Browsing Category

ଖବର

(Video) ପ୍ରଦୀପ ପାଣିଗ୍ରାହୀଙ୍କ ପତାକା ଉତ୍ତୋଳନକୁ ବିରୋଧ: ଧସ୍ତାଧସ୍ତି ହେଲେ ବିଜେଡିକର୍ମୀ-ବିଧାୟକ

ଗଞ୍ଜାମ: ବିଧାୟକଙ୍କୁ ବିରୋଧ... ସ୍ୱାଧୀନତା ଦିବସ ପାଳନବେଳେ ନିଜ ନିର୍ବାଚନମଣ୍ଡଳୀରେ ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ ବିଜେଡି କର୍ମୀଙ୍କ ବିରୋଧ । ପ୍ରଦୀପଙ୍କୁ ବିରୋଧ ପ୍ରଦର୍ଶନ କରିବା ସହ ଠେଲାପେଲା କରିଥିଲେ…

ସମୁଦ୍ରରେ ଭାସିଗଲେ ୨, ଗୁରୁତର ଅବସ୍ଥାରେ ଜଣେ ଉଦ୍ଧାର

ପୁରୀ: ସମୁଦ୍ରରେ ଗାଧୋଇବାବେଳେ ବୁଡ଼ିଗଲେ ୨ ଯୁବକ । ଦିଗବାରିଣୀ ଖୁଣ୍ଟ ନିକଟସ୍ଥ ସମୁଦ୍ରରେ ଗାଧୋଇବାବେଳେ ବୁଡ଼ି ୨ ଜଣ ନିଖୋଜ ହୋଇଯାଇଛନ୍ତି । ମିଳିଥିବା ସୂଚନା ଅନୂଯାୟୀ, ଦୁଇବନ୍ଧୁ ବୁଲିବାକୁ ଆସି ଏଠାରେ…

OLA ଇଲେକ୍ଟ୍ରିକ୍ କାର୍ ର ପ୍ରଥମ ଲୁକ୍: ୪ ସେକେଣ୍ଡରେ ପହଞ୍ଚିବ ୧୦୦ ସ୍ପିଡ୍ ରେ 

ନୂଆଦିଲ୍ଲୀ: ସ୍ୱତନ୍ତ୍ରତା ଦିବସ ଅବସରରେ ଓଲା ଇଲେକ୍ଟ୍ରିକ୍ ଆଜି ବଡ଼ ଘୋଷଣା କରିଛି । କମ୍ପାନୀ ନିଜର ପ୍ରଥମ ଇଲେକ୍ଟ୍ରିକ୍ କାର୍ ର ଏକ ଝଲକ ଦୁନିଆକୁ ଦେଖାଇଛି । ଏହା ସହ କମ୍ପାନୀ ନୂଆ ସ୍କୁଟର ଓଲା ଏସ-୧ ମଧ୍ୟ ଲଞ୍ଚ…

ରାଜ୍ୟ ସରକାରଙ୍କ ବଡ ଘୋଷଣା: ୨୦ ଲକ୍ଷ ଯୁବକଯୁବତୀଙ୍କୁ ମିଳିବ ନିଯୁକ୍ତି

ନୂଆଦିଲ୍ଲୀ: ଯୁବକମାନଙ୍କୁ ୧୦ ଲକ୍ଷ ଚାକିରୀ ଯୋଗାଇଦେବା ପାଇଁ ତେଜସ୍ଵୀ ଯାଦବଙ୍କ ଉଚ୍ଚାଭିଳାଷୀ ପ୍ରତିଶ୍ରୁତିକୁ ସମର୍ଥନ କରି ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଆଜି ଏକ ପାଦ ଆଗକୁ ବଢିଛନ୍ତି ଏବଂ ସୂଚାଇ ଦେଇଛନ୍ତି ଯେ…

ଦେଶର ପ୍ରଗତିରେ ଯୋଡି ହେବାକୁ ଆହ୍ୱାନ ଦେଲେ ନବୀନ

ଭୁବନେଶ୍ୱର: ଆଜି ଭାରତ ପାଳୁଛି ୭୬ ତମ ସ୍ୱାଧୀନତା ଦିବସ । ଆଜି ଏହି ଅବସରରେ ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଇଡକୋ ପ୍ରଦର୍ଶନୀ ପଡିଆରେ ରାଜ୍ୟବାସୀଙ୍କୁ ଉଦବୋଧନ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ଉପସ୍ଥିତ…

ପଦର୍ଶନୀ ପଡିଆରେ ମୁଖ୍ୟମନ୍ତ୍ରୀ: ଜାତୀୟ ପତାକା ଉତ୍ତୋଳନ ପରେ ଅବିଭାଷଣ

୭୬ ତମ ସ୍ୱାଧିନତା ଦିବସ ଅସରରେ ପଦର୍ଶନୀ ପଡିଆରେ ତ୍ରିରଙ୍ଗା ଉଡାଇଲେ ସୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପଦର୍ଶନୀ ପଡିଆରେ ରାଜ୍ୟସ୍ତରୀୟ ଉତ୍ସବରେ ପତକା ଉତ୍ତୋଳନ ମୁଖ୍ୟ ମନ୍ତ୍ରୀ । ପତାକା ଉତ୍ତୋଳନ…

(Video) ଦୀଘା ସମୁଦ୍ରରେ ଭାସିଗଲେ ଅମାନିଆ ପର୍ଯ୍ୟଟକ… 

ଲଘୁଚାପ ଯୋଗୁଁ ଅସାନ୍ତ ହୋଇପଡ଼ିଥିଲା ସମୁଦ୍ର, ଭୟଙ୍କର ଗର୍ଜନ, ଆଉ ସେହି ଶବ୍ଦ ମଧ୍ୟରୁ ଭାସିଆସୁଥିଲା ବଞ୍ଚାଅ ବଞ୍ଚାଅ । ମୁଁ ବୁଡି ଯାଉଛି, କିଏ ହେଲେ ମତେ ଟିକେ ବଂଚାଅ । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି…

କୁକର ଏକ୍ସଲକୁ ଦିଆଯିବ ମରଣୋତ୍ତର ବୀରତା ପୁରସ୍କାର, ଗତ ମାସରେ ଆତଙ୍କୀ ଏନକାଉଣ୍ଟରରେ ହୋଇଥିଲା ଶହୀଦ

ନୂଆଦିଲ୍ଳୀ: ଭାରତୀୟ ସେନାର ସନ୍ଧାନୀ କୁକୁର ‘ଏକ୍ସଲ’କୁ ମରୋଣତ୍ତର ବୀରତା ପୁରସ୍କାରରେ ସମ୍ମାନିତ କରାଯିବ । ଗତ ମାସରେ ଜମ୍ମୁ-କଶ୍ମୀରର ବାରାମୂଳାରେ ଆତଙ୍କବାଦ ବିରୋଧୀ ଅଭିଯାନରେ ସେ ଶହୀଦ ହୋଇଥିଲା । ଚଳିତ…

ବୈଜ୍ଞାନିକଙ୍କୁ ମିଳିଲା ଦୁଇଟି ଗୋଡ଼ ଥିବା ଏକ ନୂଆ ଡାୟନୋସରର ଜୀବାଶ୍ମ

ନୂଆଦିଲ୍ଲୀ: ଡାୟନୋସୋର ପରି ଏକ ବିଶାଳକାୟ ଜୀବକୁ ନେଇ ଅନେକ ସମୟରେ ବୈଜ୍ଞାନିକମାନେ ନୂଆ ନୂଆ ତଥ୍ୟ ଦେଇଥାନ୍ତି । ତେବେ ନିକଟରେ ଏଭଳି ଏକ ନୂଆ ତଥ୍ୟର ପର୍ଦ୍ଦାଫାସ ବୈଜ୍ଞାନିକମାନେ କରିଛନ୍ତି । ପାଖାପାଖି ୧୦ କୋଟି…

ଦେଶବାସୀଙ୍କୁ ସମ୍ବୋଧନ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୂ: କହିଲେ ଆଜାଦୀ କା ଅମୃତ ମହୋତ୍ସବ ଭାରତର ଜନତାଙ୍କୁ ସମର୍ପିତ

ନୂଆଦିଲ୍ଲୀ: ସୋମବାର ଦେଶ ପାଳିବାକୁ ଯାଉଛି ୭୬ ତମ ସ୍ୱାଧୀନତା ଦିବସ । ତେବେ ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି ହେବା ଅବସରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୂ ସ୍ୱାଧୀନତା ଦିବସର ପୂର୍ବ ସନ୍ଧ୍ୟାରେ ଦେଶକୁ ସମ୍ବୋଧିତ…