Browsing Category

ଦେଶ ବିଦେଶ

ଟାଟାକୁ ମିଳିଲା ଓଡ଼ିଶାର ଆଉ ଏକ ସରକାରୀ କମ୍ପାନୀ: ଶେଷ ହେଲା ହସ୍ତାନ୍ତର ପ୍ରକ୍ରିୟା

ଓଡ଼ିଶା ଭାସ୍କର: ଓଡ଼ିଶାସ୍ଥିତ ନୀଳାଚଳ ଇସ୍ପାତ ନିଗମ ଲିମିଟେଡର ହସ୍ତାନ୍ତର ପ୍ରକ୍ରିୟା ଜୁଲାଇ ମଧ୍ୟଭାଗରେ ଟାଟା ଗ୍ରୁପ ଫାର୍ମ ଅଧିନକୁ ଯିବାର ଥିବାବେଳେ ଏହି ପ୍ରକ୍ରିୟା ଗତକାଲି ଶେଷ ହୋଇଛି। ବର୍ତ୍ତମାନ ଏହି…

ରେଳ ଯାତ୍ରୀଙ୍କ ପାଇଁ ବଡ ଖବର, ଟିକେଟ୍ ବୁକିଂର ନିୟମ ବଦଳାଇଲା IRCTC

ନୁଆଦିଲ୍ଲୀ(ଓଡ଼ିଶା ଭାସ୍କର): ଭାରତର ଅନେକ ଲୋକେ ଦୈନନ୍ଦିନ ବିଭିନ୍ନ ସ୍ଥାନକୁ ଯିବା ପାଇଁ ଟ୍ରେନ୍‌ରେ ଯାତ୍ରା କରିଥାନ୍ତି। ଯାତ୍ରାପାଇଁ ଆପଣ ଯଦି ଅନଲାଇନ୍ ଟିକେଟ୍ ବୁକିଂ କରୁଛନ୍ତି ତେବେ ଏହି ଖବର ଆପଣଙ୍କ ପାଇଁ…

ଫିଲ୍ମ ‘ଲାଇଗର’ ପାଇଁ ଉଲଗ୍ନ ହେଲେ ବିଜୟ ଦେବରାକୋଣ୍ଡା, ଖୁବ୍‌ଶୀଘ୍ର ଆସିବ ଟ୍ରେଲର

ଚେନ୍ନାଇ: ବିଜୟ ଦେବରାକୋଣ୍ଡାଙ୍କ ଫିଲ୍ମ ‘ଲାଇଗର’ ଘୋଷଣା ପରଠାରୁ ଚର୍ଚ୍ଚାରେ ରହିଛି । ଫିଲ୍ମରେ ଅନନ୍ୟା ପାଣ୍ଡେ ଫିମେଲ ଲିଡ୍‌ ଭୂମିକାରେ ଅଭିନୟ କରୁଛନ୍ତି । ଏଥିରେ ମକରନ୍ଦ ପାଣ୍ଡେ ମଧ୍ୟ ଗୁରୁତ୍ୱୂପର୍ଣ୍ଣ…

ଦେଶରେ ପୁଣି ଆରମ୍ଭ ହେଲାଣି କାରନା ପ୍ରକୋପ: ଚିହ୍ନଟ ହେଲା ୯ ପ୍ରକାରର ନୂଆ ଭାରିଆଣ୍ଟ

ନୂଆଦିଲ୍ଲୀ: କରୋନା ଭାଇରସରେ ଦେଖାଯାଇଛି ନୂଆ ପରିବର୍ତ୍ତନ। ନୂଆଦିଲ୍ଲୀସ୍ଥିତ ଆଇଜିଆଇବିର ଜଣେ ବରିଷ୍ଠ ବୈଜ୍ଞାନିକଙ୍କ ମତ ଅନୁସାରେ ଦୀର୍ଘ ମାସ ପରେ କରୋନା ଭାଇରସରେ ପରିବର୍ତ୍ତନ ଦେଖାଯାଇଛି। କରୋନା ଭାଇରସ…

ଆଦିତ୍ୟ ଠାକରେଙ୍କ ବ୍ୟତୀତ ୧୪ ଜଣ ବିଧାୟକଙ୍କୁ ଅଯୋଗ୍ୟ ଘୋଷଣା କରିବାକୁ ନୋଟିସ

ମୁମ୍ବାଇ(ଓଡ଼ିଶା ଭାସ୍କର): ସୋମବାର ଫ୍ଲୋର ଟେଷ୍ଟ ପରେ ଶିବସେନାର ନୂତନ ବିଧାୟକ ଦଳ ନେତା ଭରତ ଗୋଗାଭାଲେ ଉଦ୍ଧବ ଗୋଷ୍ଠୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଦଳର ଅନୁଶାସନ ଉଲ୍ଲଂଘନ…

୨୦୨୪ ନିର୍ବାଚନ ପାଇଁ ଲକ୍ଷ୍ୟ ମିଶନ ସାଉଥ୍‌ : ବିଜେପି ପାଇଁ ବ୍ରହ୍ମାସ୍ତ୍ର ପାଲଟିବେ ଚିରଞ୍ଜିବୀ !

ଅମରାବତୀ: ସୋମବାର ଆନ୍ଧ୍ରପ୍ରଦେଶ ରାଜନୀତିରେ ଏକ ଖାସ୍‌ ଦୃଶ୍ୟପଟ୍ଟ ଦେଖିବାକୁ ମିଳିଛି । ସ୍ୱାଧୀନତା ସଂଗ୍ରାମୀ ଅଲ୍ଲୁରୀ ସୀତାରାମ୍‌ ରାଜୁଙ୍କ ପ୍ରତିମୂତ୍ତି ଅନାବରଣ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଞ୍ଚ…

ପୁଣି ଆମେରିକାରେ ଗୁଳିକାଣ୍ଡ, ପରେଡରେ ଭିଡ଼ ଉପରକୁ ଆଖିବୁଜା ଗୁଳିମାଡ଼

ନୂଆଦିଲ୍ଲୀ: ଆମେରିକାରେ ପୁଣିଥରେ ହୋଇଛି ଗୁଳିକାଣ୍ଡ । ଆମେରିକାର ଇଲିନୋଇସ ସହରର ଏକ ହାଇଲ୍ୟାଣ୍ଡ୍ ପାର୍କରେ ଏକ ପରେଡ ଉପରକୁ ଗୁଳିମାଡ଼ କରିଛି ଜଣେ ଦୁର୍ବୁତ୍ତ । ଆମେରିକାରେ ୪ ଜୁଲାଇକୁ ସ୍ୱତନ୍ତ୍ରତା ଦିବସ ସମାରୋହ…

ଛୋଟ ଶିଶୁଙ୍କର ବଡ଼ ହୃଦୟ, ଆପଣଙ୍କର ପିଲାଦିନର କଥା ମନେ ଅଛି ତ, ଥରେ ଦେଖନ୍ତୁ Video

ନୂଆଦିଲ୍ଲୀ: ଆଜିକାଲିର ଇଣ୍ଟରନେଟର ଜମାନାରେ ଛୋଟ ବଡ଼ ଘଟଣା ସବୁ କ୍ଷଣିକ ମଧ୍ୟରେ ଭାଇରାଲ ହୋଇଯାଇଥାଏ । ତେବେ ନିକଟରେ ଛୋଟ ଶିଶୁଙ୍କର ଏକ ମଜାଳିଆ ଭିଡିଓ ସୋସିଆଲ ମିଡ଼ିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି । ଏହି…

ଯେଉଁମାନଙ୍କ ପାଖରେ ଦୁଇରୁ ଅଧିକ ବନ୍ଧୁକ ଥିବ ସେମାନେ ୯୦ ଦିନ ଭିତରେ ଫେରାଇବେ, ନିର୍ଦ୍ଦେଶନାମା ଜାରିକଲା କେନ୍ଦ୍ର ଗୃହ ମନ୍ତ୍ରଣାଳୟ

ନୂଆଦିଲ୍ଲୀ: ଏଣିକୁ ଦୁଇରୁ ଅଧିକ ବନ୍ଧୁକ ପାଖରେ କେହି ରଖିପାରିବେ ନାହିଁ । ନିୟମ ନ ମାନିଲେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଏହି ନିୟମ ଲାଗୁ ହେବା ଫଳରେ ଏଣିକି ରାଇଫଲ ଆସୋସିଏସନ ଓ କ୍ଲବ ଅଡ଼ୁଆରେ ପଡ଼ିବେ…

ରେଷ୍ଟୁରାଣ୍ଟରେ ଆଉ ବାଧ୍ୟତାମୂଳକ ନୁହେଁ ସର୍ଭିସ ଚାର୍ଜ, ଜାରି ହେଲା ଗାଇଡଲାଇନ୍

ସେଣ୍ଟ୍ରାଲ୍ କନ୍ଜ୍ୟୁମର ପ୍ରୋଟେକ୍ସନ ଅଥରିଟି(ସିସିପିଏ) ଏକ ଆଶ୍ୱସ୍ତିକର ଘୋଷଣା କରିଛି । ସିସିପିଏ ରେଷ୍ଟୁରାଣ୍ଟ ଏବଂ ହୋଟେଲରେ ସର୍ଭିସକୁ ନେଇ ନୂଆ ଗାଇଡଲାଇନ ଜାରି କରିଛି । ଗାଇଡ ଲାଇନ ଅନୂଯାୟୀ ଏବେ ଆପଣଙ୍କୁ…