Browsing Category
ଦେଶ ବିଦେଶ
କାହିଁକି ତେଲଗୁ ଷ୍ଟାରଙ୍କୁ ଭେଟୁଛନ୍ତି ବିଜେପି ନେତା; ୨୦୨୪ ପାଇଁ କଣ ରହିଛି ପ୍ଲାନ
ହାଇଦ୍ରାବାଦ:ତେଲୁଗୁ ଅଭିନେତା ନିତିନ କୁମାର ରେଡ୍ଡୀ ଶନିବାର ଦିନ ହାଇଦ୍ରାବାଦରେ ବିଜେପି ଜାତୀୟ ସଭାପତି ଜେପି ନାଡାଙ୍କୁ ଭେଟିଛନ୍ତି।ବିଜେପି ଜାତୀୟ ସଭାପତି ଜଗତ ପ୍ରକାଶ ନାଡା ଟ୍ୱିଟ୍ କରି 'ଭୀଷ୍ମ' ତାରକାଙ୍କ ସହ…
ଶ୍ରୀଲଙ୍କାରେ ଗୁଇନ୍ଦା ଜାହାଜକୁ ନେଇ ଚୀନ୍ ଓ ଭାରତୀୟ ଦୂତାବାସ ମଧ୍ୟରେ ବାକ୍ ଯୁଦ୍ଧ
ନୂଆଦିଲ୍ଲୀ: ଶନିବାର ଶ୍ରୀଲଙ୍କାରେ ଥିବା ଭାରତୀୟ ଦୂତାବାସ କହିଛି ଯେ ଦ୍ୱୀପ ରାଷ୍ଟ୍ରର ଉତ୍ତର ପଡୋଶୀ ଦେଶ ଉପରେ ଚୀନ୍ ରାଷ୍ଟ୍ରଦୂତଙ୍କ ନିକଟରେ ଦେଇଥିବା ମନ୍ତବ୍ୟ ନିଜ ଦେଶର ତାଙ୍କ ଆଚରଣକୁ ଦର୍ଶାଉଛି। ଦୂତାବାସ…
India Vs Pakistan:ଆଜିର ହାଇଭୋଲ୍ଟେଜ ମ୍ୟାଚ;ପ୍ରତିଶୋଧ ନେବ ଭାରତ!
ମୁମ୍ବାଇ: ଭାରତ ଆଉ ପାକିସ୍ତାନ ଏହି ଦୁଇ ଦେଶ ମଧ୍ୟରେ ଯେତେବେଳେ କ୍ରିକେଟ ମ୍ୟାଚ ଥାଏ ତାହା କ୍ରିକେଟ ପ୍ରେମୀଙ୍କ ପାଇଁ ଏକ ଉତ୍ସବରୁ କମ ନୁହେଁ । ଲୋକ କାମଦାମ ସବୁ ଛାଡି ଟିଭି ଆଗରେ ବସିଯାହାନ୍ତି ଏହି ଦୁଇ ପଡୋଶୀ…
ରେଳମନ୍ତ୍ରୀ କଲେ ବଡ଼ ଘୋଷଣା, ଯାତ୍ରୀ ଦେଉଛନ୍ତି ଧନ୍ୟବାଦ
ଯଦି ଆପଣ ମଧ୍ୟ ରେଳଯାତ୍ରା କରୁଥାନ୍ତି ଏବଂ ଆପଣଙ୍କ ପାଇଁ ବଡ଼ ଖୁସିଖବର । ନିକଟରେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଖଜୁରାହୋ ଠାରୁ ଦିଲ୍ଳୀ ପର୍ଯ୍ୟନ୍ତ ବନ୍ଦେଭାରତ ଟ୍ରେନ୍ ଆରମ୍ଭ କରିବା ନେଇ ଘୋଷଣା କରିଛନ୍ତି ।…
ଦୁନିଆର ସବୁଠୁ ଦାମୀ ହୋଟେଲ, ଗୋଟିଏ ଦିନର ଭଡ଼ା ୨୦ ଲକ୍ଷ !
ଏମିତିରେ ତ’ ଦୁନିଆରେ ଅନେକ ବିଳାସପୂର୍ଣ୍ଣ ହୋଟେଲରେ ଅଛି, କିନ୍ତୁ ବୁର୍ଜ ଅଲ ଅରବ(Burj Al Arab) ହୋଟେଲର କଥା ଅଲଗା । ବିଳାସପୂର୍ଣ୍ଣ ସୁବିଧା ପାଇଁ ପ୍ରସିଦ୍ଧ ଏହି ହୋଟେଲ ଦୁବାଇରେ ରହିଛି । ଏହି ହୋଟେଲରେ ଗୋଟିଏ…
ମଙ୍ଗଳ ଗ୍ରହର ପଥରରେ ମିଳିଲା ପାଣିର ସନ୍ଧାନ: NASA ରୋଭର ର ବଡ଼ ଖୋଜ୍
ନୂଆଦିଲ୍ଳୀ: ଆମେରିକୀୟ ଅନ୍ତରୀକ୍ଷ ଏଜେନ୍ସୀ ନାସା(NASA)ର ପର୍ସିଭରେନ୍ସ ରୋଭର (Perseverance Rover) ମଙ୍ଗଳ ଗ୍ରହ ରେ ଏକ ବଡ଼ ପ୍ରମାଣ ଖୋଜିଛି । ଯେଉଁଥିରୁ ସ୍ପଷ୍ଟ ହୋଇଛି ଯେ ଲାଲ ଗ୍ରହ ମଙ୍ଗଳ(MARS)ରେ ପାଣିର…
ଦୁଇ ଜାଗାରେ ଦେହରେ ଅଛି ତିନୋଟି କିଡନୀ: ଅଲଟ୍ରାସାଉଣ୍ଡରୁ ଆସିଲା ଭୟଙ୍କର ରିପୋର୍ଟ
ଉତ୍ତରପ୍ରଦେଶ: ଉତ୍ତରପ୍ରଦେଶର କାନପୁରରେ ଜଣେ ଯୁବକଙ୍କୁ ଆଶ୍ଚର୍ଯ୍ୟ ବୋଲି କୁହାଯାଉଛି । ତାଙ୍କ ଶରୀରର ଗଠନ ଅନ୍ୟ ମଣିଷମାନଙ୍କ ଭଳି ନୁହେଁ ବୋଲି ଚର୍ଚ୍ଚା ହେଉଛି । କାରଣ ତାଙ୍କ ଶରୀରରେ ତିନୋଟି କିଡନୀ ରହିଛି ।…
ମଶାଣିରୁ ଜୀଇଁ ଉଠିଲା ୩ ବର୍ଷର ଝିଅ, କିନ୍ତୁ ପୁଣି ହେଲା ମୃତ୍ୟୁ
ଅନେକ ସମୟରେ ଶବ ମଶାଣିରେ ଜୀବିତ ହେବା କଥା ଆପଣ ଶୁଣିଥିବେ । କିନ୍ତୁ କ’ଣ ଜଣେ ୩ ବର୍ଷର ଶିଶୁ ମଶାଣିରେ ଜୀବିତ କଥା ଶୁଣିଛନ୍ତି କି? ଏଭଳି ଏକ ଘଟଣା ସାମ୍ନାକୁ ଆସିଛି । ଯେଉଁଠାରେ ଜଣେ ୩ ବର୍ଷର ଶିଶୁଙ୍କୁ ଡାକ୍ତର…
ଡାଟା ବିକ୍ରି କରିବନି IRCTC: ଯୋଜନା ରଦ୍ଧ କଲା ଭାରତୀୟ ରେଳବାଇ
ନୂଆଦିଲ୍ଲୀ: ଗ୍ରାହକଙ୍କ ଡାଟାରୁ ଆୟ କରିବାର ଯୋଜନା ରଦ୍ଧ କରିଛି IRCTC। ନିଜ ଗ୍ରାହକଙ୍କ ଗୋପନୀୟତାକୁ ଦେଖି ଏହି ନିର୍ଣ୍ଣୟ ନେଇଛି । ଏନେଇ ଜଣେ ବରିଷ୍ଠ ଅଧିକାରୀ ଶୁକ୍ରବାର କଂଗ୍ରେସ ନେତା ଶଶି ଥରୁରଙ୍କ ନେତୃତ୍ୱରେ…
ସୌର ମଣ୍ଡଳ ବାହାରେ ଥିବା ଗ୍ରହରେ ମିଳିଲା କାର୍ବନ ଡାଇଅକ୍ସାଇଡ୍…
ନୂଆଦିଲ୍ଳୀ: ପ୍ରଥମ ଥର ସୌର ମଣ୍ଡଳ ବାହାରେ କୌଣସି ଗ୍ରହର ବାୟୁମଣ୍ଡଳରେ କାର୍ବନ ଡାଇଅକ୍ସାଇଡ୍ ମିଳିଛି । ଏହି ଖୋଜ୍ ନାସାର ଜେମ୍ସ ୱେବ୍ ଟେଲିସ୍କୋପ୍ କରିଛି । ଯେଉଁ ଗ୍ରହରେ ଏହି ଗ୍ୟାସ୍ ମିଳିଛି ତାହା ଆମର ସୂର୍ଯ୍ୟ…