Browsing Category
ଦେଶ
କରୋନା କାଳ ମଧ୍ୟରେ ଆସୁଛି ନୌତପା, ତତଲା କଡ଼େଇରେ ଭାଜିହେବେ ଲୋକେ !
ଓଡ଼ିଶା ଭାସ୍କର ବ୍ୟୁରୋ: ବର୍ତ୍ତମାନ କରୋନା ମାହାମାରୀର ଦ୍ୱିତୀୟ ଲହର ଜାରି ରହିଛି । ଏହା ମଧ୍ୟରେ ମେ ୨୫ ତାରିଖରୁ ନୌତପା ଆରମ୍ଭ ହେବାକୁ ଯାଉଛି । ଏହା ଜୁନ୍ ୩ ତାରିଖ ଯାଏ ଜାରି ରହିବ । ଏହି ୯ଦିନ ଅବଧି ମଧ୍ୟରେ…
ଅସିଦ୍ଧ ଘୋଷଣା ହେଲା କୋଟିଆ ସହ ଆନ୍ଧ୍ର ପଞ୍ଚାୟତ ନିର୍ବାଚନ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆନ୍ଧ୍ର ପ୍ରଦେଶ ସରକାରଙ୍କୁ ଲାଗିଛି ଏକ ବଡ଼ ଝଟକା । କୋଟିଆରେ ଆନ୍ଧ୍ର କରିଥିବା ନିର୍ବାଚନ ଅସିଦ୍ଧ ଘୋଷଣା କଲେ ଆନ୍ଧ୍ର ପ୍ରଦେଶ ହାଇକୋର୍ଟ । କହିଲେ ସୁପ୍ରିମ୍ କୋର୍ଟଙ୍କ ଗାଇଡ୍ ଲାଇନ୍…
ନନ୍ଦିଗ୍ରାମରେ ପରାଜୟ ପରେ ମମତାଙ୍କ ଟାର୍ଗେଟ୍ ରେ ଭବାନୀପୁର!
କୋଲକାତା: ପୁଣିଥରେ କୋଲକାତା ରାଜନୀତିକୁ ନେଇ ଜାତୀୟସ୍ତରରେ ଚର୍ଚ୍ଚା ଜୋର୍ ଧରିଛି । ସଦ୍ୟ ସମାପ୍ତ ବିଧାନସଭା ନିର୍ବାଚନରେ ଟିଏମସି ବହୁ ଜନମତରେ ବିଜୟୀ ହୋଇଥିଲେ ମଧ୍ୟ ବିଜେପି ନିଜ ପତିଆରା ଦେଖାଇ ଦଳୀୟ ଆସନ ସଂଖ୍ୟା…
ଅଧା ରହିଗଲା ଚାକିରି ସ୍ୱପ୍ନ: ଗାଧୋଇବା ବେଳେ ଯମୁନାରେ ବୁଡ଼ିଗଲେ ଦୁଇ ସାଙ୍ଗ
ନୂଆଦିଲ୍ଲୀ: ସାଙ୍ଗମାନଙ୍କ ସହ ମଉଜମସ୍ତି କରିବା କାଳ ସାଜିଲା । ହସଖୁସିରେ ଗାଧୋଇବା ସମୟରେ ଦୁଇଜଣ ସାଙ୍ଗ ଯମୁନାରେ ବୁଡ଼ିଗଲେ । ଦୁଇଜଣଙ୍କ ମଧ୍ୟରୁ ଜଣଙ୍କର ବୟସ ୧୮ ଅନ୍ୟ ଜଣଙ୍କର ବୟସ ୧୭ ବର୍ଷ ବୋଲି ଜଣାପଡ଼ିଛି ।…
ବନ୍ଦ ରୁମରୁ ଭିଣେଇ-ଶାଳୀଙ୍କ ଶବ ଉଦ୍ଧାର, ସ୍ତ୍ରୀକୁ ପଚାରିବାରୁ କହିଲେ ଦୁଇଜଣ ଗୋଟିଏ ରୁମରେ….
କୋଲକତା: ପଶ୍ଚିମବଙ୍ଗର ହାୱଡା ଜିଲ୍ଲାରୁ ଆଜି ଗୋଟିଏ ରୁମରୁ ଦୁଇଟି ଶବ ଉଦ୍ଧାର ହୋଇଛି । ଦୁଇଜଣ ସମ୍ପର୍କରେ ଭିଣେଇ-ଶାଳୀ ବୋଲି ଜଣାପଡିଛି । ଦୁଇ ମୃତକଙ୍କ ନାଁ ହେଲା ନିଶିଥ ରଞ୍ଜନ ମଣ୍ଡଳ(୭୦) ଏବଂ ଅନିତା ଘୋଷ(୬୦) ।…
ଶାଶୂଘର ନୁହେଁ ସେ ଯମପୁର… ମୁଁ ଭୁଲ୍ କରିଦେଲି ବାପା…
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଝିଅ ଜନମ ପରଘରକୁ । ଏହି ଅବଧାରିତ ନିୟମକୁ ଝିଅଟେ ହେତୁ ପାଇବା ଦିନରୁ ଅଘୋଷିତ ଭାବେ ମାନି ନେଇଥାଏ । ଧୀରେଧୀରେ ସେ ସ୍ୱପ୍ନ ଦେଖେ ହସଖୁସିର ଆଉ ନିଜ ଜୀବନ ସାଥୀକୁ ନେଇ ସଂସାର କରିବା…
ସାମ୍ବାଦିକ ତରୁଣ ତେଜପାଲଙ୍କୁ ମିଳିଲା କ୍ଲିନ୍ ଚିଟ୍
ଗୋଆ: ସହପାଠୀଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗରେ ୮ ବର୍ଷ କାଳ ସଜ୍ଜା ଭୋଗୁଥିବା ତେହଲକା ପତ୍ରିକାର ପୂର୍ବ ସମ୍ପାଦକ ତରୁଣ ତେଜପାଲଙ୍କୁ ମିଳିଛି ଆଶ୍ୱସ୍ତି । କୋର୍ଟ ତାଙ୍କୁ ଆଜି କ୍ଲିନ୍ ଚିଟ୍ କରିଛନ୍ତି । ୨୦୧୩ରେ…
୯ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କ ସହ କେନ୍ଦ୍ରମନ୍ତ୍ରୀ ହର୍ଷବର୍ଦ୍ଧନଙ୍କ ବୈଠକ
ନୂଆଦିଲ୍ଲୀ: ଦେଶରେ ଜାରି ରହିଛି କରୋନା ଭାଇରସର ଦ୍ୱିତୀୟ ଲହର । କରୋନାର ଦ୍ୱିତୀୟ ଲହରରେ କିଛି ମାତ୍ରାରେ ହ୍ରାସ ହେବାକୁ ଲାଗିଛି । କରୋନାର ଦ୍ୱିତୀୟ ଲହର ମଧ୍ୟରେ ଆଜି କେନ୍ଦ୍ର କେନ୍ଦ୍ରୀ ସ୍ୱାସ୍ଥ୍ୟ ମନ୍ତ୍ରୀ…
ଜେଲରୁ ବାହାରିଲା ଗୁରମୀତ ରାମ ରହିମ, ମହିଳାଙ୍କୁ ଦୁଷ୍କର୍ମ ଅପରାଧରେ ଭୋଗୁଛି ୨୦ ବର୍ଷ କାରାଦଣ୍ଡ
ଚଣ୍ଡିଗଡ ୨୧ ।୦୫: ଦୁଇ ଜଣ ମହିଳାଙ୍କ ସହ ଦୁଷ୍କର୍ମ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ୨୦ ବର୍ଷ କାରାଦଣ୍ଡ ଭୋଗୁଥିବା ଡେରା ସଚ୍ଚା ସୌଦାର ମୁଖ୍ୟ ଗୁରମୀତ ରାମ ରହିମଙ୍କୁ ମାଙ୍କୁ ଭେଟିବା ପାଇଁ ପାରୋଲ ମିଳିଛି ।…
ଆଜି ହେଉଛି ଆନ୍ତର୍ଜାତୀୟ ଚା’ ଦିବସ: ଉତ୍ତମ ସ୍ୱାଦ ସହିତ ଆପଣଙ୍କ ଇମ୍ୟୁନିଟି ମଧ୍ୟ ବଢ଼ାଏ କପେ ଚା’
ଓଡ଼ିଶା ଭାସ୍କର ବ୍ୟୁରୋ: ବ୍ୟସ୍ତବହୁଳ ଜୀବନରେ ଚା'ର ମହତ୍ତ୍ୱ ଖୁବ୍ ଅଧିକ । ଅଫିସ୍ ରେ ଯେତେବେଳେ ଟିକେ ଅଧିକ କାମ ପ୍ରେସର୍ ହୋଇଯାଏ ସେତେବେଳର ସେହି କ୍ଲାନ୍ତିକୁ ଦୂର କରିବାକୁ ଆମେ କପେ ଚା' ପିଇଥାଉ । ଆଉ ସେହି କପେ…