Browsing Category
ଦେଶ
ପୁଣି ଉଠିଲା ପ୍ରଶ୍ନ, ସୋଫିଆଙ୍କ ବିରୋଧରେ କଡ଼ା ମନ୍ତବ୍ୟ, କାହିଁକି ଏବେ ଯାଏଁ ଚୁପ ବିଜେପି ?
ନୂଆଦିଲ୍ଲୀ: ଗତ କିଛିଦିନ ହେବ କର୍ଣ୍ଣେଲ ସୋଫିଆ କୁରେସିଙ୍କ କଥା ବେଶ ଚର୍ଚ୍ଚାର ବିଷୟ ପାଲଟିଛି। ବିଜୟ ଶାହ ତାଙ୍କୁ ନେଇ ଦେଇଥିବା ମନ୍ତବ୍ୟ କାହାକୁ ବା ନଜଣା। ତେବେ ଏହାକୁ ନେଇ ରାଜନୀତି ମଧ୍ୟ ବେଶ ଜୋର ଧରିଛି।…
ପୁଣି ମୁମ୍ବାଇକୁ ଟାର୍ଗେଟ୍, ଦୁଇ ପ୍ରସିଦ୍ଧ ସ୍ଥାନକୁ ବୋମା ପକାଇ ଉଡାଇ ଦେବାକୁ ଧମକ
ମୁମ୍ବାଇ: ପୁଣି ଟାର୍ଗେଟରେ ମୁମ୍ବାଇ । ମୁମ୍ବାଇର ଛତ୍ରପତି ଶିବାଜୀ ମହାରାଜ ଅନ୍ତର୍ଜାତୀୟ ବିମାନବନ୍ଦର ଏବଂ ତାଜମହଲ ପ୍ୟାଲେସ ହୋଟେଲକୁ ବୋମାରେ ଉଡ଼ାଇ ଦେବାକୁ ଆସିଛି ମେଲ ।
ସୂଚନା ଅନୁଯାୟୀ,ଏହି ଧମକ ପୂର୍ଣ୍ଣ…
ଭାରତର ୟୁଟ୍ୟୁବର ପାକିସ୍ତାନର ଗୁପ୍ତଚର
ନୂଆଦିଲ୍ଲୀ: ହରିୟାଣାର ଜଣେ ପ୍ରସିଦ୍ଧ ୟୁଟ୍ୟୁବର ଜ୍ୟୋତି ମାଲହୋତ୍ରାଙ୍କୁ ଗିରଫ କରାଯାଇଛି। କାରଣ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। କାରଣ ଏହି ମହିଳା ୟୁଟ୍ୟୁବର ଜଣକ ଭାରତରେ ରହି ଶତ୍ରୁ ଦେଶ ପାକିସ୍ତାନକୁ ଭାରତର…
ଆଉ ଡରାଇପାରିବନି ଶତ୍ରୁ, ଏଥର ନଜର ରଖିବ ସାଟେଲାଇଟ୍
ନୂଆଦିଲ୍ଲୀ: ଏବେ ସାଟେଲାଇଟ ମାଧ୍ୟମରେ ଶତ୍ରୁମାନଙ୍କ ଉପରେ ନଜର ରଖିବ ଇସ୍ରୋ( ISRO) । ଇସ୍ରୋ (ଭାରତୀୟ ମହାକାଶ ଅନୁସନ୍ଧାନ ସଂଗଠ) ର ପିଏସ୍ଏଲ୍ଭି-ସି୬୧/ଇଓଏସ-୦୯(PSLV-C61/EOS-09)ମିଶନ ଉତ୍କ୍ଷେପଣ ତାରିଖ…
SBI ନିଜ ଗ୍ରାହକଙ୍କୁ ଦେଲା ବଡ଼ ଝଟକା, ଗୋଟିଏ ମାସରେ ଦ୍ୱିତୀୟ ଥର ଏତେ ହ୍ରାସ କଲା FD ସୁଧ
ନୂଆଦିଲ୍ଲୀ: ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ଗ୍ରାହକଙ୍କୁ ପୁଣିଥରେ ଏକ ବଡ଼ ଝଟକା ଦେଇଛି। ବ୍ୟାଙ୍କ ଏଫଡି ଉପରେ ପୁଣି ଥରେ ସୁଧ ହାର ହ୍ରାସ କରିଛି। ଏସବିଆଇ ସାଧାରଣ ଲୋକଙ୍କୁ ଏବଂ ବରିଷ୍ଠ ନାଗରିକଙ୍କ ପାଇଁ ନିଜର ଏଫଡି…
ଦିଲ୍ଲୀରେ AAPକୁ ବଡ଼ ଝଟକା, ୧୩ କାଉନସିଲର ଦେଲେ ଇସ୍ତଫା
ନୂଆଦିଲ୍ଲୀ: ଦିଲ୍ଲୀରେ ଆମ ଆଦମୀ ପାର୍ଟୀର ୧୩ ଜଣ କାଉନସିଲର ଦଳର ପ୍ରାଥମିକ ସଦସ୍ୟତାରୁ ଇସ୍ତଫା ଦେଇଛନ୍ତି।
ହେମଚନ୍ଦ୍ର ଗୋୟଲଙ୍କ ନେତୃତ୍ୱରେ ଏକ Third Front Party ଗଠନ ହେବାକୁ ଯାଉଛି। ସମସ୍ତ ନିଗମ କାଉନସିଲର…
ଲୋକପ୍ରିୟ ଗାୟିକାଙ୍କ ପରଲୋକ, ୪୫ ବର୍ଷରେ ଦୁନିଆରୁ ନେଲେ ବିଦାୟ, କ୍ୟାନ୍ସର ନେଲା ଜୀବନ
ନୂଆଦିଲ୍ଲୀ: ପ୍ରଖ୍ୟାତ ଆସାମୀ ଗାୟିକା ଗାୟତ୍ରୀ ହଜାରିକାଙ୍କର ଶୁକ୍ରବାର ଦିନ ୪୪ ବର୍ଷ ବୟସରେ ଆସାମର ଗୌହାଟୀର ନେମକେୟାର ହସ୍ପିଟାଲରେ ପରଲୋକ ଘଟିଛି।
ଗାୟିକା ଜଣକ Colon କର୍କଟ ରୋଗରେ ପୀଡିତ ଥିଲେ। ତାଙ୍କ…
କେଦାରନାଥରେ ଏୟାର ଆମ୍ବୁଲାନ୍ସ ଦୁର୍ଘଟଣା: ଏମ୍ସ ଋଷିକେଶର ହେଲିକପ୍ଟର କ୍ରାସ୍
କେଦାରନାଥ: ଉତ୍ତରାଖଣ୍ଡର କେଦାରନାଥରେ ଶନିବାର ଏକ ବଡ଼ ଦୁର୍ଘଟଣା ଘଟଣା ସାମ୍ନାକୁ ଆସିଛି। ଏମ୍ସ ଋଷିକେଶର ଏୟାର ଆମ୍ବୁଲାନ୍ସ ହେଲିକପ୍ଟର କେଦାରନାଥ ହେଲିପ୍ୟାଡ୍ରେ ଅବତରଣ ସମୟରେ ଦୁର୍ଘଟଣାଗ୍ରସ୍ତ ହୋଇଛି।…
ରାଜ୍ୟର ୪୩ ହଜାର ଲୋକଙ୍କୁ ମିଳିବ ନିଯୁକ୍ତି, ଟାଟା ଆରମ୍ଭ କରିଦେଲା ବଡ଼ ନିବେଶ
ଭୁବନେଶ୍ୱର: ଯାଜପୁର ଜିଲ୍ଲାରେ ଟାଟା କରିବ ୬୩ ହଜାର କୋଟି ଟଙ୍କାର ନିବେଶ । ଆସନ୍ତା ୨୨ ତାରିଖରେ ମୁଖ୍ୟମନ୍ତ୍ରୀ କରିବେ ଶିଳାନ୍ୟାସ ।
ଟାଟାର ପ୍ରକଳ୍ପ ଦ୍ୱାରା ୩୪ ହଜାର ଲୋକଙ୍କୁ ମିଳିବ ନିଯୁକ୍ତି । ଏ ନେଇ…
(Video) ଜ୍ୱାଇଁ ହେବ ତ ଏମିତି.., ଶଶୁର ଘରେ ଏତେ ପ୍ରକାରର ଆଇଟମ ଦିଆଯାଇ କରାଗଲା ସ୍ୱାଗତ
ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ବର୍ତ୍ତମାନ ଭାଇରାଲ ହେଉଛି। ବର୍ତ୍ତମାନ ଏପରି ଏକ ଭିଡିଓ ସାମ୍ନାକୁ ଆସିଛି, ଯାହାକୁ ଦେଖି ଆପଣ ଆଶ୍ଚର୍ଯ୍ୟ ହୋଇଯିବେ।
ଭିଡିଓରେ ଜଣେ ବ୍ୟକ୍ତି, ଯିଏ ପ୍ରଥମଥର…