Browsing Category
ଦେଶ ବିଦେଶ
ବିଫ୍ କୁ ନେଇ କର୍ଣ୍ଣାଟକ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ବିବାଦୀୟ ବୟାନ
କର୍ଣ୍ଣାଟକର ବିରୋଧୀ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା ବିଫକୁ ନେଇ ବିବାଦୀୟ ବୟାନ ଦେଇ ଏବେ ଚର୍ଚ୍ଚାରେ । ସେ କହିଛନ୍ତି ଯେ ସେ ହିନ୍ଦୁ ଏବଂ ସେ ଏପର୍ଯ୍ୟନ୍ତ ବିଫ୍ ଖାଇନାହାଁନ୍ତି । କିନ୍ତୁ ସେ…
ଏଣିକି ଅଫିସରେ ୪ ଦିନ କାମ ଓ ୨ ଦିନ ଲକଡାଉନ୍: ପେଟ୍ରୋଲ-ଡିଜେଲ ବଞ୍ଚାଇବାକୁ ପାକିସ୍ତାନର ନୂଆ ପ୍ଲାନ୍
ଇସଲାମବାଦ: ଗତ ଏକ ବର୍ଷ ଧରି ଅର୍ଥନୈତିକ ସଙ୍କଟ ଦେଇ ଗତି କରୁଥିବା ପାକିସ୍ତାନର ସମସ୍ୟା ହ୍ରାସ ପାଇବା ପରିବର୍ତ୍ତେ ଆହୁରି ବଢ଼ିଚାଲିଛି । ପେଟ୍ରୋଲ-ଡିଜେଲର ବଢ଼ୁଥିବା ଦାମ୍ ସମସ୍ୟାକୁ ଆହୁରି ବଢ଼ାଇଦେଇଛି । ଅନେକ…
କ୍ୱାଡ୍ ବୈଠକରେ ସାମିଲ ହେଲେ ମୋଦୀ: ବାଇଡେନ ଉଠାଇଲେ ଋଷ-ୟୁକ୍ରେନ ଯୁଦ୍ଧ ପ୍ରସଙ୍ଗ
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜାପାନ ପ୍ରଧାନମନ୍ତ୍ରୀ ଫୁମିୟୋ କିଶିଦାଙ୍କ ଆମନ୍ତ୍ରରଣରେ ଦୁଇ ଦିନିଆ କ୍ୱାଡ ସମ୍ମିଳନୀରେ ଯୋଗଦେବାକୁ ଜାପାନ ପହଞ୍ଚିଛନ୍ତି । ଆଜି ମଙ୍ଗଳବାର ପ୍ରଧାନମନ୍ତ୍ରୀ କ୍ୱାଡ ସମ୍ମିଳନୀରେ…
ପେଟ୍ରୋଲ ଦର ହ୍ରାସ ପରେ ଏବେ ସିଏନଜିକୁ ନେଇ ବଡ ଖବର: ଆପଣ ବି ପାଇ ପାରିବେ ଲାଭ
ନୂଆଦିଲ୍ଲୀ: ଦୀର୍ଘ ଦିନ ପରେ ପେଟ୍ରୋଲ ଏବଂ ଡିଜେଲ ଦରବୃଦ୍ଧିରୁ ସାମାନ୍ୟ ମୁକ୍ତି ମିଳିଛି । ଏହାପରେ ସିଏନଜିକୁ ନେଇ ଆସିଛଇ ଏକ ବଡ ଖବର । ସିଏନଜିର ମୂଲ୍ୟ ହ୍ରାସ କରିବା ପାଇଁ ଏବଂ ପ୍ଲାଷ୍ଟିକ ଓ ଇସ୍ପାତ…
ରେପୋରେଟ୍ ବୃଦ୍ଧି ପାଇବା ନେଇ ମିଳିଲା ସଂକେତ, ଋଣ ନେବା ହେବ ଆହୁରି ମହଙ୍ଗା
ନୂଆଦିଲ୍ଲୀ : ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆର ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ଜୁନ୍ରେ ହେବାକୁ ଥିବା ମନିଟରୀ ପଲିସି ଆଲୋଚନା ଓ ଆଗକୁ ହେବାକୁ ଥିବା ବୈଠକରେ ରେପୋରେଟ୍ ବୃଦ୍ଧି ହେବାର ସଂକେତ ଦେଇଛନ୍ତି । ଏହା ହେଲେ…
ବିଶ୍ୱର ୧୦୦ ପ୍ରଭାବଶାଳୀ ବ୍ୟକ୍ତିଙ୍କ ନାମ ଘୋଷଣା କଲା Time Magazine: ଭାରତରୁ ସ୍ଥାନ ପାଇଲେ ଅଦାନୀ
ନୂଆଦିଲ୍ଲୀ: ଟାଇମ ମାଗାଜିନ ପକ୍ଷରୁ ବିଶ୍ୱର ଶ୍ରେଷ୍ଠ ୧୦୦ ଜଣ ପ୍ରଭାବଶାଳୀ ବ୍ୟକ୍ତିର ତାଲିକା ଘୋଷଣା କରାଯାଇଛି । ଭାରତୀୟ ଉଦ୍ୟୋଗଗତି ଗୌତମ ଅଦାନୀ ଏଥିରେ ସ୍ଥାନ ପାଇଛନ୍ତି । ଏଥିସହିତ ଆମେରିକା ରାଷ୍ଟ୍ରପତି ଜୋ…
ସପାର ଲାଲ ଟୋପି ଜବାବରେ ବିଜେପି ବିଧାୟକ ପିନ୍ଧିଲେ ଗେରୁଆ ଟୋପି, ଏମିତି ଥିଲା ବିଧାନସଭାର ଦୃଶ୍ୟ
ଲକ୍ଷ୍ନୌ: ଉତ୍ତର ପ୍ରଦେଶ ବିଧାନସଭାରେ ସୋମବାର ବିରଳ ଦୃଶ୍ୟ ଦେଖିବାକୁ ମିଳିଛି। ଶାସକ ଏବଂ ବିରୋଧୀ ଦଳର ବିଧାୟକଙ୍କ ମଧ୍ୟରେ ଟୋପି ପିନ୍ଧାକୁ ନେଇ ପ୍ରତିଯୋଗିତା ଦେଖିବାକୁ ମିଳିଛି। ବିଧାୟକମାନଙ୍କୁ ନିଜ ନିଜ…
ଚାରିଧାମ ଯାତ୍ରା ୨୦୨୨: କେଦାରନାଥରେ ଅରେଞ୍ଜ ଆଲର୍ଟ ଜାରି, ଯାତ୍ରା ଉପରେ ଲାଗିଲା ରୋକ୍
ଡେରାଡୁନ: ଉତ୍ତରାଖଣ୍ଡରେ ଅଚାନକ ପାଣିପାଗ ବଦଳିବାରୁ ଚାରିଧାମ ଯାତ୍ରା ଉପରେ ରୋକ୍ ଲଗାଯାଇଛି। ପାଣିପାଗ ବିଭାଗ ତରଫରୁ ଅରେଞ୍ଜ ଆଲର୍ଟ ଜାରି ପରେ ଏବେ ପ୍ରଶାସନ କେଦାରନାଥ ଯାତ୍ରା ସ୍ଥଗିତ ରଖିଛନ୍ତି।…
ବିନୟ କୁମାର ସକ୍ସେନା ହେଲେ ଦିଲ୍ଲୀର ନୂଆ ଉପରାଜ୍ୟପାଳ
ନୂଆଦିଲ୍ଲୀ: ଦିଲ୍ଲୀର ନୂଆ ଉପରାଜ୍ୟପାଳ ନିଯୁକ୍ତି ପାଇଛନ୍ତି । ଅନିଲ ବୈଜଲ ଦିଲ୍ଲୀର ଉପରାଜ୍ୟପାଳ ପଦରୁ ଇସ୍ତଫା ଦେବା ପରେ ଏହି ପଦଟି ଖାଲି ପଡ଼ିଥିଲା । ତେବେ ଆଜି ରାଷ୍ଟ୍ରପତି ରାମନାଥ କୋବିନ୍ଦ ଅନିଲଙ୍କ ଇସ୍ତଫା…
AAP MLAଙ୍କୁ ତିନି ବର୍ଷର ଜେଲଦଣ୍ଡ: ଖୁବଶୀଘ୍ର ହରାଇବେ ବିଧାୟକ ପଦ, ଖୋଲିଲା ନଅ ବର୍ଷ ତଳର ଅପରାଧିକ ମାମଲା
ନୂଆଦିଲ୍ଲୀ: ନିକଟରେ ଆମ୍ ଆଦମୀ ପାର୍ଟି (ଆପ) ପଞ୍ଜାବରେ ସରକାର ଗଠନ କରିଥିବା ବେଳେ ଦଳକୁ ଲାଗିଛି ଜବରଦସ୍ତ ଝଟକା । ଆପର ଜଣେ ବିଧାୟକଙ୍କୁ ୩ ବର୍ଷର ଜେଲଦଣ୍ଡ ହୋଇଛି । ଏକ ଅପରାଧିକ ମାମଲାରେ ଅଦାଲତ ଆପ ବିଧାୟକଙ୍କ…