Browsing Category
ଦେଶ ବିଦେଶ
ଇସ୍ତଫା ଦେଲେ ZOMATO COO; ଅଂଶଧନ ମୂଲ୍ୟରେ ୧ ପ୍ରତିଶତ ହ୍ରାସ
ନୂଆଦିଲ୍ଲୀ:ଅନଲାଇନ ଫୁଡ ଡେଲିଭରୀ କମ୍ପାନୀ ଜୋମାଟୋର ସିଓଓ ଗୌରବ ଗୁପ୍ତା ନିଜ ପଦରୁ ଇସ୍ତଫା ପ୍ରଦାନ କରିଛନ୍ତି । ସହ ପ୍ରତିଷ୍ଠାତା ତଥା ମୁଖ୍ୟ ପରିଚାଳନା ଅଧିକାରୀ ଭାବରେ ରହିଥିବା ଗୌରବ ଇସ୍ତଫା ପ୍ରଦାନ କରିବା ପରେ…
୧୦ ମାସରେ ଦୁଇଥର ଗର୍ଭବତୀ ହେଲେ ମହିଳା, ୩ଟି ସନ୍ତାନକୁ ଦେଲେ ଜନ୍ମ
ନୂଆଦିଲ୍ଲୀ: କୌଣସି ମହିଳା ଦୁଇରୁ ଅଧିକ ଶିଶୁକୁ ଏକାଥରରେ ଜନ୍ମ ଦେଇଥିବା କଥା ତ ଆପଣ ମାନେ ଆଗରୁ ଜାଣିଥିବେ । କିନ୍ତୁ ଆମେରିକାରେ ଜଣେ ୨୩ ବର୍ଷୀୟା ମହିଳା ବର୍ଷକ ମଧ୍ୟରେ ତିନିଟି ଶିଶୁକୁ ଜନ୍ମ ଦେଇଛନ୍ତି । ତେବେ…
‘ସୁପର ୩୦’ ପାଇଁ ଆସନ୍ତା ୨୦୨୨ ମାର୍ଚ୍ଚରେ ଅନୁଷ୍ଠିତ ହେବ ପରୀକ୍ଷା, ଘୋଷଣା କଲେ ଆନନ୍ଦ କୁମାର
ନୂଆଦିଲ୍ଲୀ: ଗରିବ ଛାତ୍ରଛାତ୍ରୀଙ୍କ ପାଇଁ ‘ସୁପର ୩୦’ର ପ୍ରତିଷ୍ଠାତା ଆନନ୍ଦ କୁମାର ଏକ ଘୋଷଣା କରିଛନ୍ତି । ନୂଆ ପ୍ରତିଭା ଅନ୍ୱେଷଣ ଲକ୍ଷ୍ୟ ନେଇ ଆସନ୍ତା ୨୦୨୨ରେ ଏକ ପରୀକ୍ଷାର ଆୟୋଜନ କରାଯିବ । ବୁନ୍ଦେଲଖଣ୍ଡରେ…
ଡଙ୍ଗା ଓଲଟିବାରୁ ଭୟଙ୍କର ଦୁର୍ଘଟଣା: ୧୧ ମୃତ, ୮ ନିଖୋଜ
ବର୍ଦ୍ଧା : ମହାରାଷ୍ଟ୍ରର ଅମରାବତୀରେ ଡ଼ଙ୍ଗା ଓଲଟିପଡିବାରୁ ଭୟଙ୍କର ଦୁର୍ଘଟଣା ହୋଇଛି । ଏଥିରେ ବର୍ତ୍ତମାନ ସୁଦ୍ଧା ୧୧ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୮ ଜଣଙ୍କର ପତ୍ତା ମିଳୁନାହିଁ । ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ…
କୃଷକ ଆନ୍ଦୋଳନ ନେଇ କଠୋର ହେଲେ ମାନବାଧିକାର ଆୟୋଗ, ଚାରି ରାଜ୍ୟକୁ ମାଗିଲେ ରିପୋର୍ଟ
ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀର ସୀମାରେ କେନ୍ଦ୍ର ସରକାରଙ୍କ ତିନି କୃଷି ଆଇନ ବିରୋଧରେ ଜାରି କୃଷକଙ୍କ ଆନ୍ଦୋଳନକୁ ନେଇ କଠୋର ଆଭିମୁଖ୍ୟ ଆପଣେଇଛନ୍ତି ଜାତୀୟ ମାନବାଧିକାର ଆୟୋଗ । ଆୟୋଗ ବିରୋଧ ପ୍ରଦର୍ଶନ କାରଣରୁ…
ଭଲ ମାର୍କ ରଖିଥିବାରୁ ବାପା ଦେଇଥିଲେ ସ୍ମାର୍ଟଫୋନ୍, Free Fire ଗେମରେ ଗଲା ପୁଅର ଜୀବନ
କୋଲକାତା: ଅନଲାଇନ୍ ଗେମ୍ ଏବେ ପିଲାମାନଙ୍କ ଏକ ବଡ଼ ସମସ୍ୟା ପାଲଟିଛି । ଆଜି କାଲିକା ପିଲା ମାନେ ମୋବାଇଲ୍ ଫୋନ ପ୍ରତି ଅଧିକ ଆକର୍ଷିତ ହେଉଛନ୍ତି । ତେବେ ଏହାରି ମଧ୍ୟରେ ଫ୍ରୀ ଫାୟାର୍ ଗେମ୍ ଗୋଟିଏ ପିଲାର ଜୀବନ ନେଇଛି…
ସ୍ୱପ୍ନ ଦେଖୁଛି ଡ୍ରାଗନ: ୨୦୨୫ରେ ତାଇୱାନ ଏବଂ ୨୦୪୦ ସୁଦ୍ଧା ଅରୁଣାଚଳ ଉପରେ କରିବ କବଜା, ଏମିତି କରିଛି ଯୋଜନା
ନୂଆଦିଲ୍ଲୀ : ସମଗ୍ର ଦୁନିଆରେ ନିଜର ବିସ୍ତାରବାଦୀ ନୀତି ନେଇ ନିନ୍ଦିତ ଚୀନ । ବଳ ପ୍ରୟୋଗ ହେଉ କି ଋଣ ଜାଲରେ ଫସାଇ ହେଉ ଚୀନ ଯଥା ସାଧ୍ୟ ଅନ୍ୟ ଦେଶକୁ କବଜା କରିବାକୁ ସର୍ବଦା ପ୍ରୟାସ ଚଳାଇଥାଏ । ଏହି କ୍ରମରେ ୨୦୨୫…
ଚୀନରେ ପୁଣି ମାଡ଼ିଗଲା କରୋନା, ଫେରିଲା ଲକଡାଉନ୍
ଜିଆମେନ୍: କରୋନାର ଉତ୍ପତ୍ତି ସ୍ଥଳ ଚୀନରେ ପୁଣି ମାଡ଼ିଯାଇଛି କରୋନା । ଯାହାଫଳରେ ଚୀନର ଜିଆମେନ୍ ସହରକୁ ପୁଣି ଥରେ ଲକଡାଉନ୍ କରାଯାଇଛି । ୪୫ ଲକ୍ଷ ଜନସଂଖ୍ୟା ବିଶିଷ୍ଟ ଜିଆମେନ୍ ସହରରେ ମାଡ଼ିଛି କରୋନା । ଏକାଧିକ…
ଟଳିଲା ବଡ ଦୁର୍ଘଟଣା, ରାୟପୁରରୁ ଦିଲ୍ଲୀ ଯାଉଥିବା ବିମାନ ସହ ପକ୍ଷୀ ମାଡ, ଯାତ୍ରା କରୁଥିଲେ କେନ୍ଦ୍ର ମନ୍ତ୍ରୀ
ରାୟପୁର : ଛତିଶଗଡର ରାୟପୁର ବିମାନ ବନ୍ଦରରେ ଟଳିଲା ବହୁତ ବଡ ଦୁର୍ଘଟଣା । ବିମାନ ସହ ହେଲା ପକ୍ଷୀ ମାଡ । ମଙ୍ଗଳବାର ଏୟାର ଇଣ୍ଡିଆର ବିମାନ ସଂଖ୍ୟା ଏଆଇସି ୪୬୯ ଯେମିତି ଦିଲ୍ଲୀ ଅଭିମୁଖେ ଉଡାଣ ଭରିଲା, ବିମାନ ସହ…
ଯେତେବେଳେ ପ୍ରଧାନମନ୍ତ୍ରୀ ବିଶ୍ୱ ମଞ୍ଚରେ ହିନ୍ଦୀରେ ଭାଷଣ ଦେଉଛନ୍ତି, ଆମକୁ ଲଜ୍ଜା କାହିଁକି ଆସିବ: ଅମିତ୍ ଶାହା
ନୂଆଦିଲ୍ଲୀ : ଦେଶରେ ପ୍ରତି ବର୍ଷ ସେପ୍ଟେମ୍ବର ୧୪ ତାରିଖକୁ ହିନ୍ଦୀ ଦିବସ ଭାବେ ପାଳନ କରାଯାଉଛି । ହିନ୍ଦୀ ଦୁନିଆରେ ସର୍ବାଧିକ ପ୍ରଚଳିତ ଭାଷା ମଧ୍ୟରୁ ଗୋଟିଏ । ହିନ୍ଦୀ ଦିବସ ଅବସରରେ ମଙ୍ଗଳବାର ଦିଲ୍ଲୀ ସ୍ଥିତ…