Browsing Category

ଦେଶ

ବିହାରରେ ଐତିହାସିକ ନିଷ୍ପତି; ସରକାରୀ ଚାକିରି ଓ ଶିକ୍ଷାନୁଷ୍ଠାନରେ ଜାତିଭିତ୍ତିକ ସଂରକ୍ଷଣ ୬୫ % ବୃଦ୍ଧି

ପଟନା(ଓଡିଶା ଭାସ୍କର): ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଏବଂ ତେଜସ୍ୱୀ ଯାଦବଙ୍କ ଯୋଡ଼ି ନେଲା ବିହାରରେ ଐତିହାସିକ ନିଷ୍ପତି । ଦୀର୍ଘ ଦିନ ହେବ ଲାଗିରହିଥିବା କଳ୍ପନା ଜଳ୍ପନାରେ ଶେଷରେ ପୂର୍ଣ୍ଣଛେଦ ପଡିଛି । ସରକାରୀ…

ଧନତେରାସ ପୂର୍ବରୁ ଶସ୍ତା ହେଲା ସୁନା-ଗହଣା: ଜାଣନ୍ତୁ କେତେ ରହିଛି ଆଜିର ରେଟ୍…

ନୂଆଦିଲ୍ଲୀ: ଧନତେରାସ ପର୍ବରେ ଘର ପାଇଁ ସୁନା-ଗହଣା ଇତ୍ୟାଦି କିଣିବା ଶୁଭ ବୋଲି କୁହାଯାଏ । ତେବେ ଏହାପୂର୍ବରୁ ଗ୍ରାହକଙ୍କ ପାଇଁ ଆସିଛି ବଡ଼ ଖୁସିଖବର । ସୁନା-ରୂପା ଗହଣା ଇତ୍ୟାଦିର ମୂଲ୍ୟ ହ୍ରାସ ପାଇଛି । ଆଜି…

ହିନ୍ଦୁ ଯୁବତୀଙ୍କୁ ପାର୍ଲରରେ ଅସଦାଚରଣ କରି ଫସିଲେ ଶାହରୁଖ

ସୁରଟ(ଓଡିଶା ଭାସ୍କର); ଜଣେ ୧୭ ବର୍ଷୀୟ ହିନ୍ଦୁ ଯୁବତୀଙ୍କୁ ଅସଦାଚରଣ କରିବା ଅଭିଯୋଗରେ ଜଣେ ୨୪ ବର୍ଷୀୟ ପୁରୁଷ ବ୍ୟୁଟିସିଆନ ଗିରଫ ହୋଇଛନ୍ତି । ରବିବାର ଦିନ ଯୁବତୀ ଜଣଙ୍କ ଜାଭେଦ ହାବିବ ନାମକ ଏକ ସେଲୁନକୁ ଯାଇଥିବା…

(video)ଗାଡି ଉପରେ ଚଢି ସମର୍ଥକଙ୍କ ସହ ରୋଡ୍ ଶୋ’ କରୁଥିଲେ ମନ୍ତ୍ରୀ, ରେଲିଂ ଭାଙ୍ଗିଯିବାରୁ ତଳେ ଖସିପଡି ଆହତ

ନିଜାମବାଦ:ତେଲେଙ୍ଗାନା ବିଧାନସଭା ନିର୍ବାଚନ ଲାଗି ପ୍ରଚାର ପ୍ରସାର ଜୋର ଧରିଛି । ରାଜ୍ୟରେ ନେତାମାନଙ୍କର ଖୁବ୍ ର‌୍ୟାଲି, ଜନସଭା ଓ ରୋଡ୍ ଶୋ’ ଜାରି ରହିଛି । ବିଭିନ୍ନ ରାଜନୈତିକ ଦଳ ପରସ୍ପର ଉପରେ କାଦୁଅ…

ଅଯୋଧ୍ୟା ରାମ ମନ୍ଦିରରେ ଜଳିବ ୨୪ ଲକ୍ଷ ଦୀପ: ସ୍ୱତନ୍ତ୍ର ଭାବରେ ପାଳନ ହେବ ଦୀପାବଳି ପର୍ବ

ଅଯୋଧ୍ୟା: ଆଗକୁ ଆସୁଛି ଆଲୋକର ପର୍ବ ଦୀପାବଳି । ପୁଣିଥରେ ପବିତ୍ର ଆଯୋଧ୍ୟା ଭୂମିକୁ ଫେରିବେ ପୁରୁଷୋତ୍ତମ ଶ୍ରୀରାମଚନ୍ଦ୍ର । ଲକ୍ଷ ଲକ୍ଷ ଦୀପର ଜିକମିକ ଆଲୁଅରେ ଝଲସି ଉଠିବ ଅଯୋଧ୍ୟାର ନବନିର୍ମିତ ଶ୍ରୀରାମ ମନ୍ଦିର ।…

ଧନତେରାସ ପାଇଁ Golden Chance: ମାତ୍ର ୧ ଟଙ୍କାରେ ମିଳୁଛି ସୁନା-ଗହଣା, ଜାଣନ୍ତୁ କେଉଁଠି…

ନୂଆଦିଲ୍ଲୀ: ଆଗକୁ ଆସୁଛି ପବିତ୍ର ଅଲୋକର ପର୍ବ ଦୀପାବଳି ଏବଂ ଧନତେରାସ । ଏହିଦିନ ସୁନା-ଗହଣା କିଣିଲେ ଶୁଭ ବୋଲି ବିଶ୍ୱାସ କରାଯାଏ । କିନ୍ତୁ ଅନେକ ଲୋକଙ୍କ ପାଖରେ ଟଙ୍କାର ଅଭାବ ଯୋଗୁଁ ସୁନା-ଗହଣା କିଣିବା ଆଶାକୁ…

ଖରାରେ ଶୁଖୁଛି  AK -47 ସହିତ ୫୦୦ରୁ ଅଧିକ ଭୟଙ୍କର ମାରଣାସ୍ତ୍ର, ଭିଡିଓ ଭାଇରାଲ ହେବା ପରେ ଖେଳିଗଲା ଚହଳ

ବେଙ୍ଗାଲୁର: କର୍ଣ୍ଣାଟକ ରାଜଧାନୀ ବେଙ୍ଗାଲୁରର ଉଲ୍ଲାଲରୁ ଏକ ଚକିତ କରିଦେବା ଭଳି ଭିଡିଓ ସାମ୍ନାକୁ ଆସିଛି । ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏହି ଭିଡିଓରେ ଏକେ ୪୭, ଏସଏଲ୍‌ଆର୍ ଓ ଇନସାସ୍ ରାଇଫେଲ ସହିତ ବହୁ…

ହସ୍ପିଟାଲର ମହିଳା ୱାର୍ଡ଼ରେ ପଶି ରୋଗୀଙ୍କ ଉପରେ କଲେ ପରିସ୍ରା: ଅଭିଯୁକ୍ତ ଗିରଫ

ଉତ୍ତରପ୍ରଦେଶ: ହସ୍ପିଟାଲର ମହିଳା ୱାର୍ଡ଼ରେ ପଶି ରୋଗୀଙ୍କ ଉପରେ ପରିସ୍ରା କରିବା ଅଭିଯୋଗରେ ଜଣକୁ ଗିରଫ କରିଛି ପୁଲିସ । ଘଟଣାଟି ଘଟିଛି ଉତ୍ତରପ୍ରଦେଶର ବଲିଆ ଜିଲ୍ଲା ମହିଳା ହସ୍ପିଟାଲରେ । ଅଭିଯୁକ୍ତ ଜଣକ ଗୁଡ଼ୱାର…

ବିଜେପି ବିଧାୟକ ଆଶୁତୋଷ ଟଣ୍ଡନଙ୍କ ପରଲୋକ

ନୂଆଦିଲ୍ଲୀ: ଚଳିତ ମାସରେ ଦେଶର ୫ଟି ରାଜ୍ୟର ବିଧାନସଭା ନିର୍ବାଚନ ପାଇଁ ମତଦାନ ଗ୍ରହଣ କରାଯିବ । ତାହାକୁ ନେଇ ଦେଶର ନିର୍ବାଚନୀ ସ୍ଥିତି ସରଗରମ୍ ରହିଛି । ବିଶେଷ କରି ମଧ୍ୟପ୍ରଦେଶ, ରାଜସ୍ଥାନ ଓ ଛତିଶଗଡ଼ରେ…

ଦେଶର ସମସ୍ତ ହାଇକୋର୍ଟଙ୍କୁ ସୁପ୍ରିିମକୋର୍ଟଙ୍କ ନିର୍ଦ୍ଦେଶ, ଦାଗୀ ନେତାଙ୍କ ମାମଲା ଶୀଘ୍ର ତୁଟାଅ

ନୂଆଦିଲ୍ଲୀ: ସାଂସଦ ଓ ବିଧାୟକଙ୍କ ବିରୁଦ୍ଧରେ ଦାଖଲ ଅପରାଧିକ ମାମଲାର ତୁରନ୍ତ ସମାଧାନ ଲାଗି ସୁପ୍ରିିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ସର୍ବୋଚ୍ଚ ନ୍ୟାୟାଳୟ ଗୁରୁବାର ସାରା ଦେଶରେ ଥିବା ଉଚ୍ଚ ନ୍ୟାୟାଳୟଙ୍କୁ ଏହି…