Browsing Category
ଖବର
ପାକିସ୍ତାନ ଗସ୍ତରେ ଯିବାକୁ ପ୍ରସ୍ତୁତ ଭାରତୀୟ ଦଳ: ଅନୁମତି ଦେଲା ବିସିସିଆଇ, ସରକାର ନେବେ ନିଷ୍ପତି
ମୁମ୍ବାଇ: ପାକିସ୍ତାନ ଗସ୍ତରେ ଯିବ ଭାରତ। ଆସନ୍ତା ୨୦୨୩ରେ ହେବାକୁ ଥିବା ଏସିଆ କପରେ ପାକିସ୍ତାନ ଅଯଇପାରେ ଭାରତୀୟ ଟିମ୍। ଏଥିପାଇଁ ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ ବିସିସିଆଇ ରାଜୋ ହୋଇଥିବା ସୂଚନା ମିଳିଛି।…
(Video) ଚାନ୍ଦା ଆଦାୟ ବେଳେ ଧକ୍କା ଦେଲା କଣ୍ଟେନର, ଅକାଳରେ ଚାଲିଗଲା ଜୀବନ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆଜିକାଲି ରାସ୍ତାଘାଟରେ ଦୁର୍ଘଟଣା ଏକ ସାଧାରଣ କଥା ହୋଇଗଲାଣି । ଗାଡ଼ି ଚାଳନାରେ ସାମାନ୍ୟ ବ୍ୟତିକ୍ରମ ବା ଅନ୍ୟମନସ୍କ କାରଣରୁ ବେଳେ ବଡ଼ ବଡ଼ ଦୁର୍ଘଟଣା ଘଟି ଅନେକ ମୃତାହତ ହୋଇଥାନ୍ତି ।…
(Video) ଭୋକ ହେଲା ଅସହ୍ୟ, ପଲିଥିନ୍ ନେଇଗଲା ଗାଈର ଜୀବନ, ମା’କୁ ଝୁରୁଛି ଛୁଆ ବାଛୁରୀ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ମା’ ତୁ ଉଠ । ଉଠ ମା’ ଉଠ । ତୋର ଯଦି କ’ଣ ହେଇଯାଏ ମୁଁ କେମିତି ବଞ୍ଚିବି । ତୁ ତ ମୋର ସାହା ଆଉ ଭରସା । ତୋ ସାଙ୍ଗରେ ମୁଁ ସାରା ଦୁନିଆ ଦେଖିବି । ଏ ମଣିଷ ମାନଙ୍କୁ ଚିହ୍ନିବି । ତୁ…
ବଦ୍ରିନାଥ ଦର୍ଶନ କଲେ ମୁକେଶ ଅମ୍ବାନୀ: ମନ୍ଦିର ସମିତିକୁ ଦାନ କଲେ ୫ କୋଟି….
ନୂଆଦିଲ୍ଲୀ: ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ ଚେୟାରମ୍ୟାନ୍ ଏବଂ ପ୍ରବନ୍ଧ ନିର୍ଦ୍ଦେଶକ ମୁକେଶ ଅମ୍ବାନୀ ଗୁରୁବାର ବଦ୍ରିନାଥରେ ପୂଜା-ଅର୍ଚ୍ଚନା କରିଥିଲେ । ଏହି ଅବସରରେ ସେ ବଦ୍ରିନାଥ ଏବଂ କେଦାରନାଥ ମନ୍ଦିରର…
ତୃତୀୟ ବିଶ୍ୱଯୁଦ୍ଧ ପାଇଁ ଋଷର ଚେତାବନୀ: କହିଲା ୟୁକ୍ରେନ ଯଦି ଏଭଳି ପଦକ୍ଷେପ ନେବ ତା’ହଲେ…
ନୂଆଦିଲ୍ଲୀ: ୟୁକ୍ରେନ ଏବଂ ଋଷ ମଧ୍ୟରେ ଜାରି ରହିଥିବା ଯୁଦ୍ଧ ଏବେ ଲମ୍ବା ହେଉଥିବାର ଜଣାପଡ଼ୁଛି । ଗତ କିଛିଦିନରୁ ଆକ୍ରମଣାତ୍ମକ ମନୋଭାବ ପୋଷଣ କରି ୟୁକ୍ରେନ ଉପରେ ଲଗାତାର ଆକ୍ରମଣ କରିଚାଲିଛି ଋଷ । ଋଷ ଆକ୍ରମଣ…
ଭାରତ ହେବ ୧୦ ଟ୍ରିଲିୟନ ଡଲାରର ଅର୍ଥବ୍ୟବସ୍ଥା, IMF କହିଲା ଏହି ଫର୍ମୁଲା ଆସିବ କାମରେ
ନୂଆଦିଲ୍ଲୀ: ନିକଟରେ ଅନ୍ତରାଷ୍ଟ୍ରୀୟ ମୁଦ୍ରା କୋଷ ଭାରତର ଅଭିବୃଦ୍ଧି ଅନୁମାନ ୬୦ ବେସିସ୍ ପଏଣ୍ଟ ହ୍ରାସ କରିଥିଲା । ବିଶ୍ୱରେ ଗଭୀର ହେଉଥିବା ମାନ୍ଦାବସ୍ଥା ମଧ୍ୟରେ ଏଭଳି ହେବା ସ୍ୱାଭାବିକ । କିନ୍ତୁ ଏହି ଅନୁମାନ…
ବିମାନରେ ବୋମା ଆତଙ୍କ ! ଦିଲ୍ଲୀରେ ଓହ୍ଲାଇଲା ମସ୍କୋରୁ ଆସୁଥିବା ଫ୍ଲାଇଟ…
ନୂଆଦିଲ୍ଲୀ: ମସ୍କୋରୁ ଦିଲ୍ଲୀ ଆସୁଥିବା ବିମାନରେ ବୋମା ଥିବା ନେଇ ସୂଚନା ମିଳିବା ପରେ ଆତଙ୍କ ଖେଳିଯାଇଥିଲା । ଫ୍ଲାଇଟ୍ ଦିଲ୍ଲୀ ଏୟାରପୋର୍ଟରେ ରାତି ୩:୨୦ ରେ ଇମରଜେନ୍ସୀ ଲାଣ୍ଡିଂ କରିଥିଲା । ସବୁ ଯାତ୍ରୀ ଏବଂ କ୍ରୁ…
Video: ଯଶସ୍ୱୀ ଜୈସୱାଲଙ୍କ ପାୱାରଫୁଲ ଛକା, ଷ୍ଟାଡିୟମ ବାହାରେ ପଡିଲା ବଲ୍
ରାଜକୋଟ: ମୁମ୍ବାଇର ଯୁବ ବ୍ୟାଟର ଯଶସ୍ୱୀ ଜୈସୱାଲ ବର୍ତ୍ତମାନ ଚମତ୍କାର ଫର୍ମରେ ଅଛନ୍ତି। ଜୟସ୍ୱାଲଙ୍କ ଜବରଦସ୍ତ ଇନିଂସ ବଳରେ ମୁମ୍ବାଇ ସୟଦ ମୁସ୍ତାକ ଅଲି ଟ୍ରଫିର ଗ୍ରୁପ୍ ଏ ଲିଗ୍ ମ୍ୟାଚ୍ ରେ ଡିଫେଣ୍ଡିଂ ରଣଜୀ…
Video: ଯେତେବେଳେ ମା’ ସହ ଭେଟ ହେଲା ହଜିଯାଇଥିବା ଚିତା ଶାବକ, କିପରି ଥିଲା ଦୃଶ୍ୟ
ମହାରଷ୍ଟ୍ର: ମୁମ୍ବାଇର ସଞ୍ଜୟ ଗାନ୍ଧୀ ରାଷ୍ଟ୍ରୀୟ ଉଦ୍ୟାନ(ଏସଜିଏଏନପି)ରେ ବୁଧବାର ଏକ ଚିତା ଶାବକ ପୁଣି ଥରେ ତାର ମା' ସହିତ ମିଶିଛି। ନିକଟରେ ଶାବକଟି ତା ମା' ଠାରୁ ଅଲଗା ହୋଇଯାଇଥିଲା। ଗତ ୧୦ ତାରିଖରେ…
ଏହି ଦେଶରେ ବ୍ୟାପିଲା କରୋନାର ନୂଆ ଭାରିଆଣ୍ଟ XBB: ଜାଣନ୍ତୁ କେତେ କ୍ଷତିକାରକ
ସିଙ୍ଗାପୁର: ପୁଣି ଥରେ କରୋନା ମହାମାରୀକୁ ନେଇ ଏକ ଚିନ୍ତାଜନକ ଖବର ସାମ୍ନାକୁ ଆସିଛି । ଚୀନ ପରେ ସିଙ୍ଗାପୁରରେ ମଧ୍ୟ ଓମିକ୍ରନ୍ ର ନୂଆ ଭାରିଆଣ୍ଟ ଏକ୍ସବିବି ମିଳିଛି । ଯାହାକୁ ନେଇ ସିଙ୍ଗାପୁରରେ ଆତଙ୍କ ସୃଷ୍ଟି…