Browsing Category
ଖବର
ପ୍ରତିଦିନ ଲାଲ କଦଳୀ ଖାଇଲେ କମିବ ଓଜନ, ଦ୍ରୁତ ଗତିରେ ବଢ଼ିବ ଇମ୍ୟୁନିଟି ପାଓ୍ୱାର
ନୂଆଦିଲ୍ଲୀ: କଦଳୀ ବର୍ଷସାରା ଉପଲବ୍ଧ ଏକ ଫଳ । ପିଲାଠାରୁ ବୟସ୍କ ପର୍ଯ୍ୟନ୍ତ ସମସ୍ତେ ଏହାକୁ ଖାଇବାକୁ ପସନ୍ଦ କରନ୍ତି । ସାଧାରଣତଃ ଆପଣ ବାହାରେ ହଳଦିଆ ରଙ୍ଗର କଦଳୀ ଖାଇଥିବେ । କିନ୍ତୁ ନାଲି କଦଳୀ ଖାଇବା ବହୁ…
ଏଆଇଏଫ୍ଏଫ୍ ଉପରୁ କଟକଣା ହଟାଇଲା ଫିଫା, ୧୭ ବର୍ଷରୁ କମ୍ ମହିଳା ବିଶ୍ୱକପ୍ ପାଇଁ ରାସ୍ତା ପରିଷ୍କାର
ନୂଆଦିଲ୍ଲୀ: ଅଲ୍ ଇଣ୍ଡିଆ ଫୁଟବଲ୍ ଫେଡେରସନ୍ (ଏଆଇଏଫ୍ଏଫ୍) ଉପରୁ କଟକଣା ହଟାଇଲା ବିଶ୍ୱ ଫୁଟବଲ ସର୍ବୋଚ୍ଚ ସଂସ୍ଥା ଫିଫା । ଭାରତୀୟ ଫୁଟବଲ୍ ମହାସଂଘର କାର୍ଯ୍ୟକଳାପରେ ୩ୟ ପକ୍ଷର ହସ୍ତକ୍ଷେପ ନେଇ ଫିଫା ଗତ ୧୬…
ଆଜି ଏଏସ୍ଓ ପରୀକ୍ଷା: ରାଜ୍ୟର ୩୩ଟି ଜୋନର ୪୮୨ ସେଣ୍ଟରେ ପରୀକ୍ଷା ଦେବେ ଛାତ୍ରଛାତ୍ରୀ
ଭୁବନେଶ୍ୱର (ଭାସ୍କର ନ୍ୟୁଜ୍): ଆଜି ଏସଓର ଲିଖିତ ପରୀକ୍ଷା ଅନୁଷ୍ଠିତ ହେବ । ରାଜ୍ୟର ୩୩ଟି ଜୋନର ୪୮୨ ସେଣ୍ଟରେ ୨ ଲକ୍ଷ ୬ ହଜାରରୁ ଅଧିକ ପରୀକ୍ଷାର୍ଥୀ ପରୀକ୍ଷା ଦେବେ । ୩ ଟି ସିଫ୍ଟରେ ପରୀକ୍ଷା ଅନୁଷ୍ଠିତ ହେବ ।…
ଆଜି ଦେଶର ୪୯ତମ ସିଜେଆଇ ଭାବେ ଦାୟିତ୍ୱ ଗ୍ରହଣ କରିବେ ଜଷ୍ଟିସ ଉଦୟ ଉମେଶ ଲଲିତ
ନୂଆଦିଲ୍ଲୀ : ସୁପ୍ରିମ୍କୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ଏନ୍.ଭି.ରମନ୍ନା ଶନିବାର ତାଙ୍କର ଦାୟିତ୍ୱରୁ ଅବସର ଗ୍ରହଣ କରିବେ । ଶନିବାର ଦେଶର ୪୯ତମ ସିଜେଆଇ ଭାବେ ଦାୟିତ୍ୱ ଗ୍ରହଣ କରିବେ ଜଷ୍ଟିସ ଉଦୟ ଉମେଶ ଲଲିତ ।…
ଆଜିଠୁ ଏସିଆ କପ୍ ମୁକାବିଲା: ଉଦ୍ଘାଟନୀ ମ୍ୟାଚ୍ରେ ମୁହାମୁହିଁଁ ହେବେ ଶ୍ରୀଲଙ୍କା ଓ ଆଫଗାନିସ୍ତାନ, ଭାରତ-ପାକିସ୍ତାନ୍ ଲଢ଼େଇକୁ ଦର୍ଶକଙ୍କ…
ଦୁବାଇ: ଆଜିଠୁ ଏସିଆ କପ୍ର ୧୫ତମ ସଂସ୍କରଣ ଆରମ୍ଭ ହେବାକୁ ଯାଉଛି। ଏସିଆ କପ୍ କ୍ରିକେଟ ସମସ୍ତ ଅଂଶ ଗ୍ରହଣକାରୀ ଦଳ ପାଇଁ ବିଶେଷ ଗୁରୁତ୍ୱପୂର୍ଣ୍ଣ । କାରଣ ଆଗାମୀ ବିଶ୍ୱକପ ପୂର୍ବରୁ ଏସିଆ ମହାଦେଶ ଦଳ ଗୁଡିକର ଅସଲ…
ସମୁଦ୍ରର ଶାର୍କ ଭୂମି ଉପରେ ଚାଲୁୁଛି, ଆଗାମୀ ଦିନରେ ମାଛମାନେ ମଣିଷକୁ ସ୍ଥଳଭାଗରେ ଆକ୍ରମଣ କରିବେ! ନୂଆ ରିସର୍ଚ୍ଚ ତଥ୍ୟ
ନୂଆଦିଲ୍ଲୀ: ସମୁଦ୍ରରେ ପହଁରୁଥିବା ଶାର୍କ ଏବେ ମାଟି ଉପରେ ଚାଲିବାର ଦେଖିବାକୁ ମିଳୁଛି । ଜଳବାୟୁ ପରିବର୍ତ୍ତନ ପାଇଁ ଏଭଳି ଘଟୁଛି ବୋଲି ବୈଜ୍ଞାନିକମାନେ କହିଛନ୍ତି । ତେବେ ଶାର୍କର ସ୍ଥଳଭାଗରେ ଚାଲିବାର ଏକ ଭିଡିଓ…
ସାମ୍ନାକୁ ଆସିଲା ସୋନାଲିଙ୍କ ମୃତ୍ୟୁ ପୂର୍ବର ଭିଡିଓ, ଡ୍ରଗ୍ସ ସେବନ ପରେ ଚାଲି ପାରୁ ନଥିଲେ ସୋନାଲି
ନୂଆଦିଲ୍ଲୀ: ଗତ ୨୨ ତାରିଖରେ ବିଜେପି ନେତ୍ରୀ ତଥା ଟିକଟକ ଷ୍ଟାର ସୋନାଲି ଫୋଗଟଙ୍କର ମୃତ୍ୟୁ ଘଟିଥିଲା । ତେବେ ସୋନାଲିଙ୍କର ହୃଦଘାତରେ ମୃତ୍ୟୁ ଘଟିଥିବା ବେଳେ କୁହାଯାଉଥିଲେ ହେଁ ପରେ ଏନେଇ ଆସିଥିଲା ଟ୍ୱିଷ୍ଟ ।…
ସପ୍ତାହରେ ୩ ଛୁଟି, ବାକି ଦିନରେ ଘରୁ ଯେବେ ଇଚ୍ଛା କରିବେ କାମ: ପ୍ରଧାନମନ୍ତ୍ରୀଙ୍କ ପାଇଁ ନୂଆ ସଂକେତ
ନୂଆଦିଲ୍ଲୀ: ଭାରତରେ ଲେବର କୋଡ ଲାଗୁ କରିବା ପାଇଁ ନେଇ ଦୀର୍ଘ ଦିନରୁ କାମ ଚାଲୁ ରହିଛି । ବାରମ୍ବାର ଏହାର ଡେଡଲାଇନ ପରିବର୍ତ୍ତନ କରାଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ଲାଗୁ ହୋଇ ପାରିନାହିଁ । ଏବେ କିନ୍ତୁ ଏହି ଲେବର…
Sister ତୁମ ଗୋଡ଼ ଧରୁଛି, ପ୍ଲିଜ ମୋତେ ଭୋଟ ଦେବ: ଛାତ୍ର ସଂସଦ ନିର୍ବାଚନ ଭୋଟ ହାତେଇବାର ନୂଆ ତରିକା
ନୂଆଦିଲ୍ଲୀ: ନିର୍ବାଚନ ସମୟରେ ରାଜନେତାମାନେ ଭୋଟ ହାତେଇବା ପାଇଁ ଭୋଟରଙ୍କ ନିକଟରେ ବିଭିନ୍ନ ପ୍ରକାରର କଳ କୌଶଳ ପ୍ରୟୋଗ କରିଥାନ୍ତି । ତେବେ ଅନୁରୂପ ଭାବେ କଲେଜ ନିର୍ବାଚନରେ ପ୍ରାର୍ଥୀମାନେ ମଧ୍ୟ ଛାତ୍ରଛାତ୍ରୀଙ୍କୁ…
ଏହି କମ୍ପାନୀ ଦେଉଛି ଦରମା ସହ ବିଜୁଳି ବିଲ୍: ଲୋକେ କହିଲେ ମାଲିକ ହେବ ତ ଏମିତି
ବ୍ରିଟେନ: ଆପଣ ବିଭିନ୍ନ କମ୍ପାନୀର କିଛି ଭଲ ଓ ଖରାପ ମାଲିକମାନଙ୍କ ବିଷୟରେ ଶୁଣିଥିବେ ଏବଂ ଜାଣିଥିବେ । କିଛି କମ୍ପାନୀର ମାଲିକ ନିଜ କର୍ମଚାରୀଙ୍କୁ ପରିବାରର ସଦସ୍ୟ ଭଳି ଭାବୁଥିବା ବେଳେ କିଛି କମ୍ପାନୀର ମାଲିକମାନେ…