Browsing Category

ଦେଶ ବିଦେଶ

ଅର୍ପିତାଙ୍କ ଘରୁ ପୁଣି ମିଳିଲା ଟଙ୍କାର ‘ପାହାଡ’: ୨୦ କୋଟି ନଗଦ ସହ ୩ କିଲୋ ସୁନା ଜବତ

କୋଲକାତା: ପଶ୍ଚିମବଙ୍ଗରେ ଶିକ୍ଷକ ନିଯୁକ୍ତି ଘୋଟାଲାରେ ଅର୍ପିତା ମୁଖାର୍ଜୀଙ୍କ ସମସ୍ୟା ଆହୁରି ବଢ଼ିଯାଇଛି । ବୁଧବାର ଦ୍ୱିପହରରୁ ଇଡିର ଏକ ଟିମ୍ ତାଙ୍କର ଅନ୍ୟ ଏକ ଚଢ଼ାଉ ଜାରି ରଖିଛନ୍ତି । ଖବର ମିଳିଛି କି, ପୁଣିଥରେ…

ପୁଅରେ ତତେ ଜନ୍ମ ଦେଇ ମୁଁ ଧନ୍ୟ ହୋଇଗଲି: ଗ୍ରାଜୁଏଟ ଛାତ୍ରଙ୍କୁ ମିଳିଲା ୩ କୋଟିର ପ୍ୟାକେଜ୍

ନୂଆଦିଲ୍ଲୀ: କଥାରେ ଅଛି, ପିଲାମାନେ ଜୀବନରେ ଯେତେ ଉନ୍ନତି କରିବେ ସେମାନଙ୍କର ପିତାମାତା ସେତିକି ଶାନ୍ତି ପାଇବେ । ଜଣେ ଗ୍ରାଜୁଏଟ ଛାତ୍ରଙ୍କୁ ୩ କୋଟି ପ୍ୟାକେଜ୍ ବିଶିଷ୍ଟ ଏକ ଚାକିରି ମିଳିଛି । ଏହି ଖବର ଶୁଣିବା…

ଗରିବ ମାଆକୁ ସାହା ହେଲେ ଲକ୍ଷ୍ମୀ ମାଆ: ଜଙ୍ଗଲରୁ କାଠ ଗୋଟାଉ ଗୋଟାଉ ପାଇଲା ହୀରା, ରାତାରାତି ବଦଳିଗଲା ଭାଗ୍ୟ

ନୂଆଦିଲ୍ଲୀ: ରାତାରାତି ଲକ୍ଷପତି କି କୋଟିପତି ହେବାର କୌଣସି ସର୍ଟକଟ୍ ଫର୍ମୂଲା ନାହିଁ । ତେବେ କଠିନ ପରିଶ୍ରମ ବଳରେ ଜଣେ ଜୀବନରେ ବହୁତ କିଛି ହାସଲ କରିପାରିବ । ମାତ୍ର ଏଥିପାଇଁ ଧୈର୍ଯ୍ୟ, ସମୟର ଆବଶ୍ୟକତା ରହିଥାଏ ।…

ସୁକନ୍ୟା ସମୃଦ୍ଧି ଯୋଜନାରେ ବଡ ପରିବର୍ତ୍ତନ: ଆପଣଙ୍କ ଉପରେ ପଡିପାରେ ପ୍ରଭାବ

ନୂଆଦିଲ୍ଲୀ: ସୁକନ୍ୟା ସମୃଦ୍ଧି ଯୋଜନାରେ ହୋଇଛି ଏକ ବଡ ପରିବର୍ତ୍ତନ । ଏହି ନିୟମ ନୂଆ ନିୟମ ଅନୁଯାୟୀ ଆକାଉଣ୍ଟରେ ଥିବା ଭୁଲ୍ ସୁଧକୁ ପ୍ରତ୍ୟାହାର କରିବାର ବ୍ୟବସ୍ଥାକୁ ହଟାଇ ଦିଆଯାଇଛି । ଏହା ବ୍ୟତୀତ ଖାତାର…

(Video) ଅକାତକାତ ସମୁଦ୍ରରେ ଫସିଗଲା ବାଳକ, ପହଁରିବାକୁ ନଥିଲା ଶକ୍ତି, ଡ୍ରୋନ ପାଇଁ ବଞ୍ଚିଗଲା ଜୀବନ

ନୂଆଦିଲ୍ଲୀ: ଅନେକ ସମୟରେ କିଛି ଲୋକ ନିଜର ଭୁଲ କାରଣରୁ ସମୁଦ୍ରରେ ବୁଡ଼ି ମୃତ୍ୟୁବରଣ କରୁଥିବାର ଦେଖାଯାଇଥାଏ । ତେବେ ସମୁଦ୍ର ପରି ସୀମାହୀନ ଜଳରାଶିରେ ଜଣେ ଫସିଲେ ଉଦ୍ଧାର କରିବା ନିହାତିପକ୍ଷେ କଷ୍ଟକର ହୋଇଥାଏ ।…

ସ୍ପାଇସ ଜେଟ ବିରୋଧରେ ଆକ୍ସନ ନେଲା DGCA: ୮ ସପ୍ତାହ ପର୍ଯ୍ୟନ୍ତ ୫୦% ଉଡାଣ ଉପରେ ରୋକ

ନୂଆଦିଲ୍ଲୀ: ସ୍ପାଇସ ଜେଟକୁ ନେଇ ଲଗାତାର ଆସୁଥିବା ଯାନ୍ତ୍ରିକ ତ୍ରୁଟିର ଅଭିଯୋଗ ପରେ କଠୋର ହୋଇଛି DGCA । ସ୍ପାଇସ ଜେଟ କମ୍ପାନୀ ବିରୋଧରେ ନେଇଛି ଏକ ବଡ କାର୍ଯ୍ୟାନୁଷ୍ଠାନ । ଆସନ୍ତା ୮ ପର୍ଯ୍ୟନ୍ତ ୫୦ ପ୍ରତିଶତ…

ଦେଶକୁ ପୁଣି ଘାରିଲା ଭୟ: ଚିହ୍ନଟ ହେଲେ ତିନିଜଣ Monkeypox ସଂକ୍ରମିତ!

ନୂଆଦିଲ୍ଲୀ: ମଙ୍କିପକ୍ସକୁ ନେଇ ଏକ ନୂଆ ଅପଡେଟ୍ ସାମ୍ନାକୁ ଆସିଛି । ମଙ୍କିପକ୍ସର ତିନିଟି ସନ୍ଦିଗ୍ଧ ମାମଲା ସାମ୍ନାକୁ ଆସିଛି । ଉତ୍ତରପ୍ରଦେଶର ଗାଜିଆବାଦରୁ ୨ଟି ଓ ନୋଏଡ଼ାରୁ ଗୋଟିଏ ମାମଲା ଆସିବା ପରେ ସନ୍ଦିଗ୍ଧ…

(Video) ପଶ୍ଚିମବଙ୍ଗ ରାଜନୀତି ହଲଚଲ: BJPରେ ମିଶିବେ TMCର ୩୮ ଜଣ ବିଧାୟକ! ଉଦ୍ଧବଙ୍କ ଅବସ୍ଥା ଭୋଗିବେ କି ଦିଦି

ନୂଆଦିଲ୍ଲୀ: ନିକଟରେ ମହାରାଷ୍ଟ୍ରରେ ବିଜେପି ଶିବସେନାର ବିଦ୍ରୋହୀ ବିଧାୟକ ଏକନାଥ ଶିନ୍ଦେଙ୍କ ସହ ମିଶି ସରକାର ଗଠନ କରିଛି । ତେବେ ବିଜେପି ପାଖରେ ସଂଖ୍ୟାଗରିଷ୍ଠତା ନଥାଇ ବି ଭାଜପାର ଚାଣକ୍ୟ ଅମିତ ଶାହଙ୍କ ସୁଚତୁର…

(Video)ସମୟରେ ସ୍କୁଲ ନଆସିବାରୁ ଛାତ୍ରୀଙ୍କୁ ଟଏଲେଟ ସଫା କରାଇଲେ ଶିକ୍ଷକ: ଭିଡିଓ ଭାଇରାଲ ପରେ ହଙ୍ଗାମା

ନୂଆଦିଲ୍ଲୀ: କର୍ଣ୍ଣାଟକର ଗଡଗ ଜିଲ୍ଲାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ନାଗଭି ବିଦ୍ୟାଳୟରେ ଛାତ୍ରୀମାନେ ଶୌଚାଳୟ ସଫା କରୁଥିବା ଦେଖିବାକୁ ମିଳିଛି । ଏବେ ଏହି ଘଟଣାର ଭିଡିଓ ଭାଇରାଲ ହେବାରେ ଲାଗିଛି ।…

ନିଜ ଜିଲ୍ଲାର ୬୦ ଅତିଥିଙ୍କୁ ମଧ୍ୟାହ୍ନ ଭୋଜନରେ ଆପ୍ୟାୟିତ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ଭୁବନେଶ୍ୱର: ଭାରତର ୧୫ ତମ ରାଷ୍ଟ୍ରପତି ଭାବରେ ଶପଥ ଗ୍ରହଣ କରିଛନ୍ତି ଦ୍ରୌପଦୀ ମୁର୍ମୁ। ପ୍ରଥମ ଆଦିବାସୀ ମହିଳା ଭାବରେ ସେ ଏହି ପଦବୀ ଅଳଙ୍କୃତ କରିଛନ୍ତି। ଆଦିବାସି ବହୁଳ ମୟୁରଭଞ୍ଜ ଜିଲ୍ଲାରେ ତାଙ୍କର ଜନ୍ମ।…