Browsing Category

ଦେଶ

କାଳ ସାଜିଲା କରୋନା! ୨୪ ଘଣ୍ଟାରେ ଚାଲିଗଲା ୩୬୪୫ ଜୀବନ, ୩. ୭୯ ଲକ୍ଷ ପଜିଟିଭ୍

ନୂଆଦିଲ୍ଲୀ, ୨୯ା୪ : ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ନିୟମିତ ଭାବେ ବଢ଼ିବାରେ ଲାଗିଛି । ୨୪ ଘଣ୍ଟା ମଧ୍ୟରେ ଦେଶରେ କରୋନାରେ ୩୬୪୫ ଜଣଙ୍କ ମୃତ୍ୟୁ ଘଟିଛି । ଏହାଫଳରେ ଦେଶରେ ମୋଟ ମୃତ୍ୟୁ ସଂଖ୍ୟା ୨ ଲକ୍ଷ ୦୪ ହଜାର…

ମୁଖ୍ୟମନ୍ତ୍ରୀଙ୍କୁ ହେଲା କରୋନା, ଟ୍ୱିଟ କରି ଦେଲେ ସୂଚନା

ଜୟପୁର,୨୯ ।୪: କରୋନା ମହାମାରୀ ହୁ ହୁ ହୋଇ ବଢିବାରେ ଲାଗିଛି । ବଡ ବଡ ସେଲିବ୍ରିଟଙ୍କ ଠାରୁ ଆରମ୍ଭ କରି ନେତା ମନ୍ତ୍ରୀମାନେ ଏହାର କବଳରୁ ରକ୍ଷା ପାଇପାରୁନାହାନ୍ତି । ଏହାରି ମଧ୍ୟରେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ…

କରୋନା କାଳରେ ପଶ୍ଚିମବଙ୍ଗରେ ଚାଲିଛି ଶେଷ ପର୍ଯ୍ୟାୟ ମତଦାନ

କୋଲକାତା ,୨୯ ।୪: କରୋନା କାଳରେ ପଶ୍ଚିମବଙ୍ଗରେ ଆଜି ଶେଷପର୍ଯ୍ୟାୟ ମତଦାନ ଚାଲିଛି। ରାଜ୍ୟର ୩୫ଟି ବିଧାନସଭା ଆସନ ପାଇଁ ଆଜି ସକାଳ ୭ଟାରୁ ଭୋଟରମାନେ ମତଦାନ କରୁଛନ୍ତି। ଏହି ପର୍ଯ୍ୟାୟରେ ମାଲଦାର ୬ ଆସନ, ବୀରଭୂମିର…

ଖୁସି ଖବର! କରୋନାର ୬୧୭ ପ୍ରକାରକୁ ମାତ୍ ଦେଉଛି କୋଭାକ୍ସିନ୍‌- ଆମେରିକୀୟ ବିଶେଷଜ୍ଞ

ୱାଶିଂଟନ,୨୮ ।୪: କରୋନା ମହାମାରୀ ପୁଣି ଥରେ ସକ୍ରିୟ ହେବାରେ ଲାଗିଥିବା ବେଳେ ଆମେରିକାରେ ଟିକାକୁ ନେଇ ଆସିଛି ଏକ ଖୁସି ଖବର । ଆମେରିକାର ବରିଷ୍ଠ ମହାମାରୀ ବିଶେଷଜ୍ଞ ଡକ୍ଟର ଏନଥୋନି ଫାଉସି କହିଛନ୍ତି ଯେ, ସ୍ୱଦେଶର…

କରୋନା ଟିକା ପଞ୍ଜୀକରଣ ହେଉନଥିବା ଘଟଣାରେ ସରକାର ରଖିଲେ ସ୍ପଷ୍ଟୀକରଣ

ନୂଆଦିଲ୍ଲୀ ୨୮ ।୪ (ଓଡ଼ିଶା ଭାସ୍କର) : ଦେଶରେ କରୋନା ସଂକ୍ରମଣ ଦ୍ରୁତ ବେଗରେ ବଢିବାରେ ଲାଗିଛି । ଏନେଇ ଭାରତ ସରକାରଙ୍କ ପକ୍ଷରୁ ମେ ୧ ତାରିଖ ଠାରୁ ୧୮ ବର୍ଷରୁ ବୟସ୍କ ମାନଙ୍କୁ କରୋନା ଟିକା ଲଗାଯିବ ବୋଲି ଘୋଷଣା…

୧ ଲକ୍ଷ ପୋର୍ଟେବଲ୍ ଅକ୍ସିଜେନ୍ କନସେନଟ୍ରେଟର୍ କିଣିବା ନେଇ ମଞ୍ଜୁରୀ ପ୍ରଦାନ କଲେ ମୋଦୀ

ନୂଆଦିଲ୍ଲୀ,୨୮ ।୪ (ଓଡ଼ିଶା ଭାସ୍କର)  : ଦେଶରେ କରୋନା ମହାମାରୀର ଭୟାବହ ପରିସ୍ଥିତି ସୃଷ୍ଟି ହୋଇଛି । ବିଭିନ୍ନ ରାଜ୍ୟରେ ଅକ୍ସିଜେନ୍ ଅଭାବରେ ଶହ ଶହ କରୋନା ଆକ୍ରାନ୍ତ ପ୍ରାଣ ହରାଉଛନ୍ତି । ଏନେଇ ପ୍ରଧାନମନ୍ତ୍ରୀ…

କରୋନା ଲକ୍ଷଣ ଥାଇ ରିପୋର୍ଟ ନେଗେଟିଭ୍ ଆସିଲେ ଜାଣନ୍ତୁ କଣ କରିବେ

ନୂଆଦିଲ୍ଲୀ ୨୮ ।୪ (ଓଡ଼ିଶା ଭାସ୍କର) : ଅନ୍ୟ ଦେଶ ଅପେକ୍ଷା ଭାରତରେ କରୋନା ସଂକ୍ରମଣ ଲଗାତାର ବଢିବାରେ ଲାଗିଛି । ସଂକ୍ରମଣ ରୋକିବାକୁ ବିଭିନ୍ନ ରାଜ୍ୟରେ ଲକଡାଉନ, ନାଇଟ କର୍ଫ୍ୟୁ ଓ ସପ୍ତାହନ୍ତ ଲାଗୁ ହୋଇଛି। କରୋନା…