Browsing Category
ଦେଶ ବିଦେଶ
ଶ୍ରୀଲଙ୍କାରେ ଲାଗିଲା ଜରୁରୀକାଳୀନ ସ୍ଥିତି, ଇସ୍ତଫା ନଦେଇ ମାଳଦ୍ବୀପ ପଳାଇଛନ୍ତି ରାଷ୍ଟ୍ରପତି ଗୋଟବାୟା ରାଜପକ୍ସେ
ନୁଆଦିଲ୍ଲୀ: ଦେଶ ଛାଡ଼ି ଶ୍ରୀଲଙ୍କା ରାଷ୍ଟ୍ରପତି ଗୋଟବାୟା ରାଜପକ୍ସେ ପଳାୟନ କରିବା ପରେ ଜନତା ପୁଣି ଚିହିକି ଉଠିଛନ୍ତି । ପ୍ରଦର୍ଶନକାରୀମାନେ ସଂସଦ ଏବଂ ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ପସିଛନ୍ତି । ଏହାର ମଧ୍ୟରେ…
ଆଜି ଦୃଶ୍ୟମାନ ହେବାକୁ ଯାଉଛି ଚଳିତ ବର୍ଷର ବଡ଼ ସୁପରମୁନ
ନୂଆଦିଲ୍ଲୀ: ଆଜି ଚଳିତ ବର୍ଷର ସବୁଠାରୁ ବଡ଼ ସୁପରମୁନକୁ ପୃଥବୀବାସୀ ଦେଖି ପାରିବେ । ପ୍ରତ୍ୟେକ ଦିନ ଦେଖା ଯାଉଥିବା ଚାନ୍ଦ ତୁଳନାରେ ଆଜି ଚାନ୍ଦର ଆକାର ସାମାନ୍ୟ ବଡ ସହ ଗୋଲାପୀ ଦେଖାଯିବ । ଭାରତୀୟ ସମୟ ଅନୁସାରେ ଆଜି…
ସାରନାଥ ଏବଂ ନବନିର୍ମିତ ସଂସଦ ଭବନରେ ଜାତୀୟ ପ୍ରତୀକ ସମାନ, କେବଳ ଆକାର ଭିନ୍ନ: ହରଦୀପ ସିଂ ପୁରୀ
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୋମବାର ନବନିର୍ମିତ ସଂସଦ ଭବନର ଛାତ ଉପରେ ବିଶାଳକାୟ ଅଶୋକ ସ୍ତମ୍ଭର ଉନ୍ମୋଚନ କରିଥିଲେ। କିନ୍ତୁ ଏହାର ଉନ୍ମୋଚନ ପରେ ଏହାକୁ ନେଇ ରାଜନୀତି ଆରମ୍ଭ ହୋଯାଇଛି। ପ୍ରଥମେ…
ବ୍ଲେଡଡ୍ରେସ ପିନ୍ଧି ପୁଣି ଚର୍ଚ୍ଚାରେ ଉର୍ଫି ଜାଭେଦ: କହିଲେ ହାତ ଲଗାଇଲେ କଟି ଯିବେ
ନୂଆଦିଲ୍ଲୀ: ନିଜର ଅତରଙ୍ଗୀ ପୋଷାକ ପାଇଁ ସର୍ବଦା ଚର୍ଚ୍ଚାରେ ଥାଆନ୍ତି ଉର୍ଫି ଜାଭେଦ । କେତେବେଳେ କାଚ ତ କେତେବେଳେ ସେଫ୍ଟିପିନ ଆଉଟଫିଟ ପାଇଁ ଗ୍ଲାମର ଦୁନିଆରେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି ଉର୍ଫି ।…
ସଂସଦର ମୌସୁମୀ ଅଧିବେଶନ: ୧୭ରେ ସର୍ବଦଳୀୟ ବୈଠକ ଡକାଇଲେ ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ
ନୂଆଦିଲ୍ଲୀ: ସଂସଦର ମୌସୁମୀ ଅଧିବେଶନ ଗୋଟିଏ ଦିନ ପୂର୍ବରୁ ଆସନ୍ତା ଜୁଲାଇ ୧୭ ତାରିଖରେ ସର୍ବଦଳୀୟ ବୈଠକ ଡକାଇଛନ୍ତି କେନ୍ଦ୍ର ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ । ଏହି ବୈଠକ ପାଇଁ ସଂସଦ ଦୁଇ ଗୃହ(ଲୋକସଭା…
ରାଷ୍ଟ୍ରପତି ନିର୍ବାଚନ ପୂର୍ବରୁ ବିଦେଶ ଗସ୍ତରେ ରାହୁଲ, ଗସ୍ତକୁ ନେଇ ମିଳିନି କୌଣସି ସ୍ପଷ୍ଟୀକରଣ
ନୂଆଦିଲ୍ଲୀ: କଂଗ୍ରେସ ନେତା ରାହୁଲ ଗାନ୍ଧୀ ମଙ୍ଗଳବାର ବିଦେଶ ଯାତ୍ରା କରିଛନ୍ତି । ତାଙ୍କର ବିଦେଶ ଗସ୍ତ ଏପରି ସମୟରେ ହୋଇଛି ଯେତେ ବେଳେ ମାତ୍ର ଆଉ କିଛିଦିନ ପରେ ଦେଶରେ ରାଷ୍ଟ୍ରପତି ନିର୍ବାଚନ ସାଙ୍ଗକୁ ସଂସଦର…
୨ହଜାର ଫୁଟ ଉଚ୍ଚରେ ନିର୍ମାଣ ହେବ କାଚର ଝୁଲନ୍ତା ସୁଇମିଂ ପୁଲ୍, ୩୬୦ ଡିଗ୍ରୀ ଦୃଶ୍ୟ ଦେଖି ପ୍ରକୃତିର ମଜା ଉଠାଇପାରିବେ ପର୍ଯ୍ୟଟକ
ନୂଆଦିଲ୍ଲୀ: ଦକ୍ଷିଣ ନରୱେରେ ୨ହଜାର ଫୁଟ ଉଚ୍ଚ ପାହାଡ଼ ଉପରେ ହୋଟେଲ୍ ନିର୍ମାଣ ହେବାକୁ ଯାଉଛି । ତୁର୍କିର ଆର୍କିଟେକ୍ଚରାଲ୍ ଡିଜାଇନ୍ ଷ୍ଟୁଡିଓ ‘ହାୟରି ଅତାକ୍’ ଏହି ହୋଟେଲ୍ ଡିଜାଇନ୍ କରୁଛି । ଏଇଟି ଚାରି…
ନୂଆ ପାର୍ଲାମେଣ୍ଟ ଭବନ ଅଶୋକ ସ୍ତମ୍ବ ସିଂହକୁ ନେଇ ବିବାଦ, ଜାତୀୟ ପ୍ରତୀକକୁ ବିକୃତ କରିଛନ୍ତି କେନ୍ଦ୍ର ସରକାର: ବିରୋଧୀ
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୋମବାର ନବନିର୍ମିତ ସଂସଦ ଭବନର ଛାତ ଉପରେ ବିଶାଳକାୟ ଅଶୋକସ୍ତମ୍ବର ଉନ୍ମୋଚନ କରିଥିଲେ । କିନ୍ତୁ ଏହାର ଉନ୍ମୋଚନ ପରେ ଏହାକୁ ନେଇ ରାଜନୀତି ଆରମ୍ଭ ହୋଯାଇଛି । ପ୍ରଥମେ…
ଦେଶ ଛାଡ଼ି ପଳାୟନ କଲେ ଶ୍ରୀଲଙ୍କା ରଷ୍ଟ୍ରପତି ଗୋଟାବାୟା ରାଜପକ୍ସେ, ଏହି ପଡୋଶି ଦେଶରେ ନେଲେ ଆଶ୍ରୟ
ନୁଆଦିଲ୍ଲୀ: ଶ୍ରୀଲଙ୍କାରେ ଜାରି ରହିଥିବା ଆର୍ଥିକ ସଙ୍କଟ ମଧ୍ୟରେ ବଡ଼ ଖବର ସାମ୍ନାକୁ ଆସିଛି। ରାଷ୍ଟ୍ରପତି ଗୋଟାବାୟା ରାଜପକ୍ସେ ସପରିବାରେ ଦେଶ ଛାଡ଼ି ପଳାଇଛନ୍ତି। ଏବେ ସେ ଯାଇ ମାଳଦ୍ୱୀପର ରାଜଧାନୀ ମାଲେରେ ଆଶ୍ରୟ…
ହୋମୱର୍କ ନକଲେ ଏମିତି ଦଣ୍ଡ: ୫ ବର୍ଷୀୟ ଶିଶୁକୁ ମାତ୍ର ୩୦ ସେକେଣ୍ଡରେ ୧୦ ଚାପୁଡ଼ା ମାରିଲେ ଶିକ୍ଷକ, ଦେଖନ୍ତୁ Video
ନୂଆଦିଲ୍ଲୀ: ହୋମୱର୍କ ନ କଲେ କ’ଣ ଏପରି ଦଣ୍ଡ ମିଳେ । ଏଇ ସାମାନ୍ୟ ଦୋଷ ପାଇଁ ଏକ ୫ ବର୍ଷୀୟ ଶିଶୁଙ୍କୁ ମହିଳା ଶିକ୍ଷକ ଯେଉଁ ଦଣ୍ଡ ଦେଇଛନ୍ତି ତାହା ଶୁଣିଲେ ଯେ କେହି ବି ନିନ୍ଦା କରିବ । ଉତ୍ତରପ୍ରଦେଶର ଓସୋହା ବ୍ଲକର…