Browsing Category
ଦେଶ ବିଦେଶ
ସମୟ ପୂର୍ବରୁ ଷ୍ଟେସନରେ ପହଞ୍ଚିଗଲା ଟ୍ରେନ୍, ଖୁସିରେ ଯାତ୍ରୀ କଲେ ଏମିତି…
ଭାରତୀୟ ରେଳକୁ ଦେଶର ଲାଇଫଲାଇନ ବୋଲି କୁହାଯାଏ । ପ୍ରତିଦିନ ହଜାର ହଜାର ଯାତ୍ରୀ ଯାତ୍ରା କରିବା ପାଇଁ ଏହା ଉପରେ ନିର୍ଭର କରିଥାନ୍ତି । କିନ୍ତୁ କୁହାଯାଏ ଯେ ଟ୍ରେନ୍ କେବେ ଠିକ୍ ଟାଇମରେ ପହଞ୍ଚେନାହିଁ । କିନ୍ତୁ…
ହିଜାବକୁ ନେଇ ମାଙ୍ଗାଲୋର ୟୁନିଭର୍ସିଟିରେ ଉତ୍ତେଜନା
କର୍ଣ୍ଣାଟକରେ ହିଜାବ ବିବାଦ ଥମିବାର ନାଁ ନେଉନାହିଁ । ମାଙ୍ଗାଲୋର ୟୁନିଭର୍ସିଟିରେ ଗୁରୁବାର ହିଜାବକୁ ନେଇ ଦିନସାରେ ଉତ୍ତେଜନା ପରିସ୍ଥିତି ଲାଗିରହିଥିଲା । ଅନେକ ଛାତ୍ର ଏହା କହି ବିକ୍ଷୋଭ ପ୍ରଦର୍ଶନ କରିଥିଲେ ଯେ…
ମୋଦୀ ସରକାର @ ୮: ଜାଣନ୍ତୁ କିପରି ସବଳ ହୋଇଛି ଦେଶର ବିଦେଶ ନୀତି
ନୂଆଦିଲ୍ଲୀ: ଦେଶରେ ମୋଦୀ ସରକାରଙ୍କୁ ୮ ବର୍ଷ ପୂରିଛି । ଆଉ ମୋଦୀଙ୍କ ଏହି ୮ ବର୍ଷର ନେତୃତ୍ୱକୁ ପ୍ରଶଂସା ମଧ୍ୟ ମିଳୁଛି । ମୋଦୀ ସରକାରଙ୍କ ବିଭିନ୍ନ ପଲିସି ଏବଂ ପଦକ୍ଷେପ କିପରି ଦେଶରେ ଅନେକ ପରିବର୍ତ୍ତନ ଆଣିଛି…
ତାମିଲନାଡୁରେ ଓଡିଆଙ୍କ ବର୍ବର କାଣ୍ଡ: ମତ୍ସ୍ୟଜୀବୀଙ୍କୁ ଦୁଷ୍କର୍ମ ପରେ କଲେ ଏମିତି…
ତାମିଲନାଡୁ: ତାମିଲନାଡୁରେ ରାଜ୍ୟର ନାଁ ବଦନାମ କରି ଦେଇଛନ୍ତି କିଛି ଓଡିଆ ଶ୍ରମିକ । ଜଣେ ମହିଳା ମତ୍ସ୍ୟଜୀବୀଙ୍କୁ ଗଣଦୁଷ୍କର୍ମ କରି ରାଜ୍ୟ ପାଇଁ ଲଜ୍ଜାର ବିଷୟ ପାଲଟିଛନ୍ତି ୬ ଜଣ ଓଡିଆ । କେବଳ ସେତିକି ନୁହେଁ,…
(Video) ମଣିଷରୁ କୁକୁର ପାଲଟିଗଲେ ବ୍ୟକ୍ତି, ଖର୍ଚ୍ଚ କଲେ ୧୨ ଲକ୍ଷ…
ଦୁନିଆରେ ଏମିତି ମଣିଷ ଅଛନ୍ତି, ଯିଏ କି ନିଜକୁ ବଡ଼ ଅଜବ ଭାବେ ପରିବର୍ତ୍ତନ କରିବାକୁ ଚାହାଁନ୍ତି । ଆପଣ ଦେଖିଥିବେ ଅନେକ ଲୋକ ପ୍ଲାଷ୍ଟିକ ସର୍ଜରୀ ଦ୍ୱାରା ନିଜକୁ ବଦଳାଇ ଥାଆନ୍ତି । ହେଲେ କେହି କେବେ ମଣିଷରୁ ପଶୁ…
ଦେହ ବ୍ୟବସାୟକୁ ବୈଧ୍ୟ ମାନିଲେ ସୁପ୍ରିମକୋର୍ଟ, କହିଲେ- ତାଙ୍କ କାମରେ ହସ୍ତକ୍ଷେପ ନକରୁ ପୋଲିସ
ନୂଆଦିଲ୍ଲୀ: ଦେହ ବ୍ୟବସାୟ ବୈଧ୍ୟ ଅଟେ। ତେଣୁ ଦେହଜୀବୀଙ୍କ କାମରେ ହସ୍ତକ୍ଷେପ ନକରିବା ପାଇଁ ସମସ୍ତ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳ ନିଜ ପୋଲିସକୁ ନିର୍ଦ୍ଦେଶ ଦେବାକୁ କହିଛନ୍ତି ସୁପ୍ରିମକୋର୍ଟ। ସର୍ବୋଚ୍ଚ…
ନଗ୍ନ ଫଟୋ ନଦେଲେ ଘର ଜାଳି ଦେବି: ପଡୋଶୀ ମହିଳାଙ୍କୁ ମିଳିଲା ଏମିତି ସାଇକୋ ଲେଟର
ନୂଆଦିଲ୍ଲୀ: ପଡୋଶୀ ମହିଳାଙ୍କୁ ଏକ ଚିଠି ଲେଖିଛନ୍ତି ଜଣେ ବ୍ୟକ୍ତି । କିନ୍ତୁ ଏହି ଚିଠିରେ ଭରି ରହିଥିଲା ଧମକ । ଯଦି ମହିଳା ଜଣକ ତାଙ୍କ ନଗ୍ନ ଫଟୋ ନ ପଠାନ୍ତି, ତେବେ ତାଙ୍କ ଘର ଜାଳିଦେବେ ବୋଲି ଧମକ ଦେଇଛି ପଡୋଶୀ…
ପାକିସ୍ତାନର ୯୦୦ରୁ ଅଧିକ ନାଗରିକଙ୍କୁ କଳା ତାଲିକାଭୁକ୍ତ କଲା ଭାରତ, ଏବେ ମିଳୁନି ଭିସା
ବାଡମେର: ପାକିସ୍ତାନ ଭିସାରେ ଭାରତ ଆସି କିଏ ୪୫ ଦିନ ପରିବର୍ତ୍ତେ ମାସ ମାସ ଧରି ରହିଲାଣି ତ ଆଉ କିଏ ୬ ମାସ ରହିଲାଣି। ଏହାକୁ ଗମ୍ଭୀରତାର ସହ ନେଇ ଭାରତ ସରକାର ୯୦୦ରୁ ଅଧିକ ପାକିସ୍ତାନୀ ନାଗରିକଙ୍କୁ କଳା…
ପଟିଆଲା ଜେଲରେ ସିଦ୍ଧୁଙ୍କୁ ମିଳିଲା କ୍ଲର୍କ କାମ, ଜାଣନ୍ତୁ କେତେ ମିଳିବ ଦରମା
ନୂଆଦିଲ୍ଲୀ: ୧୯୮୮ର ଏକ ପୁରୁଣା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ପଟିଆଲା ଜେଲରେ ସଜା କାଟୁଛନ୍ତି ପଞ୍ଜାବ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ନବଜୋତ ସିଂହ ସିଦ୍ଧୁ। ଖରାପ ସ୍ଵାସ୍ଥ୍ୟବସ୍ଥା କାରଣରୁ ତାଙ୍କୁ କାରାଗାରରେ…
ମମତା କ୍ୟାବିନେଟର ବଡ ନିଷ୍ପତ୍ତି, ରାଜ୍ୟପାଳ ନୁହେଁ ଏବେ ମୁଖ୍ୟମନ୍ତ୍ରୀ ହେବେ ବିଶ୍ଵ ବିଦ୍ୟାଳୟର କୁଳାଧିପତି
କୋଲକାତା: ଏବେ ରାଜ୍ୟ ଦ୍ଵାରା ସଞ୍ଚାଳିତ ବିଶ୍ଵ ବିଦ୍ୟାଳୟର କୁଳାଧିପତି ରାଜ୍ୟପାଳ ନୁହେଁ ବରଂ ମୁଖ୍ୟମନ୍ତ୍ରୀ ହେବେ। ଏମିତି ନିଷ୍ପତ୍ତି ନେଇଛି ପଶ୍ଚିମବଙ୍ଗ କ୍ୟାବିନେଟ୍। ରାଜ୍ୟ ଶିକ୍ଷା ମନ୍ତ୍ରୀ ବ୍ରତ୍ୟା ବସୁ…