Browsing Category

ଦେଶ

ଶୁଭମନ ଗିଲ୍ ଅସୁସ୍ଥ, ଏସିଆ କପ ପୂର୍ବରୁ ଖରାପ ହୋଇଗଲା ଦେହ, ଏହି ଟୁର୍ଣ୍ଣାମେଣ୍ଟରୁ ବାହାରିଗଲେ

ନୂଆଦିଲ୍ଲୀ: ଏସିଆ କପ ୨୦୨୫ ପୂର୍ବରୁ ଭାରତୀୟ କ୍ରିକେଟ ଟିମର ଉପଅଧିନାୟକ ଶୁଭମନ ଗିଲ୍‌ଙ୍କ ଦେହ ହଠାତ୍ ଖରାପ ହୋଇଗଲା। ତାଙ୍କୁ ଭାଇରାଲ ଜ୍ୱର ହୋଇଯାଇଛି। ଏସିଆ କପ ୯ ସେପ୍ଟେମ୍ବରରୁ ୨୮ ସେପ୍ଟେମ୍ବର ମଧ୍ୟରେ ୟୁଏଇରେ…

ସାବାଡ୍ ହେବେ ଟ୍ରମ୍ପ: ଆଜିଠୁ ୪ଦିନିଆ ଜାପାନ ଓ ଚୀନ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ, ଦୀର୍ଘ 7 ବର୍ଷ ପରେ ଚୀନ ଯିବେ ମୋଦୀ

ନୂଆଦିଲ୍ଲୀ: 4 ଦିନିଆ ଚୀନ ଓ ଜାପାନ ଗସ୍ତରେ ଯିବେ ନରେନ୍ଦ୍ର ମୋଦୀ । ଆଜି ରାତି 8ଟାରେ ବିଦେଶ ଗସ୍ତରେ ଯିବେ । ଦୀର୍ଘ 7 ବର୍ଷ ପରେ ଚୀନ ଗସ୍ତରେ ଯାଉଛନ୍ତି ପ୍ରଧାନମନ୍ତ୍ରୀ । ଜାପାନ ପରେ ଚୀନ ଗସ୍ତରେ ଯିବେ…

୪ଦିନ ପରେ ମିଳିବନି ପେଟ୍ରୋଲ, ଜଲଦି ଗାଡ଼ି ଟାଙ୍କି କରନ୍ତୁ ଫୁଲ, ନୂଆ ନିୟମ ଆଣିଲେ ସରକାର

ନୂଆଦିଲ୍ଲୀ: ଯଦି ଗାଡ଼ିରେ ତେଲ ନାହିଁ ତୁରନ୍ତ ଯାଆନ୍ତୁ ପେଟ୍ରୋଲ ଟାଙ୍କି। କରିଦିଅନ୍ତୁ ଟାଙ୍କି ଫୁଲ। ନଚେତ ଚାରି ଦିନ ପରେ ଗାଡ଼ିରେ ପକାଇବାକୁ ମିଳିବନି ତେଲ। ଅଫିସ୍‌, ହେଉ ଜିନିଷ ପତ୍ର ଆଣିବାକୁ ଯିବା ସମୟରେ ହେବ…

‘ପରମ ସୁନ୍ଦରୀ’ ଦେଖିବାକୁ ଲୋକେ ପାଗଳ, ୨୪ ଘଣ୍ଟାରେ ବିକ୍ରି ହେଲା ଏତିକି ଟିକେଟ୍‌

ନୂଆଦିଲ୍ଲୀ: ସିଦ୍ଧାର୍ଥ ମଲହୋତ୍ରା ଏବଂ ଜାନଭୀ କପୁରଙ୍କ ରୋମାଣ୍ଟିକ କମେଡି ଫିଲ୍ମ ‘ପରମ ସୁନ୍ଦରୀ’କୁ ଦେଖିବାକୁ ଫ୍ୟାନ୍ସ ଉତ୍ସାହର ସହ ଅପେକ୍ଷା କରିଛନ୍ତି। ଏହି ଫିଲ୍ମ ଶୁକ୍ରବାର ଦିନ ସିନେମା ହଲରେ ମୁକ୍ତିଲାଭ…

ଆଜି ଗୁରୁବାର ଏହି 3 ରାଶିଙ୍କର ଭାଗ୍ୟ ଉଜ୍ଜ୍ବଳ କରିବେ ଭଗବାନ ବିଷ୍ଣୁ, ଧନଧାନ୍ୟ ସହ ମିଳିବ ଶୁଭଫଳ

ଓଡ଼ିଶା ଭାସ୍କର: ଆଜି ଗୁରୁବାର, ଭାଦ୍ରପଦ ଶୁକ୍ଳ ପକ୍ଷର ପଞ୍ଚମୀ ତିଥି। ପଞ୍ଚମୀ ତିଥି ଆଜି ସନ୍ଧ୍ୟା ୫:୫୭ ପର୍ଯ୍ୟନ୍ତ ରହିବ। ଶୁକ୍ଳ ଯୋଗ ଆଜି ଅପରାହ୍ନ ୧:୧୮ ପର୍ଯ୍ୟନ୍ତ ରହିବ। ଏହା ବ୍ୟତୀତ, ଚିତ୍ରା ନକ୍ଷତ୍ର ଆଜି…

(ଭିଡିଓ)ଭୋ ଭୋ କରି କାନ୍ଧିଲେ ଛାତ୍ରଛାତ୍ରୀ, କହିଲେ ମାଡାମ୍ ପ୍ଲିଜ୍ ଆମକୁ ଛାଡ଼ି ଯାଆନ୍ତୁନି, ଲୁହରେ ଭାସିଲା ସ୍କୁଲ

ବିହାର: ଟ୍ରାନ୍ସଫର ଯେକୌଣସି ଚାକିରିର ଏକ ଅଂଶ। କିନ୍ତୁ କେତେବେଳେ ଏହି ଟ୍ରାନ୍ସଫର ଏତେ ଯନ୍ତ୍ରଣା ଦିଏ ନଚାହିଁକି ବି ଆଖିରେ ପାଣି ଆସିଯାଏ। ବିହାରର ଭାଗଲପୁର ଜିଲ୍ଲାରୁ ସମାନ ଏକ ଘଟଣା ସାମ୍ନାକୁ ଆସିଛି। ଯେଉଁଠାରେ…

ବୃଦ୍ଧ ଦମ୍ପତିଙ୍କୁ ନିସ୍ତୁକ ମାଡ଼, ଲଣ୍ଡା କଲେ, ଜୋତାମାଳ ପିନ୍ଧାଇଲେ, ପରିସ୍ରା ପିଆଇଲେ, ମାରିଦେଲେ…

ବିହାର: ଅଞ୍ଚଳରେ ଚାଞ୍ଚଲ୍ୟ। ସ୍ଥାନୀୟ ଲୋକଙ୍କ କ୍ରୋଧର ଶିକାର ହେଲେ ବୃଦ୍ଧ ଦମ୍ପତି। ଡାହାଣୀ କହି ଦମ୍ପତ୍ତିଙ୍କୁ ନିର୍ଧୁମ ପିଟିଥିଲେ ସ୍ଥାନୀୟ ଲୋକେ। ଫଳରେ ବୃଦ୍ଧଙ୍କର ମୃତ୍ୟୁ ହୋଇଥିବା ବେଳେ, ବୃଦ୍ଧା ଜଣକ ଗୁରୁତର…

(video viral) ସାର ପାଇଁ କଳି, ରାଗିଗଲେ ବିଧାୟକ, କଲେକ୍ଟରଙ୍କୁ ଦେଖାଇଲେ ମୁଥା

ମଧ୍ୟପ୍ରଦେଶ: ବିଧାୟକ କଲେକ୍ଟର ମୁହାଁମୁହିଁ। ରାଗିଗଲେ ବିଧାୟକ, କଲେକ୍ଟରଙ୍କ ଉପରକୁ ଉଠାଇଲେ ହାତ। ଚାଷୀଙ୍କ ପାଇଁ କଲେକ୍ଟରଙ୍କୁ ମାରିବାକୁ ଉଠିଲେ ବିଧାୟକ। ମଧ୍ୟପ୍ରଦେଶରେ ସାର ସମସ୍ୟାରେ ଚାଷୀମାନଙ୍କୁ ସମର୍ଥନ…

୧୦ଟି ଦେଶରେ ସେଲଫି ନେବା ସାଂଘାତିକ ପାପ, ଚାଲିଯାଉଛି ଜୀବନ, ଭାରତ ସ୍ଥାନ…

ନୂଆଦିଲ୍ଲୀ: ସୋସିଆଲ ମିଡିଆର ଯୁଗରେ, ସେଲଫିର କ୍ରେଜ୍ ବଢ଼ିବାରେ ଲାଗିଛି। ଅନେକ ଥର ଲୋକମାନେ ଏକ ସେଲଫି ପାଇଁ ନିଜର ଜୀବନ ମଧ୍ୟ ହରାଇଛନ୍ତି। ଆଜି ଆମେ ଆପଣଙ୍କୁ ଏପରି ୧୦ଟି ଦେଶ ବିଷୟରେ କହୁଛୁ, ଯେଉଁଠାରେ ସେଲଫି…

ଭାରତର ପଡ଼ୋଶୀ ଦେଶରେ ଭୂକମ୍ପର ଜୋରଦାର ଝଟକା, ଭୟରେ ଘର ବାହାରକୁ ଦୌଡ଼ିଲେ ଲୋକେ

ନୂଆଦିଲ୍ଲୀ: ଭାରତର ପଡ଼ୋଶୀ ଦେଶରେ ଭୂକମ୍ପର ଝଟକା। ଭୂମିକମ୍ପର ତ୍ରୀବ୍ରତା ୫.୬ ଥିବା ରେକର୍ଡ କରାଯାଇଛି। ହିନ୍ଦୁକୁଶ ଅଞ୍ଚଳରେ ଭୂକମ୍ପର ଝଟକା ଅନୁଭୂତ ହୋଇଛି। ଭାରତୀୟ ସମୟ ଅନୁସାରେ ସଂଧ୍ୟା ୬.୫୭ ସମୟରେ…