Browsing Category
ଦେଶ
ଆପଣ ଦୋକାନରୁ ପ୍ଲାଷ୍ଟିକ Aadhaar Card ତିଆରି କରୁଛନ୍ତି କି, ଏପରି କଲେ ବିପଦରେ ପଡ଼ିପାରନ୍ତି: UIDAI
ନୂଆଦିଲ୍ଲୀ: ଭାରତରେ ଆଧାର କାର୍ଡ ଏକ ଜରୁରୀ ଡକ୍ୟୁମେଣ୍ଟ ହୋଇଥିବା ବେଳେ ସମସ୍ତ ସରକାରୀ ଯୋଜନାର ବେନିଫିଟ ଉଠାଇବା ପାଇଁ ଏହାର ଭୂମିକା ଗୁରୁତ୍ୱପୂର୍ଣ୍ଣ । ନିକଟରେ ଆଧାର କାର୍ଡକୁ ନେଇ ଭାରତୀୟ ସ୍ୱତନ୍ତ୍ର ପରିଚୟ…
୩୦ ଜଣ ଷ୍ଟାର ପ୍ରଚାରକଙ୍କ ତାଲିକା ଘୋଷଣା କଲା BJP, ଦେଖନ୍ତୁ ଓଡ଼ିଶାରୁ କେତେଜଣ ଅଛନ୍ତି ଲିଷ୍ଟରେ
ନୂଆଦିଲ୍ଲୀ: ଆଗକୁ ୫ଟି ରାଜ୍ୟରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଥିବା ବେଳେ ଦେଶର ରାଜନୀତି ବର୍ତ୍ତମାନ ସରଗରମ ରହିଛି । ଇତିମଧ୍ୟରେ ଆମ ଆଦମୀ ପାର୍ଟି (ଏଏପି) ପଞ୍ଜାବ ଓ ଗୋଆରେ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ…
ପାଣି ବୋତଲ ଦାମରେ ମିଳୁଛି ପେଟ୍ରୋଲ, ଜାଣନ୍ତୁ କେଉଁଠି
ନୂଆଦିଲ୍ଲୀ: ଦେଶ ତଥା ବିଶ୍ୱର ଲୋକମାନେ ତେଲର ଦରଦାମ୍ ବୃଦ୍ଧିକୁ ନେଇ ଚିନ୍ତାରେ ପଡିଛନ୍ତି । ଗୋଟିଏ ଲିଟର ପେଟ୍ରୋଲ ପାଇଁ ଅଧିକ ଟଙ୍କା ଦେବାକୁ ପଡୁଛି । ଏଭଳି ପରିସ୍ଥିତିରେ ଲୋକମାନେ ଗାଡ଼ି ଚଳାଇବା ପୂର୍ବ ଅପେକ୍ଷା…
(Video) ପଞ୍ଜାବ ପରେ ଗୋଆ: ଅମିତ ପାଲେକରଙ୍କୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କଲା AAP
ନୂଆଦିଲ୍ଲୀ: ଆଗକୁ ଦେଶରେ ୫ଟି ରାଜ୍ୟରେ ବିଧାନସଭା ନିର୍ବାଚନ ହେବାକୁ ଥିବାବେଳେ ସମସ୍ତ ରାଜନୈତିକ ଦଳମାନେ ଖୁବ ବେଗରେ ପ୍ରଚାର ଚଳାଇଛନ୍ତି । ତେବେ ଏହି ରେସରେ ପଛରେ ପଡ଼ିନାହିଁ ଆମ୍ ଆଦମୀ ପାର୍ଟି (ଏଏପି) । ଗତକାଲି…
ଏବେବି ତାଣ୍ଡବ ରଚୁଛି କରୋନା: କାଲିଠାରୁ ୧୮.୯% ବାହାରିଲେ ନୂଆ ପଜିଟିଭ, ଚାଲିଗଲା ୪୪୧ ଜୀବନ
ନୂଆଦିଲ୍ଲୀ: ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ କରୋନାର ୨.୮୨ ଲକ୍ଷରୁ ଅଧିକ ମାମଲା ସାମ୍ନାକୁ ଆସିଛି, ଯାହାକି କାଲି ତୁଳନାରେ ୧୮.୯% ରୁ ଅଧିକ । ନୂଆ ଆକ୍ରାନ୍ତଙ୍କ ମାମଲା ସାମ୍ନାକୁ ଆସିବା ପରେ ଆକ୍ଟିଭ୍ ରୋଗୀଙ୍କ…
୫ଜିରୁ ବିମାନକୁ ବିପଦ! ସମସ୍ତ ଉଡ଼ାଣ ବାତିଲ କଲା ଏୟାର ଇଣ୍ଡିଆ
ନୂଆଦିଲ୍ଲୀ: ଆମେରିକାର ଏୟାରପୋର୍ଟରେ ଆଜିଠାରୁ ୫ଜି ଇଣ୍ଟରନେଟ୍ ସେବା ଲାଗୁ ହୋଇଛି । ଏହାର ସିଧାସଳଖ ପ୍ରଭାବ ଭାରତୀୟ ଉଡ଼ାଣ ଉପରେ ପଡୁଛି । ଏହି କାରଣ ଯୋଗୁଁ ଆମେରିକା ଯାଉଥିବା ସମସ୍ତ ବିମାନ ଉଡ଼ାଣକୁ ଏୟାର ଇଣ୍ଡିଆ…
ଏହି ସ୍ଥାନରେ କମିଲା କରୋନାର ତୃତୀୟ ଲହର, ଜାନୁଆରୀ ୨୭ରୁ ଖୋଲିବ ସ୍କୁଲ!
ନୂଆଦିଲ୍ଲୀ: ମୁମ୍ବାଇରେ କରୋନାର ତୃତୀୟ ଲହର ଥମିବାର ଦେଖିବାକୁ ମିଳିଛି । ମୁମ୍ବାଇ ପୌରପାଳିକା ବା ବିଏମସିକୁ ଲାଗୁଛି କି, ଏବେ ସେଠାରେ କରୋନା ମାମଲା ଆଉ ବଢ଼ିବନି । ବିଏମସି କମିଶନର ଇକବାଲ ସିଂ ଚହଲ କହିଛନ୍ତି ଯେ,…
ଲେପ୍ଟନାଣ୍ଟ ଜେନେରାଲ ମନୋଜ ପାଣ୍ଡେ ପରବର୍ତ୍ତୀ ସ୍ଥଳସେନା ଉପମୁଖ୍ୟ, ପରବର୍ତ୍ତୀ ସେନା ମୁଖ୍ୟ ନେଇ ଚର୍ଚ୍ଚା
ନୂଆଦିଲ୍ଲୀ : ସ୍ଥଳସେନା ଉପମୁଖ୍ୟ ପଦରେ ନିଯୁକ୍ତି ପାଇଛନ୍ତି ଲେପ୍ଟନାଣ୍ଟ ଜେନେରାଲ ମନୋଜ ପାଣ୍ଡେ । ବର୍ତ୍ତମାନ ଏହି ପଦବୀରେ ପ୍ରଥମ ଓଡିଆ ଭାବେ ଲେପ୍ଟନାଣ୍ଟ ଜେନେରାଲ ଚଣ୍ଡି ପ୍ରସାଦ ମହାନ୍ତି ଦାୟିତ୍ୱରେ ଥିବାବେଳେ…
INS ରଣବୀରରେ ବିସ୍ପୋରଣ: ୩ ନୌସେନା କର୍ମୀଙ୍କ ମୃତ୍ୟୁ
ନୂଆଦିଲ୍ଲୀ: ଭାରତୀୟ ନୌସେନାର ଯୁଦ୍ଧଜାହଜ ଆଇଏନଏସ ରଣବୀରରେ ଘଟିଛି ବିସ୍ଫୋରଣ । ଏହି ବିସ୍ଫୋରଣରେ ୩ ଜଣ ନୌସେନା ଅଧିକାରୀ ପ୍ରାଣ ହରାଇଥିବା ଜଣାପଡିଛି । ମଙ୍ଗଳବାର ମୁମ୍ବାଇ ନାଭାଲ ଡକୟାର୍ଡରେ ରହିଥିବା ଯୁଦ୍ଧ ଜାହଜ…
ମାସ୍କ ନ ପିନ୍ଧି ଅଜବ ଯୁକ୍ତି ବାଢିଲେ ମନ୍ତ୍ରୀ, କହିଲେ- ପିଏମ କହିଛନ୍ତି ମାସ୍କ ପିନ୍ଧିବା ବ୍ୟକ୍ତିଗତ ନିଷ୍ପତ୍ତି
ବେଙ୍ଗାଲୁରୁ : କରୋନା ମହାମାରୀର ମୁକାବିଲା ପାଇଁ ଯେଉଁଠି ରାଜ୍ୟଠୁ ନେଇ କେନ୍ଦ୍ର ସଭିଏଁ ତତ୍ପରତାର ସହ କାମ କରୁଛନ୍ତି, ସେହି ସମୟରେ କିଛି ମନ୍ତ୍ରୀଙ୍କ ବେପରୁଆ ବୟାନ ବିବାଦୀୟ ପରିସ୍ଥିତି ସୃଷ୍ଟି କରୁଛି। ମାସ୍କ…