Browsing Category
ଦେଶ ବିଦେଶ
ଆସୁଛି ପ୍ରଥମ କୋଭିଡ୍ ଟାବଲେଟ୍
ନୂଆଦିଲ୍ଲୀ: ସାରା ବିଶ୍ୱରେ କାୟା ମେଲାଇଥିବା କରୋନା ମହାମାରୀକୁ ନେଇ ସମସ୍ତେ ଚିନ୍ତିତ । ବର୍ତ୍ତମାନ ସଂକ୍ରମଣରେ ହ୍ରାସ ପରିଲକ୍ଷିତ ହୋଇଥିଲେ ମଧ୍ୟ ଟଳିନି ବିପଦ । କରୋନା ସଂକ୍ରମଣକୁ ରୋକିବା ପାଇଁ ଅନେକ ପଦକ୍ଷେପ…
ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ପଞ୍ଜାବ ମୁଖ୍ୟମନ୍ତ୍ରୀ; କୃଷକଙ୍କ ସମସ୍ୟା ନେଇ କଲେ ଆଲୋଚନା
ନୂଆଦିଲ୍ଲୀ: ପଞ୍ଜାବର ମୁଖ୍ୟମନ୍ତ୍ରୀ ଚରଣଜିତ ସିଂହ ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିଛନ୍ତି । ଚନ୍ନୀ ମୁଖ୍ୟମନ୍ତ୍ରୀ ହେବା ପରେ ଏହା ତାଙ୍କର ପ୍ରଥମ ସାକ୍ଷାତକାର । ସାକ୍ଷାତକାର ସମୟରେ ଉଭୟଙ୍କ…
ବ୍ରିଟେନରୁ ଫେରିଲେ ଘରେ ସଙ୍ଗରୋଧ
ନୂଆଦିଲ୍ଲୀ: ବ୍ରିିଟେନରୁ ଫେରିଲେ ଗୃହ ସଙ୍ଗରୋଧ ବାଧ୍ୟତାମୂଳକ କଲେ କେନ୍ଦ୍ର ସରକାର । ଭାରତ ପହଞ୍ଚିବା ପରେ ୧୦ ଦିନ ପର୍ଯ୍ୟନ୍ତ ହୋମ ଆଇସୋଲେସନରେ ରହିବାକୁ ହେବ । ସଙ୍ଗରୋଧର ଅଷ୍ଟମ ଦିନରେ ଆରଟିପିସିଆର ପରୀକ୍ଷା…
ଅନ୍ତରୀକ୍ଷରେ ମହାକାଶଚାରୀଙ୍କ ମୃତ୍ୟୁ ହେଲେ କେଉଁଠି ହୋଇଥାଏ ଅନ୍ତିମ ସଂସ୍କାର?
ପୃଥିବୀ ପୃଷ୍ଠରେ ଯଦି କୌଣସି ବ୍ୟକ୍ତିଙ୍କ ମୃତ୍ୟୁ ହୁଏ, ତେବେ ଖୁବଶୀଘ୍ର ତାଙ୍କର ଅନ୍ତିମ ସଂସ୍କାର କରାଯାଇଥାଏ । କାହିଁକି ନା ଅଧିକ ବିଳମ୍ବ କରିବା ଦ୍ୱାରା ମୃତ ଶରୀର ନଷ୍ଟ ହୋଇଯାଏ । କିନ୍ତୁ ମହାକାଶରେ ଯଦି କାହାର…
ଝାଡ଼ଖଣ୍ଡ ଓ ଆନ୍ଧ୍ର ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ଧର୍ମେନ୍ଦ୍ର
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଓଡ଼ିଆ ଭାଷାର ସୁରକ୍ଷା ନେଇ ଝାଡ଼ଖଣ୍ଡ ଓ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଝାଡ଼ଖଣ୍ଡ ଓ ଆନ୍ଧ୍ରରେ ଓଡ଼ିଆ ଭାଷା ଓ…
ପଞ୍ଜାବ ସ୍ଥିତିକୁ ନେଇ ମତ ରଖିଲେ କହ୍ନେୟା କୁମାର, କହିଲେ ମୋଦୀ-ଗଡକରୀଙ୍କ ମଧ୍ୟରେ ଥିବା ମତଭେଦ ଉପରେ କାହିଁକି କରାଯାଉନାହିଁ ଆଲୋଚନା
ନୂଆଦିଲ୍ଲୀ: ନିକଟରେ କମ୍ୟୁନିଷ୍ଟ ଦଳ ଛାଡ଼ି କଂଗ୍ରେସରେ ଯୋଗଦେଇଥିବା କହ୍ନେୟା କୁମାର ପଞ୍ଜାବ ସ୍ଥିତିକୁ ନେଇ ମୋଦୀ ଏବଂ ନିତିନଙ୍କ ଉଦାହରଣ ଦେଇଛନ୍ତି । ସେ କହିଛନ୍ତି କେବଳ କଂଗ୍ରେସ ଦଳ ହିଁ ବିଜେପି ସହ ଲଢ଼ିପାରିବ ।…
ସୋପିଆନରେ ଏନକାଉଣ୍ଟର; ଟଳିଲା ୧ ଆତଙ୍କବାଦୀ
ଶ୍ରୀନଗର: ଶୁକ୍ରବାର ଜମ୍ମୁ କାଶ୍ମୀରର ସୋପିଆନ ଜିଲ୍ଲାରେ ସୁରକ୍ଷା କର୍ମୀଙ୍କ ଗୁଳିରେ ଜଣେ ଆତଙ୍କବାଦୀର ମୃତ୍ୟୁା ହୋଇଛି । ପୋଲିସର କହିବା ଅନୁଯାୟୀ ସୁରକ୍ଷା ବାହିନୀ ସୋପିଆନର ରକ୍ଷାମା ଗ୍ରାମକୁ କର୍ଡନ କରି ସର୍ଚ୍ଚ…
Assistant Professor ପୋଷ୍ଟ ପାଇଁ PhD ବାଧ୍ୟତାମୂଳକ ନୁହେଁ, ଶିକ୍ଷାମନ୍ତ୍ରୀ ନେଲେ ଏହି ବଡ଼ ନିଷ୍ପତ୍ତି
ନୂଆଦିଲ୍ଲୀ: ଏଣିକି ଆସିଷ୍ଟାଣ୍ଟ ପ୍ରଫେସର ପୋଷ୍ଟ ପାଇଁ ପିଏଚଡି ବାଧ୍ୟତାମୂଳକ ହେବନି । ଏଭଳି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଶିକ୍ଷା ମନ୍ତ୍ରୀ କହିଛନ୍ତି…
ପିଲା ଭିତରକୁ ପ୍ରବେଶ କଲା ଏପରି ‘ପୋକ’, ଯାହାକି ଖାଇଗଲା ମସ୍ତିଷ୍କର ସବୁକିଛି ! ଆଉ ତା’ ପରେ
ଟେକ୍ସାସ: ଦୁନିଆରେ ପ୍ରତିଦିନ କିଛି ନା କିଛି ଆଶ୍ଚର୍ଯ୍ୟକର ଘଟଣା ସାମ୍ନାକୁ ଆସୁଛି । ସେହିଭଳି ଆମେରିକାର ଟେକ୍ସାସରୁ ଏପରି ଏକ ମାମଲା ସାମ୍ନାକୁ ଆସିଛି, ଯାହାକୁ ନେଇ ଡାକ୍ତରମାନଙ୍କର ଚିନ୍ତାରେ ପଡିଛନ୍ତି । ସେଠାର…
ଶିବରାଜଙ୍କ ଆସନ ଟଳମଳ: ୩ ବରିଷ୍ଠ ନେତାଙ୍କ ଦିଲ୍ଲୀ ଗସ୍ତ ପରେ ବଢ଼ିଲା ଟେନସନ୍
ନୂୂଆଦିଲ୍ଲୀ: ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଗତ ଗୁରୁବାର ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସାକ୍ଷାତ କରିଥିଲେ । ଏହି ଅବସରରେ ସେ ମୋଦିଙ୍କ ସହ ରାଜ୍ୟର ବିାକଶମୂଳକ କାର୍ଯ୍ୟକୁ ନେଇ ବିଭିନ୍ନ ପ୍ରସଙ୍ଗରେ…