Browsing Category

ଦେଶ ବିଦେଶ

ସ୍ପାଇସ୍ ଜେଟ୍ ବିମାନର ଜରୁରୀ ଅବତରଣ: ଅଳ୍ପକେ ବର୍ତ୍ତିଲେ ଯାତ୍ରୀ, ସାମ୍ନାକୁ ଆସିଲା Video

ନୂଆଦିଲ୍ଲୀ: ଦିଲ୍ଲୀରୁ ମଧ୍ୟପ୍ରଦେଶର ଜବଲପୁର ଯାଉଥିବା ସ୍ପାଇସଜେଟର ଏକ ବିମାନ ଜରୁରୀ ଅବତରଣ କରିଛି । ସୂଚନା ଅନୁସାରେ, ବିମାନଟି ପ୍ରାୟ ୫୦ ହଜାର ଉପରେ ଉଡୁଥିବା ବେଳେ କର୍ମଚାରୀରେ ଧୂଆଁ ଦେଖିବାକୁ ପାଇଥିଲେ । ଏହା…

ରାଜଧାନୀରେ ବଢ଼ିଲା ଅଟୋ ଭଡ଼ା: ଏଣିକି ଯାତ୍ରା କରିବା ଆହୁରି ମହଙ୍ଗା, ଜାଣନ୍ତୁ କେତେ

ନୂଆଦିଲ୍ଲୀ: ଦିନକୁ ଦିନ ଦରଦାମ୍ ବଢ଼ିବାରେ ଲାଗିଛସି । ଏହାରି ମଧ୍ୟରେ ଦେଶର ରାଜଧାନୀ ଦିଲ୍ଲୀରେ ତିନି ଚକିଆ ଯାନ ଅଟୋ ଭଡ଼ା ବଢ଼ିଯାଇଛି । ଅଟୋ କିଲୋମିଟର ପିଛା ଦେଢ଼ ଟଙ୍କା ବଢ଼ିଥିବା ବେଳେ ଟ୍ୟାକ୍ସି ପାଇଁ ବେସ୍ ଭଡ଼ା…

ଅଗ୍ନିପଥ ଯୋଜନା: ସ୍ଥଳସେନା ଓ ନୌସେନାରେ ଆରମ୍ଭ ହେଲା ନିଯୁକ୍ତି ପ୍ରକ୍ରିୟା

ନୂଆଦିଲ୍ଲୀ: ଦେଶରେ ଅନେକ ସ୍ଥାନରେ ଅଗ୍ନିପଥ ଯୋଜନାକୁ ବିରୋଧ ପ୍ରଦର୍ଶନ କରାଯାଉଥିବା ବେଳେ ଭାରତୀୟ ସ୍ଥଳସେନା ଓ ନୌସେନା ନିଯୁକ୍ତି ପ୍ରକ୍ରିୟା ଆରମ୍ଭ ହୋଇଛି। ଅଗ୍ନିପଥ ଯୋଜନା ଅନୁସାରେ ନିଯୁକ୍ତି ପ୍ରକ୍ରିୟା ପାଇଁ…

(Video) ଆକାଶରୁ ଖସିଲା ବିଜୁଳି: ଗଛ ହୋଇଗଲା ୨ ଫାଳ, ଦେଖନ୍ତୁ ଲୋମ ଟାଙ୍କୁରା ଦୃଶ୍ୟ

ନୂଆଦିଲ୍ଲୀ: ଦେଶରେ ମୌସୁମୀ ବାୟୁ ପ୍ରବେଶ କରିବା ପରେ ଅନେକ ସ୍ଥାନରେ ପ୍ରବଳ ବର୍ଷା ହେଉଥିବା ଦେଖିବାକୁ ମିଳୁଛି । ଏପରି ଋତୁରେ ବିଜୁଳି ମାରିବା ଅତି ସାଧାରଣ କଥା । ବର୍ଷା ସମୟେ ଗଛ ତଳେ ଠିଆ ନହେବାକୁ ପ୍ରାୟ…

ଆସ୍ଥା ଭୋଟର ସମ୍ମୁଖୀନ ହେବେ ମହାରାଷ୍ଟ୍ରର ନୂତନ ସରକାର, ୪ରେ ସିନ୍ଧେଙ୍କ ଶକ୍ତି ପରୀକ୍ଷା

ମୁମ୍ବାଇ(ଓଡ଼ିଶା ଭାସ୍କର): ମହାରାଷ୍ଟ୍ରରେ ଶିବସେନା ବିଦ୍ରୋହୀ ଭାଜପା ମେଣ୍ଟରୁ ମୁଖ୍ୟମନ୍ତ୍ରୀ ଭାବେ ଗୁରୁବାର ଶପଥ ନେଇଥିବା ଏକନାଥ ସିନ୍ଧେ ଆସନ୍ତା ୪ ତାରିଖରେ ବିଧାନସଭାରେ ଶକ୍ତିପ୍ରଦର୍ଶନ କରିବେ। ଜୁଲାଇ ୩ରୁ…

ବିଶ୍ୱର ସବୁଠୁ ବଡ଼ ଜୀବାଣୁ ଆବିଷ୍କୃତ : ସାଧାରଣ ଜୀବାଣୁଠୁ ଏହା ୫ହଜାର ଗୁଣ ବଡ, ଯାହା ଖାଲି ଆଖିରେ ଦେଖି ହେବ…

ନୂୂଆଦିଲ୍ଲୀ: ସାଧାରଣତଃ ଆମେ ଜୀବାଣୁକୁ ଆଖିରେ ଦେଖି ପାରିବାନି । ଏହାକୁ ମାଇକ୍ରୋସ୍କୋପରେ ହିଁ ଦେଖିହେବ । ହେଲେ ଏବେ ଆଖିରେ ଦେଖାଗଲା ଭଳି ଜୀବାଣୁ ଆବିଷ୍କୃତ ହୋଇଛି । ସାଧାରଣ ଜୀବାଣୁଠାରୁ ଏହା ୫ହଜାର ଗୁଣରେ ବଡ…

ମଣିପୁର ଭୂସ୍ଖଳନ: ମୃତ୍ୟୁ ସଂଖ୍ୟା ୮୧କୁ ବୃଦ୍ଧି, ସେନାର ୧୮ ଯବାନ ସହିଦ

ନୂଆଦିଲ୍ଲୀ: ମଣିପୁରର ନୋନି ଜିଲ୍ଲାର ଏକ ସେନା ଶିବିରରେ ଭୂସ୍ଖଳନ ଘଟଣାରେ ମୃତ୍ୟୁ ସଂଖ୍ୟା ୮୧କୁ ବୃଦ୍ଧି ପାଇଛି । ୮୧ ମୃତକଙ୍କ ମଧ୍ୟରେ ଟେରିଟୋରିଆଲ ଆର୍ମିର ୧୮ ଜଣ ସୈନ୍ୟ ସହିଦ ହୋଇଛନ୍ତି । ମାଟିତଳେ ଆହୁରି ୫୫ ଜଣ…

ସୁନା ଉପରେ ୫% ବଢ଼ିଲା ଆମଦାନୀ ଶୁଳ୍କ, ବଢ଼ିବ ସୁନାର ଦାମ୍

ନୂଆଦିଲ୍ଲୀ: ଭାରତ ସରକାର ସୁନା ଉପରେ ଆମଦାନୀ ଶୁଳ୍କରେ ୫% ବୃଦ୍ଧି କରିଛନ୍ତି । ଆମଦାନୀ ଶୁଳ୍କ ୭.୫ % ରୁ ବଢ଼ି ୧୨.୫% ହୋଇଛି । ସରକାରଙ୍କ ସୁନାରେ ଆମଦାନୀ ଶୁଳ୍କ ବୃଦ୍ଧି କରିବା ଦ୍ୱାରା ସୁନାର ଦାମ୍ ବୃଦ୍ଧି ହେବ ।…

ଲଶ୍କର-ଏ-ତୋଏବାର ୫ ହାଇବ୍ରିଡ ଆତଙ୍କବାଦୀ ଗିରଫ, ବଡ଼ ଆକ୍ରମଣ ଯୋଜନା ପଣ୍ଡ

ନୂଆଦିଲ୍ଲୀ:  ଜମ୍ମୁ କାଶ୍ମୀର ପୋଲିସ କହିଛି ଯେ ଗୁରୁବାର ଜମ୍ମୁ କାଶ୍ମୀର ଶ୍ରୀନଗର ଏବଂ ସୋପୋର ଅଞ୍ଚଳରୁ ଲଶ୍କର ଏ ତୋଏବାର ୫ ହାଇବ୍ରିଡ୍ ଆତଙ୍କୀଙ୍କୁ ଗିରଫ କରାଯାଇଛି । ଏମାନଙ୍କ ପାଖରୁ ବିପୁଳ ମାତ୍ରାରେ ହତିଆର,…

Zee Newsରୁ ଇସ୍ତଫା ଦେଲେ ସୁଧୀର ଚୌଧରୀ

ନୂଆଦିଲ୍ଲୀ: ଜି ନ୍ୟୁଜର ସିଇଓ ଏବଂ ମୁଖ୍ୟ ସମ୍ପାଦକ ପଦରୁ ଇସ୍ତଫା ଦେଇଛନ୍ତି ସୁଧୀର ଚୌଧରୀ । ତେବେ ସୁଧୀର ତାଙ୍କର ଇସ୍ତଫା ପତ୍ର ସୁବାଷ ଚନ୍ଦ୍ରାଙ୍କ ପାଖକୁ ପଠାଇଛନ୍ତି । ସୁଧୀର ଆଗକୁ ନିଜର ବିଜିନେସ୍ ଆରମ୍ଭ କରିବେ…