Browsing Category
ଦେଶ ବିଦେଶ
୧୦୦ ବର୍ଷୀୟ ବୃଦ୍ଧ ଉଡ଼ାଇଲେ ବିମାନ, ପାଇଲଟ କହିଲେ କେବେ….
ନୂଆଦିଲ୍ଲୀ: ଆଜିକାଲିର ଦୁନିଆରେ ଅସମ୍ଭବ ବୋଲି କିଛି ବି ଜିନିଷ ନାହିଁ । ନିଜର ଦୃଢ଼ ଇଚ୍ଛାଶକ୍ତି ଓ ଅଧ୍ୟବସାୟ ଥିଲେ ଜଣେ ପ୍ରକ୍ୟେକ କାର୍ଯ୍ୟକୁ ଠିକରେ କରିପାରିବ । ଜଣେ ୧୦୦ ବର୍ଷୀୟ ବୃଦ୍ଧ ବିମାନ ଉଡ଼ାଇ ଏହି କଥାକୁ…
ଇଜି ଅଫ ଡୁଇଙ୍ଗ ବିଜନେସ୍ ରାଙ୍କିଙ୍ଗରେ ଭାରତକୁ କ୍ଲିନ ଚିଟ୍, ନିବେଶ ପାଇଁ ଭାରତ ଭରସାଯୋଗ୍ୟ ସ୍ଥାନ, ଧୋକା ଦେଲା ଚୀନ
ନୂଆଦିଲ୍ଲୀ : ଆମେରିକାର ଲଫର୍ମ ୱିଲମରହେଲ ଦ୍ୱାରା ଏକ ସ୍ୱତନ୍ତ୍ର ଯାଞ୍ଚରୁ ଜଣା ପଡିଛି ଯେ, ବିଶ୍ୱ ବ୍ୟାଙ୍କ ଗ୍ରୁପର ଇଜି ଅଫ ଡୁଇଙ୍ଗ ବିଜନେସ୍ ରାଙ୍କିଙ୍ଗକୁ ନେଇ ଭାରତର ତଥ୍ୟରେ କୌଣସି ପ୍ରକାରର ଅନିୟମିତତା ହୋଇ…
ବ୍ରିଟେନରେ ଆରମ୍ଭ ହେଲା ଚାଇଲ୍ଡ ଭାକସିନେସନ୍, ୧୨-୧୫ ବର୍ଷର ପିଲାଙ୍କୁ ଦିଆଯାଉଛି ଟିକା
ଲଣ୍ଡନ: ବ୍ରିଟେନ୍ ରେ ଏବେ ସ୍କୁଲକୁ ଯାଉଥିବା ୧୨ରୁ ୧୫ ବର୍ଷ ବର୍ଗର ପିଲାଙ୍କୁ ଦିଆଯାଉଛି ଟିକା । ଦେଶରେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ୧୨ ରୁ ୧୫ ବର୍ଷର ପିଲାଙ୍କୁ ସୋମବାର ଠାରୁ ଟକିା ଦିଆଯିବା ଆରମ୍ଭ କରାଯାଇଛି । ଗତ…
କାଶ୍ମୀର ପ୍ରସଙ୍ଗରେ ସାହୁକାର ହେବାକୁ ଚାହୁଁଛି ସାଉଦି ଆରବ, କହିଲା- ମଧ୍ୟସ୍ଥତା କରିବାକୁ ପ୍ରସ୍ତୁତ
ନୂଆଦିଲ୍ଲୀ : ସାଉଦି ଆରବର ବୈଦେଶିକ ମନ୍ତ୍ରୀ ପ୍ରିନ୍ସ ଫୈସଲ ବିନ ଫରହାନ ଭାରତ ଗସ୍ତରେ ଆସିଥିଲେ । ଏହି ଗସ୍ତରେ ଭାରତ-ସାଉଦି ଆରବ ଦ୍ୱିପାକ୍ଷିକ ସଂପର୍କ ଏବଂ ଆଫଗାନିସ୍ତାନ ପ୍ରସଙ୍ଗକୁ ନେଇ ବିସ୍ତୃତ ଆଲୋଚନା ହୋଇଛି…
କମ୍ ଓଭରରେ ବଡ଼ ଟାର୍ଗେଟ୍…. ପଞ୍ଜାବର ନୂଆ କ୍ୟାପ୍ଟେନ କିପରି ସୁଧାରିବେ ଟିମର ରନରେଟ୍
ନୂଆଦିଲ୍ଲୀ: ବର୍ତ୍ତମାନ ପଞ୍ଜାବର ନୂଆ ମୁଖ୍ୟମନ୍ତ୍ରୀ ଚରଣଜିତ ସିଂହ ଚନ୍ନିଙ୍କୁ ନେଇ ଚର୍ଚ୍ଚା ଜାରି ରହିଛି । ରାଜ୍ୟର ବିଧାନସଭା ନିର୍ବାଚନକୁ ଆଉ ମାତ୍ର ୫ ମାସ ବାକି ଥିବାରୁ ଏହି କମ୍ ଓଭରେ ସେ କିପରି ବଡ଼ ଟାର୍ଗେଟ୍…
ଖରାପ ପାଣିପାଗ କାରଣରୁ ସୁରକ୍ଷା ବାହିନୀଙ୍କ ହେଲିକାପ୍ଟର ଦୁର୍ଘଟଣାଗ୍ରସ୍ତ
ଉଧମପୁର: ଜମ୍ମୁ କଶ୍ମୀରର ଉଧମପୁର ଜିଲ୍ଲାରେ ସୁରକ୍ଷା ବାହିନୀଙ୍କ ହେଲିକ୍ୟାପ୍ଟର୍ କ୍ରସ୍ ହୋଇଥିବା ଜଣାପଡ଼ିଛି । ଏହି ଅଘଟଣ ଜିଲ୍ଲାର ଶିବଗଡ ଧର଼ ଠାରେ ହୋଇଥିବା ଖବର ମିଳିଛି । ଘଟଣା ସମ୍ପର୍କରେ ସୂଚନା ମିଳିବା…
ଦେଶର ଏହି ସ୍ଥାନରେ ମିଳେ ସବୁଠାରୁ ସ୍ୱାଦିଷ୍ଟ ଓ ସ୍ୱାସ୍ଥ୍ୟ ପାଇଁ ଉପଯୁକ୍ତ ଖାଦ୍ୟ, ଜାରି ହେଲା ଫୁଡ୍ ସେଫ୍ଟି ଇଣ୍ଡେକ୍ସ; ଜାଣନ୍ତୁ କେଉଁ…
ନୂଆଦିଲ୍ଲୀ: ଭାରତୀୟ ମାନେ ଖୁବ୍ ଖାଦ୍ୟପ୍ରିୟ ହୋଇଥାନ୍ତି । ମିଷ୍ଟାନ୍ନ ଠାରୁ ଆରମ୍ଭ କରି ମସଲାଯୁକ୍ତ ତଥା ଚଟପଟା ଖାଦ୍ୟ ତିଆରି କରି ଖାଇବା ଓ ଖୁଆଇବାରେ ସବୁଠାରୁ ଆଗରେ ରହିଥାନ୍ତି ଭାରତୀୟ ମାନେ । ଦେଶରେ ଅନେକ…
ଏଣିକି ସକାଳ ୯ଟାରେ ଅଫିସରେ ପହଞ୍ଚିବେ ସରକାରୀ କର୍ମଚାରୀ: ଉପସ୍ଥାନ ମଧ୍ୟ ହେବ ଯାଞ୍ଚ, ଜାଣନ୍ତୁ କେଉଁଠି
ନୂଆଦିଲ୍ଲୀ: ପଞ୍ଜାବର ନୂଆ ମୁଖ୍ୟମନ୍ତ୍ରୀ ଚରଣଜିତ ସିଂହ ଚନ୍ନି ରାଜ୍ୟର ଶାସନ ଭାର ଗ୍ରହଣ କରିବା ପରେ ସରକାରୀ ଦପ୍ତରର ଅନେକ ନିୟମ ପରିବର୍ତ୍ତନ କରିଛନ୍ତି । ସେ ସମସ୍ତ ସରକାରୀ କର୍ମଚାରୀଙ୍କୁ ସକାଳ ୯ଟାରେ ଅଫିସରେ…
ଡିପ୍ରେସନ ଓ ମାନସିକ ରୋଗ ସହ ଲଢ଼ିବାରେ ସାହାଯ୍ୟ କରିବ ଏହି ୨ ଆପ୍, ପ୍ରସ୍ତୁତ କଲା AIIMS
ନୂଆଦିଲ୍ଲୀ: ମାନସିକ ରୋଗରେ ପୀଡିତ ରୋଗୀ ଓ ତାଙ୍କର ଦେଖାଶୁଣା କରୁଥିବା ଲୋକଙ୍କ ପାଇଁ ୨ଟି ମୋବାଇଲ ଆପ୍ ପ୍ରସ୍ତୁତ କରିଛି ଦିଲ୍ଲୀ ସ୍ଥିତ ଅଖିଳ ଭାରତୀୟ ଆର୍ୟୁବିଜ୍ଞାନ ସଂସ୍ଥା ବା AIIMS । କରୋନା ମହାମାରୀ କାରଣରୁ…
ଲାଗିଗଲା ୧୨ କୋଟିର ଲଟେରୀ, ଅଟୋ ଡ୍ରାଇଭରଙ୍କ ଚମକିଲା ଭାଗ୍ୟ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ସାଧାରଣତଃ ଆମେ ଶୁଣିଥାଉ ଯେ, ଥରେ ଲଟେରୀ ଜିତିଲେ କେଇ ସେକେଣ୍ଡ ମଧ୍ୟରେ ଜଣଙ୍କର ଭାଗ୍ୟ ପରିବର୍ତ୍ତନ ହୋଇଯାଇଥାଏ । ଏହିପରି ଭାବରେ ଜଣେ ଅଟୋ ଚାଳକ ୧୨ କୋଟି ଟଙ୍କାର ଏକ ମୋଟା ଅଙ୍କର…