Browsing Category

ଦେଶ

ବଢ଼ିଲା ଟ୍ରେନ ଯାତ୍ରୀଙ୍କ ଚିନ୍ତା! ଜୁଲାଇରୁ ବଢ଼ିବ ଟିକଟ ମୂଲ୍ୟ, ଆହୁରି ମହଙ୍ଗା ହେବ ରେଳ ଯାତ୍ରା

ନୂଆଦିଲ୍ଲୀ: ଆସନ୍ତା ମାସରୁ ମହଙ୍ଗା ହେବ ଟ୍ରେନ ଯାତ୍ରା । ଟ୍ରେନରେ କୌଣସି ସ୍ଥାନକୁୁ ଯିବା ପାଇଁ କରାଯାଉଥିବା ଟିକଟର ମୂଲ୍ୟ ବଢ଼ିବ । ଟ୍ରେନର ଏସି, ନନଏସି, ଏକ୍ସପ୍ରେମସ ସର୍ଭିସ ସାଙ୍ଗକୁ ଲମ୍ବା ଦୂର ଯାତ୍ରା…

ପୃଥିବୀ ଠାରୁ ISSର ଦୂରତା ମାତ୍ର ୪୦୦ କି.ମି, ହେଲେ ଶୁଭାଂଶୁ ଶୁକ୍ଳାଙ୍କୁ 28 ଘଣ୍ଟା କାହିଁକି ଲାଗିବ

ନୂଆଦିଲ୍ଲୀ: ପୃଥିବୀରୁ ଅନ୍ତର୍ଜାତୀୟ ମହାକାସ ଷ୍ଟସନ (ISS)ର ଦୂରତା ମାତ୍ର ୪୦୦ କିଲୋମିଟର। କିନ୍ତୁ ଶୁଭାଂଶୁ ଶୁକ୍ଳାଙ୍କ ମହାକାଶ ଯାନ ଡ୍ରାଗନକୁ ଏହି ଦୂରତା ଅତିକ୍ରମ କରିବାକୁ ପ୍ରାୟ ୨୮ ରୁ ୨୯ ଘଣ୍ଟା ସମୟ ଲାଗିବ।…

ମୋ କାନ୍ଧରେ ମୋର ତିରଙ୍ଗା… ଆସିଲା ଅନ୍ତରୀକ୍ଷକୁ ଯାଉଥିବା ଶୁଭାଂଶୁ ଶୁକ୍ଲାଙ୍କ ପ୍ରଥମ ସନ୍ଦେଶ

ନୂଆଦିଲ୍ଲୀ : ଭାରତୀୟ ବାୟୁସେନାର ଗ୍ରୁପ କ୍ୟାପଟେନ ଶୁଭାଂଶୁ ଶୁକ୍ଲା ଏକ୍ସିଓମ-୪ (Axiom-4) ମିଶନ ଅଧୀନରେ ଅନ୍ତର୍ଜାତୀୟ ମହାକାଶ ଷ୍ଟେସନ (ISS) ଅଭିମୁଖେ ଯାତ୍ରା କରି ଇତିହାସ ରଚିଛନ୍ତି। ଅନ୍ତରୀକ୍ଷରେ ପହଞ୍ଚିବା…

ପୁଅ ସାଜିଲା ରାକ୍ଷସ, ଗୀତ ଶୁଣିବାକୁ ବାରଣ କଲାରୁ ମାଆକୁ ମାରି ଖଟରେ କବର ଦେଇଦେଲା

କାନପୁର: ଖଟ ଭିତରୁ ମିଳିଲା ମହିଳାଙ୍କ ମୃତଦେହ। କାରଣ ଜାଣିଲେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବ। ଏଭଳି ଏକ ଘଟଣା ଦେଖିବାକୁ ମିଳିଛି, କାନପୁରର ରାୱତପୁରରେ। ଜଣେ ଦ୍ୱାଦଶ ଶ୍ରେଣୀର ଛାତ୍ର ତାଙ୍କ ମାଆଙ୍କୁ ହତ୍ୟା…

ହାରିବା ପରେ ଗୌତମ ଗମ୍ଭୀର ଦେଲେ ଭାରତୀୟ ଫ୍ୟାନ୍ସଙ୍କୁ ଆଉ ଏକ ଝଟକା, ଟେନସନରେ କ୍ୟାପ୍ଟେନ ଶୁଭମନ ଗିଲ୍‌!

ନୂଆଦିଲ୍ଲୀ: ପ୍ରଥମ ଟେଷ୍ଟ ମ୍ୟାଚରେ ଇଂଲଣ୍ଡର ପ୍ରଦର୍ଶନ ଜୋରଦାର ରହିଛି। ହେଡିଂଲିରେ ହାରିବା ପରେ ଟିମ ଇଣ୍ଡିଆର ହେଡ କୋଚ ଗୌତମ ଗମ୍ଭୀର ଭାରତୀୟ ଫ୍ୟାନ୍ସଙ୍କୁ ଆଉ ଏକ ଝଟକା ଦେଇଛନ୍ତି। ପ୍ରେସ କନଫରେନ୍ସରେ ଜସପ୍ରୀତ…

ପାକିସ୍ତାନକୁ ବଡ଼ ଝଟକା! ଭାରତୀୟ ବିଙ୍ଗ କମାଣ୍ଡର ଅଭିନନ୍ଦନଙ୍କୁ ଧରିଥିବା ଦାବି କରିଥିବା ପାକିସ୍ତାନୀ ଅଫିସରଙ୍କୁ ହତ୍ୟା

ପାକିସ୍ତାନ ସେନାର ମେଜର ସୟେଦ ମୋଇଜ ଅବ୍ବାସ ଶାହା, ଯିଏ ୨୦୧୯ ବାଲାକୋଟ ଏୟାର ଷ୍ଟ୍ରାଇକ ସମୟରେ ଭାରତୀୟ ବାୟୁସେନାର ବିଙ୍ଗ କମାଣ୍ଡର ଅଭିନନ୍ଦନ ବର୍ଦ୍ଧମାନଙ୍କୁ ଧରିଥିବା ଦାବି କରିଥିଲେ, ସେ ଦକ୍ଷିଣ ୱାଜିରିସ୍ତାନରେ…

ନାସାରେ କିପରି ହୁଏ ସିଲେକ୍ସନ? ଆସନ୍ତୁ ଜାଣିବା

ଓଡିଶା ଭାସ୍କର: ନାସାରେ କାମ କରିବା କେବଳ ଏକ ସମ୍ମାନଜନକ ସୁଯୋଗ ନୁହେଁ ବରଂ ମହାକାଶ ବିଜ୍ଞାନ, ଇଞ୍ଜିନିୟରିଂ ଏବଂ ପ୍ରଯୁକ୍ତିବିଦ୍ୟାରେ ଆଗ୍ରହୀ ଲୋକଙ୍କ ପାଇଁ ଏକ ସ୍ୱପ୍ନ। ତଥାପି, ବିଜ୍ଞାନ ଏବଂ ଇଞ୍ଜିନିୟରିଂ…

ଶସ୍ତା ହୋଇଗଲା ସୁନା, ରୂପା ଦର ବି କମିଗଲା, ଜାଣନ୍ତୁ ଆଜି କେତେ ରହିଛି ମୂଲ୍ୟ

ନୂଆଦିଲ୍ଲୀ: ସୁନା ଏବଂ ରୂପାର ଦରରେ ବୁଧବାରରେ ହ୍ରାସ ଦେଖିବାକୁ ମିଳିଛି। ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଯୁଦ୍ଧବିରତି ପରେ ପଶ୍ଚିମ ଏସିଆରେ ସୁନା ଦର କମିଯାଇଛି। ୨୪ କ୍ୟାରେଟ ସୁନା ଦର ୧୦ ଗ୍ରାମ ପିଛା ୯୯ ହଜାର ୨୧୦…

PM Fasal Bima Yojna: ଚାଷୀଙ୍କ ପାଇଁ ଖୁସି ଖବର, ଏବେ ନିଜେ କରିପାରିବେ ଫସଲର ବୀମା, କରିବାକୁ ହେବ ଏହି କାମ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା (PMFBY) ଅଧୀନରେ ଚାଷୀମାନଙ୍କ ପାଇଁ ଏକ ବଡ଼ ଖୁସି ଖବର। ଏବେ ଚାଷୀମାନେ ନିଜେ ଅନଲାଇନ ମାଧ୍ୟମରେ ନିଜ ଫସଲର ବୀମା କରିପାରିବେ। ଏହି ଯୋଜନା ଚାଷୀମାନଙ୍କୁ ପ୍ରାକୃତିକ…

4 ବର୍ଷ ହେଲାଣି ବଲିଉଡ୍ ଆକ୍ଟ୍ରେସଙ୍କୁ ମିଳିନି ବିଜୁଳି କନେକ୍ସନ, ମହମବତୀରେ କଟୁଛି ରାତି

ଉତ୍ତରପ୍ରଦେଶ: ଅନ୍ଧାରରେ ଜୀବନ କାଟୁଛନ୍ତି ବଲିଉଡ୍ ଅଭିନେତ୍ରୀ। 4 ବର୍ଷ ହେଲାଣି ଘରେ ନାହିଁ ବିଜୁଳି କନେକ୍ସନ। ଆଜ୍ଞା ହଁ, ଆମେ କହୁଛୁ ୟୁପି ରାଜଧାନୀ ଲକ୍ଷ୍ନୌର ବଲିଉଡ୍ ଅଭିନେତ୍ରୀ ସୁଜାତା ସିଂହଙ୍କ ବିଷୟରେ। ଯିଏ…