Browsing Category

ଖବର

ବାକି ଦେବାକୁ ମନାକଲେ କୁକୁଡ଼ା ଦୋକାନୀ; ରାଗିଗଲେ ଗ୍ରାହକ, ପିଟି ପିଟି କଲେ ହତ୍ୟା

ନୂଆଦିଲ୍ଲୀ: ରୋହତାସରୁ ଏକ ହୃଦୟ ବିଦାରକ ଖବର ସାମ୍ନାକୁ ଆସିଛି । ଦୁର୍ବୃତ୍ତମାନେ ଜଣେ ଦୋକାନୀଙ୍କୁ ଅତି ନିର୍ମମ ଭାବେ ପିଟି ପିଟି ହତ୍ୟା କରିଥିବା କୁହାଯାଉଛି । ଦୋକାନୀଙ୍କ ଏକମାତ୍ର ଦୋଷ ଥିଲା ଯେ ସେ ସେହି…

ଖରାଦିନେ ‘ରମ୍’ ପିଇବା ଠିକ୍ ନା ଭୁଲ୍; ସାମ୍ନାକୁ ଆସିଲା ପୂର୍ବରୁ କୁହାଯାଉଥିବା ସବୁଠାରୁ ବଡ଼ ମିଛ

ଓଡ଼଼ିଶା ଭାସ୍କର: ଯଦି ଆପଣ ଶୀତ ଋତୁରେ ମଦ୍ୟପାନ କରୁଥିବା ଲୋକଙ୍କ ସହ କଥା ହୁଅନ୍ତି, ତେବେ ସେମାନେ ଆପଣଙ୍କୁ ରମ୍ ପିଇବାକୁ ପରାମର୍ଶ ଦେବେ । ଏଥିସହିତ ଏହି ଲୋକମାନେ ଖରାଦିନେ ରମ୍ ଠାରୁ ଦୂରେଇ ରହିବାକୁ ପରାମର୍ଶ…

ବାଇକ୍‌ରେ ଠେଲାଗାଡ଼ି ଚୋରୀ କରି ଗିରଫ ହେଲେ ଦୁଇ ସିକ୍ୟୁରିଟି ଗାର୍ଡ

ଭୁବନେଶ୍ଵର: ଠଲାଗାଡ଼ି ଚୋରୀ କରି ଅଭିଯୋଗରେ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ଖଣ୍ଡଗିରି ଥାନା ପୁଲିସ । ସୂଚନା ଯୋଗ୍ୟ ଯେ, ଅଭିଯୋଗକାରୀ ଜଣକ ଗତ ତିନି ବର୍ଷ ହେବ ଗୋପବନ୍ଧୁ ଛକ ନିକଟରେ ଠେଲା ଗାଡି…

(Video) ଭୁଶୁଡ଼ିଲା ଏକ ନିର୍ମାଣାଧୀନ ୩ ମହଲା ବିଲଡିଂ: ଦ୍ୱିପ୍ରହର ସମୟରେ ଅଚାନକ ଘଟିଲା ଏପରି ଅଘଟଣ

ନୂଆଦିଲ୍ଲୀ: ଦିଲ୍ଲୀରେ ଏକ ନିର୍ମାଣାଧୀନ ୪ ମହଲା ବିଲଡିଂ ଭୁଶୁଡ଼ି ପଡ଼ିଛି । ଆଜି ଦ୍ୱିପ୍ରହର ୩.୫୦ ସମୟରେ ବିଲଡିଂଟି ଅଚାନକ ମାଟିରେ ମିଶିଯାଇଥିଲା । ତେବେ ଏହି ଅଘଟଣରେ କାହାର କିଛି କ୍ଷତି ଘଟିନାହିଁ । ଏହି…

ପୁଣି ମୁଣ୍ଡ ନେଲାଣି ‘ବ୍ଲୁ ହ୍ୱେଲ୍’ ଗେମ୍; ଚ୍ୟାଲେଞ୍ଜ୍ ହାରିବା ପରେ ଜୀବନ ହାରିଲେ ଛାତ୍ର

ନୂଆଦିଲ୍ଲୀ: ଆମେରିକାରେ ପଢୁଥିବା ଜଣେ ୨୦ ବର୍ଷୀୟ ଭାରତୀୟ ଛାତ୍ରଙ୍କ ମୃତ୍ୟୁ ଘଟଣା ସାମ୍ନାକୁ ଆସିଛି । ରିପୋର୍ଟ ଅନୁଯାୟୀ, 'ବ୍ଲୁ ହ୍ୱେଲ୍ ଗେମ୍' ଚ୍ୟାଲେଞ୍ଜ ଯୋଗୁଁ ଯୁବକଙ୍କ ମୃତ୍ୟୁ ଘଟିଛି। ଏହି ଗେମ୍ ଖେଳୁଥିବା…

ଖରାପ ଷ୍ଟ୍ରାଇକ୍ ରେଟ୍ ଯୋଗୁଁ ଡିଫେନ୍ସ୍ ମିନିଷ୍ଟର୍ କହି କରିଲେ ଉପହାସ; ମୁହଁ ବନ୍ଦ କଲେ କେଏଲ୍ ରାହୁଲ

ମୁମ୍ଵାଇ: ଗତ ଶୁକ୍ରବାର ଲକ୍ଷ୍ନୌ ସୁପର ଜାଏଣ୍ଟସ୍ ଓ ଚେନ୍ନାଇ ସୁପର କିଙ୍ଗ୍ସ ଇକାନା ଷ୍ଟାଡିୟମରେ ଖେଳିଥିଲେ, ଯେଉଁଥିରେ ଏଲ୍ ଏସ୍ ଜି ୬ ବଲ୍ ବାକି ଥାଇ ୮ ଓ୍ଵିକେଟ୍ ରେ ସହଜରେ ବିଜୟୀ ହୋଇଥିଲା। ଏହି ମ୍ୟାଚ୍ ରେ…

ଟ୍ରାଫିକ କର୍ମଚାରୀ ପିନ୍ଧିଲେ AC ହେଲମେଟ୍; ପରୀକ୍ଷାମୂଳକ ଭାବେ ଆରମ୍ଭ କଲା କମିଶନରେଟ୍ ପୋଲିସ

ଭୁବନେଶ୍ଵର: (ଓଡ଼ିଶା ଭାସ୍କର) ପୋଲିସ ମୁଣ୍ଡରେ ଏସି ହେଲମେଣ୍ଟ । ଖରା ପାଇଁ ଏୟାର କୁଲିଙ୍ଗ୍ ହେଲମେଟ୍ ପିନ୍ଧିଲେ ଟ୍ରାଫିକ ପୋଲିସ । ଆଜି ଏହି ହେଲମେଟ୍ ପରୀକ୍ଷାମୂଳକ ଭାବେ ଆରମ୍ଭ କରିଛି କମିଶନରେଟ ପୋଲିସ ।…

ସୁନା ଚେନ୍ ପାଇଁ ସଙ୍ଘବଦ୍ଧ ଆକ୍ରମଣ ଓ ହତ୍ୟା ଉଦ୍ୟମ; ଅଭିଯୋଗ ପରେ ଗିରଫ ହେଲା ଅଭିଯୁକ୍ତ

ଭୁବନେଶ୍ଵର: ସୁନା ଚେନ୍ ପାଇଁ ସଙ୍ଘବଦ୍ଧ ଆକ୍ରମଣ ଓ ହତ୍ୟା ଉଦ୍ୟମ । ଏୟାରଫୀଲ୍ଡ ଥାନା ଅଞ୍ଚଳରେ ଚାଞ୍ଚଲ୍ୟ । ଅଭିଯୋଗକାରୀ ବିରଞ୍ଚିନାରାୟଣ ବେହେରାଙ୍କର ଅଭିଯୋଗ ଭିତ୍ତିରେ ତଦନ୍ତ କରିବା ସହ ନିମ୍ନୋକ୍ତ…

ସତ ହେଲାନି ୭ବର୍ଷର ପ୍ରେମ; ଦେଉଥିଲା ଶାରୀରିକ-ମାନସିକ ନିର୍ଯ୍ୟାତନା, ବାନ୍ଧିନେଲା ପୋଲିସ

ଭବନେଶ୍ଵର: (ଓଡ଼ିଶା ଭାସ୍କର) ନୟାପଲ୍ଲୀ ଥାନା ପୋଲିସ ଅଭିଯୋଗକାରିଣୀ ପ୍ରୋମିକାଙ୍କର ଅଭିଯୋଗ ଭିତ୍ତିରେ ତଦନ୍ତ କରିବା ସହ ଶଙ୍କର ଦଳେଇ (୨୬) ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି । ସୂଚନାଯୋଗ୍ୟ ଯେ,…

ଏପ୍ରିଲ ୩୦ ପର୍ଯ୍ୟନ୍ତ ତେଲ୍ ଆଭିବକୁ ସମସ୍ତ ବିମାନ ବାତିଲ କଲା ଏୟାର ଇଣ୍ଡିଆ

ନୂଆଦିଲ୍ଲୀ: ଏପ୍ରିଲ ୩୦ ପର୍ଯ୍ୟନ୍ତ ତେଲ୍ ଆଭିବକୁ ସମସ୍ତ ବିମାନ ବାତିଲ କଲା ଏୟାର ଇଣ୍ଡିଆ। ଟାଟା ଗ୍ରୁପ୍ ମାଲିକାନାରେ ଥିବା ଏୟାର ଇଣ୍ଡିଆ ଶୁକ୍ରବାର କହିଛି ଯେ ମଧ୍ୟପ୍ରାଚ୍ୟରେ ବର୍ତ୍ତମାନ ପରିସ୍ଥିତିକୁ ଦୃଷ୍ଟିରେ…