Browsing Category

ଦେଶ

ତୃତୀୟ ଲହର ମୁଁହା ଭାରତ, ଗତ ୨୪ ଘଣ୍ଟା ମଧ୍ୟରେ ୪୨ ହଜାରରୁ ଅଧିକ ସଂକ୍ରମିତ ଚିହ୍ନଟ, ୩୦୮ ମୃତ

ନୂଆଦିଲ୍ଲୀ: ସମ୍ଭାବ୍ୟ ତୃତୀୟ ଲହରର ଆଶଙ୍କା ମଧ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ କରୋନା ଜନିତ ସଂକ୍ରମଣ ସଂଖ୍ୟା ୪୨ ହଜାରରୁ ଅଧିକ ଥିବା ବେଳେ ମୃତ୍ୟୁସଂଖ୍ୟା ମଧ୍ୟ ୩ ଶହରୁ ଅଧିକ ରହିଛି । କେନ୍ଦ୍ର ସ୍ୱାସ୍ଥ୍ୟ…

‘ନିପା ଭାଇରସ୍’ ନେଲା ୧୨ ବର୍ଷୀୟ ବାଳକଙ୍କ ଜୀବନ

କୋଝିକୋଡ: ଗୋଟେପଟେ କରୋନା ଭାଇରସ୍ ଯୋଗୁଁ ସାରା ବିଶ୍ୱରେ ଭୟର ବାତାବରଣ ରହିଛି । ଆଉ ଅନ୍ୟପଟେ ଅନେକ ପ୍ରକାର ଭୁତାଣୁ, ବୋଝ ଉପରେ ନଳିତା ବିଡ଼ା ସଦୃଶ ବ୍ୟାପିବାରେ ଲାଗିଛି । ଏଭଳି ସମୟରେ ନିପା ଭାଇରସ୍ ନାମକ ଏକ ଘାତକ…

ଭାରତକୁ ପଞ୍ଚମ ସ୍ଵର୍ଣ୍ଣ, କୃଷ୍ଣା ନଗର ବ୍ୟାଡମିଣ୍ଟନରେ ଜିତିଲେ ସୁନା

ନୂଆଦିଲ୍ଲୀ: ଭାରତକୁ ମିଳିଲା ପଞ୍ଚମ ସ୍ଵର୍ଣ୍ଣ ପଦକ । ଟୋକିଓ ପାରାଲିମ୍ପିକ୍ସରେ କୃଷ୍ଣା ନଗର ଆଣିଚନ୍ତି ପଞ୍ଚମ ସ୍ଵର୍ଣ୍ଣ । ବ୍ୟାଡମିଣ୍ଟନ ଏସଏଚ୍-୬ ବର୍ଗରେ କୃଷ୍ଣା ନଗର ଜିତିଛନ୍ତି ସୂର୍ଣ୍ଣ । ଫାଇନାଲରେ ହଂକଂର…

IAS ସୁହାସ ୟାଥିରାଜଙ୍କୁ ରୌପ୍ୟ, ଅଭିନନ୍ଦନ ଜଣାଇଲେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପାରାଲିମ୍ପିକ୍ସରେ ସୁହାସ ୟାଥିରାଜ ରୌପ୍ୟ ପଦକ ନିଜ ନାମରେ କରିଛନ୍ତି । ବ୍ୟାଡମିଣ୍ଟନ ଏସ୍ ଏଲ୍-୪ ବର୍ଗର ଫାଇନାଲରେ ହାରି ରୌପ୍ୟ ହାସଲ କରିଛନ୍ତି । କଡ଼ା ମୁକାବିଲାରେ ୨୧-୧୫, ୧୭-୨୧, ୧୫-୨୧ ରେ ହାରି…

କର୍କଟ, ମଧୁମେହ ଓ ଯକ୍ଷ୍ମା ସମେତ ୩୯ଟି ଔଷଧର ମୂଲ୍ୟ ହ୍ରାସ କଲେ କେନ୍ଦ୍ର ସରକାର, କୋଭିଡ ଉପଚାରରେ ବି ହେବ ସହାୟକ

ନୂଆଦିଲ୍ଲୀ: ଅତ୍ୟାବଶ୍ୟକ ଔଷଧ ତାଲିକାରେ ପରିବର୍ତ୍ତନ ଆଣିଛନ୍ତି କେନ୍ଦ୍ର ସରକାର । କର୍କଟ, ମଧୁମେହ ଓ ଯକ୍ଷ୍ମା ଭଳି ଜଟିଳ ରୋଗର ଚିକିତ୍ସା ପାଇଁ ବ୍ୟବହୃତ ହେଉଥିବା ୩୯ଟି ଔଷଧକୁ ନୂତନ ଭାବେ ଅତ୍ୟାବଶ୍ୟକ ଔଷଧ…

ଖୁବ୍‌ଶୀଘ୍ର ୫ରୁ ଊଦ୍ଧ୍ୱର୍ ବୟସର ପିଲାଙ୍କ ପାଇଁ ଆସିବ ଟିକା, ଦ୍ୱିତୀୟ ଟ୍ରାଏଲ୍‌ ପାଇଁ ମିଳିଲା ମଞ୍ଜୁରି

ନୂଆଦିଲ୍ଲୀ: ଦେଶରେ ଖୁବ୍‌ଶୀଘ୍ର ୫ ବର୍ଷ ବୟସରୁ ଊଦ୍ଧ୍ୱର୍ ବର୍ଷର ପିଲାଙ୍କ ପାଇଁ କରୋନା ଟିକା ମିଳିଯିବ । କୋବୋଭାକ୍ସ ଟିକାକୁ ଦ୍ୱିତୀୟ ଓ ତୃତୀୟ ଟ୍ରାଏଲ୍‌ ପାଇଁ ମଞ୍ଜୁରି ମିଳିଥିବା ଜଣାପଡିଛି । ଜୈବ…

ପଶୁ କ୍ରୁରତା: ଏସିଡ୍ ଢ଼ାଳି ୫ଟି କୁକୁରଙ୍କୁ ମାରିଦେଲେ ଦୁର୍ବୃତ୍ତ

ଭୋପାଳ: ମଧ୍ୟପ୍ରଦେଶରୁ ଏକ ଆଶ୍ଚର୍ୟ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଏଠାରେ ପାଞ୍ଚଟି ବୁଲା କୁକୁରଙ୍କ ଉପରେ ଏସିଡ୍ ପକାଇ ସେମାନଙ୍କ ମାରିଦିଆଯାଇଛି । ପୋଲିସର ସୂଚନାନୁସାରେ, ପିପୁଲ୍ସ ଫର ଆନିମଲ୍ସ (ପିଏଫଏ) ର ସଦସ୍ୟ…

ପ୍ରତିଦିନ ୫ ମିନିଟର Yoga Break, ଡାଉନଲୋଡ୍ କର ଏହି ଆପ୍: ସରକାରୀ କର୍ମଚାରୀଙ୍କୁ ନିର୍ଦ୍ଦେଶ ଦେଲା କେନ୍ଦ୍ର

ନୂଆଦିଲ୍ଲୀ: ଯଦି ଆପଣ ଏକ ସରକାରୀ କାର୍ୟ୍ୟାଳୟକୁ ଯାଉଛନ୍ତି ଓ ସେଠାକାର ଅଧିକାରୀ ଯଦି ଆପଣଙ୍କୁ କୁହନ୍ତି ୫ ମିନିଟ୍ ର ଯୋଗ ବ୍ରେକ୍ ନେଉଛନ୍ତି ତେବେ ଆପଣ ଆଶ୍ଚର୍ଯ୍ୟ ହେବେ ନାହିଁ । ପ୍ରକଅତ କଥା ହେଲା ସରକାର ଏବେ…

ବିଧାନସଭାରେ ନମାଜ ପାଇଁ ଦିଆଗଲା କଠୋରୀ, ବିଜେପି କହିଲା- ହନୁମାନ ମନ୍ଦିର ବି ତିଆରି କର

ନୂଆଦିଲ୍ଲୀ: ଝାଡଖଣ୍ଡ ବିଧାନସଭା ପରିସରରେ ନମାଜ ପାଠ ପାଇଁ ରୁମ୍ ଦିଆଯିବା ମାମଲାକୁ ନେଇ ରାଜନୀତି ଆରମ୍ଭ ହୋଇଯାଇଛି । ଏନେଇ ବିଜେପି ନେତା ସିପି ସିଂଙ୍କ ବିବୃତ୍ତି ସାମ୍ନାକୁ ଆସିଛି। ସେ କହିଛନ୍ତି ଯେ ବିଧାନସଭା…

ରେଳ ଟିକେଟ୍ ବୁକିଂ ବେଳେ ଧ୍ୟାନରେ ରଖନ୍ତୁ ଏହି କୋଡ୍, ନହେଲେ ମିଳିବନି ସିଟ୍; ଜାଣନ୍ତୁ କଣ କହୁଛି ନୂଆ ନିୟମ

ନୂଆଦିଲ୍ଲୀ: ରେଳରେ ଯାତ୍ରା କରୁଥିବା ଲୋକଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ଖବର । ଏବେ ଆପଣଙ୍କୁ ରେଳ ଟିକେଟ୍ ବୁକ୍ କରିବା ସମୟରେ କିଛି ଖାସ୍ କୋଡ୍ ଉପରେ ଖାସ୍ ଧ୍ୟାନ ଦେବାକୁ ପଡ଼ିବ । ଭାରତୀୟ ରେଳ ବିଭାଗ ପକ୍ଷରୁ ନୂତନ…