Browsing Category
ଦେଶ
‘ଏକ ଦେଶ- ଏକ ନିର୍ବାଚନ’ ପୁଣି କାର୍ଯ୍ୟକାରୀ ହେବ କି? ଉତ୍ତର ଦେଲେ କମିଟିର ଅଧ୍ୟକ୍ଷ ରାମନାଥ କୋବିନ୍ଦ
ନୂଆଦିଲ୍ଲୀ: ଭାରତ ସରକାର ଦେଶରେ ‘ୱାନ ନେସନ- ୱାନ ଇଲେକ୍ସନ’ ଲାଗୁ କରିବା ସପକ୍ଷରେ ରହିଛନ୍ତି । ଏହି ନିୟମ ଲାଗୁ ହେଲେ ଅନେକ ଫାଇଦା ମିଳିବା ସହ ଅନେକ କ୍ଷତି ହେବାର ସମ୍ଭାବନା ରହିଥିବା ବିଶ୍ଲେଷଣକାରୀମାନେ ମତ…
ଦିନକୁ ମାତ୍ର ୭ ଟଙ୍କା ସଞ୍ଚୟ କଲେ ୬୦ ବର୍ଷ ପରେ ପାଇବେ ୫୦୦୦ ପେନସନ୍, ମୋଦୀ ସରକାରଙ୍କ ଏହି ଯୋଜନାର ଫାଇଦା ଉଠାନ୍ତୁ
ନୂଆଦିଲ୍ଲୀ: ସମସ୍ତେ ଚାହାନ୍ତି ଯେ, ସେମାନଙ୍କ ବାର୍ଦ୍ଧକ୍ୟ ଆରାମରେ କଟୁ । କିନ୍ତୁ ଏଥିପାଇଁ ପ୍ରଥମ ଆବଶ୍ୟକତା ରହିଛି ଅର୍ଥର । ବାର୍ଦ୍ଧକ୍ୟରେ ନିୟମିତ ଆୟ ଲାଗି ସବୁଠାରୁ ବଡ ସାହାରା ହୋଇଥାଏ ପେନସନ୍ । କିନ୍ତୁ ଏହା…
ଚନ୍ଦ୍ରବାବୁ ନାଇଡୁଙ୍କୁ ମିଳିଲା ବଡ଼ ଆଶ୍ୱସ୍ତି, ଆନ୍ଧ୍ରପ୍ରଦେଶ ହାଇକୋର୍ଟ ଦେଲେ ରେଗୁଲାର ବେଲ
ହାଇଦ୍ରାବାଦ: ଦକ୍ଷତା ବିକାଶ ମାମଲାରେ ସୋମବାର ଦିନ ଆନ୍ଧ୍ରପ୍ରଦେଶ ହାଇକୋର୍ଟ ପୂର୍ବତନ ମୁଖ୍ୟମନ୍ତ୍ରୀ ଏନ ଚନ୍ଦ୍ରବାବୁ ନାଇଡୁଙ୍କୁ ରେଗୁଲାର ଜାମିନ ପ୍ରଦାନ କରିଛନ୍ତି। ନ୍ୟୁଜ୍ ଏଜେନ୍ସି ANI ର ରିପୋର୍ଟ ଅନୁଯାୟୀ…
ଅନ୍ଧବିଶ୍ୱାସର ଭୟଙ୍କର ଚିତ୍ର: ୪୫ ଦିନର ଶିଶୁ ଶରୀରରେ ୫୧ ଥର ଗରମ ଚେଙ୍କ
ନୂଆଦିଲ୍ଲୀ: ମଧ୍ୟପ୍ରଦେଶ ଶାହଡୋଲରୁ ଏକ ହୃଦୟ ଥରାଇ ଦେବା ଭଳି ଖବର ସାମ୍ନାକୁ ଆସିଛି । ଏଠାରେ ଏକ ୪୫ ଦିନର ଶିଶୁକୁ ୫୧ ଥର ତତଲା ଲୁହା ରଡ୍ରେ ଚେଙ୍କ ଦିଆଯାଇଛି । ଏବେ ଶିଶୁର ଅବସ୍ଥା ଗମ୍ଭୀର ଥିବା ବେଳେ…
(Video) ଦିନ ଦ୍ୱିପ୍ରହରେ ଯୁବତୀଙ୍କର ଅପହରଣ, ସାମ୍ନାକୁ ଆସିଲା CCTV ଫୁଟେଜ
ମଧ୍ୟପ୍ରଦେଶ: ଗ୍ୱାଲିଅରରେ ଜଣେ ଝିଅକୁ ଅପହରଣ କରାଯିବା ମାମଲା ସାମ୍ନାକୁ ଆସିଛି। ଦୁଇଜଣ ମାସ୍କ ପିନ୍ଧା ଦୁଷ୍କର୍ମକାରୀ ଏହି ଅପରାଧ କରିଛନ୍ତି। ସିସିଟିଭି ଫୁଟେଜରେ ଦୁଇଜଣ ବ୍ୟକ୍ତି ବାଇକରେ ଆସି ବାଧ୍ୟ କରି ଝିଅକୁ…
ବିଶ୍ୱକପ୍ ଫାଇନାଲରେ ହାରିଲା ଭାରତ, ହିନ୍ଦୁ ଦେବାଦେବୀଙ୍କ ଉପରେ ପ୍ରଶ୍ନ ଉଠାଇ ବିବାଦରେ ବିଜେପି ନେତା
ନୂଆଦିଲ୍ଲୀ: ୱାର୍ଲ୍ଡକପ୍ ଫାଇନାଲରେ ଅଷ୍ଟ୍ରେଲିଆ ଠାରୁ ଭାରତ ହାରିବା ପରେ ଭାରତର କ୍ରିକେଟ୍ ଟିମ୍କୁ ନେଇ ଏବେ ସର୍ବତ୍ର ଚର୍ଚ୍ଚା ହେଉଛି । କିଛି ଲୋକ ଭାରତୀୟ ଟିମ୍କୁ ସମାଲୋଚନା କରୁଥିବା ବେଳେ ଆଉ କିଛି ଲୋକ…
ପୁଣି ଆକାଶରେ ଦେଖାଦେଲା ଅଜଣା ଉଡନ୍ତା ବସ୍ତୁ, ବାୟୁସେନାର ସର୍ଚ୍ଚ ଅପରେସନ ଜାରି
ନୂଆଦିଲ୍ଲୀ: ଗତକାଲି ରାତିରେ ଇମ୍ଫାଲ ଆକାଶରେ ପୁଣି ଏକ ଅଜଣା ଉଡନ୍ତା ବସ୍ତୁ ଦେଖିବାକୁ ମିଳିଥିଲା । ଏହାକୁ ଠାବ କରିବା ଲାଗି ବାୟୁସେନାର ସର୍ଚ୍ଚ ଅପରେସନ ଆରମ୍ଭ ହୋଇଯାଇଛି । ଏହି ସର୍ଚ୍ଚ ଅପରେସନରେ ରାଫେଲ ଯୁଦ୍ଧ…
ବିଶ୍ୱକପକୁ ସମ୍ମାନ ଦେଲେ ନାହିଁ କଙ୍ଗାରୁ ଦଳ: ଟ୍ରଫି ଉପରେ ଗୋଡ଼ ରଖି ଫଟୋ ଉଠାଇଲେ ମାର୍ଶ
ନୂଆଦିଲ୍ଲୀ: ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥିବା ବିଶ୍ୱକପ୍ର ଅନ୍ତିମ ମ୍ୟାଚ୍ ନଭେମ୍ବର ୧୯ ରେ ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଖେଳାଯାଇଥିଲା। ତେବେ ଏହି ମ୍ୟାଚରେ ଅଷ୍ଟ୍ରେଲିଆ ଦଳ ଏକ ସହଜ ବିଜୟ…
(Video)କି ଯୁଗ ହେଲାରେ ଭାଇ! ସିଗନାଲରେ ଭିକ ମାଗୁଥିବା କିନ୍ନର ଦେଉଛନ୍ତି ଡିଜିଟାଲ୍ ପେମେଣ୍ଟର ଅପସନ୍, QR Code ଦେଖାଇ ନେଲେ ଟଙ୍କା
ନୂଆଦିଲ୍ଲୀ: ବର୍ତ୍ତମାନ ଭାରତ ସମେତ ଅନେକ ଦେଶରେ ଡିଜିଟାଲ ପେମେଣ୍ଟର ଅପସନ୍ ବଢ଼ିବାରେ ଲାଗିଛି । ଲୋକମାନେ ବର୍ତ୍ତମାନ ସେମାନଙ୍କର ଅଧିକାଂଶ କାର୍ଯ୍ୟ ଡିଜିଟାଲ୍ ମାଧ୍ୟମରେ କରୁଛନ୍ତି । ଡିଜିଟାଲ ପେମେଣ୍ଟ ବିକଳ୍ପ…
ଫ୍ୟାନରୁ କରେଣ୍ଟ ଲାଗି ଚାଲିଗଲା ଗୋଟିଏ ପରିବାରର ୪ ଶିଶୁଙ୍କ ଜୀବନ
ଉନ୍ନାଓ:ଉତ୍ତରପ୍ରଦେଶ ଉନ୍ନାଓରେ ଏକ ବଡ ହୃଦୟବିଦାରକ ଘଟଣା ଘଟିଯାଇଛି । ଏଠାରେ କରେଣ୍ଟ ଲାଗି ୪ ଶିଶୁଙ୍କର ମୃତ୍ୟୁ ହୋଇଯାଇଛି । ଏହି ଦୁର୍ଘଟଣା ବାରାସାଗର ଥାନା ଅନ୍ତର୍ଗତ ଲାଲମନ ଖେଡା ଗ୍ରାମରେ ଘଟିଛି । ଗତକାଲି…