Browsing Category

ଦେଶ

ସାମ୍ନାକୁ ଆସିଲା ସାବରିମାଳାରେ ବାପାଙ୍କୁ ଖୋଜିବା ପାଇଁ ସାହାଯ୍ୟ ମାଗୁଥିବା ଶିଶୁର ହୃଦୟ ବିଦାରକ ଭିଡିଓ

ଓଡ଼ିଶା ଭାସ୍କର: ସାବରିମାଳାରେ ଗତ ୫ ଦିନ ହେବ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼ ଦେଖିବାକୁ ମିଳୁଛି ଏବଂ ଭିଡର ଅବ୍ୟବସ୍ଥାକୁ ନେଇ ବିରୋଧୀ କେରଳ ସରକାରଙ୍କୁ ସମାଲୋଚନା ଜାରି ରଖିଛନ୍ତି । ପ୍ରବଳ ଭିଡ଼ ଯୋଗୁଁ ଅନେକ…

(Video) ପାର୍ସଲ ଖୋଲିବା ମାତ୍ରେ ବ୍ୟକ୍ତିଙ୍କର ଫ୍ୟୁଜ ହୋଇଗଲା ମୁଣ୍ଡ, ଭିଡିଓ ସେୟାର କରି କହିଲେ ସଂପୂର୍ଣ୍ଣ କଥା

ନୂଆଦିଲ୍ଲୀ: ଆଜିକାଲି ଲୋକମାନେ ସମୟ ବଞ୍ଚାଇବା ପାଇଁ ଅନଲାଇନରେ ଜିନିଷ ଅର୍ଡର କରୁଛନ୍ତି। ଏହା ମଧ୍ୟ ସେମାନଙ୍କର ସମୟ ସଞ୍ଚୟ କରେ ଏବଂ ସେମାନଙ୍କୁ ଦୋକାନ ଯିବାକୁ ପଡେନାହିଁ।ଯେହେତୁ ଅନଲାଇନ୍ ଅର୍ଡର ସୁବିଧା…

ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଭଜନ ଲାଲ ଶର୍ମାଙ୍କ ଉପରେ ଅଛି ୪୬ ଲକ୍ଷ ଟଙ୍କାର କରଜ, ଜାଣନ୍ତୁ କେତେ ରହିଛି ସଂପତ୍ତି

ନୂଆଦିଲ୍ଲୀ: ରାଜସ୍ଥାନରେ ବିଜେପି ବିଧାନସଭା ପାର୍ଟି ବୈଠକରେ ଭଜନ ଲାଲ ଶର୍ମାଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ଚୟନ କରାଯାଇଛି। ୫୬ ବର୍ଷୀୟ ଭଜନ ଲାଲ ରାଜସ୍ଥାନର ସାନଗର ବିଧାନସଭା ଆସନରୁ ନିର୍ବାଚନରେ ​​ବିଜୟୀ ହୋଇଛନ୍ତି।…

ପୁଣି ବଢିଲା ଡେଡଲାଇନ: ଏବେ ଆସନ୍ତା ବର୍ଷର ଏହି ତାରିଖ ପର୍ଯ୍ୟନ୍ତ ମାଗଣାରେ କରିପାରିବେ ଆଧାର ଅପଡେଟ୍

ନୂଆଦିଲ୍ଲୀ: ମଙ୍ଗଳବାର ଦିନ ସମସ୍ତ ଆଧାର କାର୍ଡଧାରୀଙ୍କୁ ଏକ ବଡ଼ ଖବର ମିଳିଛି। ଅନନ୍ୟ ପରିଚୟ ପ୍ରାଧିକରଣ ପୁଣିଥରେ ଆଧାରକୁ ଅପଡେଟ୍ କରିବାର ସମୟସୀମା ବଢ଼ାଇ ଦେଇଛି। ମାଗଣାରେ ଆଧାର ଅପଡେଟ୍ କରିବାର ଶେଷ ତାରିଖ ୧୪…

ଏଣିକି ନକଲି ନୋଟ୍ କାରବାର ହେବ ଆତଙ୍କବାଦୀ ଗତିବିଧି; କେନ୍ଦ୍ର ସରକାର

ନୂଆଦିଲ୍ଲୀ: କେନ୍ଦ୍ର ସରକାର ମଙ୍ଗଳବାର 'ଆତଙ୍କବାଦୀ କାର୍ଯ୍ୟ'ର ଆଇନଗତ ସଂଜ୍ଞାକୁ ସଂଶୋଧନ କରିଛନ୍ତି। ନୂଆ କ୍ରିମିନାଲ୍ କୋଡ୍ ରେ ନକଲି ନୋଟ୍ ଚଳାଇବା ଓ ସରକାରଙ୍କୁ ଧମକ ଦେବା ପାଇଁ ଅପହରଣ କରିବା, କାହାକୁ ଆହତ…

ପାକିସ୍ତାନ ସେନା ବେସ୍‌ କ୍ୟାମ୍ପରେ ବଡ଼ ଧରଣର ବିସ୍ଫୋରଣ; ୨୩ ପାକ୍ ସୈନିକ ମୃତ

ନୂଆଦିଲ୍ଲୀ : (ଓଡ଼ିଶା ଭାସ୍କର) ପାକିସ୍ତାନ ସେନା ବେସ୍‌ କ୍ୟାମ୍ପରେ ବଡ଼ ଧରଣର ବିସ୍ଫୋରଣ ସୂଚନା । ଉତ୍ତରପଶ୍ଚିମ ପାକିସ୍ତାନ ସେନା କ୍ୟାମ୍ପରେ ବଡ଼ ବିସ୍ଫୋରଣ ହୋଇଥିବା ନେଇ ଖବର ମିଳିଛି । ବିସ୍ଫୋରଣରେ ୨୩ ଜଣ…

AICTE ଅଧ୍ୟକ୍ଷଙ୍କ ସୂଚନା: ଚାକିରି କରିଥିବା ପିଲାମାନେ ମଧ୍ୟ ନିୟମିତ ପାଠ୍ୟକ୍ରମରେ ଇଞ୍ଜିନିୟରିଂ ପଢ଼ିପାରିବେ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆଜିର ସମୟରେ ଶିକ୍ଷା ସମସ୍ତଙ୍କ ପାଇଁ ନିହାତି ଜରୁରୀ । ଯଦି ଆପଣମାନେ ଇଞ୍ଜିନିୟରିଂ ଶିକ୍ଷା ଗ୍ରହଣ କରିବାକୁ ଇଚ୍ଛୁକ ତେବେ ଏନେଇ ଆସିଛି ଏ ଖୁସି ଖବର । ଅନେକ ସମୟରେ ଚାକିରି କରୁଥିବା…

SBIରେ ବାହାରିଛି ୫୦୦୦ରୁ ଅଧିକ ପଦବୀ: ଆଜି ଆବେଦନ କରିବାର ଶେଷ ତାରିଖ, ସ୍ନାତକ ପାସ କରିପାରିବେ ଆପ୍ଲାଏ

ଯଦି ଆପଣ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆରେ କାମ କରିବାକୁ ଚାହୁଁଛନ୍ତି ତେବେ ଆପଣଙ୍କ ପାଇଁ ଆସି ଯାଇଛି ସୁବର୍ଣ୍ଣ ସୁଯୋଗ । ନିଜ ସର୍କଲ୍ ବେସଡ ଅଫିସର(CBO) ପଦବୀରେ ନିଯୁକ୍ତି ପାଇଁ ଆପଣ ଆବେଦନ କରିପାରିବେ। ତେବେ ଏହି…

ବୋମାମାଡ଼ କରିବାକୁ କର୍ଣ୍ଣାଟକ ରାଜଭବନକୁ ମିଳିଲା ଧମକପୂର୍ଣ୍ଣ କଲ: ସର୍ଚ୍ଚ ଅପରେଶନ ଜାରି

କର୍ଣ୍ଣାଟକ: କର୍ଣ୍ଣାଟକ ରାଜଭବନକୁ ବୋମା ମାଡ଼ କରିବା ନେଇ ମିଳିଛି ଧମକ । ଗତକାଲି ରାତିରେ ଜଣେ ଅଜଣା ବ୍ୟକ୍ତି ପୁଲିସକୁ ଫୋନ କରି ରାଜଭବନକୁ ବୋମା ମାଡ଼ କରି ଉଡ଼ାଇଦେବା ଧମକ ଦେଇଥିଲେ । ତେବେ ଏପରି ଧମକ ପାଇବା ପରେ…

ରାଜସ୍ଥାନରେ ବି ମୁଖ୍ୟମନ୍ତ୍ରୀ ହେବେ ଜଣେ ନୂଆ ଚେହେରା? ଆସିଲା ବଡ଼ ଅପଡେଟ୍, ପୁଣି ନିରାଶ ହେବେ ଅନେକ ଆଶାୟୀ

ନୂଆଦିଲ୍ଲୀ: ଛତିଶଗଡ଼ ଓ ମଧ୍ୟପ୍ରଦେଶରେ ମୁଖ୍ୟମନ୍ତ୍ରୀଙ୍କ ନାମ ଘୋଷଣା କରାଯିବା ପରେ ଏବେ ରାଜସ୍ଥାନ ଉପରେ ଦେଶବାସୀଙ୍କ ନଜର ରହିଛି । ଛତିଶଗଡ଼ର ମୁଖ୍ୟମନ୍ତ୍ରୀ ପଦ ପାଇଁ ବିଷ୍ଣୁଦେଓ ସାଏ ଓ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ…