
Browsing Category
ଦେଶ
କପିଲ ଶର୍ମାଙ୍କ ସୁଟିଂ ସେଟରୁ କେନ୍ଦ୍ରମନ୍ତ୍ରୀଙ୍କୁ ଫେରାଇଦେଲା ସିକ୍ୟୁରିଟି ଗାର୍ଡ, ପଢ଼ନ୍ତୁ ସଂପୂର୍ଣ୍ଣ ଖବର
କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀଙ୍କୁ ଅପମାନିତ । ଲୋକପ୍ରିୟ ହାସ୍ୟ ଟିଭି କାର୍ଯ୍ୟକ୍ରମ କପିଲ ଶର୍ମା ସୋରେ ଯୋଗଦେବାକୁ ଆସିଥିବା ଟିଭି କଳାକାର ତଥା କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀଙ୍କ ଅପମାନ । ସ୍ମୃତି ଇରାନୀ କପିଲ…
ଗୌତମ ଅଦାନୀ ହେଲେ ଏସିଆର ଧନଶାଳୀ ବ୍ୟକ୍ତି: ୧୮୦୮ ପ୍ରତିଶତ ବଢିଛି ସମ୍ପତ୍ତି ମୂଲ୍ୟ
ନୂଆଦିଲ୍ଲୀ: ଭାରତୀୟ ଶିଳ୍ପପତି ଗୌତମ ଅଦାନୀ ପାଲଟି ଯାଇଛନ୍ତି ଏସିଆର ସର୍ବବୃହତ ଧନୀ ବ୍ୟକ୍ତି । ଅଦାନୀ ଗ୍ରୁପର ପ୍ରତିଷ୍ଠାତା ଗୌତମ ଅଦାନୀ ବୁଧବାର ଅମ୍ବାନୀଙ୍କୁ ଅତିକ୍ରମ କରି ଏସିଆର ସର୍ବବୃହତ ଧନୀ ରହିଛନ୍ତି ।…
ଡ୍ରେନ ପାଇପ ଭିତରୁ ବାହାରୁଛି ଖାଲି ୫୦୦ ଟଙ୍କା, ଦେଖନ୍ତୁ ଭିଡିଓ
କର୍ଣ୍ଣାଟକ ଏସିବି କୁଲବର୍ଗୀର ଜଣେ ପୂର୍ତ୍ତ ବିଭାଗର ଜୁନିୟର ଇଞ୍ଜିନିୟରଙ୍କ ଘରେ ରେଡ ସମୟରେ ପ୍ରାୟ ୫୪ ଲକ୍ଷ ଟଙ୍କା ଜବତ କରିଛି । ବଡ଼ କଥା ହେଉଛି ୧୩ ଲକ୍ଷ ଟଙ୍କା ଡ୍ରେନେଜରେ ଲୁଚାଯାଇଥିଲା । ଏହି ରେଡରେ…
ବିବାହ ଦିନ ପରୀକ୍ଷା ଦେଲେ କନ୍ୟା, ସୋସିଆଲ ମିଡିଆରେ ପ୍ରଂଶସା, ଦେଖନ୍ତୁ ଭିଡିଓ
ନୂଆଦିଲ୍ଲୀ: ବିବାହ ଦିନ ସବୁ ବର ଏବଂ କନ୍ୟାଙ୍କ ପାଇଁ ମହତ୍ୱପୂର୍ଣ୍ଣ ହୋଇଥାଏ । ବିବାହରେ କରାଯାଉଥିବା ସବୁ କର୍ମ ଦୁହିଁଙ୍କ ପାଇଁ ଖାସ୍ ହୋଇଥାଏ । କିନ୍ତୁ ଏବେ ସମୟ ବଦଳିବା ସହ ଲୋକଙ୍କ ମଧ୍ୟରେ ଅନେକ ପରିବର୍ତ୍ତନ…
ଓରାଲ ସେକ୍ସକୁ ନେଇ ଆଲାହାବାଦ ହାଇକୋର୍ଟଙ୍କ ବିବାଦୀୟ ନିଷ୍ପତ୍ତି, ମୁଖ୍ୟ ଶାସନ ସଚିବଙ୍କୁ ଶିଶୁ ସଂରକ୍ଷଣ ଆୟୋଗର ଚିଠି
ଶିଶୁଙ୍କ ଉପରେ ଯୌନ ଉତ୍ପୀଡ଼ନ ମାମଲାର ଶୁଣାଣି କରି ଆଲାହାବାଦ ହାଇକୋର୍ଟ ନିକଟରେ ରାୟ ଶୁଣାଇଥିଲେ ଯେ ପିଲାଙ୍କ ସହ ଓରାଲ ସେକ୍ସକୁ ଅତି ଅମ୍ଭୀର ଅପରାଧ ବୋଲି କୁହାଯିବ ନାହିଁ । ଏହା ସହ ଦୋଷୀଙ୍କ ଅଧା ଦଣ୍ଡ ମଧ୍ୟ କମ୍…
୨ଟଙ୍କା ନିବେଶରେ ମିଳିବ ୩୬ ହଜାର ପେନସନ୍: ଜାଣନ୍ତୁ କଣ ରହିଛି କେନ୍ଦ୍ର ସରକାରଙ୍କ ସ୍କିମ
ନୂଆଦିଲ୍ଲୀ: ଅସଙ୍ଗଠିତ କ୍ଷେତ୍ରରେ କାମ କରୁଥିବା କର୍ମଚାରୀଙ୍କ ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଏକ ନୂତନ ଯୋଜନା ଲାଗୁ କରାଯାଇଛି । ଏହି ଯୋଜନାରେ ଅଣ ସଙ୍ଗଠିତ ଶ୍ରମିକଙ୍କୁ ପେନସନ ମିଳିବ । ପ୍ରଧାନମନ୍ତ୍ରୀ ଶ୍ରମ…
ବ୍ୟାଙ୍କ ଅଫ ବରୋଦା ନିଯୁକ୍ତି ସୁଯୋଗ: ୩୬୭ ଅଫିସର ପଦ ପାଇଁ ବିଜ୍ଞପ୍ତି, ଗ୍ରାଜୁଏଟଙ୍କୁ ମିଳିବ ସୁଯୋଗ
ବ୍ୟାଙ୍କ ଅଫ୍ ବରୋଦାରେ ରିଲେସନସିପ ମ୍ୟାନେଜର ପଦ ପାଇଁ ଆବେଦନ ଗ୍ରହଣ କରିଛି । ଆଶାୟୀ ପ୍ରାର୍ଥୀ ବ୍ୟାଙ୍କ ଅଫ୍ ବରୋଦାର ଅଫିସିଆଲ ୱେବସାଇଟକୁ ଯାଇ ଅନଲାଇନରେ ଆବେଦନ କରିପାରିବେ । ରେଜିଷ୍ଟ୍ରେସନ ପାଇଁ ୧୯…
କୃଷି ଆଇନ ପ୍ରତ୍ୟାହାରକୁ କେନ୍ଦ୍ର କ୍ୟାବିନେଟରେ ମିଳିଲା ମଞ୍ଜୁରୀ, ସଂସଦର ଶୀତ ଅଧିବେଶନରେ ଆଗତ ହେବ ବିଲ୍
ନୂଆଦିଲ୍ଲୀ: ୩ଟି କୃଷି ଆଇନ ପ୍ରତ୍ୟାହାର ନିଷ୍ପତ୍ତିକୁ ଆଜି କେନ୍ଦ୍ର କ୍ୟାବିନେଟରେ ମଞ୍ଜୁରୀ ମିଳିଛି । କ୍ୟାବିନେଟ ମଞ୍ଜୁରୀ ପରେ ଏବେ ସଂସଦରେ ଏନେଇ ପ୍ରସ୍ତାବ ଅଣାଯିବ । ପୂର୍ବରୁ କୃଷି ଆଇନ ପ୍ରତ୍ୟାହାର ନେଇ…
ଖୁସିଖବର; ଆଉ ୪ ମାସ ବଢ଼ିଲା ଅନ୍ନ ଯୋଜନା, କେନ୍ଦ୍ରମନ୍ତ୍ରୀଙ୍କ ସୂଚନା
ନୂଆଦିଲ୍ଲୀ: ଗରିବ ଲୋକଙ୍କ ପାଇଁ ଆସିଛି ବଡ଼ ଖୁସିଖବର । ଆଉ ୪ ମାସ ବଢ଼ିଛି ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା । ଅର୍ଥାତ୍ ୨୦୨୨ ମାର୍ଚ୍ଚ ମାସ ପର୍ଯ୍ୟନ୍ତ ଗରିବ ଲୋକଙ୍କୁ ମାଗଣା ରାସନ ମିଳିବ । ଅନ୍ନ ଯୋଜନ…
ସ୍ୱାସ୍ଥ୍ୟସେବାର ବିକାଶ ପାଇଁ ଭାରତ ସରକାର କରିବେ ୨୨୩୦ କୋଟିର ଋଣ; ଚୁକ୍ତି ସାଇନ କଲା ଏଡିବି ବ୍ୟାଙ୍କ
ନୂଆଦିଲ୍ଳୀ: ଦେଶରେ ସ୍ୱାସ୍ଥ୍ୟସେବାର ବିକାଶ ପାଇଁ ୨୨୩୦ କୋଟି ଟଙ୍କା ଋଣ କରିବେ ଭାରତ ସରକାର । ଏନେଇ ଭାରତ ସରକାର ଓ ଏସିଆନ ଡେଭେଲପମେଣ୍ଟ ବ୍ୟାଙ୍କ ମଧ୍ୟରେ ୩୦୦ ମିଲିୟନ ଡଲାର ବା ଭାରତୀୟ ମୁଦ୍ରାରେ ୨୨୩୦ କୋଟି…