Browsing Category
ଖବର
(Video) ଅନ୍ତିମ ସଂସ୍କାର ବେଳେ ମାଡ଼ି ଆସିଲେ ହଜାର ହଜାର ମହୁମାଛି; ଶବ ଛାଡ଼ି ପଳାଇଲେ ପ୍ରିୟଜନ
ଜଳେଶ୍ଵର: ( ଓଡ଼ିଶା ଭାସ୍କର ) ଶବ ସତ୍କାର ପାଇଁ ଯାଇ ଥିଲେ ହଠାତ୍ ମାଡ଼ି ଆସିଲେ ମହୁମାଛି ପଲ । ଶବ ଛାଡ଼ି ପଳାଇଲେ ସତ୍କାର ପାଇଁ ଆସିଥିବା ଲୋକେ । ମହୁ ମାଛି ଆକ୍ରମଣ ରେ ୬ ଜଣ ଗୁରୁତର ହୋଇଥିବା ବେଳେ ସେମାନଙ୍କୁ…
(Video): ପ୍ରତିଦିନ ଟ୍ରେନ ବାଟକୁ ଚାହିଁ ବସିଥାଏ କୁକୁର ! ଟ୍ରେନ୍ ଡ୍ରାଇଭର ଓ କୁକୁରର ବନ୍ଧୁତା ଦେଖି ସମସ୍ତେ ଆଶ୍ଚର୍ଯ୍ୟ, ଭାଇରାଲ ହେଉଛି…
ଓଡ଼ିଶା ଭାସ୍କର: ଏହି ସ୍ୱାର୍ଥପର ଦୁନିଆରେ ରହିବା ବହୁତ କଷ୍ଟ । ଯେଉଁଠି ଟିକିଏ ଆପଣାପଣ କିମ୍ବା ଭଲପାଇବା ମିଳିଯାଏ ମନ ସେଇଠି ଆପେ ଆପେ ଟାଣି ହୋଇଯାଏ । ସେ ମଣିଷ ହୁଅନ୍ତୁ ଅବା ପଶୁପକ୍ଷୀ । କୁକୁରକୁ ସବୁଠାରୁ…
ଦିଲ୍ଲୀ ମଦ ଦୁର୍ନିତି ମାମଲା; କେଜ୍ରିୱାଲଙ୍କୁ ଜାମିନ୍!, ଆବେଦନ ଉପରେ ଚାଲିଛି ଆଲୋଚନା
ନୂଆଦିଲ୍ଲୀ: ବହୁର୍ଚ୍ଚିତ ମଦ ଦୁର୍ନିତି ମାମଲାରେ ତିହାର ଜେଲରେ ଥିବା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ମିଳିପାରେ ଆଶ୍ୱସ୍ତିକର ଖବର । ବିଚାରଧୀନ ଅନ୍ତରୀଣ ଜାମିନ୍ ଆବେଦନ ଉପରେ ହୋଇପାରେ ଆଲୋଚନା ।…
ଖାଲିସ୍ତାନୀ ଆତଙ୍କବାଦୀ ହରଦୀପ ନିଜାର ହତ୍ୟା ମାମଲାରେ କାନାଡାରେ ଗିରଫ ହେଲେ ୩ସନ୍ଦିଗ୍ଧ
ନୂଆଦିଲ୍ଲୀ: ଖଲିସ୍ତାନୀ ଆତଙ୍କବାଦୀ ହରଦୀପ ସିଂ ନିଜର ହତ୍ୟା ମାମଲାରେ ଶୁକ୍ରବାର ୩ ଜଣ ସନ୍ଦିଗ୍ଧଙ୍କୁ ଗିରଫ କରିଛି କାନାଡା ପୋଲିସ। ଗିରଫ ୩ ସନ୍ଦିଗ୍ଧଙ୍କୁ ଭାରତୀୟ ନାଗରିକ ବୋଲି କହିଛି କାନାଡା। ସେମାନେ ହେଲେ କରଣ…
(Video) ସୂର୍ଯ୍ୟ ପୃଷ୍ଠର ଅଦ୍ଭୂତ ଦୃଶ୍ୟ! ୧୦ ଲକ୍ଷ ଡିଗ୍ରୀ ସେଲସିୟସ ତାପମାତ୍ରାରେ ଭୀଷଣ ଧମାକା, ESA ଜାରି କଲା ଭିଡିଓ
ନୂଆଦିଲ୍ଲୀ: ୟୁରୋପୀୟ ମହାକାଶ ସଂସ୍ଥା (ଏସା)ର ସୋଲାର ଆର୍ବିଟର ମହାକାଶ ଯାନ ନିକଟରେ ସୂର୍ଯ୍ୟ ପୃଷ୍ଠର ଏକ ବିସ୍ତୃତ ଭିଡିଓ ଜାରି କରିଛି । ଉକ୍ତ ଭିଡିଓରୁ ଆମର ତାରାମାନଙ୍କର ଗତିବିଧି ଓ ସରଞ୍ଚନା ବିଷୟରେ ଅନେକ ଗୁଢ଼…
ନେପାଳରେ ଛପାଯିବ ନୂଆ ୧୦୦ ଟଙ୍କିଆ ନୋଟ୍; ମାନଚିତ୍ରରେ ସାମିଲ କରିବ ଲିପୁଲେଖ, ଲିମ୍ପିଆଧୁରା ଓ କଳାପାଣି
କାଠମାଣ୍ଡୁ: ଶୁକ୍ରବାର କ୍ୟାବିନେଟ୍ ବୈଠକରେ ୧୦୦ ଟଙ୍କିଆ ନୋଟ୍ ରେ ନେପାଳର ଏକ ନୂଆ ରାଜନୈତିକ ମାନଚିତ୍ର ସାମିଲ କରିବାକୁ ନିଷ୍ପତ୍ତି ନିଆଯାଇଛି । ନେପାଳ ଶୁକ୍ରବାର ଭାରତର ପ୍ରସିଦ୍ଧ ଅଞ୍ଚଳ ଲିପୁଲେଖ, ଲିମ୍ପିଆଧୁରା…
ଗାନ୍ଧୀ ପରିବାର ପାଇଁ ଆମେଥି ଓ ରାଏବରେଲି ସମାନ: ଇମ୍ରାନ୍ ପ୍ରତାପଗଡ଼ୀ
ନୂଆଦିଲ୍ଲୀ: କଂଗ୍ରେସ ନେତା ତଥା ରାଜ୍ୟସଭା ସାଂସଦ ଇମ୍ରାନ୍ ପ୍ରତାପଗଡ଼ୀ କହିଛନ୍ତି ଯେ ଆମେଥି ଓ ରାଏବରେଲି କଂଗ୍ରେସ ଦଳ ଏବଂ ଗାନ୍ଧୀ ପରିବାର ପାଇଁ ସମାନ। ବାସ୍ତବରେ ବିଜେପି ନେତାମାନେ ଦାବି କରୁଛନ୍ତି ଯେ ପରାଜୟ…
ସିନେମା ଇତିହାସରେ ଯାହା କେବେ ହୋଇନଥିଲା ତାହା ପ୍ରଭାସ-ଦୀପିକାଙ୍କ ଫିଲ୍ମ ‘Kalki 2898 AD’ରେ ହେବାକୁ ଯାଉଛି
ମୁମ୍ୱାଇ: ସାଉଥ୍ ଇଣ୍ଡିଆ ସୁପରଷ୍ଟାର ପ୍ରଭାସ ଏବଂ ଦୀପିକା ପାଦୁକୋନଙ୍କ ଅଭିନୀତ ଫିଲ୍ମ 'କଲ୍କି ୨୮୯୮ ଏଡି'ର ରିଲିଜକୁ ଅପେକ୍ଷା କରିଛନ୍ତି ସିନେପ୍ରେମି। ପ୍ରତିଦିନ ଫିଲ୍ମ ସହ ଜଡିତ ଅପଡେଟ୍ ସାମ୍ନାକୁ ଆସୁଛି ।…
ପୋଲିସଠୁ ଫୋନ୍ ଛଡ଼ାଇ ନେଲେ ଚୋର; ଆଣିବା ବେଳେ ଫୋଡ଼ିଦେଲେ ନିଶା ଇଞ୍ଜେକ୍ସନ
ମୁମ୍ବାଇ: ମହାରାଷ୍ଟ୍ରର ମୁମ୍ବାଇରୁ ଏକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି। କିଛି ଦୁର୍ବୃତ୍ତ ବିଷ ଇଞ୍ଜେକ୍ସନ ଦେବାରୁ ମୁମ୍ବାଇ ପୋଲିସର ଜଣେ କନଷ୍ଟେବଳ ବିଶାଲ ପାୱାର(୩୦)ଙ୍କ ମୃତ୍ୟୁ ଘଟିଛି। ପୋଲିସ ଅଜ୍ଞାତ…
ବ୍ରାଜିଲରେ ଭୟଙ୍କର ବିପର୍ଯ୍ୟୟ; ପ୍ରବଳ ବର୍ଷା ଯୋଗୁଁ ୩୭ମୃତ, ୭୪ନିଖୋଜ…ଉଦ୍ଧାର କାର୍ଯ୍ୟ ଜାରି
ନୂଆଦିଲ୍ଲୀ: ବ୍ରାଜିଲର ଦକ୍ଷିଣ ରାଜ୍ୟ ରିଓ ଗ୍ରାଣ୍ଡେ ଡୋ ସୁଲରେ ଶୁକ୍ରବାର ରାତିରେ ପ୍ରବଳ ବର୍ଷା ଯୋଗୁଁ ମୃତ୍ୟୁ ସଂଖ୍ୟା ୩୭କୁ ବୃଦ୍ଧି ପାଇଥିବା ବେଳେ ୭୪ ଜଣ ନିଖୋଜ ଅଛନ୍ତି। ଅଧିକାରୀମାନେ ଏହାକୁ ଇତିହାସର…