CHARIDHAM
Browsing Category

ଦେଶ

ମେଡିକାଲ କଲେଜରେ ‘କରୋନା ବୋମା’; ୬୬ ଛାତ୍ର ପଜିଟିଭ୍, ୨ ଟି ହଷ୍ଟେଲ ସିଲ୍

ବେଙ୍ଗାଲୁରୁ: କର୍ଣ୍ଣାଟକର ଏସଡିଏମ ମେଡିକାଲ କଲେଜରୁ ୬୬ ଜଣ ଛାତ୍ର କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏତେ ସଂଖ୍ୟାରେ ଛାତ୍ର କରୋନାର ଶିକାର ହେବାରୁ ପ୍ରଶାସନ ମଧ୍ୟ ଚିନ୍ତାରେ ପଡିଛି । ପ୍ରଶାସନ ତୁରନ୍ତ ପଦକ୍ଷେପ…

ପାକିସ୍ତାନରୁ ପଠାଯାଇଥିଲା ଗୌତମ ଗମ୍ଭୀରଙ୍କୁ ଧମକପୂର୍ଣ୍ଣ ଇମେଲ୍, ଯାଞ୍ଚରୁ ହେଲା ବଡ଼ ଖୁଲାସା

ନୂଆଦିଲ୍ଲୀ: ପୂର୍ବତନ କ୍ରିକେଟର୍ ତଥା ବିଜେପି ସାଂସଦ ଗୌତକ ଗମ୍ଭୀରଙ୍କୁ ଦୁଇ ଦୁଇଥର ଆଇଏସଆଇଏସ୍ ରୁ ଧମକପୂର୍ଣ୍ଣ ଇମେଲ୍ ପଠାଯାଇଥିଲା । ଏନେଇ ସେ ଦିଲ୍ଲୀ ପୋଲିସ୍ ପାଖରେ ଅଭିଯୋଗ କରିଥିଲେ । ତେବେ ପୋଲିସ୍ ଏନେଇ…

ଯୌନ ଶୋଷଣ ମାମଲାରେ କୋର୍ଟ କହିଲେ-‘ରୋମାଣ୍ଟିକ୍ ସମ୍ପର୍କକୁ ଭୁଲାଯାଇ ପାରିବ ନାହିଁ’

ରାୟପୁର : ଯୌନ ଶୋଷଣ ମାମଲାରେ ଯେଉଁ ଅଭିଯୁକ୍ତ ବିରୋଧରେ ପୋକ୍ସୋ ଆକ୍ଟ ଅଧିନରେ ଅଭିଯୋଗ ହୋଇଥିଲା, ସେହି ଅପରାଧୀକୁ ଜାମିନ ଦେଇଛନ୍ତି ମେଘାଳୟ ହାଇକୋର୍ଟ । ହାଇକୋର୍ଟ ଜାମିନ୍ ଦେବା ସମୟରେ ଏହି ଦିଗ ଉପରେ ଧ୍ୟାନ୍…

୨୦୨୩ରେ ଭାରତରେ ଲଞ୍ଚ ହେବ ୬ଜି ଟେକ୍ନୋଲୋଜି, ଆଇଟି ମନ୍ତ୍ରୀ ଦେଲେ ସୂଚନା

ନୂଆଦିଲ୍ଲୀ: ୬ଜି ଟେକ୍ନୋଲୋଜି କ୍ଷେତ୍ରରେ ଭାରତ ଆଗକୁ ଦ୍ରୁତଗତିରେ ବଢ଼ିବାରେ ଲାଗିଛି । ଆସନ୍ତା ୨୦୨୩ ଅନ୍ତିମ ସୁଦ୍ଧା କିମ୍ବା ୨୦୨୪ ଆରମ୍ଭ ମଧ୍ୟରେ ଏହା ଭାରତରେ ଲଞ୍ଚ କରିବ । ବର୍ତ୍ତମାନ ୬ଜି ଟେକନିକକୁ ବିକଶିତ…

ଡ୍ୟୁଟିରେ CRPF ଯବାନଙ୍କ ମୃତ୍ୟୁ ହେଲେ ପରିବାରକୁ ମିଳିବ ୩୫ ଲକ୍ଷ, ସରକାରଙ୍କ ମଞ୍ଜୁରୀ

ନୂଆଦିଲ୍ଲୀ: ଡ୍ୟୁଟି ସମୟରେ ଯଦି କୌଣସି ସିଆରପିଏଫ୍ ଯବାନଙ୍କ ମୃତ୍ୟୁ ହୁଏ, ତେବେ ତାଙ୍କ ପରିବାରକୁ ଏବେ ୨୧.୫ ଲକ୍ଷ ବଦଳରେ ୩୫ ଲକ୍ଷ ଟଙ୍କା ଆର୍ଥିକ ସହାୟତ ଯୋଗାଇ ଦିଆଯିବ । ସିଆରପିଏଫର ଜଣେ ବରିଷ୍ଠ ଅଧିକାରୀ ଏନେଇ…

୧୫ରୁ ୨୦ ବର୍ଷର ପୁରୁଣା ଗାଡ଼ି ଚଳାଇଲେ ଲାଗିବ ଗ୍ରୀନ ଟ୍ୟାକ୍ସ, ନିୟମ ସଂଶୋଧନ କଲେ ଏହି ରାଜ୍ୟ ସରକାର

ନୂଆଦିଲ୍ଲୀ: ପୁରୁଣା ଗାଡ଼ି ଚଳାଉଥିଲେ ହୋଇଯାଆନ୍ତୁ ସାବଧାନ । ଏଥିପାଇଁ ଆପଣଙ୍କୁ ଟ୍ୟାକ୍ସ ଦେବାକୁ ପଡ଼ିବ । ୧୫ହଭ ୨୦ ବର୍ଷର ପୁରୁଣା ଗାଡ଼ି ଚଳାଉଥିଲେ ଆପଣଙ୍କୁ ଏଥିପାଇଁ ଗ୍ରିନ ଟ୍ୟାକ୍ସ ଦେବାକୁ ପଡ଼ିବ । ନୂଆ ଟ୍ୟାକ୍ସ…

ରାଜଧାନୀରେ ପେଟ୍ରୋଲ-ଡିଜେଲ୍ ଗାଡ଼ି ଏଣ୍ଟ୍ରି ଉପରେ ଲାଗିଲା ବ୍ୟାନ୍, କେବଳ ଗଡ଼ିବ ସିଏନଜି-ଇଲେକ୍ଟ୍ରିକ୍ ଯାନ

ନୂଆଦିଲ୍ଲୀ: ଜାତୀୟ ରାଜଧାନୀ ଦିଲ୍ଲୀରେ ବାୟୁ ପ୍ରଦୂଷଣକୁ ରୋକିବା ପାଇଁ କେଜ୍ରିୱାଲ୍ ସରକାର ଲଗାତର ପୟାସ କରିଚାଲିଛନ୍ତି । ହେଲେ ବାୟୁରେ କୌଣସି ସୁଧାର ଦେଖିବାକୁ ମିଳିନାହିଁ । ଦ୍ରୁତ ପ୍ରଦୂଷଣକୁ ରୋକିବା ପାଇଁ…

‘ମୁଁ ଚଣ୍ଡିଗଡ଼ରେ ଅଛି, ଖୁବଶୀଘ୍ର ମୁମ୍ବାଇ ଯିବି’, ନିଖୋଜ ପରମବୀର ସିଂହଙ୍କ ସନ୍ଧାନ ମିଳିଲା

ନୂଆଦିଲ୍ଲୀ: ମୁମ୍ବାଇର ପୂର୍ବତନ ପୋଲିସ କମିଶନର ପରମବୀର ସିଂହଙ୍କ ସନ୍ଧାନ ମିଳିଛି । ତେବେ ସେ ବର୍ତ୍ତମାନ ଚଣ୍ଡିଗଡ଼ରେ ଅଛନ୍ତି ଓ ଖୁବଶୀଘ୍ର ମୁମ୍ବାଇ ଯିବେ ବୋଲି ପରବବୀର ଏକ ଗଣମାଧ୍ୟମକୁ ସୂଚନା ଦେଇଥିବା ଜଣାପଡ଼ିଛି…

ଏହି ବ୍ୟାଙ୍କ ଗ୍ରାହକଙ୍କ ପାଇଁ ଖରାପ ଖବର, ଖାତାରୁ ଉଠାଇ ପାରିବେନି ୧୦ହଜାରରୁ ଅଧିକ ଟଙ୍କା; ଜାଣନ୍ତୁ କଣ କହିଲା RBI

ନୂଆଦିଲ୍ଲୀ: ଭାରତୀୟ ରିଜର୍ଭ ବ୍ୟାଙ୍କ(ଆରବିଆଇ) ଜଣେ ବ୍ୟାଙ୍କ ଗ୍ରାହକଙ୍କ ପାଇଁ ଟଙ୍କା ଉଠାଇବାର ସୀମା ସ୍ଥିର କରିଛି । ଏବେ ଠାରୁ ଗ୍ରାହକ ମାନେ ୧୦ ହଜାରରୁ ଅଧିକ ଟଙ୍କା ଉଠାଇ ପାରିବେ ନାହିଁ । ଆରବିଆଇ ବୁଧବାର ଦିନ…

ରେଳବାଇ ଦେଲା ବଡ଼ ଆଶ୍ୱସ୍ତି: ୫୦ ନୁହେଁ ଏଣିକି ୧୦ ଟଙ୍କାରେ ମିଳିବ ପ୍ଲାଟଫର୍ମ ଟିକେଟ୍

ନୂଆଦିଲ୍ଲୀ: ଭାରତରେ କରୋନା ସଂକ୍ରମଣ ହ୍ରାସ ପାଇବାରେ ଲାଗିଛି । ଏହି ପରିପ୍ରେକ୍ଷୀରେ ରେଳବାଇ ଲାଗୁ କରିଥିବା ସବୁ କଟକଣାକୁ ହଟାଇବା ଆରମ୍ଭ କରିଛି । ନିକଟରେ ରେଳବାଇ ସମସ୍ତ ସ୍ପେଶାଲ୍ ଟ୍ରେନ୍ କୁ ସମାପ୍ତ କରି…