Browsing Category
ଦେଶ ବିଦେଶ
ବିଶ୍ୱ ଟେଷ୍ଟ ଚାମ୍ପିଅନଶିପ୍ ରୁ ବାଦ ପଡ଼ିଲେ ୨ ଖେଳାଳି, ଜାଣନ୍ତୁ କିଏ କିଏ…
ନୂଆଦିଲ୍ଲୀ: ଜୁନ୍ ୧୮ ନ୍ୟୁଜ୍ଲ୍ୟାଣ୍ଡ ବିପକ୍ଷରେ ଆରମ୍ଭ ହେବାକୁ ଯାଉଛି ବିଶ୍ୱ ଟେଷ୍ଟ ଚାମ୍ପିଅନଶିପ୍ । ଭାରତୀୟ କ୍ରିକେଟ ଦଳର ପୂର୍ବତନ ବ୍ୟାଟ୍ସମ୍ୟାନ ସଞ୍ଜୟ ମଞ୍ଜରେକର ବିଶ୍ୱ ଟେଷ୍ଟ ଚାମ୍ପିଅନଶିପ ପାଇଁ ଏକ ଟିମ୍…
ଖୁବ୍ ଶୀଘ୍ର ଦେଶକୁ ଆସିବ ନୋଭାଭାକ୍ସ ଟିକା, କୋଭିଡ୍ ବିରୋଧରେ ୯୦.୪ ପ୍ରତିଶତ ଫଳପ୍ରଦ
ନୂଆଦିଲ୍ଲୀ: କୋଭିଡ୍ ସଙ୍କଟ ଟଳିନଥିବା ବେଳେ ଟିକାକରଣ ଉପରେ ଗୁରୁତ୍ୱ ଦିଆଯାଉଛି । ବର୍ତ୍ତମାନ ଦେଶରେ କୋଭାକ୍ସିନ୍ ଏବଂ କୋଭିସିଲ୍ଡ ଟିକା ଦିଆଯାଉଥିବା ବେଳେ ଏଥିରେ ଖୁବ୍ ଶୀଘ୍ର ଯୋଡି ହେବାକୁ ଯାଉଛି ନୋଭାଭାକ୍ସ…
ଏଲଜେପି ଅଧ୍ୟକ୍ଷ ପଦରୁ ହଟିଲେ ଚିରାଗ, ଜାଣନ୍ତୁ କିଏ ହେଲେ ନୂଆ ମୁଖିଆ…
ପାଟନା: ଲୋକ ଜନଶକ୍ତି ପାର୍ଟି (ଏଲଜେପି)ର ଅଧ୍ୟକ୍ଷ ଭାବେ ଆଉ ନାହାନ୍ତି ଚିରାଗ ପାସୱାନ । ମଙ୍ଗଳବାର ରାଷ୍ଟ୍ର୍ରୀୟ କାର୍ଯ୍ୟକାରିଣୀ ବୈଠକରେ ଚିରାଗଙ୍କୁ ଉକ୍ତ ପଦରୁ ହଟାଇ ଦିଆଯାଇଛି । ସଂସଦୀୟ ଦଳ ନେତା ପଶୁପତି…
ଆହତ କୁକୁର ପ୍ରତି ଦରଦ ଦେଖାଇଲେ ରତନ ଟାଟା
ନୂଆଦିଲ୍ଲୀ: ବିଜିନେସ୍ ଟାଇକନ୍ ରତନ ଟାଟା ଜଣେ ଶିଳ୍ପପତି ହୋଇଥିଲେ ମଧ୍ୟ ଏହାଛଡ଼ା ସେ ଜଣେ ସମାଜସେବୀ ଓ ହୃଦୟବାନ ଲୋକ ବୋଲି ସମସ୍ତେ ଜାଣନ୍ତି । ଅନେକ ସମୟରେ ସେ ଗରିବଙ୍କୁ ସହାୟତାର ହାତ ବଢ଼ାଇଥାନ୍ତି । ଗତବର୍ଷ…
ଡୋଜ ପିଛା ୧୫୦ ଟଙ୍କା ମୂଲ୍ୟରେ ‘କୋଭାକ୍ସିନ୍’ ଯୋଗାଣ ଦୀର୍ଘ ସମୟ ପର୍ୟ୍ୟନ୍ତ ସମ୍ଭବ ନୁହେଁ: ଭାରତ ବାୟୋଟେକ୍
ନୂଆଦିଲ୍ଲୀ: ଭାରତ ବାୟୋଟେକ୍ ପକ୍ଷରୁ ମଙ୍ଗଳବାର କୁହାଯାଇଛି ଯେ, ଦୀର୍ଘ ଦିନ ଧରି ଡୋଜ୍ ପିଛା ୧୫୦ ଟଙ୍କା ମୂଲ୍ୟରେ କେନ୍ଦ୍ର ସରକାରଙ୍କୁ କୋଭାକ୍ସିନ୍ ଟିକା ଦେବାରେ ସମର୍ଥ ହୋଇପାରିବ ନାହିଁ । ଟିକା କମ୍ପାନୀ ପକ୍ଷରୁ…
ଟଳିଲା ଭୟ, ୧୧ ଦିନ ଶୀକାର କଲାପରେ ଧରାପଡ଼ିଲା ବାଘ
ନୂଆଦିଲ୍ଲୀ: ଦୀର୍ଘ ୧୧ ଦିନ ପରେ ଧରାପଡ଼ିଲା ମଣିଷ ମରା ଚିତା ବାଘ । ବାଘଟି ଜଣେ ୪ ବର୍ଷର ଝିଅକୁ ବାହାରେ ଖେଳୁଥିବା ସମୟରେ ଆକ୍ରମଣ କରିଥିଲା ଏବଂ ତାଙ୍କୁ କେଉଁଆଡ଼େ ନେଇଯାଇଥିଲା । ଅଞ୍ଚଳବାସୀଙ୍କ ସମେତ ବନ କର୍ମଚାରୀ…
କରୋନା ଟିକାର ଦୁଇଟି ଡୋଜ୍ ନେବା ପରେ ହୋଇଛି ପ୍ରଥମ ମୃତ୍ୟୁ
ନୂଆଦିଲ୍ଲୀ: କରୋନାର ଦ୍ୱିତୀୟ ଲହର ସଙ୍କଟ ଜାରି ରହିଛି । ଇତି ମଧ୍ୟରେ ଅନେକ ଲୋକଙ୍କ ହୋଇଥିବା ବେଳେ ଲକ୍ଷ ଲକ୍ଷ ଲୋକ ଆକ୍ରାନ୍ତ ହୋଇଛନ୍ତି । ଏହି ସମୟରେ ସଂକ୍ରମଣ ଉପରେ କାବୁ ପାଇବାକୁ ଯାଇ ଟିକାକରଣ ପ୍ରକ୍ରିୟାକୁ…
ସ୍ତ୍ରୀର ଅଶ୍ଳୀଳ ଭିଡିଓ ଭାଇରାଲ୍ କଲା ସ୍ୱାମୀ
ନୋଏଡା: ଦାମ୍ପତ୍ୟ ଜୀବନରେ ଅନେକ ସମୟରେ ବାଦ ବିବାଦ ଚାଲିଥାଏ । ହେଲେ ବେଳେ ବେଳେ ଏହା ଉଗ୍ର ରୂପ ନିଏ । କେତେ ବେଳେ କ୍ରୋଧର ବଶ ହୋଇ ସ୍ତ୍ରୀ ଉପରେ ସ୍ୱାମୀ ଭାରୀ ପଡିଯାଏ ତ ଆଉ କେତେ ବେଳେ ସ୍ୱାମୀ ଉପରେ ସ୍ତ୍ରୀ ।…
ଫାଟିଗଲା ଇଣ୍ଡିଗୋ ବିମାନର ଟାୟାର୍, ତାପରେ…..
ହୁବଲୀ: କର୍ଣ୍ଣାଟକର ହୁବଲୀ ଜିଲ୍ଲାରେ ସୋମବାର ସନ୍ଧ୍ୟାରେ ଏକ ବଡ ଦୁର୍ଘଟଣା ଟଳିଯାଇଛି । ଏଠାରେ ଲ୍ୟାଣ୍ଡିଂ କରିବା ସମୟରେ ଇଣ୍ଡିଗୋ ବିମାନର ଟାୟାର ଫାଟିଗଲା । ହେଲେ ବିମାନରେ ଥିବା ଯାତ୍ରୀ ଏବଂ କ୍ରୁ ମେମ୍ବରଙ୍କ…
ବଞ୍ଚିଛନ୍ତି ଦୁନିଆର ସବୁଠାରୁ ବଡ଼ ପରିବାରର ମୁଖିଆ, ମିଛ ଥିଲା ମୃତ୍ୟୁ ଖବର
ନୂଆଦିଲ୍ଲୀ: ଜୀବିତ ଅଛନ୍ତି ଦୁନିଆର ସବୁଠାରୁ ବଡ଼ ପରିବାରର ମୁଖିଆ ଜିୟୋନ-ଆ । ଏନେଇ ତାଙ୍କ ପରିବାର ପକ୍ଷରୁ ସ୍ପଷ୍ଟ କରାଯାଇଛି । ପରିବାର ପକ୍ଷରୁ ତାଙ୍କ ମୃତ୍ୟୁ ଖବରକୁ ପ୍ରତ୍ୟାଖ୍ୟାନ କରିବା ସହିତ କୁହାଯାଇଛି ଯେ,…