Browsing Category
ଦେଶ ବିଦେଶ
ପାରାଦୀପ ଓ ସାଗର ଦ୍ୱୀପ ମଧ୍ୟରେ ଲ୍ୟାଣ୍ଡଫଲ୍ କରିବ ‘ୟଶ୍’
ନୂଆଦିଲ୍ଲୀ : ବଙ୍ଗୋପସାଗରରେ ସୃଷ୍ଟି ଲଘୁଚାପ ଅବପାତରେ ପରିଣତ ହୋଇଛି । ତେବେ ଆସନ୍ତାକାଲି ସୁଦ୍ଧା ବାତ୍ୟାରେ ପରିଣତ ହୋଇପାରେ ବୋଲି ପୂର୍ବରୁ ଆକଳନ କରାଯାଇଥିଲା । ତେବେ ଏହା ବାତ୍ୟାରେ ପରିଣତ ହେବା ପରେ ପାରାଦ୍ୱୀପ…
ସମ୍ବିତ ପାତ୍ରଙ୍କୁ ରାୟପୁର ପୋଲିସର ନୋଟିସ୍, ଅପରାହ୍ନ ୪ଟାରେ ହାଜର ହେବାକୁ ନିର୍ଦ୍ଦେଶ
ର।ୟପୁର ୨୩ ।୦୫: ଟୁଲକିଟ୍ ମାମଲାରେ ଏବେ ବିଜେପି ନେତା ତଥା ମୁଖପାତ୍ର ସମ୍ବିତ ପାତ୍ରଙ୍କୁ ରାୟପୁର ପୋଲିସ ନୋଟିସ୍ ଜାରି କରିଛି । ସମ୍ବିତଙ୍କୁ ପଚରା ଉଚୁରା ପାଇଁ ଏହି ନୋଟିସ୍ ଜାରି କରାଯାଇଥିବା କୁହାଯାଉଛି ।…
କରୋନାରୁ ପିଲାଙ୍କୁ ସୁରକ୍ଷା ଦେବ ଭାରତର ସ୍ୱଦେଶୀ ନାଜାଲ୍ ଭାକ୍ସିନ୍
ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣର ଦ୍ୱିତୀୟ ତରଙ୍ଗ ପାଇଁ ଚିନ୍ତା ବଢ଼ି ଯାଇଛି । ଏପରିକି ତୃତୀୟ ତରଙ୍ଗ ଆସିବା ନେଇ କେତେକ ମହଲରେ ଆଶଙ୍କା କରାଯାଉଛି । ତେବେ ଏହି ଆଶଙ୍କା କରାଯାଉଥିବା ତୃତୀୟ ତରଙ୍ଗ ପିଲାଙ୍କ ପାଇଁ…
ଯଦି ଆପଣଙ୍କୁ ଭୋକ ଲାଗୁଛି ଆପଣ ମାଗଣାରେ ଏଠାରୁ କଦଳୀ ଖାଇପାରିବେ!
ଚେନ୍ନାଇ: ବର୍ତ୍ତମାନ ଦେଶରେ କରୋନାର ଦ୍ୱିତୀୟ ଲହରର ତାଣ୍ଡବ ଜାରି ରହିଛି । ଅଧିକାଂଶ ରାଜ୍ୟରେ ଲକଡାଉନ, ସଟଡାଉନ ଜାରି ରହିଥିବାରୁ ଲୋକମାନେ ନିଜର ଜୀବିକା ହରାଇ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା…
ବାତ୍ୟା ୟଶ୍ କୁ ନେଇ ପ୍ରଧାନମନ୍ତ୍ରୀଙ୍କ ଉଚ୍ଚସ୍ତରୀୟ ବୈଠକ, ପ୍ରସ୍ତୁତିର କରିବେ ସମୀକ୍ଷା
ନୂଆଦିଲ୍ଲୀ: ଆଣ୍ଡାମାନ ସାଗର ଏବଂ ଏହାର ପାଶ୍ୱବର୍ତୀ ଅଂଚଳରେ ସୃଷ୍ଟ ଘୂର୍ଣ୍ଣିବଳୟ ଲଘୁଚାପରେ ପରିଣତ ହୋଇଛି । ଆସନ୍ତା ୨୪ ଘଂଟାରେ ଏହା ଅବପାତରେ ପରିଣତ ହୋଇ ବାତ୍ୟାର ରୂପ ନେବ । ବାତ୍ୟା ୟଶ୍ ର ମୁକାବିଲା ପାଇଁ…
ଦିଲ୍ଳୀ-ଏନସିଆରରେ ‘Mysterious Fog’, ଖସିଲା ଦୃଶ୍ୟମାନ ସୀମା
ନୂଆଦିଲ୍ଲୀ : ଜାତୀୟ ରାଜଧାନୀ ଦିଲ୍ଲୀର ବାୟୁ ପୁଣିଥରେ ଦୂଷିତ ହେବାରେ ଲାଗିଛି । ରବିବାର ସକାଳ ସମୟରେ ଦିଲ୍ଲୀରେ ଏକ ଅଲଗା ପ୍ରକାରର ବାୟୁ ଚତୁର୍ଦିଗରେ ମିଶ୍ରିତ ହୋଇଥିବାର ଦେଖିବାକୁ ମିଳିଥିଲା । ଏହି ଅଲଗା…
ରାସ୍ତାରେ ଦାଦାଗିରି ଜିଲ୍ଲାପାଳଙ୍କୁ ପଡିଲା ମହଙ୍ଗା , ପଦରୁ ତୁରନ୍ତ ହଟାଇବାକୁ ଆଦେଶ ଦେଲେ ମୁଖ୍ୟମନ୍ତ୍ରୀ
ର।ୟପୁର ୨୩ ।୦୫: ଲକଡାଉନ ସମୟରେ ଜଣେ ଯୁବକଙ୍କୁ ଚାପୁଡା ମାରିବା ଏବଂ ଫୋନ୍ ଛଡାଇ ଭାଙ୍ଗି ଦେବା ସୁରଜପୁର ଜିଲ୍ଲାପାଳ ରଣବୀର ଶର୍ମାଙ୍କୁ ବହୁତ ମହଙ୍ଗା ପଡିଛି । ମାମଲା ନିଜ ହସ୍ତଗତକୁ ଆସିବା ପରେ ଛତିଶଗଡ…
କୋଭିଡ୍ ନିୟମାବଳୀ ଉଲଂଘନ କରି ଜୋରିମାନା ଦେବେ ବ୍ରାଜିଲ୍ ରାଷ୍ଟ୍ରପତି
ବ୍ରାଜିଲ୍ : କୋଭିଡ୍ ମହାମାରୀ କବଳରେ ସମଗ୍ର ବିଶ୍ୱ ହନ୍ତସନ୍ତ ହେଉଛି । ଏହି ସମୟରେ ବ୍ରାଜିଲ୍ ରେ ମଧ୍ୟ କରୋନା କାୟା ମେଲାଇଛି । ଭାରତରେ ବର୍ତ୍ତମାନ ଯେପରି ପରିସ୍ଥିତି ଅଣାୟତ ରହିଛି ଠିକ୍ ସେହିପରି ବ୍ରାଜିଲ୍ ରେ…
ଏନକାଉଣ୍ଟରରେ ୬ ଆତଙ୍କବାଦୀ ନିହତ
ଦିସପୁର: ଏନକାଉଣ୍ଟରରେ ୬ ଜଣ ଡିମାସା ନ୍ୟାସନାଲ ଲିବରେସନ୍ ଆର୍ମି (ଡିଏନଏଲଏ) ଆତଙ୍କବାଦୀ ନିହତ ହୋଇଛନ୍ତି । ଆସାମ-ନାଗାଲାଣ୍ଡ ସୀମାରେ ଆସାମର କାର୍ବି ଆଙ୍ଗଲଙ୍ଗ ଜିଲ୍ଲାରେ ଏହି ଏନକାଉଣ୍ଟର ସଂଘଟିତ ହୋଇଥିଲା । ମୃତ…
ଦେଶରେ କମିଲା ଆକ୍ରାନ୍ତ ଓ ମୃତକଙ୍କ ସଂଖ୍ୟା
ନୂଆଦିଲ୍ଲୀ : ଦେଶରେ କରୋନା ସାମାନ୍ୟ ହ୍ରାସ ପାଇବା ଦେଖାଯାଇଛି । ଉଭୟ ଆକ୍ରାନ୍ତ ଓ ମୃତକଙ୍କ ସଂଖ୍ୟା ଗତକାଲି ଅପେକ୍ଷା ସାମାନ୍ୟ କମିଥିବା ଜଣାପଡ଼ିଛି ତେବେ ୨୪ ଘଣ୍ଟା ମଧ୍ୟରେ ଦେଶରେ କରୋନାରେ ୩୭୪୧ ଜଣଙ୍କ ମୃତ୍ୟୁ…