Browsing Category
ଦେଶ
ଟ୍ୟାକ୍ସ ସ୍ଲାବ ନେଇ ଅର୍ଥମନ୍ତ୍ରୀଙ୍କ ପ୍ରତିକ୍ରିୟା, କହିଲେ ଇନକମ୍ ଟ୍ୟାକ୍ସ ନ ବଢ଼ାଇବାକୁ ଥିଲା ପ୍ରଧାନମନ୍ତ୍ରୀଙ୍କ ନିର୍ଦ୍ଦେଶ
ବଜେଟକୁ ନେଇ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ପ୍ରତିକ୍ରିୟା । ଆୟକର ସ୍ଲାବ୍ ଅବରିବର୍ତ୍ତିତ ନେଇ ଅର୍ଥମନ୍ତ୍ରୀ ସୀତାରମଣଙ୍କ ପ୍ରତିକ୍ରିୟା । ଇନକମ ଟ୍ୟାକ୍ସରେ ଟଙ୍କାଟି ବି ବଢ଼ାଯାଇନି କହିଲେ ନିର୍ମଳା…
ଇଷ୍ଟର୍ଣ୍ଣ କମାଣ୍ଡର ନୂଆ ମୁଖିଆ ହେଲେ ରାଣା ପ୍ରତାପ
ନୂଆଦିଲ୍ଲୀ: ଲେଫ୍ଟନାଣ୍ଟ ଜେନେରାଲ ରାଣା ପ୍ରତାପ କାଲିଟାଙ୍କ କାନ୍ଧକୁ ଆସିଛି ନୂଆ ଦାୟିତ୍ୱ । ଇଣ୍ଡିଆନ ଆର୍ମିର ପ୍ରତିଷ୍ଠିତ ଇଷ୍ଟର୍ଣ୍ଣ କମାଣ୍ଡର ନୂତନ ଜେନେରାଲ ଅଫିସର କମାଣ୍ଡିଙ୍ଗ ଇନ ଚିଫ ଭାବେ ଦାୟିତ୍ୱ…
ଆଇନ ନମାନିଲେ ଭାରତ ଛାଡ: Twitterକୁ କୋର୍ଟଙ୍କ ଚେତାବନୀ
ନୂଆଦିଲ୍ଲୀ: ପୁଣି ଥରେ କୋର୍ଟଙ୍କ ରୋଷର ଶିକାର ହୋଇଛି ସୋସିଆଲ ମିଡିଆ ପ୍ଲାଟଫର୍ମ ଟ୍ୱିଟ୍ଟର । ଭାରତୀୟ ଆଇନ ନ ମାନିଲେ ଆପଣ ଭାରତ ଛାଡନ୍ତୁ ବୋଲି ଚେତାବନୀ ଦେଇଛନ୍ତି ଆନ୍ଧ୍ରପ୍ରଦେଶ ହାଇକୋର୍ଟ । ନ୍ୟାୟପାଳିକା…
ୟୁ-ଟ୍ୟୁବ୍ ଚ୍ୟାନେଲରେ ୧ କୋଟି ଟପିଲା ସବସ୍କ୍ରାଇବର: ପଛରେ ଜୋ ବାଇଡେନ, ଦେଖନ୍ତୁ ସଂପୂର୍ଣ୍ଣ ଲିଷ୍ଟ
ନୂଆଦିଲ୍ଲୀ: ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ପ୍ରାଧନମନ୍ତ୍ରୀ ହେବା ପରଠାରୁ ଭାରତକୁ ଡିଜିଟାଲ ଭାବରେ ସକ୍ଷମ କରିବାକୁ ଚେଷ୍ଟା କରିଛନ୍ତି । ନିଜେ ପ୍ରଧାନମନ୍ତ୍ରୀ ମଧ୍ୟ ସୋସିଆଲ ମିଡିଆ ପ୍ଲାଟଫର୍ମରେ…
ବିଜେପିରେ ସାମିଲ ହୋଇପାରନ୍ତି ଇଡିର ଜଏଣ୍ଟ ଡିରେକ୍ଟର: ଚାକିରିରୁ ନେଇଥିଲେ ସ୍ୱେଚ୍ଛାକୃତ ଅବସର
ନୂଆଦିଲ୍ଲୀ:ଇସ୍ତଫା ଦେଲେ ଇଡ଼ିର ଜଏଣ୍ଟ ଡ଼ାଇରେକ୍ଟର । ଆଗକୁ ବିଜେପିରେ ସାମିଲ ହୋଇ ପାରନ୍ତି ଇଡ଼ି ଜଏଣ୍ଟ ଡ଼ାଇରେକ୍ଟର ରାଜେଶ୍ୱର ସିଂ । ରାଜନୀତିରେ ସାମିଲ ହେବା ନେଇ ସୂଚନା ମିଳୁଛି । ସେ ୟୁପି ରୁ ନିର୍ବାଚନ ଲଢିବା…
ରିଭାଇଜ୍ ITR ଦାଖଲକୁ ନେଇ ବଜେଟରେ ଆସିଲା ପରିବର୍ତ୍ତନ: ଜାଣନ୍ତୁ କଣ ବଦଳିଲା
ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ପକ୍ଷରୁ ସାଧାରଣ ବଜେଟ୍ ୨୦୨୨-୨୩ ଆଜି ସଂସଦରେ ଉପସ୍ଥାପିତ ହୋଇଯାଇଛି । ଏହି ବଜେଟରେ ସରକାର ଆୟକର ସ୍ଲାବ ଅପରିବର୍ତ୍ତିତ ରଖିଥିବା ବେଳେ ଦୁଇ ବର୍ଷ ଯାଏଁ ରିଭାଇଜ ଆଇଟିଆର ଦାଖଲ…
ଚରିତ୍ରକୁ ସନ୍ଦେହ କଲା ଦ୍ୱିତୀୟ ସ୍ୱାମୀ: ସତୀତ୍ୱ ପ୍ରମାଣ ପାଇଁ ଝିଅକୁ ଜାଳିଦେଲା ମା’
ନୂଆଦିଲ୍ଲୀ: ମା’ ସାଜିଲା ପିଶାଚୀ । ଦ୍ୱିତୀୟ ସ୍ୱାମୀର ସନ୍ଦେହ ଦୂର କରିବାକୁ ଯାଇ ରାକ୍ଷସୀ ସାଜିଲା ମା’ । ନିଜ ୧୦ ବର୍ଷର ଝିଅକୁ ଜାଳି ଦେବାକୁ ପଛାଇଲାନି ମା’ । ନିଜର ସତୀତ୍ୱ ପ୍ରମାଣିତ କରିବା ପାଇଁ ପଞ୍ଚମ…
ବଜେଟକୁ ସ୍ୱାଗତ କଲେ ପ୍ରଧାନମନ୍ତ୍ରୀ: ସାଧାରଣ ଲୋକଙ୍କ ପାଇଁ ନୂଆ ଅବସର ଆଣିବ ବଜେଟ୍
ନୂଆଦିଲ୍ଳୀ: ବଜେଟକୁ ସ୍ୱାଗତ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ବଜେଟ ଗରିବ କଲ୍ୟାଣକାରୀ ବଜେଟ ବୋଲି କହିଲେ ପ୍ରଧାନମନ୍ତ୍ରୀ । ଅଧିକ ନିବେଶ, ଅଧିକ ଅଭିବୃଦ୍ଧି, ଅଧିକ ନିଯୁକ୍ତ ସୁଯୋଗ ସୃଷ୍ଟିକାରୀ ହେବ ବଜେଟ ।…
ବଜେଟ୍ ଉପସ୍ଥାପନ ବେଳେ ମୁଣ୍ଡରେ ହାତଦେଇ ବସିଥିବା ନଜର ଆସିଲେ ରାହୁଲ ଗାନ୍ଧୀ, ଫଟୋ ଭାଇରାଲ୍ ପରେ ହେଉଛନ୍ତି ଟ୍ରୋଲ୍
ନୂଆଦିଲ୍ଲୀ: ଆଜି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଚଳିତ ବର୍ଷର ବଜେଟ୍ ଉପସ୍ଥାପନ କରିଛନ୍ତି । ବଜେଟ୍ ୨୦୨୨ରେ ସୀତାରମଣ ଅନେକ କିଛି ଘୋଷଣା କରାଯାଇଛି । ଅନେକ କିଛି ଜିନିଷ ଶସ୍ତା ହୋଇଛି । ତେବେ ବଜେଟ୍ ଉପସ୍ଥାପନ…
ଚଳିତ ବଜେଟ୍ ଜନାଭିମୁଖୀ ନା ଜନବିରୋଧୀ: ଜାଣନ୍ତୁ ଏନେଇ କିଏ କ’ଣ କହୁଛନ୍ତି
ନୂଆଦିଲ୍ଲୀ: ଆଜି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସଂସଦରେ ୨୦୨୨-୨୩ ବର୍ଷର ବଜେଟ୍ ଉପସ୍ଥାପନ କରିଛନ୍ତି । ଦେଶରେ କରୋନା ଲହର ଜାରି ରହିଥିବାରୁ ଚଳିତ ଥର ଅର୍ଥମନ୍ତ୍ରୀ ପେପରଲେସ୍ ବଜେଟ୍ ଆଗତ କରିଛନ୍ତି ।…