Browsing Category

ଦେଶ ବିଦେଶ

ଦଶମ ଏବଂ ITI ପାସ୍ କରିଛନ୍ତି, ବିନା ପରୀକ୍ଷାରେ ରେଲୱେରେ ମିଳିବ ଚାକିରି, ଆଜିଠୁ ଆରମ୍ଭ ହେଉଛି ଆବେଦନ

ନୁଆଦିଲ୍ଲୀ: ବର୍ତ୍ତମାନ ସମୟରେ ଗୋଟିଏ ସରକାରୀ ଚାକିରିର ମୂଲ୍ୟ କାହିଁରେ କେତେ। ଜଣେ ବ୍ୟକ୍ତି ଭଲ ଦରମା ସହିତ ଘରୋଇ କମ୍ପାନୀରେ ଚାକିରି କରିଥିଲେ ମଧ୍ୟ କମ୍ ଦରମାରେ ସରକାରୀ ଚାକିରି ଆଗରେ ତାହାର ମୂଲ୍ୟ ତୁଚ୍ଛ…

ମଦପ୍ରେମୀଙ୍କ ପାଇଁ ଖୁସି ଖବର: ଏହି ରାଜ୍ୟରେ ଶସ୍ତା ହେବ ୱାଇନ୍ ଓ ବିୟର, ସରକାର ଦେବେ ରିହାତି

ନୂଆଦିଲ୍ଲୀ: ମଦ ଏବଂ ବିୟର ପିଉଥିବା ଲୋକଙ୍କୁ ଖୁବଶୀଘ୍ର ଏକ ବଡ଼ ଉପହାର ଦେବାକୁ ଯାଉଛନ୍ତି ମଧ୍ୟ ପ୍ରଦେଶ ସରକାର । ଏହି ରାଜ୍ୟରେ ବିୟର ଓ ୱାଇନ୍ ଉପରେ ଆମଦାନୀ ଶୁକ୍ଳ ହ୍ରାସ କରିବାକୁ ଯାଉଛନ୍ତି ସରକାର । ରାଜ୍ୟର…

୩୬ ଇଞ୍ଚ୍‌ର ବର ଓ ୩୧ଇଞ୍ଚ୍‌ର କନ୍ୟାଙ୍କ ବିରଳ ବିବାହ, ଦମ୍ପତିଙ୍କୁ ଦେଖିବାକୁ ମଣ୍ଡପରେ ଲାଗିଲା ଭିଡ..

ମୁମ୍ବାଇ: ମହରାଷ୍ଟ୍ରର ଜଲଗାଓଁର ଏକ ବିବାହ ଏବେ ଖୁବ୍‌ ଜୋରସୋରରେ ଚର୍ଚ୍ଚା ପାଲଟିଛି । ଏହି ବିବାହରେ ବରର ଉଚ୍ଚତା ୩୫ ଇଞ୍ଚ୍‌ ହୋଇଥିବା ବେଳେ କନ୍ୟାର ଉଚ୍ଚତା ୩୧ ଇଞ୍ଚ୍‌ । ଦୁଇ ଜଣଙ୍କୁ ମଣ୍ଡପରେ ଦେଖିବା ପରେ…

ବ୍ୟାଙ୍କରେ ହେଉଥିବା ଠକେଇ ଉପରେ ଲାଗିଲା ବ୍ରେକ: ଜାଣନ୍ତୁ ତଥ୍ୟ

ନୂଆଦିଲ୍ଲୀ: ଦେଶରେ ରହିଥିବା ରାଷ୍ଟ୍ରାୟତ୍ତ ବ୍ୟାଙ୍କ ଗୁଡିକରେ ଠକେଇ ପ୍ରାୟ ୫୬ ପ୍ରତିଶତ ହ୍ରାସ ପାଇଛି । ଚଳିତ ମାର୍ଚ୍ଚ ୨୦୨୨ ସୁଦ୍ଧା ଆରବିଆଇ ପକ୍ଷରୁ ଏହି ତଥ୍ୟ ପ୍ରଦାନ କରାଯାଇଛି । ୧୨ ଟି ଯାକ ରାଷ୍ଟ୍ରାୟତ…

ଅସ୍ତ୍ର ଅଭାବରୁ ୟୁକ୍ରେନର ଆଉ ଏକ ସହର ଉପରେ କବଜା କଲା ଋଷ

ନୂଆଦିଲ୍ଲୀ: ୟୁକ୍ରେନର ଆଉ ଏକ ସହର ଉପରେ କବଜା କରି ନେଇଛି ପୁତିନ ସେନା । ଦେଶର ପୂର୍ବ ଡୋନେଟସ୍କ ଅଞ୍ଚଳରେ ଲାଇମନ ସହର ଉପରେ ଋଷ ନିୟନ୍ତ୍ରଣ ପାଇଯାଇଥିବା କହିଛନ୍ତି ୟୁକ୍ରେନର ଅଧିକାରୀ । ବର୍ତ୍ତମାନ ଋଷର ସମର୍ଥିତ…

ଖୁବ ଶୀଘ୍ର ଗରମରୁ ମିଳିବ ମୁକ୍ତି: କେରଳ ମୁହାଁ ମୌସୁମୀ

ନୂଆଦିଲ୍ଲୀ: ଆସନ୍ତା ୨-୩ ଦିନ ମଧ୍ୟରେ କେରଳରେ ପାଦ ଥାପି ପାରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ । ଏହା ପୂର୍ବରୁ ମେ ୨୭ ତାରିଖ ସୁଦ୍ଧା ମୌସୁମୀ କେରଳ ଛୁଇଁବା ନେଇ ପୂର୍ବାନୁମାନ କରିଥିଲା ଭାରତୀୟ ପାଣିପାଗ ବିଭାଗ ।…

ହାଡ ଉପରେ ପ୍ରଭାବ ପକାଉଛି କରୋନା ଭାଇରସ: ଜାଣନ୍ତୁ କ’ଣ କହୁଛି ରିପୋର୍ଟ

ନୂଆଦିଲ୍ଲୀ: ଦେଶରେ କରୋନା ମହାମାରୀକୁ ନେଇ ଲୋକଙ୍କ ମନରେ ଭୟ ଧିରେ ଧିରେ କମିବାରେ ଲାଗିଛି । କିନ୍ତୁ ନିକଟରେ ହୋଇଥିବା ଏକ ଅଧ୍ୟୟନର ରିପୋର୍ଟ ପୁଣି ଥରେ ଲୋକଙ୍କ ଭୟକୁ ଫେରାଇ ଆଣିପାରେ । ସଂକ୍ରମଣରୁ ସୁସ୍ଥ ହେବା…

ଶ୍ୱଶୁରଙ୍କ ବିରୋଧରେ ବୋହୂ ଆଣିଲେ ଯୌନ ଶୋଷଣ ଅଭିଯୋଗ, ସହି ନପାରି ପୋଲିସ ସାମ୍ନାରେ ଛାତରୁ ଡେଇଁ ଜୀବନ ହାରିଲେ ପୂର୍ବତନ ମନ୍ତ୍ରୀ

ନୂଆଦିଲ୍ଲୀ: ବୋହୂ ଆଣିଲେ ସଙ୍ଗୀନ ଅଭିଯୋଗ, ସହ୍ୟ କରି ପାରିଲେନି ଶ୍ୱଶୁର । ପୋଲିସ ସାମ୍ନାରେ ଛାତରୁ ଡେଇଁ କଲେ ଆତ୍ମହତ୍ୟା । ଉତ୍ତରପ୍ରଦେଶରେ ଏଭଳି ଏକ ଅଭାବନୀୟ ଘଟଣା ଘଟିଛି । ରାଜ୍ୟର ଜଣେ ପୂର୍ବତନ ମନ୍ତ୍ରୀଙ୍କ…

ବିଚିତ୍ର ଜନଜାତି: ଆତ୍ମୀୟଙ୍କ ଶବକୁ ପୋଡ଼ି ଖାଇଲେ ମିଳିଥାଏ ଶାନ୍ତି

ବିଶ୍ୱାସ ହେଉନଥିଲେ ବି ସତ । ପରମ୍ପରାକୁ ବିଶ୍ୱାସ କରି ଖାଉଛନ୍ତି ଆତ୍ମୀୟଙ୍କ ଅସ୍ଥି । ବିଶ୍ୱରେ ବିଭିନ୍ନ ପ୍ରକାର ଜନଜାତି ଦେଖିବାକୁ ମିଳୁଥିଲେ ମଧ୍ୟ ପରମ୍ପରାକୁ ମାନିବା ପାଇଁ ଏପରି କିଛି ଆଦିବାସୀ ରହିଛନ୍ତି…

୪ ମାସରେ ନିଖୋଜ ୧୯୦୦ ପିଲା, ଏଥିପାଇଁ ଦାୟୀ କିଏ?

ଦିଲ୍ଲୀ: ଦେଶର ରାଜଧାନୀ ଦିଲ୍ଲୀରେ ଗତ ୪ମାସରେ ନିଖୋଜ ହୋଇଛନ୍ତି ୧୮୭୯ ପିଲା । ଦିଲ୍ଲୀ ପୋଲିସର ତଥ୍ୟ ଅନୁସାରେ ନିଖୋଜ ହୋଇଥିବା ଅଧିକାଂଶ ପିଲା ୧୨ ରୁ ୧୮ ବର୍ଷ ମଧ୍ୟରେ ହୋଇଥିବା ବେଳେ ଏହି ବୟସର ପିଲା ମାନଙ୍କ…