Browsing Category
ଖବର
ଭୁବନେଶ୍ୱର ଷ୍ଟେସନରୁ ସ୍ବାଭାବିକ ହେଲା ଟ୍ରେନ ଚଳାଚଳ
ଭୁବନେଶ୍ୱର: ବାତିଲ ହେଲା ୬ଟି ଟ୍ରେନ । ଭୁବନେଶ୍ୱରରେ ମାଲଗାଡି ଲାଇନଚ୍ୟୁତ ହେବା ପରେ ୬ଟି ଟେନ୍ରକୁ ବାତିଲ କରାଯାଇଛି । ଆଜି ପାଇଁ ଉଭୟ ପଟୁ ୬ଟି ଟ୍ରେନକୁ ବାତିଲ କରିଛନ୍ତି ପୂର୍ବତଟ ରେଳବାଇ । ଭୁବନେଶ୍ୱର-ହାୱଡା,…
ଜରୁରୀକାଳୀନ ପରିସ୍ଥିତିରେ PF ଟଙ୍କା ପ୍ରତ୍ୟାହାର କରିବାକୁ ଚାହୁଁଛନ୍ତି ? ଜାଣନ୍ତୁ କ’ଣ ରହିଛି ପ୍ରକ୍ରିୟା
ନୂଆଦିଲ୍ଲୀ: ବେସରକାରୀ କ୍ଷେତ୍ରରେ କାର୍ଯ୍ୟ କରୁଥିବା ଲୋକଙ୍କ ପାଇଁ ପ୍ରୋଭିଡେଣ୍ଟ ଫଣ୍ଡ (PF ଆକାଉଣ୍ଟ) ଏକ ଗୁରୁତ୍ୱପୂର୍ଣ୍ଣ ସଞ୍ଚୟ। ଏହି ପାଣ୍ଠିରେ ଜମା ହୋଇଥିବା ଟଙ୍କା କଠିନ ସମୟରେ ଚାକିରୀ କରୁଥିବା ଲୋକଙ୍କୁ…
Video: କଲେକ୍ଟର ବାବୁଆଣୀ ଆମ ଦୁଃଖ ବୁଝ ..ତୁମେ ଆମ ଦୁଃଖ ନବୁଝିଲେ କିଏ ବୁଝିବ
ନୟାଗଡ଼: ହେ କଲେକ୍ଟର ବାବୁ ତୁମ ଗାଡ଼ି ରଖ । ଆମ ଦୁଃଖ ଟିକେ ବୁଝ । ତୁମେ ଯଦି ଆମ ଦୁଃଖ ବୁଝିବନି ତେବେ କିଏ ବୁଝିବ । ଆମେ ଏବେ ସର୍ବହରା ହୋଇଯାଇଛୁ । ଏ ବନ୍ୟା ଆମଠାରୁ ସବୁକିଛି ଛଡ଼ାଇ ନେଇଛି । ଏମିତି କହି…
୪୦ ଫୁଟ ବିଜ ତଳକୁ ଖସି ବାଇକ୍, ପେଟ ଫାଟି ଚାଳକଙ୍କ ବାହାରିପଡିଲା ଅନ୍ତପୁଟଳ: ଗୁରୁତର ଅବସ୍ଥାରେ ଚିକିତ୍ସା ଜାରି
ଭଞ୍ଜନଗର, (ଭାସ୍କର ନ୍ୟୁଜ ): ଭଞ୍ଜନଗର ଥାନା ଅନ୍ତର୍ଗତ ଗୋଲାପଡା ଗ୍ରାମ ନିକଟ ରେ ଥିବା ୪୦ଫୁଟ ବିଜ ତଳକୁ ଖସି ଗୁରୁତର ।ସେ ହେଲେ ଦେବବ୍ରତ ବିଶ୍ୱାଳ ଘର ଯାଜପୁର ଅଞ୍ଚଳ ଜଣେ ଠିକାଦାର ବୋଲି ଜଣାପଡିଛି । ଖବର…
ଆଜି ୧୨ ଘଣ୍ଟିଆ ପାଲଲହଡା ବନ୍ଦ
ଅନୁଗୁଳ: ଆଜି ୧୨ ଘଣ୍ଟିଆ ବନ୍ଦ ପାଳନ କରୁଛି ପାଲଲହଡା । ସକାଳ ୬ ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଦୋକାନ ବଜାର ବନ୍ଦ ରହିବା ସହ ପାଲଲହଡା ଏବଂ ଖମାର ଠାରେ ଜାତୀୟ ରାଜପଥ ଅବରୋଧ ହୋଇଛି। ଫଳରେ ଏହି ରାସ୍ତାରେ ଗାଡି…
ହକି ବିଶ୍ୱକପ୍ ଆୟୋଜନ ନେଇ ଉଚ୍ଚସ୍ତରୀୟ ବୈଠକ, ପୂର୍ବ ବିଶ୍ୱକପ ଅପେକ୍ଷା ଅଧିକ ସଫଳତାର ସହିତ ଆୟୋଜନ କରାଯିବାକୁ ଲକ୍ଷ୍ୟ
ଭୁବନେଶ୍ୱର, (ଭାସ୍କର ନ୍ୟୁଜ): ଆସନ୍ତା ବର୍ଷ ଅନୁଷ୍ଠିତ ହେବାକୁ ଥିବା ପୁରୁଷ ହକି ବିଶ୍ୱକପର ସଫଳ ଆୟୋଜନ ନେଇ ସୋମବାର ସ୍ଥାନୀୟ ଲୋକସଭା ଭବନରେ ଏକ ଉଚ୍ଚ ସ୍ତରୀୟ ବୈଠକ ଅନୁଷ୍ଠିତ ହୋଇ ଯାଇଛି । ସୂଚନା ଯୋଗ୍ୟ ଯେ…
ଭୁସୁଡିଲା ଘରର କାନ୍ଥ: ଏକାସହ ଆଖି ବୁଜିଲେ ଭାଇ ଭଉଣୀ
ଉଦଳା: ଉଦଳା ନିକଟସ୍ଥ ରାଇଡିହି ଗ୍ରାମରେ ଘଟିଛି ଏକ ହୃହୟ ବିଦାରକ ଘଟଣା । ଲଘୁଚାପ ଜନିତ ଲଗାଣ ବର୍ଷାରେ କଚ୍ଚାଘରର କାନ୍ଥ ପଡି ୨ ଶିଶୁ ମୃତ ହୋଇଛି । ତେବେ ମୃତକ ୨ଜଣ ହେଉଛନ୍ତି ଭାଇ ଭଉଣୀ ହୋଇଥିବା ବେଳେ ଭଉଣୀର ବୟସ…
ଆଶାୟୀ ପରୀକ୍ଷାର୍ଥୀ ମାନଙ୍କ ପାଇଁ ରେଳବାଇ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା, ଗଡ଼ିବ ହଟିଆ-କଟକ ପରୀକ୍ଷା ବିଶେଷ ଟ୍ରେନ୍
ଭୁବନେଶ୍ୱର (ଭାସ୍କର ନ୍ୟୁଜ୍): ରେଳବାଇ ନିଯୁକ୍ତି ବୋର୍ଡ (ଆରଆରବି) ପରୀକ୍ଷା ପାଇଁ ଆଶାୟୀ ପରୀକ୍ଷାର୍ଥୀ ମାନଙ୍କ ସୁବିଧା ପାଇଁ ରେଳବାଇ ପକ୍ଷରୁ ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ କରାଇବାକୁ ନିଷ୍ପତି ନିଆଯାଇଛି ।…
ଗ୍ରାହକଙ୍କ ପାଇଁ ଖୁସି ଖବର,ଏତିକି ଟଙ୍କା କମିଲା ସୁନା ଓ ରୂପା ମୂଲ୍ୟ
ନୂଆଦିଲ୍ଲୀ: ବାଣିଜ୍ୟ ସପ୍ତାହ ଆରମ୍ଭ ସହିତ ସୁନା ଓ ରୂପା କ୍ରେତାମାନଙ୍କ ପାଇଁ ଖୁସି ଖବର ଅଛି । ଗତ ସପ୍ତାହର ଶେଷ ବାଣିଜ୍ୟ ଦିନ ଶୁକ୍ରବାର ଠାରୁ ଉଭୟ ସୁନା ଓ ରୂପା ଶସ୍ତା ହୋଇଛି । ଦୁଇ ଦିନ ବନ୍ଦ ହେବା ପରେ…
୩୧ରୁ ୫ ଦିନିଆ ନୂଆଦିଲ୍ଲୀ ଗସ୍ତରେ ଯାଇପାରନ୍ତି ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆସନ୍ତା ୩୧ରୁ ୫ ଦିନିଆ ନୂଆଦିଲ୍ଲୀ ଗସ୍ତରେ ଯିବାର କାର୍ଯ୍ୟକ୍ରମ ରହିଛି। ମୁଖ୍ୟମନ୍ତ୍ରୀ ଗତ ୬ ତାରିଖରେ ଦିଲ୍ଲୀ ଗସ୍ତରେ ଯାଇ ୮ରେ ଫେରିଥିଲେ। ତେବେ ମିଳିଥିବା ସୂଚନା…