CHARIDHAM
Browsing Category

ଦେଶ ବିଦେଶ

ବନ୍ଦ ହେବ କୋଭାକ୍ସିନ୍ ଉତ୍ପାଦନ: ଜାଣନ୍ତୁ କଣ ରହିଛି କାରଣ, ସ୍ପଷ୍ଟ କଲା ଭାରତ ବାୟୋଟେକ୍

ନୂଆଦିଲ୍ଲୀ: କୋଭିଡ଼ ପାଇଁ ଭାକ୍ସିନର ଆବଶ୍ୟକତା ଧିରେ ଧିରେ କମିଲାଣି । ଆଉ ସେଥିପାଇଁ ଏବେ କମିବ କୋଭାକ୍ସିନ ଉତ୍ପାଦନ । ଅସ୍ଥାୟୀ ଭାବେ ଉତ୍ପାଦନ କମିବା ନେଇ ଏବେ ଭାରତ ବାୟୋଟିକ ପକ୍ଷରୁ ଘୋଷଣା କରାଯାଇଛି । ତେବେ…

ଗୋଟିଏ ଘରେ ୨ ପତ୍ନୀଙ୍କୁ ରଖିଥିଲା ବ୍ୟକ୍ତି: ରାତିରେ ଶୋଇବା ପାଇଁ ହେଉଥିଲା ଝଗଡ଼ା, ପରେ ସ୍ୱାମୀ …

କାଙ୍କର: ଛତିଶଗଡ଼ର କାଙ୍କର ଜିଲ୍ଲାରେ ସ୍ୱାମୀଙ୍କୁ ନେଇ ୨ ସ୍ତ୍ରୀଙ୍କ ମଧ୍ୟରେ ଝଗଡ଼ା । ରାତିରେ ଶୋଇବାକୁ ନେଇ ଝଗଡ଼ା ଏତେ ବଢ଼ିଗଲା ଯେ, ଜଣେ ମହିଳାଙ୍କୁ ଜୀଅନ୍ତା ଜଳାଇବାକୁ ପ୍ରୟାସ କରାଯାଇଥିଲା । ମହିଳା ଜଣକ କୌଣସି…

ଆଗାମୀ ୫ ଦିନ ଆକାଶରୁ ହେବ ଅଗ୍ନିବର୍ଷା: ଏହି ରାଜ୍ୟ ପାଇଁ IMDର ହାଇଆଲର୍ଟ

ନୂଆଦିଲ୍ଲୀ: ଦିନକୁ ଦିନ ଉତ୍ତାପ ବଢ଼ିବାରେ ଲାଗିଛି । ଭାରତୀୟ ପାଣିପାଗ ବିଭାଗ ବା ଆଇଏମଡି ଅନୁସାରେ, ରାଜସ୍ଥାନ, ଗୁଜରାଟ, ହରିୟାଣା, ପଞ୍ଜାବ, ଦିଲ୍ଲୀ, ଜମ୍ମୁ-କାଶ୍ମୀର, ଉତ୍ତରପ୍ରଦେଶ, ହିମାଚଳ ପ୍ରଦେଶ ଓ…

ମୁମ୍ବାଇ କ୍ରୁଜ୍ ଡ୍ରଗ୍ସ କେସ୍: ପ୍ରାଣ ହରାଇଲେ ସାକ୍ଷୀ ପ୍ରଭାକର ସେଲ୍, ଜାଣନ୍ତୁ ସମ୍ପୂର୍ଣ୍ଣ ମାମଲା

ମୁମ୍ବାଇ: ମୁମ୍ବାଇ ଚର୍ଚ୍ଚିତ କ୍ରୁଜ୍ ଡ୍ରଗ୍ସ ମାମଲାରେ ମୁଖ୍ୟ ସାକ୍ଷୀ ଥିବା ପ୍ରଭାକର ସୈଲଙ୍କର ଅକାଳ ବିୟୋଗ ହୋଇଛି । କ୍ରୁଜ୍ ରେଡ୍ ହେବା ସମୟରେ ସେ ଟିମର ସଦସ୍ୟ ଗୋସାବୀଙ୍କ ସହ ଥିଲେ । ତେବେ ରେଡ୍ ପରେ ଏବଂ…

ସରକାର ପାଞ୍ଚ ବର୍ଷରେ ବଦଳିବ, କିନ୍ତୁ ପୋଲିସ ବଦଳିବନି, ତେଣୁ ସେମାନେ ରାଜନେତାଙ୍କ ଆଗରେ ମୁଣ୍ଡ ନୁଆଁଇବେ କାହିଁକି: CJI

ନୂଆଦିଲ୍ଲୀ: ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି (ସିଜେଆଇ) ଏନଭି ରମଣ ପୋଲିସ ଓ ସେଣ୍ଟ୍ରାଲ ବ୍ୟୁରୋ ଅଫ୍ ଇନଭେଷ୍ଟିଗେସନ (ସିବିଆଇ)ର କାର୍ଯ୍ୟଶୈଳୀ ଉପରେ ପ୍ରଶ୍ନ ଉଠାଇଛନ୍ତି । ସିବିଆଇର ଶିଥିଳତା, ନିଷ୍କ୍ରିୟତା ଓ…

ସରକାରୀ କର୍ମଚାରୀଙ୍କୁ ମାଡ: ବିଜେପି ନେତାଙ୍କୁ ଗିରଫ କରିନେଲା ପୋଲିସ, ପରେ ଟ୍ୱିଟ୍ କଲେ ଏମିତି

ନୂଆଦିଲ୍ଳୀ: ଦୁଇ ଦୁଇଥର ବିଜେପି ବିଧାୟକ ରହିଥିବା ବିଜେପି ନେତା ଭବାନୀ ସିଂ ରଜାୱତ ଗିରଫ ହୋଇଛନ୍ତି । ଆଇଏଫ୍ଏସ୍ ଅଫିସର ରବି ମୀନାଙ୍କୁ ଚାପୁଡା ମାରିବା ଅଭିଯୋଗରେ ଭବାନୀ ସିଂ ରଜାୱତଙ୍କୁ ଗିରଫ କରାଯିବା ସହିତ ଜେଲ…

ପୋଲିସକର୍ମୀଙ୍କ ଛୁଟି ଆବେଦନ ଦେଖି ସିନିଅର ଅଫିସର ଆଶ୍ଚର୍ଯ୍ୟ: ବିବାହ ବାର୍ଷିକୀକୁ କହିଲେ ‘ପଶ୍ଚାତାପ ଦିବସ’

ଅମରାବତୀ: ମହାରାଷ୍ଟ୍ରରେ ଜଣେ ପୋଲିସକର୍ମୀଙ୍କ ଛୁଟି ପାଇଁ ଏପରି ଆବେଦନ କଲେ, ଯାହାକୁ ନେଇ ସିନିୟର ଅଫିସର ଆଶ୍ଚର୍ଯ୍ୟ ହୋଇଗଲେ । ଏହାର ଚର୍ଚ୍ଚା ମଧ୍ୟ ଜୋରସୋରରେ ଚାଲିଛି । ସୂଚନା ଅନୁସାରେ, ଅମରାବତୀ ଜିଲ୍ଲାରେ ଜଣେ…

ପୁଣି ଟେନସନ୍ ବଢ଼ାଇବ କରୋନା! ଓମିକ୍ରନର ସବ୍ ଭାରିଆଣ୍ଟ BA.2 ଠାରୁ ୧୦ ଗୁଣା ଅଧିକ ସଂକ୍ରାମକ ନୂଆ XE ଭାରିଆଣ୍ଟ: WHO

ନୂଆଦିଲ୍ଲୀ: କରୋନା ଭାଇରସକୁ ନେଇ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ (ହୁ) ପକ୍ଷରୁ ନିକଟରେ ଏକ ନୂଆ ରିପୋର୍ଟ ଜାରି କରାଯାଇଛି । କରୋନାର ନୂଆ ମ୍ୟୁଟେଣ୍ଟ ଭାରିଆଣ୍ଟ ଏକ୍ସଇ ଓମିକ୍ରନର ସବ୍ ଭାରିଆଣ୍ଟ ବିଏ.୨ ଠାରୁ ୧୦ ଗୁଣା…

ଏକ ପବ୍‌ର ଫ୍ରିଜ୍‌ରରୁ ମିଳିଲା ମୃତଦେହ ! ୧୦ ବର୍ଷ ହେଲା ନିଖୋଜ ଥିଲେ ୬୭ ବର୍ଷିୟ ବ୍ୟକ୍ତି

ନୂଆଦିଲ୍ଲୀ: ଲଣ୍ଡନର ନ୍ୟୁହାମ୍‌ରୁ ଏକ ଖବର ସାମ୍‌ନାକୁ ଆସିଛି । ଯାହାକୁ ନେଇ ଚାରିଆଡ଼େ ଚର୍ଚ୍ଚା ଆରମ୍ଭ ହୋଇଯାଇଛି । ଏକ ପୁରୁଣା ବାର ବା ପବ୍‌ରେ ଥିବା ଫ୍ରିଜ୍‌ରୁ ବାହାରିଛି ଏକ ମୃତଦେହ । ଏହି ପୁରୁଣା ବାରକୁ…

ଆଜିଠାରୁ ବଣ୍ଟାଯିବ ମାଗଣା ରାସନ: ୩ କିଲୋ ଗହମ ଓ ୨ କିଲୋ ଚାଉଳ ପାଇଁ ନିର୍ଦ୍ଦେଶ

ଲଖନଉ: ପ୍ରଧାନମନ୍ତ୍ରୀ ଗରିବ ଅନ୍ନ କଲ୍ୟାଣ ଯୋଜନା ଅଧିନରେ ଏପ୍ରିଲ ୨ରୁ ଏପ୍ରିଲ୧୦ ପର୍ଯ୍ୟନ୍ତ ରାସନ ବଣ୍ଟାଯିବ । ରାସନ କାର୍ଡଧାରୀଙ୍କୁ ପୋର୍ଟେବିଲିଟି ଅଧୀନରେ ରାସନ ପାଇବା ପାଇଁ ସୁବିଧା ରହିବ ଏବଂ ପୋର୍ଟେବିଲିଟି…