Browsing Category

ଦେଶ ବିଦେଶ

ଅହଙ୍କାର ଭାଇରସ ପାଇଁ କୌଣସି ଭ୍ୟାକ୍ସିନ ନାହିଁ, ରାହୁଲଙ୍କ ଉପରେ ବର୍ଷିଲେ କେନ୍ଦ୍ର ସ୍ଵାସ୍ଥ୍ୟ ମନ୍ତ୍ରୀ

ନୂଆଦିଲ୍ଲୀ : କରୋନା ଭ୍ୟାକ୍ସିନର ଯୋଗାଣ ଉପରେ ପ୍ରଶ୍ନ ଉଠାଉଥିବା କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଉପରେ ବର୍ଷିଛନ୍ତି କେନ୍ଦ୍ର ସ୍ଵାସ୍ଥ୍ୟ ମନ୍ତ୍ରୀ ଡ. ହର୍ଷବର୍ଦ୍ଧନ। ରାହୁଲ ଗାନ୍ଧୀ ଶୁକ୍ରବାର ସକାଳେ ହିଁ…

ଦୁଇଟି ଅଲଗା-ଅଲଗା ଟିକା ଲଗାଇବା ଦ୍ୱାରା ହେଉଛି ଫାଇଦା! ଜାଣନ୍ତୁ କଣ କୁହନ୍ତି ବିଶେଷଜ୍ଞ

ନୂଆଦିଲ୍ଲୀ: କରୋନା ଟିକାକୁ ନେଇ ଏବେ ଅନେକ ଦେଶରେ ରିସର୍ଚ୍ଚ ଜାରି ରହିଛି । ଇତି ମଧ୍ୟରେ ଦୁଇଟି ଅଲଗା ଅଲଗା ଟିକା ଲଗାଇବା ଉପରେ ମଧ୍ୟ ରିସର୍ଚ୍ଚ କରାଯାଉଛି । ଗତ ମାସରେ ସଦ୍ୟତମ ରିସର୍ଚ୍ଚରେ କୁହାଯାଇଥିଲା ଯେ,…

ଦିଦିଙ୍କୁ ଶକ୍ତ ଝଟକା: ହାଇକୋର୍ଟଙ୍କ ଆଦେଶ, ନିର୍ବାଚନୀ ହିଂସାର ପ୍ରତିଟି ମାମଲାରେ ଏଫଆଇଆର ରୁଜୁ କରାଯାଉ

କୋଲକାତା : ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ହାଇକୋର୍ଟରୁ  ଲାଗିଲା ଜୋରଦାର ଝଟକା। କଲିକତା ଉଚ୍ଚତମ ନ୍ୟାୟାଳୟ ଶୁକ୍ରବାର ନିର୍ବାଚନ ପରବର୍ତ୍ତୀ ହିଂସାର ସମସ୍ତ ମାମଲାରେ ଏଫଆଇଆର ରୁଜୁ କରିବାକୁ…

ବୟସ ମାତ୍ର ୭, ଆଇଫୋନ୍ ଗେମରେ ଉଡ଼ାଇଲେ ୧.୩ ଲକ୍ଷ

ନୂଆଦିଲ୍ଲୀ: ବର୍ତ୍ତମାନ ସମୟରେ ପିଲାମାନେ ଆଉଟଡୋର୍ ଗେମ୍ ଠାରୁ ଅଧିକ ଅନଲାଇନ୍ ଗେମ୍ ସଂସ୍ପର୍ଶରେ ଆସୁଛନ୍ତି । ଅଳ୍ପ ବୟସରୁ ହିଁ ଏହି ଅନଲାଇନ୍ ଗେମ୍ ଖେଳିବା ଏବେ ପିଲାମାନଙ୍କ ଏକ ପ୍ରକାରର ନିଶା ପାଲଟିଗଲାଣି । ଏ…

ଦେଶରେ କରୋନା ମୃତ୍ୟୁସଂଖ୍ୟା ୮୫୩, ପଜିଟିଭ୍ ୪୬ ହଜାର

ନୂଆଦିଲ୍ଲୀ : ଦେଶରେ କ୍ରମଶଃ କରୋନାର ପ୍ରଭାବ ହ୍ରାସ ପାଇବାରେ ଲାଗିଛି । ବିଭିନ୍ନ ରାଜ୍ୟରେ ଲାଗୁ କରାଯାଇଥିବା କଟକଣାର ଫଳସ୍ୱରୂପ ଦେଶରେ ଧିରେଧିରେ କରୋନା ନିମ୍ନମୁଖୀ ହେବାରେ ଲାଗିଛି । ୨୪ ଘଣ୍ଟା ମଧ୍ୟରେ ଦେଶରେ…

ପୁଣି ଜମ୍ମୁ ସୀମାରେ ଉଡ଼ିଲା ଡ୍ରୋନ୍, ବିଏସଏଫ୍ ଯବାନଙ୍କ ଗୁଳିମାଡ଼ ପରେ ଡରି ପଳାୟନ କଲା

ନୂଆଦିଲ୍ଲୀ: ଜମ୍ମୁ-କଶ୍ମୀରରେ ଆତଙ୍କବାଦୀ ମାନେ ଆତଙ୍କ ଖେଳାଇବା ପାଇଁ ଡ୍ରୋନ୍ କୁ ନିଜର ଅସ୍ତ୍ର ଭାବରେ .ଗ୍ରହଣ କରିଛନ୍ତି । କିଛି ଦିନ ହେବ ଲଗାତର ଭାବେ ଭାରତ ସୀମାରେ ଆତଙ୍କବାଦୀଙ୍କ ଡ୍ରୋନ୍ ଦେଖିବାକୁ ମିଳିଛି ।…

ଆଫଗାନିସ୍ତାନରୁ ସେନା ପ୍ରତ୍ୟାହାର ପ୍ରକ୍ରିୟା ଆରମ୍ଭ, ଦୁଇ ଦଶକ ପରେ ଆମେରିକୀୟ ସେନା ଛାଡ଼ିଲେ ବଗରାମ ଏୟାରଫିଲ୍ଡ

କାବୁଲ: ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ଘୋଷଣା ମୁତାବକ ଆଫଗାନିସ୍ତାନରୁ ଆମେରିକା ଏବଂ ନୋଟୋ ସେନାଙ୍କ ପ୍ରତ୍ୟାହାର ଆରମ୍ଭ ହୋଇଯାଇଛି । ମିଡିଆ ରିପୋର୍ଟ ମୁତାବକ, ଆମେରିକାର ସୈନ୍ୟ ତାଲିବାନ୍ କୁ ବାହାର କରିବା…

ଆଗକୁ ଭୟଙ୍କର ରୂପ ଧାରଣ କରିବ ଡେଲଟା, ଡେଲଟା ପ୍ଲସ୍ ଚିନ୍ତାଜନକ ନୁହେଁ: ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ

ନୂଆଦିଲ୍ଲୀ: ଭାରତବର୍ଷରେ ପ୍ରଥମେ ଚିହ୍ନଟ ହୋଇଥିବା ଡେଲଟା ଭାରିଆଣ୍ଟ ବର୍ତ୍ତମାନ ସମଗ୍ର ବିଶ୍ୱର ଅଧିକାଂଶ ରାଷ୍ଟ୍ରରେ ନିଜର କାୟା ମେଲାଇ ସାରିଛି । ୯୬ଟି ଦେଶରେ ଏହି ଭାରିଆଣ୍ଟ ଚିହ୍ନଟ ହୋଇଥିବା ନେଇ ସୂଚନା ଦେଇଛି…

ବିଶ୍ୱରେ କରୋନା ମୃତ୍ୟୁସଂଖ୍ୟା ୩୯.୭୧ ଲକ୍ଷରେ ପହଞ୍ଚିଲା

ନୂଆଦିଲ୍ଲୀ: ସମଗ୍ର ବିଶ୍ୱରେ କରୋନାର ପ୍ରଭାବ କ୍ରମଶଃ ବଢ଼ିବାରେ ଲାଗିଛି । ବିଶ୍ୱରେ କରୋନା ମୃତ୍ୟୁ ସଂଖ୍ୟା ୩୯ ଲକ୍ଷ ୭୧ ହଜାର ୪୪୨ରେ ପହଞ୍ଚିଛି । ତେବେ ବିଶ୍ୱରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୮ କୋଟି ୩୪ ଲକ୍ଷ ୧୪…

ଅମିତ ଶାହାଙ୍କୁ ଭେଟିଲେ ଶୁଭେନ୍ଦୁ ଅଧିକାରୀ

ପଶ୍ଚିମବଙ୍ଗର ବିରୋଧୀଦଳର ନେତା ସୁଭେନ୍ଦୁ ଅଧିକାରୀ ଗୁରୁବାର ଅମିତ ଶାହାଙ୍କ ସହ ବୈଠକରେ ଯୋଗଦେଇଛନ୍ତି । ରାଜ୍ୟରେ ଜୁଲାଇ ୨ ରୁ ବିଧାନସଭାର ବଜେଟ୍ ଅଧିବେଶନ ଆରମ୍ଭ ହେବାକୁ ଯାଉଛି । ତେବେ ରାଜ୍ୟରେ ନିର୍ବାଚନ ପରର…