Browsing Category
ଦେଶ
ଆଜିଠୁ ଚତୁର୍ଥ ପର୍ଯ୍ୟାୟ ଜେଇଇ ମେନ୍
ନୂଆଦିଲ୍ଲୀ: ଆଜିଠାରୁ ଚତୁର୍ଥ ପର୍ଯ୍ୟାୟ ଜେଇଇ ମେନ୍ । ଅଗଷ୍ଟ ୨୬, ୨୭, ୩୧ ଓ ସେପ୍ଟେମ୍ବର ୧ ଓ ୨ ତାରିଖରେ ସାରା ଦେଶରେ ଅନୁଷ୍ଠିତ ହେବ ଏହି ପରୀକ୍ଷା । ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି ଦେଶର ୩୩୪ଟି ସହରରେ ପରୀକ୍ଷା…
Mig-୨୧ ବିମାନ ଦୁର୍ଘଟଣାଗ୍ରସ୍ତ, ପାଇଲଟ୍ ସୁରକ୍ଷିତ
ନୂଆଦିଲ୍ଲୀ: ପୁଣି ଏକ mig-୨୧ ଲଢ଼ୁଆ ଯୁଦ୍ଧ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ଅଭ୍ୟାସ ସମୟରେ ବିମାନଟି ଭାରସାମ୍ୟ ହରାଇ ଦୁର୍ଘଟଣା ଗ୍ରସ୍ତ ହୋଇଥିବା ଜଣାପଡିଛି। ତେବେ ପାଇଲଟ୍ ଜଣକ ସୁରକ୍ଷିତ ଥିବା ବାୟୁସେନା ପକ୍ଷରୁ…
CISF ଯବାନ ସୋମନାଥ ମହାନ୍ତିଙ୍କୁ ପୁରସ୍କୃତ କରାଯାଇଛି
ଭୁବନେଶ୍ଵର:ବଲିଉଡ୍ ଅଭିନେତା ସଲମାନ୍ ଖାନ୍ଙ୍କୁ ବିମାନ ବନ୍ଦରରେ ଅଟକାଇଥିବା ସିଆଇଏସ୍ଏଫ୍ ଯବାନଙ୍କୁ ଦଣ୍ଡିତ କରାଯାଇନି ବରଂ ସମ୍ମାନିତ କରାଯାଇଛି । ନିଜ ଦାୟିତ୍ୱକୁ ସଠିକ୍ ଭାବେ ତୁଲାଇଥିବାରୁ ସିଆଇଏସ୍ଏଫ୍ ଯବାନ…
ଭାରତରେ ଗଚ୍ଛିତ ବୈଦେଶିକ ମୁଦ୍ରାର ପରିମାଣ ୬୫ ହଜାର କୋଟି, ଜାଣନ୍ତୁ ସମ୍ପୂର୍ଣ୍ଣ ଖବର
ନୂଆଦିଲ୍ଲୀ : ସମ୍ପ୍ରତି କରୋନା କାଳରେ ବିଶ୍ୱ ଅର୍ଥନୈତିକ ସ୍ଥିତିରେ ଅନେକ ଉତଥାନ ପତନ ଲାଗି ରହିଛି । ଯୋଗାଣ ଶୃଙ୍ଖଳ, ପ୍ରଭାବିତ ହୋଇଥିବାବେଳେ ବାଣିଜି୍ୟକ କାରବାର ମଧ୍ୟ ବାଧାପ୍ରାପ୍ତ ହେଉଛି । ଏହାକୁ ଦୃଷ୍ଟିରେ…
ଗୁରୁ ଦିବସ ପୂର୍ବରୁ ସବୁ ଶିକ୍ଷକଙ୍କୁ ଦିଆଯିବ ଟିକା
ନୂଆଦିଲ୍ଲୀ: କରୋନାର ସମ୍ଭାବ୍ୟ ତୃତୀୟ ଲହରକୁ ଦୃଷ୍ଟିରେ ରଖି ଟିକାକରଣକୁ ଗୁରୁତ୍ୱ ଦିଆଯାଉଛି । ଏହାରି ମଧ୍ୟରେ ସେପ୍ଟେମ୍ବର ୫ ଗୁରୁଦିବସ ପୂର୍ବରୁ ସବୁ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ଦିଆଯିବ ଟିକା । ଶିକ୍ଷକଙ୍କୁ…
ଏଣିକି ହ୍ୱାଟସ ଆପରେ କରିପାରିବେ କରୋନା ଟିକା ସ୍ଲଟ ବୁକିଂ, ଜାଣନ୍ତୁ ପୂରା ପ୍ରକ୍ରିୟା
ନୂଆଦିଲ୍ଲୀ: ସରକାର ଟିକା ନେବାକୁ ଥିବା ଲୋକଙ୍କ ପାଇଁ ବଡ଼ ସୁବିଧାର ଘୋଷଣା କରିଛନ୍ତି । ଏଣିକି ଆପଣମାନେ ଟିକା ପାଇଁ ହ୍ୱାଟସ ଆପରେ ସ୍ଲଟ ବୁକ କରି ପାରିବେ । ଏଥିସହିତ ନିକଟସ୍ଥ ଟିକା କେନ୍ଦ୍ର ସମ୍ପର୍କରେ ବି ସୂଚନା…
ବଢ଼ିବ ଭାରତୀୟ ବାୟୁସେନାର ଶକ୍ତି: ଚଳିତ ବର୍ଷ ଶେଷ ସୁଦ୍ଧା ଭାରତକୁ ମିଳିବ ଏସ୍-୪୦୦ ଏୟାର ଡିଫେନ୍ସ ମିସାଇଲ
ନୂଆଦିଲ୍ଲୀ: ବଢ଼ିବ ଭାରତୀୟ ବାୟୁସେନାର ଶକ୍ତି । ଚଳିତ ବର୍ଷ ଶେଷ ସୁଦ୍ଧା ସ୍ଥଳସେନାକୁ ମିଳିବ ଅତ୍ୟାଧୁନିକ ଏୟାର ଡିଫେନ୍ସ ମିସାଇଲ ସିଷ୍ଟମ ଏସ୍-୪୦୦ । ଋଷର ଏୟାର ଆଣ୍ଡ ଡିଫେନ୍ସ କର୍ଣ୍ଣସର୍ନ କମ୍ପାନୀର ଏକ…
ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର! ପ୍ରତି ମାସରେ ମିଳିବ ୪୫୦୦ ଟଙ୍କା ଅଧିକ ଦରମା, ଜାଣନ୍ତୁ କିପରି
ନୂଆଦିଲ୍ଲୀ: ମହଙ୍ଗା ଭତ୍ତା, ମହଙ୍ଗା ରିଲିଫ୍ ଓ ଏଚଆରଏ ବୃଦ୍ଧି ପରେ ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର ଆଣିଛନ୍ତି କେନ୍ଦ୍ର ସରକାର । କୋଭିଡ କାରଣରୁ ଲକ୍ଷାଧିକ କେନ୍ଦ୍ର କର୍ମଚାରୀ ବର୍ତ୍ତମାନ ସୁଦ୍ଧା ଶିଶୁ…
ଆଜିଠୁ ଭାରତ- ଇଂଲଣ୍ଡ ତୃତୀୟ ଟେଷ୍ଟ: ବିରାଟଙ୍କ ଉପରେ ସମସ୍ତଙ୍କ ନଜର, ବ୍ୟାଟିଂ ବିଫଳତା ଦୂର କରିବ ଘରୋଇ ଦଳ
ଲିଡ୍ସ (ହେଡିଙ୍ଗଲେ): ବୁଧବାରଠୁ ଘରୋଇ ଇଂଲଣ୍ଡ ଓ ଭାରତ ମଧ୍ୟରେ ଆରମ୍ଭ ହେବ ତୃତୀୟ ଟେଷ୍ଟ । ଐତିହାସିକ ଲର୍ଡ୍ସ ଗ୍ରାଉଣ୍ଡରେ ଅନୁଷ୍ଠିତ ଚଳିତ ଟେଷ୍ଟ କ୍ରିକେଟ ସିରିଜର ଦ୍ୱିତୀୟ ମ୍ୟାଚରେ ଇଂଲଣ୍ଡକୁ ୧୫୧ ରନରେ…
ବିଳମ୍ବିତ ରାତିରେ କେନ୍ଦ୍ରମନ୍ତ୍ରୀ ନାରାୟଣ ରାଣେଙ୍କୁ ମିଳିଲା ଜାମିନ୍
ମୁମ୍ବାଇ: ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ତଥା ଶିବସେନା ମୁଖ୍ୟ ଉଦ୍ଧବ ଠାକେରଙ୍କୁ ‘ଚାପୁଡ଼ା’ ମାରିବାକୁ କହି ଗିରଫ ହୋଇଥିବା କେନ୍ଦ୍ରମନ୍ତ୍ରୀ ନାରାୟଣ ରାଣେଙ୍କୁ ଜାମିନ୍ ମିଳିଛି । ରାଣେଙ୍କୁ ମହଦ ମାଜିଷ୍ଟ୍ରେଟ କୋର୍ଟ…