Browsing Category

ଦେଶ

ମୋ ପିଲାଙ୍କ instagram ଆକାଉଣ୍ଟ ହ୍ୟାକ କରାଯାଇଛି: ସଙ୍ଗୀନ ଅଭିଯୋଗ ଆଣିଲେ ପ୍ରିୟଙ୍କା ଗାନ୍ଧୀ

ନୂଆଦିଲ୍ଳୀ: ଜାତୀୟ କଂଗ୍ରେସର ସାଧାରଣ ସଂପାଦକ ପ୍ରିୟଙ୍କା ଗାନ୍ଧୀ କହିଛନ୍ତି ଯେ, ତାଙ୍କ ପିଲାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟ ହ୍ୟାକ୍ ହେଇଛି । ପ୍ରିୟଙ୍କା ଗାନ୍ଧୀଙ୍କ ଅଭଯୋଗ ପିଲାଙ୍କ ବ୍ୟକ୍ତିଗତ ଗୋପନୀୟତା…

ସରକାରଙ୍କ ଦଲାଲି ବନ୍ଦ କର: ମିଡିଆ ସାମ୍ନାରେ ଆଉଥରେ ଧୈର୍ଯ୍ୟ ହରାଇଲେ ରାହୁଲ ଗାନ୍ଧୀ, ଦେଖନ୍ତୁ ଭିଡିଓ

ନୂଆଦିଲ୍ଳୀ: ପୂର୍ବତନ କଂଗ୍ରେସ ସଭାପତି ରାହୁଲ ଗାନ୍ଧୀ ପୁଣି ଥରେ ମିଡିଆ ସମ୍ମୁଖରେ ଧୈର୍ଯ୍ୟ ହରାଇଛନ୍ତି । ଗତକାଲି ସଂସଦ ସମ୍ମୁଖରେ ସାମ୍ବାଦିକଙ୍କ ପ୍ରଶ୍ନରେ ଚିହିଁକି ପଡିଥିବା ରାହୁଲ ମଙ୍ଗଳବାର ପୁଣି ସମାନ…

ବିଏସପି ସାଂସଦ କରୋନା ପଜିଟିଭ୍: ଗତକାଲି ସଂସଦରେ ଥିଲେ ଉପସ୍ଥିତ

ନୂଆଦିଲ୍ଲୀ: ବିଏସପି ସାଂସଦ କୁୱଂର ଦାନିଶ ଅଲୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି । ମଙ୍ଗଳବାର ଦାନିଶ କରୋନାରେ ଆକ୍ରାନ୍ତ ହୋଇଥିବା ବେଳେ ସେ ସୋମବାର ଦିନ ସଂସଦୀୟ ବୈଠକରେ ଯୋଗ ଦେଇଥିଲେ । ଚିନ୍ତାର ବିଷୟ ଏହା ଯେ ,…

ଲାଲକିଲ୍ଳା ଉପରେ ମାଲିକାନା ଦାବି କଲେ ମହିଳା: ଯାଚିକା ଖାରଜ କରିଦେଲେ କୋର୍ଟ, କହିଲେ ଏମିତି

ନୂଆଦିଲ୍ଲୀ: ଦିଲ୍ଲୀର ଜଣେ ମହିଳା ନିଜକୁ ମୋଗଲ ରାଜା ବାହାଦୂର ଶାହ ଜାଫରଙ୍କ ପଣ ନାତିଙ୍କ ବିଧବା ବୋଲି ଦାବି କରିବା ସହିତ ଲାଲକିଲ୍ଲା ଉପରେ ନିଜର ହକ ଜାହିର କରିବାକୁ ପ୍ରୟାସ କରିଥିଲେ । ମୋଗଲ ସାମ୍ରଜ୍ୟର ଅନ୍ତିମ…

ଏଣିକି ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲରେ ମିଳିବ ଜାତି ପ୍ରମାଣପତ୍ର, ଆସନ୍ତା ଡିସେମ୍ବରରୁ ଆରମ୍ଭ ହେବ ପ୍ରକ୍ରିୟା

ନୂଆଦିଲ୍ଲୀ: ଏଣିକି ସ୍କୁଲମାନଙ୍କରେ ତିଆରି ହେବ ଜାତି ପ୍ରମାଣପତ୍ର । ଆସନ୍ତା ୨୯ ତାରିଖ ପରେ ଏହି ପ୍ରକ୍ରିୟା ଆରମ୍ଭ ହେବାକୁ ଯାଉଛି । ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ଏନେଇ ବିଧାନସଭା ଅଧିବେଶନରେ ଘୋଷଣା…

ଭାକସିନ୍ ସାର୍ଟିଫିକେଟରୁ ମୋଦୀଙ୍କ ଫଟୋ ହଟାଇବା ଆବେଦନ ପଡ଼ିଲା ମହଙ୍ଗା, ହାଇକୋର୍ଟ ଲଗାଇଲେ ୧ ଲକ୍ଷ ଟଙ୍କା ଜୋରିମାନା

ନୂଆଦିଲ୍ଲୀ: ଟିକାକରଣ ପ୍ରମାଣ ପତ୍ରରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଫଟୋ ହଟାଇବାକୁ ନେଇ ହୋଇଥିବା ଆବେଦନକୁ ଖାରଜ କରିଦିଆଯାଇଛି । କେରଳ ହାଇକୋର୍ଟ ଆଜି ଏହି ଆବେଦନକୁ ଖାରଜ କରି ଆବେଦନକର୍ତ୍ତାଙ୍କ ଉପରେ…

ଶାରୀରିକ ସମ୍ବନ୍ଧ ପରେ ବିବାହ ପାଇଁ ମନା କରିବା ଧୋକା ନୁହେଁ: ହାଇକୋର୍ଟ

ମୁମ୍ବାଇ: ଲମ୍ବା ସମୟ ପର୍ଯ୍ୟନ୍ତ ଶାରିରୀକ ସମ୍ବନ୍ଧ ରଖିବା ପରେ ଯଦି କୌଣସି ବ୍ୟକ୍ତି ବିବାହ ପାଇଁ ମନା କରୁଛି ତେବେ ତାକୁ ଅପରାଧ ବୋଲି ଧରାଯିବ ନାହିଁ । ଏକ ମାମଲାର ଶୁଣାଣି କରିବା ସମୟରେ ବମ୍ବେ ହାଇକୋର୍ଟ ଏହିଭଳି…

ଆଜି ପ୍ରଧାନମନ୍ତ୍ରୀ ୧୦୦୦ କୋଟି କରିବେ ଟ୍ରାନ୍ସଫର, ଗ୍ରାମାଞ୍ଚଳର ପାଖାପାଖି ୧୬ ଲକ୍ଷ ମହିଳା ହେବେ ଉପକୃତ

ନୂଆଦିଲ୍ଲୀ: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମହିଳାଙ୍କୁ ଏକ ବଡ଼ ଗିପ୍ଟ ଦେବାକୁ ଯାଉଛନ୍ତି । ପ୍ରଧାନମନ୍ତ୍ରୀ ଆଜି ପିଏମ ଦୀନଦୟାଲ ଅନ୍ତ୍ୟୋଦୟ ଯୋଜନା ମାଧ୍ୟମରେ ସ୍ୱୟଂ ସହାୟକ ଗୋଷ୍ଠୀ (ଏସଏଚଜି)ଙ୍କୁ ୧ ହଜାର…

ରାତାରାତି ବ୍ୟାନ ହେଲା ଭାରତ ବିରୋଧୀ ୨୦ଟି ୟୁଟ୍ୟୁବ୍ ଚ୍ୟାନେଲ୍, ପ୍ରଥମ ଥର ପାଇଁ ସରକାର ବ୍ୟବହାର କଲେ ସ୍ପେଶାଲ୍ ପାୱାର୍

ନୂଆଦିଲ୍ଲୀ: ଭାରତ ସରକାର ଦେଶ ବିରୋଧୀ ପ୍ରଚାର ପ୍ରସାର କରୁଥିବା ୨୦ଟି ୟୁଟ୍ୟୁବ୍ ଚ୍ୟାନେଲ ଉପରେ ସୋମବାର ଦିନ ବ୍ୟାନ୍ ଲଗାଇଛନ୍ତି । ପ୍ରଥମ ଥର ପାଇଁ ଆଇଟି ଆକ୍ଟ ଅଧୀନରେ ନିକଟରେ ସାମିଲ କରାଯାଇଥିବା ଗାଇଡଲାଇନ୍…

୨୧ ବର୍ଷରୁ କମ୍ ବୟସର ପୁଅ ବିବାହ କରିପାରିବେନି, କିନ୍ତୁ ଲିଭ୍-ଇନରେ ରହିପାରିବେ: ହାଇକୋର୍ଟ

ନୂଆଦିଲ୍ଲୀ: ଝିଅମାନଙ୍କ ସର୍ବନିମ୍ନ ବିବାହ ବୟସକୁ ବଢ଼ାଯିବା ପରେ ବିବାଦ ଲାଗି ରହିଛି । ଏହା ଭିତରେ ପଞ୍ଜାବ-ହରିୟାଣା ହାଇକୋର୍ଟ ନିକଟରେ ଏକ ମାମଲାର ଶୁଣାଣି କରିବା ସମୟରେ କହିଛନ୍ତି ଯେ, ୨୧ ବର୍ଷରୁ କମ୍ ବୟସର…