Browsing Category

ଦେଶ ବିଦେଶ

ଶ୍ରୀନଗରରେ ଏନକାଉଣ୍ଟର : ଦୁଇ ଆତଙ୍କୀଙ୍କୁ ନିପାତ କଲା ସେନା

ନୂଆଦିଲ୍ଲୀ: ଜମ୍ମୁକାଶ୍ମୀର ଶ୍ରୀନଗରର ରଙ୍ଗରେତରେ ଅଞ୍ଚଳରେ ଏନକାଉଣ୍ଟରରେ ପୁଣି ଦୁଇ ଆତଙ୍କୀଙ୍କୁ ନିପାତ କରିବାରେ ସଫଳ ହୋଇଛି ଭାରତୀୟ ସେନା । ଶ୍ରୀନଗରର ରଙ୍ଗରେତରେ ଅଞ୍ଚଳରେ ଜାରି ଥିବା ସର୍ଚ୍ଚ ଅପରେସନ ବେଳେ…

୭ ଦିନରେ ଆକାଉଣ୍ଟକୁ ୧୭୭୦ କୋଟି ଟଙ୍କା ଦେବେ କେନ୍ଦ୍ର ସରକାର; ଉପକୃତ ହେବେ ୩୦ ଲକ୍ଷ କୃଷକ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): କେନ୍ଦ୍ର ସରକାରଙ୍କ ପକ୍ଷରୁ କୃଷକ ମାନଙ୍କ ଆକାଉଣ୍ଟକୁ ପଠାଯିବ ୧୭୭୦ କୋଟି ଟଙ୍କା । ଆସନ୍ତା ୭ ଦିନ ମଧ୍ୟରେ ଏହି ଅର୍ଥ ରାଶି ୨୯.୯୨ ଲକ୍ଷ କୃଷକଙ୍କ ଆକାଉଣ୍ଟରେ ପହଞ୍ଚିବ । କେନ୍ଦ୍ର…

ଭାରତରେ ବ୍ୟାପିଚାଲିଛିି ଓମିକ୍ରନ, ବିଶେଷଜ୍ଞ ଦେଲେ ଏପରି ଚେତାବନୀ

ନୂଆଦିଲ୍ଲୀ: ଦକ୍ଷିଣ ଆଫ୍ରିକାରେ ସୃଷ୍ଟି ହୋଇଥିବା କରୋନାର ନୂଆ ଭାରିଆଣ୍ଟ ଏବେ ଭାରତ, ବ୍ରିଟେନ୍, ବ୍ରାଜିଲ ଓ ଚୀନ ସମେତ ଅନେକ ବଡ଼ ବଡ଼ ଦେଶରେ ପହଞ୍ଚିସାରିଛି । ଓମିକ୍ରନର ୩୦ରୁ ଅଧିକ ମ୍ୟୁଟେସନଏହାର ବିସ୍ତାରକୁ…

ଅଭିଯୁକ୍ତଙ୍କ ମାନସିକ ସ୍ଥିତିକୁ ବି କୋର୍ଟ ଧ୍ୟାନ ଦେବେ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: କେବଳ ଅପରାଧ ନୁହେଁ, ବରଂ ଅପରାଧୀ ଓ ତାଙ୍କ ମାନସିକ ସ୍ଥିତି ଓ ତାଙ୍କ ସାମାଜିକ-ଆର୍ଥିକ ସ୍ଥିତିକୁ ମଧ୍ୟ କୋର୍ଟ ଧ୍ୟାନ ଦେବେ ବୋଲି ଦେଶର ସର୍ବୋଚ୍ଚ ନ୍ୟାୟାଳୟ ବା ସୁପ୍ରିମକୋର୍ଟ କହିଛନ୍ତି । ଜଷ୍ଟିସ…

SC / ST ଉପରେ ଅତ୍ୟାଚାର ବିରୋଧରେ ଜାତୀୟ ହେଲ୍ପଲାଇନ୍ ଆରମ୍ଭ କରିବେ ସରକାର

ନୂଆଦିଲ୍ଲୀ: ଭେଦଭାବ ଦୂର କରି ଅନୁସୂଚିତ ଜାତି(SC) ଓ ଅନୁସୂଚିତ ଜନଜାତି (ST) ମାନଙ୍କୁ ସୁରକ୍ଷା ଯୋଗାଇବା ଉଦ୍ଦେଶ୍ୟରେ ଓ ଆଇନ ବ୍ୟବସ୍ଥା ବିଷୟରେ ସଚେତନତା ସୃଷ୍ଟି କରିବାକୁ ସୋମବାର ଏକ ଜାତୀୟ ହେଲ୍ପଲାଇନ ଆରମ୍ଭ…

ଭାରତର ହରନାଜ୍ କୌରଙ୍କୁ Miss Universe ଟାଇଟଲ୍

ନୂଆଦିଲ୍ଲୀ: ଭାରତର ହରନାଜ୍ କୌର ୨୦୨୧ ପାଇଁ ମିସ୍ ୟୁନିଭର୍ସ ମୁକୁଟ ପିନ୍ଧିଛନ୍ତି । ଫଳରେ ଦୀର୍ଘ ୨୧ ବର୍ଷର ପ୍ରତୀକ୍ଷା ପରେ ଭାରତକୁ ଏହି ଟାଇଟଲ ମିଳିଛି । ପୂର୍ବରୁ ଗତ ୨୦୦୦ ମସିହାରେ ଲାରା ଦତ୍ତା ମିସ୍ ୟୁନିଭର୍ସ…

ବିବାହ ଷ୍ଟେଜରେ ଝୁଲାରୁ ଖସିପଡିଲେ ଦମ୍ପତ୍ତି: ଦେଖନ୍ତୁ Viral Video

ନୂଆଦିଲ୍ଲୀ: ନିଜ ବିବାହକୁ ଚର୍ଚ୍ଚିତ କରିବାର ପ୍ରୟାସ ଜନୈକ ଦମ୍ପତ୍ତିଙ୍କୁ ମହଙ୍ଗା ପଡିଛି । ବିବାହକୁ ସ୍ମରଣୀୟ କରିବା ପ୍ରୟାସରେ ଅଳ୍ପକେ ଅଘଟଣରୁ ବର୍ତ୍ତି ଯାଇଛନ୍ତି ଏହି ଦମ୍ପତ୍ତି । ଛତିଶଗଡର ରାୟପୁରରେ ହେଉଥିବା…

ଜୟଲଳିତାଙ୍କ ଝିଆରୀକୁ ମିଳିଲା ବେଦ ନିଲୟମ: ସପକ୍ଷରେ ରାୟ ଦେଲେ ହାଇକୋର୍ଟ

ଚେନ୍ନାଇ: ମାଡ୍ରାସ ଉଚ୍ଚ ନ୍ୟାୟାଳୟ ନିର୍ଦେଶ କ୍ରମେ ଦିବଂଗତ ଏଆଇଡିଏମକେ ନେତ୍ରୀ କେ.ଜୟଲଳିତାଙ୍କ ଚେନ୍ନାଇର ପୋସ ଗାର୍ଡନସ୍ଥିତ ବାସଭବନ ‘ବେଦ ନିଲୟମ’କୁ ଦଖଲକୁ ନେଇଛନ୍ତି ତାଙ୍କ ଝିଆରୀ ଦୀପା ଜୟକୁମାର ।…

କେନ୍ଦ୍ର ସରକାରଙ୍କ “ହୁନର ହାଟ”: ୫ ବର୍ଷରେ ମିଳିବ ୧୭ ଲକ୍ଷ ନିଯୁକ୍ତି

ନୂଆଦିଲ୍ଳୀ : କେନ୍ଦ୍ର ସରକାରଙ୍କ ପକ୍ଷରୁ ନୂତନ ନିଯୁକ୍ତି ସୃଷ୍ଟି କରିବା ପାଇଁ ଏକ ଯୋଜନା ପ୍ରଣୟନ କରାଯାଇଛି । ହୁନର ହାଟ ନାମକ ଏହି ଯୋଜନା ମାଧ୍ୟମରେ ସରକାର ପ୍ରାୟ ୧୭ ଲକ୍ଷ ନୂତନ ଚାକିରି ପ୍ରଦାନ କରିବେ ।…

୧ ଲକ୍ଷରୁ ଅଧିକ ଜମାକାରୀଙ୍କୁ ମିଳିଲା ଟଙ୍କା, ୯୦ ଦିନର ଡେଡ୍ ଲାଇନ୍ କରାଗଲା ସ୍ଥିର: ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରବିବାର ଦିନ ବ୍ୟାଙ୍କ ଜମା ବୀମା କାର୍ଯ୍ୟକ୍ରମରେ ଜମାକାରୀଙ୍କୁ ସମ୍ବୋଧିତ କରିଛନ୍ତି । ଏହି ସମୟରେ ସେ କହିଛନ୍ତି ଯେ, ଆଜି ଦେଶର ବ୍ୟାଙ୍କିଙ୍କ ସେକ୍ଟର୍ ଏବଂ ଆକାଉଣ୍ଟ…