Browsing Category
ଦେଶ
ଲୁଧିଆନା କୋର୍ଟରେ ଭୟଙ୍କର ବିସ୍ଫୋରଣ, ୨ ମୃତ
ଲୁଧିଆନା: ଦିଲ୍ଲୀ ପରେ ପଞ୍ଜାବ ଲୁଧିଆନା କୋର୍ଟ ପରିସରରେ ଭୟଙ୍କର ବିସ୍ଫୋରଣ । କୋର୍ଟର ତୃତୀୟ ମହଲାରେ ଆଜି ବିସ୍ଫୋରଣ ହୋଇଥିବା ସୂଚନା ମିଳିଛି । ବିସ୍ଫୋରଣରେ ୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଆଉ ୪ ଜଣ ଗୁରୁତର…
ଦେଶରେ ଓମିକ୍ରନ୍ ଆଣିବ ତୃତୀୟ ଲହର, ଦୈନିକ ଚିହ୍ନଟ ହେବେ ୧.୮ଲକ୍ଷ କୋଭିଡ୍ ସଂକ୍ରମିତ: ବିଶେଷଜ୍ଞଙ୍କ ଚେତାବନୀ
ନୂଆଦିଲ୍ଲୀ: କରୋନା ମହାମାରୀର ନୂତନ ଭାରିଆଣ୍ଟ୍ ଓମିକ୍ରନ୍ ସଂକ୍ରମିତଙ୍କ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି । ଏହାକୁ ଦେଖି ଦେଶରେ ତୃତୀୟ ଲହର ଆସିବାର ସମ୍ଭାବନା ବଢ଼ିଯାଇଛି । ଓମିକ୍ରନ୍ ଭାରିଆଣ୍ଟ ପ୍ରଥମେ…
(ଭିଡ଼ିଓ)ମଦ ପିଇବାର ବୟସ ହ୍ରାସ କଲେ ସରକାର, ଏବେ ୨୧ ବର୍ଷର ଯୁବକ ବି କିଣି ପିଇପାରିବେ
ଚଣ୍ଡିଗଡ଼: ଦେଶରେ ହାଡ଼ଗଙ୍ଗା ଶୀତ ଜାରି ରହିଛି । ଶୀତଦିନେ ମଦ ପିଇବା ଓ କିଣିବାର ବୟସରେ ବଡ଼ ପରିବର୍ତ୍ତନ କରିଛନ୍ତି ହରିୟାଣା ସରକାର । ଏହି ପରିବର୍ତ୍ତନ ପରେ ଏଣିକି ୨୧ ବର୍ଷର ଯୁବକମାନେ ବି ମଦ କିଣିବା ସହିତ…
୧୪ ବର୍ଷର ବାଳକର ନିର୍ମମ ହତ୍ୟା: ତଣ୍ଟି ଚିପି ହତ୍ୟା କରିବା ପରେ ହାତ ଗୋଡ କାଟି ଶବକୁ ଜଙ୍ଗଲରେ ଫିଙ୍ଗିଥିଲା ଅଭିଯୁକ୍ତ
ନୂଆଦିଲ୍ଲୀ: ଗୋଟିଏ ୧୪ ବର୍ଷର ବାଳକର ନିର୍ମମ ଭାବରେ ହତ୍ୟା କରିଦିଆଯାଇଛି । ମୃତ ବାଳକର ସାଙ୍ଗ ମାନେ ଏହି ହତ୍ୟା କରିଥିବା ଜଣାପଡ଼ିଛି । ମାରପିଟ୍ ହେବା ପରେ ପ୍ରଥମେ ତଣ୍ଟିଚିପି ହତ୍ୟା କରିବା ପରେ ହାତ ଗୋଡ଼ କାଟି…
RTI କାର୍ଯ୍ୟକର୍ତ୍ତାଙ୍କୁ ଅକଥନୀୟ ଅତ୍ୟାଚାର: ପରିସ୍ରା ପିଆଇବା ସହିତ ପାଦରେ ମାରିଲେ ଲୁହା କଣ୍ଟା, ଜାଣନ୍ତୁ କଣ ଥିଲା କାରଣ
ନୂଆଦିଲ୍ଲୀ: ରାଜସ୍ଥାନର ବାଡମେର୍ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଭ୍ରଷ୍ଟାଚାର ଓ ମଦ ମାଫିଆଙ୍କ ରାଜୁତି ବଢ଼ିବାରେ ଲାଗିଛି । ଏନେଇ ଜଣେ ଆରଟିଆଇ କାର୍ଯ୍ୟକର୍ତ୍ତା ଅଭିଯୋଗ କରିବା ପରେ ତାଙ୍କ ଜୀବନ ଏବେ ବିପଦରେ ପଡ଼ିଛି ।…
ତାମିଲନାଡ଼ୁରେ ମାଡ଼ିଗଲା ଓମିକ୍ରନ, ଗୋଟିଏ ଦିନରେ ବାହାରିଲେ ୩୩ ପଜିଟିଭ୍
ନୂଆଦିଲ୍ଲୀ: ଦେଶରେ କରୋନାର ନୂଆ ଭାରିଆଣ୍ଟ ଓମିକ୍ରନର ବୃଦ୍ଧିକୁ ନେଇ ସରକାର ବି ଚିନ୍ତାରେ ପଡ଼ିଛନ୍ତି । ଏହାରି ମଧ୍ୟରେ ତାମିଲନାଡ଼ୁରେ ଗତ ୨୪ ଘଣ୍ଟା ମଧ୍ୟରେ ୩୩ ନୂଆ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହି…
କିଏ ଏହି ‘ଆଡଲ୍ଟ ୱେବସାଇଟ’ର ସିଇଓ ଭାବରେ ନିଯୁକ୍ତ ହୋଇଥିବା ଭାରତୀୟ ମହିଳା? ଜାଣନ୍ତୁ ପୂରା ତଥ୍ୟ
ନୂଆଦିଲ୍ଲୀ: ଆଡଲ୍ଟ୍ କଣ୍ଟେଣ୍ଟ୍ କ୍ରିଏସନ୍ ପ୍ଲାଟଫର୍ମ OnlyFansର ସିଇଓ ଭାବରେ ଜଣେ ଭାରତୀୟ ମହିଳାଙ୍କୁ ନିଯୁକ୍ତ କରାଯାଇଛି । ଯାହାଙ୍କର ନାଁ ହେଉଛି ଆମ୍ରପାଲୀ ଗନ୍ । ସେ ଏବେ ଏହି ଆଡଲ୍ଟ ୱେବସାଇଟ୍ ର ମୁଖ୍ୟ…
ଭାରତର ୧୫ଟି ରାଜ୍ୟରେ ପହଞ୍ଚିଲା ଓମିକ୍ରନ୍: ପ୍ରଧାନମନ୍ତ୍ରୀ ଡାକିଲେ ଉଚ୍ଚସ୍ତରୀୟ ବୈଠକ
ନୂଆଦିଲ୍ଲୀ: ଦେଶରେ ଓମିକ୍ରନ ଭାରିଆଣ୍ଟ ଲଗାତାର ଭାବେ ବଢ଼ି ଚାଲିଛି । ଏହାକୁ ନେଇ ବିପଦ ବଢ଼ୁଥିବା ବେଳେ ଆଜି ଉଚ୍ଚସ୍ତରୀୟ ବୈଠକ ଡାକିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଦେଶରେ ଓମିକ୍ରନ୍ ସ୍ଥିତି ଓ କରୋନା…
ନବୋଦୟ ସ୍କୁଲରେ କରୋନା ବିସ୍ଫୋରଣ: ୨୯ ଜଣ ଛାତ୍ରଛାତ୍ରୀ କୋଭିଡ୍ ପଜିଟିଭ୍
କୋଲକାତା: ପୁଣିଥରେ ଦେଶକୁ କୋଭିଡ୍ ର ଭୟାବହ ପରିସ୍ଥିତି ଦେଖାଦେବା ଆରମ୍ଭ ହୋଇଛି । କୋଭିଡ୍ ଭାଇରସ୍ ର ଡେଲଟା ଭାରିଆଣ୍ଟ ଯୋଗୁଁ ସ୍ଥିତି ଜଟିଳ ହେବା ପରେ ଏବେ ଓମିକ୍ରନ୍ ଭାରିଆଣ୍ଟକୁ ନେଇ ସବୁଠି ଭୟର ବାତାବରଣ…
ଏଣିକି ଟ୍ରେନରେ ଯାତ୍ରା କରୁଥିଲେ ଆପଣଙ୍କୁ ମିଳିବ କମ୍ବଳ, ଟୁଥ୍ ପେଷ୍ଟ ସହିତ ମାସ୍କ ଓ ସାନିଟାଇଜର
ନୂଆଦିଲ୍ଲୀ: ପ୍ରବଳ ଥଣ୍ଡା ଯୋଗୁଁ ଟ୍ରେନରେ ଯାତ୍ରା କରିବା କଷ୍ଟଦାୟକ ହୋଇପଡିଛି । ଅନ୍ୟପଟେ କରୋନା ସଂକ୍ରମଣ ପରେ ଟ୍ରେନରେ କମ୍ବଳ ତକିଆ ମିଳିବା ବନ୍ଦ ହୋଇଯାଇଥିଲା । ହେଲେ ବର୍ତ୍ତମାନ କରୋନା ସ୍ଥିତିରେ ସାମାନ୍ୟ…