବଳ ଆଜି ପାଇଁ ଅଫର ଲାଗୁ: ଗୋଟିଏ ମଦ ବୋତଲ କିଣିଲେ ଆଉ ଗୋଟିଏ ଫ୍ରି’ରେ ପାଆନ୍ତୁ

ନୂଆଦିଲ୍ଲୀ: ଆସନ୍ତା ସେପ୍ଟେମ୍ବର ୧ ତାରିଖ ଠାରୁ ଦିଲ୍ଲୀରେ ପୁରୁଣା ଏକ୍ସାଇଜ ପଲିସୀ ଲାଗୁ ହୋଇଯିବ । ନୂଆ ଆଜି ଅର୍ଥାତ ଅଗଷ୍ଟ ୩୧ ତାରିଖ ହେଉଛି ଏକ୍ସାଇଜ ପଲିସୀର ଅନ୍ତିମ ଦିବସ । ତେଣୁ ମଦ ଦୋକାନରେ ଗୋଟିଏ ବୋତଲ…

ଧର୍ମେନ୍ଦ୍ର ହେବେ BJPର ପରବର୍ତ୍ତୀ ରାଷ୍ଟ୍ରୀୟ ଅଧ୍ୟକ୍ଷ! ଜାତୀୟ ଗଣମାଧ୍ୟମରେ ଆରମ୍ଭ ହେଲା ଚର୍ଚ୍ଚା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆସନ୍ତା ଅକ୍ଟୋବର ୧୭ ତାରିଖରେ କଂଗ୍ରେସର ଅଧ୍ୟକ୍ଷ ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି । ଅପରପକ୍ଷେ ବର୍ତ୍ତମାନ ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଦାୟିତ୍ୱରେ ରହିଛନ୍ତି ଜଗତ ପ୍ରକାଶ…

ବନ୍ଦ ହେଲା ଚୀନର ସବୁଠୁ ବଡ଼ ଇଲେକ୍ଟ୍ରୋନିକ୍ସ ମାର୍କେଟ: ପଡ଼ିପାରେ ଭାରତ ଉପରେ ପ୍ରଭାବ

ନୂଆଦିଲ୍ଲୀ: ବନ୍ଦ ହେଲା ଚୀନର ସବୁଠୁ ବଡ଼ ଇଲେକ୍ଟ୍ରୋନିକ୍ସ ମାର୍କେଟ । କରୋନା ଭାଇରସ ମହମାରୀ ସହ ଜୁଝୁଥିବା ଚୀନ ଦୁନିଆର ସବୁଠୁ ବଡ଼ ଇଲେକ୍ଟ୍ରୋନିକ୍ସ ହୋଲସେଲ ମାର୍କେଟ ବନ୍ଦ କରିବା ନେଇ ନିଷ୍ପତ୍ତି ନେଇଛି । ଚୀନର…

ଜ୍ୟାକଲିନ ଫର୍ଣ୍ଣାଣ୍ଡେଜଙ୍କୁ ସମନ କଲେ କୋର୍ଟ: ୨୬ ସେପ୍ଟେମ୍ବର ହାଜର ପାଇଁ ନିର୍ଦ୍ଦେଶ

ନୂଆଦିଲ୍ଲୀ: ବଲିଉଡ ଅଭିନେତ୍ରୀ ଜ୍ୟାକଲିନ ଫର୍ଣ୍ଣାଣ୍ଡେଜଙ୍କ ପାଇଁ ବଢୁଛି ଅଡୁଆ । ଆସନ୍ତା ୨୬ ତାରିଖରେ ହାଜର ହେବା ପାଇଁ ଅଭିନେତ୍ରୀଙ୍କୁ ସମନ କଲେ ମାନ୍ୟବର କୋର୍ଟ । ଜ୍ୟାକଲିନଙ୍କ ବିରୋଧରେ ରୁଜୁ ହୋଇଥିବା…

Marriage Side effect କହିଲେ ତେଜସ୍ୱୀ

ବିହାର :ବିହାର ଡେପୁଟି ସିଏମ ଏବଂ ଆରଜେଡି ନେତା ତେଜସ୍ୱୀ ଯାଦବ ଏକ ଭିଡିଓ ସାମ୍ନାକୁ ଆସିଛି ଯେଉଁଥିରେ ସେ ତାଙ୍କ ଫିଟନେସକୁ ନେଇ ମଜା କରୁଥିବାର ଦେଖିବାକୁ ମିଳିଛନ୍ତି। ତେଜସ୍ୱୀ କୁହନ୍ତି ଯେ ପୂର୍ବରୁ ମୋର ଜଣେ…

ପରୀକ୍ଷାରେ କମ୍ ମାର୍କ ଦେବାରୁ ସାରଙ୍କୁ ଗଛରେ ବାନ୍ଧି ପିଟିଲେ ଛାତ୍ର

ଝାଡ଼ଖଣ୍ଡ : ଆପଣ ଗୁରୁ ଆଉ ଶିଷ୍ୟଙ୍କ ସମ୍ପର୍କ ବିଷୟରେ ବହୁତ କିଛି କଥା ଶୁଣିଥିବେ। ଗୁରୁ ମାନଙ୍କୁ ପିଲା ମାନେ କିପରି ସମ୍ମାନ ଦିଅନ୍ତି ଏହା ମଧ୍ୟ ଆପଣ ଦେଖି ଥିବେ କିନ୍ତୁ ଗୁରୁ ମାନଙ୍କୁ ଗଛରେ ବାନ୍ଧି ପିଟୁ ଥିବାର…

ଦିଲ୍ଲୀରେ ଚିହ୍ନଟ ମଙ୍କିପକ୍ସ ସଂକ୍ରମକଙ୍କ ଠାରେ ନାହିଁ ଯୌନ ସମ୍ପର୍କ ଲକ୍ଷଣ: ICMR

ନୂଆଦିଲ୍ଲୀ: ବିଶ୍ୱ ତଥା ଦେଶରେ ମଙ୍କିପକ୍ସ ସଂକ୍ରମଣ ବଢି ଚାଲିଥିବା ବେଳେ ଏହାକୁ ନେଇ ଦିନକୁ ଦିନ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସିବାରେ ଲାଗିଛି। ଇଣ୍ଡିଆନ୍ କାଉନସିଲ୍ ଅଫ୍ ମେଡିକାଲ ରିସର୍ଚ୍ଚ(ଆଇସିଏମ୍‌ଆର) ଏବଂ…

ଓଡିଶା ଆସିବେ ନଡ୍ଡା; ବାଣ୍ଟିବେ ଗୁରୁମନ୍ତ୍ର

ଭୁବନେଶ୍ୱର: ଓଡିଶା ଆସିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ ପି ନଡ୍ଡା । ସେପ୍ଟେମ୍ବର ଚତୁର୍ଥ ସପ୍ତାହରେ ଓଡିଶା ଆସିବେ ନଡ୍ଡା ।ଏନେଇ ବିଜେପି ସାଧାରଣ ସମ୍ପାଦକ ପୃଥୀରାଜ ହରିଚନ୍ଦନ ସୂଚନା ଦେଇଛନ୍ତି । ବିଜେପି ଦଳକୁ…