Browsing Category
ଦେଶ ବିଦେଶ
ଭାରତ ବନ୍ଦର ପ୍ରଭାବ: ରାସ୍ତାରେ ଲାଗିଛି ଗାଡ଼ିର ଲମ୍ବା ଲାଇନ୍, ବାହାରିବାକୁ ବି ଜାଗା ନାହିଁ
ନୂଆଦିଲ୍ଲୀ: କେନ୍ଦ୍ରର ତିନୋଟି କୃଷି ଆଇନ୍ ବିରୋଧରେ ଆଜି ଦେଶବ୍ୟାପୀ କୃଷକ ସଂଗଠନ ଭାରତ ବନ୍ଦ ଡାକରା ଦେଇଛନ୍ତି । ତେଣୁ ଆଜି ବିଭିନ୍ନ ସ୍ଥାନରେ କୃଷକ ମାନେ ଆନ୍ଦୋଳନ କରିବା ନେଇ ରାସ୍ତାକୁ ଓହ୍ଲାଇଛନ୍ତି । ତେବେ…
ସଡ଼କ ଦୁର୍ଘଟଣା ହ୍ରାସ ପାଇଁ କେନ୍ଦ୍ର ସରକାରଙ୍କ ବଡ଼ ପଦକ୍ଷେପ: ଓଡ଼ିଶା ସହ ୧୪ଟି ରାଜ୍ୟରେ ଲାଗୁହେବ ୭ ହଜାର କୋଟିର ସ୍କିମ୍
ନୂଆଦିଲ୍ଲୀ: ଦିନକୁ ଦିନ ସଡ଼କ ଦୁର୍ଘଟଣା ବଢ଼ିବାରେ ଲାଗିଛି । ତେଣୁ ଏହାକୁ ହ୍ରାସ କରିବା ନେଇ କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରଣାଳୟ ପକ୍ଷରୁ ୭୨୭୦ କୋଟି ଟଙ୍କାର ନୂଆ ସ୍କିମ୍ ଲାଗୁ କରାଯିବ । ଦେଶର ୮୫ ପ୍ରତିଶତ…
ଏଠାରେ ଗୋରା ଶିଶୁଙ୍କୁ ମିଳିଥାଏ ମୃତ୍ୟୁଦଣ୍ଡ, ଆଉ କଳା ଶିଶୁଙ୍କୁ…
ଆଜି ବି ଆଦିବାସୀ ଲୋକମାନେ ଦୁନିଆଠାରୁ ଅଲଗା ଭାବେ ନିଜ ଜୀବନ ବିତାଉଛନ୍ତି । ସେହି ଆଦିବାସୀଙ୍କ ପରମ୍ପରା ମଧ୍ୟ ସୁବୁଠାରୁ ଅଲଗା ହୋଇଥିବା ବେଳେ ସେମାନେ ଏହାର ପାଳନ କରିଥାନ୍ତି । ଏପରି ଏକ ପ୍ରଥା ଆଣ୍ଡମାନରେ…
୨୫୦୦ ଲୋକଙ୍କୁ ରୋଜଗାର ଦେବ ଏଚଡିଏଫସି, ୨ ଲକ୍ଷ ଗ୍ରାମରେ ଖୋଲିବ ନୂଆ ବ୍ରାଞ୍ଚ
ନୂଆଦିଲ୍ଲୀ: କରୋନାରେ ଚାକିରି ହରାଇ ଦୁର୍ଦ୍ଦିନରେ ଗତି କରୁଥିବା ଲୋକଙ୍କ ପାଇଁ ଏକ ଖୁସି ଖବର ଆସିଛି । ଦେଶର ବୃହତ ପ୍ରାଇଭେଟ୍ ବ୍ୟାଙ୍କ ଏଚଡିଏଫସି ୨୫୦୦ ଲୋକଙ୍କୁ ରୋଜଗାର ଯୋଗାଇ ଦେବାକୁ ଘୋଷଣା କରିଛି । ଏଥିପାଇଁ ୨…
୩ ଦିନିଆ ଓମାନ ଗସ୍ତରେ ନୌସେନା ମୁଖ୍ୟ କରମବୀର ସିଂ, ନୌସେନା ମଧ୍ୟରେ ସମ୍ମନ୍ୱୟ ଓ ଜ୍ଞାନ କୌଶଳ ସହଭାଗିତା ଉପରେ ହେବ ଆଲୋଚନା
ନୂଆଦିଲ୍ଲୀ: ୩ ଦିନିଆ ଓମାନ ଗସ୍ତରେ ଯାଇଛନ୍ତି ଭାରତୀୟ ନୌସେନାର ଭାଇସ ଆଡମିରାଲ କରମବୀର ସିଂ । ଏହି ଗସ୍ତ ସମୟରେ ଦୁଇ ଦେଶର ନୌସେନା ମଧ୍ୟରେ ସମ୍ମନ୍ୱୟ ଓ ଜ୍ଞାନ କୌଶଳ ସହଭାଗିତା ଉପରେ ଆଲୋଚନା ହେବ । ଓମାନ ନୌସେନା…
ଚନ୍ନିଙ୍କ ନୂଆ ଟିମ୍: ଶପଥ ନେଲେ ୧୫ ମନ୍ତ୍ରୀ, ୭ ନୂଆ ଚେହେରାଙ୍କୁ ସୁଯୋଗ
ଚଣ୍ଡିଗଡ : ପଞ୍ଜାବରେ ଚରଣଜିତ ସିଂହ ଚନ୍ନୀଙ୍କ ସରକାରଙ୍କ ପ୍ରଥମ କ୍ୟାବିନେଟ୍ ସଂପ୍ରସାରଣ ହୋଇଛି । ପଞ୍ଜାବ ରାଜ୍ୟପାଳ ବନୱାରୀଲାଲ ପୁରୋହିତ୍ ଚଣ୍ଡିଗଡ଼ ରାଜଭବନରେ ୧୫ ଜଣ ନୂତନ ମନ୍ତ୍ରୀ ଭାବେ ପଦ ଏବଂ ଗୋପନୀୟତାର…
ଖୁବଶୀଘ୍ର ବାୟୁସେନା ପାଇଁ ବିମାନ ତିଆରି କରିବ ଟାଟା, ୪୦ଟି ଟ୍ରାନ୍ସପୋର୍ଟ ଏୟାରକ୍ରାଫ୍ଟ ନିର୍ମାଣ ପାଇଁ ଏୟାରବସ ସହ ଚୁକ୍ତି
ନୂଆଦିଲ୍ଲୀ: ଟାଟା ଗ୍ରୁପରTata advance system କମ୍ପାନୀ ଖୁବଶୀଘ୍ର ବାୟୁସେନା ପାଇଁ ତିଆରି କରିବ ବିମାନ । ଏଥିପାଇଁ କମ୍ପାନୀ ଏୟାରବସ ସହ ଏକ ଚୁକ୍ତି କରିଛି । ଏନେଇ ରତନ ଟାଟା ସୂଚନା ଦେଇଛନ୍ତି । ଭାରତୀୟ…
ଆଜି ଡିଜିଟାଲ ହେଲ୍ଥ ମିଶନର ଶୁଭାରମ୍ଭ କରିବେ ମୋଦି
ନୂଆଦିଲ୍ଲୀ: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭିଡିଓ କନଫରେନ୍ସିଂ ଜରିଆରେ ଦେଶରେ ଜାତୀୟ ଡିଜିଟାଲ ହେଲ୍ଥ ମିଶନ (ଏନ୍ଡିଏଚ୍ଏମ୍) ର ଶୁଭାରମ୍ଭ କରିବେ । ତେବେ ଏହାର ନାମ ବଦଳାଯାଇ ପ୍ରଧାନମନ୍ତ୍ରୀ ଡିଜିଟାଲ…
ଯୋଗୀ କ୍ୟାବିନେଟ ସଂପ୍ରସାରଣ: ଜିତିନ ପ୍ରସାଦଙ୍କ ସମେତ ୭ନୂଆ ମୁହଁ
ନୂଆଦିଲ୍ଲୀ: ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ କ୍ୟାବିନେଟ ସଂପ୍ରସାରଣ କରିଛନ୍ତି । ନୂତନ ଭାବରେ ଗଠିତ କ୍ୟାବିନେଟରେ ପୂର୍ବତନ କଂଗ୍ରେସ ନେତା ଜିତିନ ପ୍ରସାଦଙ୍କ ସମେତ ୭ ଜଣ ନୂଆ ମୁହଁଙ୍କୁ ସାମିଲ…
ବାତ୍ୟା ‘ଗୁଲାବ’କୁ ନେଇ ନବୀନଙ୍କ ସହ ମୋଦୀଙ୍କ ଆଲୋଚନା
ନୂଆଦିଲ୍ଲୀ: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଆଲୋଚନା କରିଛନ୍ତି । ସମ୍ଭାବ୍ୟ ବାତ୍ୟା ସ୍ଥିତିକୁ ନେଇ ନବୀନଙ୍କ ସହ ମୋଦୀ ଆଲୋଚନା କରିଛନ୍ତି । ବାତ୍ୟା ସମୟରେ ସବୁ…