Browsing Category
ଖବର
ବୈଜ୍ଞାନିକଙ୍କୁ ମିଳିଲା ଦୁଇଟି ଗୋଡ଼ ଥିବା ଏକ ନୂଆ ଡାୟନୋସରର ଜୀବାଶ୍ମ
ନୂଆଦିଲ୍ଲୀ: ଡାୟନୋସୋର ପରି ଏକ ବିଶାଳକାୟ ଜୀବକୁ ନେଇ ଅନେକ ସମୟରେ ବୈଜ୍ଞାନିକମାନେ ନୂଆ ନୂଆ ତଥ୍ୟ ଦେଇଥାନ୍ତି । ତେବେ ନିକଟରେ ଏଭଳି ଏକ ନୂଆ ତଥ୍ୟର ପର୍ଦ୍ଦାଫାସ ବୈଜ୍ଞାନିକମାନେ କରିଛନ୍ତି । ପାଖାପାଖି ୧୦ କୋଟି…
ଦେଶବାସୀଙ୍କୁ ସମ୍ବୋଧନ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୂ: କହିଲେ ଆଜାଦୀ କା ଅମୃତ ମହୋତ୍ସବ ଭାରତର ଜନତାଙ୍କୁ ସମର୍ପିତ
ନୂଆଦିଲ୍ଲୀ: ସୋମବାର ଦେଶ ପାଳିବାକୁ ଯାଉଛି ୭୬ ତମ ସ୍ୱାଧୀନତା ଦିବସ । ତେବେ ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି ହେବା ଅବସରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୂ ସ୍ୱାଧୀନତା ଦିବସର ପୂର୍ବ ସନ୍ଧ୍ୟାରେ ଦେଶକୁ ସମ୍ବୋଧିତ…
ନେହରୁ-ଜିନ୍ନା ଭାରତକୁ ଦୁଇଭାଗ କରିଦେଲେ: BJP ଶେୟାର କଲା ଭିଡିଓ, ପାଲଟା ଜବାବ ଦେଲା କଂଗ୍ରେସ
ନୂଆଦିଲ୍ଲୀ: ୭୫ତମ ସ୍ୱାଧୀନତା ଦିବସର ଗୋଟିଏ ଦିନ ପୂର୍ବରୁ ‘ବିଭାଜନ ବିଭୀଷିକା ସ୍ମୃତି ଦିବସ’ ପାଳନ କରି କଂଗ୍ରେସକୁ ଟାର୍ଗେଟ୍ କରିଛି ବିଜେପି । ଏହି ଅବସରରେ ବିଜେପି ଏକ ଭିଡିଓ ଶେୟାର କରି ବିଭାଜନ ପାଇଁ ପୂର୍ବତନ…
ପୃଥିବୀରେ ମାଡ଼ ହେବା ପୂର୍ବରୁ ଆଷ୍ଟରଏଡର ଗତିପଥ ବଦଳାଇଦେବ NASAର ଏହି ସ୍ପେସକ୍ରାଫ୍ଟ…
ପ୍ରତି ମାସରେ ଗୋଟିଏ କିମ୍ବା ଦୁଇଥର ଖବର ଆସେ ଯେ କୌଣସି ଉଲକା ପିଣ୍ଡ କିମ୍ବା ଆଷ୍ଟରଏଡ ପୃଥିବୀ ଆଡ଼କୁ ଆସୁଛି । କେତେବେଳେ ଏହା ଦୂରରୁ ତ’ ପୁଣି କେତେବେଳେ ପୃଥିବୀର ନିକଟବର୍ତ୍ତୀ ହୋଇ ଅତିକ୍ରମ କରିଥାଏ । ପ୍ରକୃତରେ…
(Video) ଏ ବୋଉ ଲୋ! ଏତେବଡ଼ ସାପ ରାସ୍ତା ଉପରେ ବୁଲୁଛି, ମୁଁ ଘରୁ ଜମା ବାହାରିବି ନାହିଁ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଅନେକ ସମୟରେ କିଛି ଭୟଙ୍କର ଜନ୍ତୁଙ୍କୁ ନେଇ ଲୋକଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହୋଇଥାଏ । ଏହି କ୍ରମରେ ଏକ ବିଶାଳ ଅଜଗର ସାପକୁ ନେଇ ଜନସାଧାରଣଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟି ହୋଇଛି…
ବଢ଼ିବ କୃଷକଙ୍କ ଆୟ, କମିବ ଦେଶର ଖାଇବା ତେଲ ଆମଦାନୀ: ICAR ଲାଗୁ କରିବାକୁ ଯାଉଛି ନୂଆ ଯୋଜନା
ନୂଆଦିଲ୍ଲୀ: କୃଷକଙ୍କ ହିତସାଧନ ପାଇଁ କେନ୍ଦ୍ର ସରକାର ଅନେକ ଯୋଜନା ଲାଗୁ କରିଛନ୍ତି । ତେବେ କୃଷକଙ୍କ ଆୟ ବୃଦ୍ଧି ପାଇଁ ସରକାର କ୍ରମାଗତ ଭାବେ ପ୍ରଚେଷ୍ଟା ଜାରି ରଖିଛନ୍ତି । ଦେଶର ଘରୋଇ ଖାଦ୍ୟ ତୈଳର ଆବଶ୍ୟକତାର…
Churchରେ ଭୟଙ୍କର ଅଗ୍ନିକାଣ୍ଡ: ୪୧ ଜଣକ ମୃତ୍ୟୁ, ପ୍ରାର୍ଥନା ପାଇଁ ଏକାଠି ହୋଇଥିଲେ ୫ ହଜାର ଲୋକ
ଇଜିପ୍ଟର ଏକ ଚର୍ଚ୍ଚରେ ନିଆଁ ଲାଗିବା କାରଣରୁ ସେଠାରେ ଥିବା ୪୧ ଜଣ ଶ୍ରଦ୍ଧାଳୁଙ୍କ ମୃତ୍ୟୁ ହୋଇଛି । ଘଟଣା ମିସ୍ରର ରାଜଧାନୀ କାହିରାର ଗୀଜାରେ ଘଟିଛି । ଚର୍ଚ୍ଚରେ ନିଆାଁ ଲାଗିବା ପରେ ସେଠାରେ ଭୟର ବାତାବରଣ…
(Video) ପୁଅ ସହ ବର୍ଷାରେ ଭିଜୁଛନ୍ତି ଦୀପିକା, ଅନ୍ୟପଟେ ହୋଟେଲରେ ଯୁବତୀଙ୍କ ସହ ଡ୍ୟାନ୍ସର ମଜା ନେଉଛନ୍ତି ଦୀନେଶ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଏହା ମଧ୍ୟରେ ୧୩ ଦିନ ବିତିଗଲାଣି । ବ୍ରହ୍ମପୁର ବଡ଼ବଜାର ଦେଶୀ ବେହେରା ସାହିରେ ଧାରଣାରେ ବସି ରହିଛନ୍ତି କେ.ଦୀପିକା । ବର୍ଷା, କାକରରେ ଖାଇବା ପିଇବା ଭୁଲି ନିଜର ପୁଅକୁ ଧରି ଦୀପିକା…
Google କରିବ କର୍ମଚାରୀଙ୍କ ଛଟେଇ, ବୈଶ୍ୱିକ ମାନ୍ଦାବସ୍ଥା ମଧ୍ୟରେ ଏହି କାରଣରୁ ଚିନ୍ତାରେ କମ୍ପାନୀ
ନୂଆଦିଲ୍ଳୀ: ଦୁନିଆର ସବୁଠୁ ବଡ଼ ଟେକ୍ କମ୍ପାନୀ ମଧ୍ୟରୁ ଗୋଟିଏ ଗୁଗଲ ଏବେ ଚିନ୍ତାରେ । ଗୁଗଲ ବଡ଼ ଆକାରରେ ଏହାର କର୍ମଚାରୀଙ୍କୁ କାମରୁ ବାହାର କରିଦେବା ପାଇଁ ଚେତାବନୀ ଦେଇଛି । କମ୍ପାନୀ କହିଛି ଯେ ଯଦି କର୍ମଚାରୀ ନିଜ…
ଆସିଲା ରାଜୁ ଶ୍ରୀବାସ୍ତବଙ୍କ MRI ରିପୋର୍ଟ, ଦବିଛି ମସ୍ତିଷ୍କର ଶିରା…
ନୂଆଦିଲ୍ଳୀ: ଲୋକଙ୍କୁ ନିଜ ମଜାଳିଆ ଅନ୍ଦାଜରେ ହସାଉ ହସାଇ ବେଦମ କରିଦେଉଥିବା କମେଡିଆନ ରାଜୁ ଶ୍ରୀବାସ୍ତବ ଏବେ ହସ୍ପିଟାଲରେ ଜୀବନ ଯୁଦ୍ଧ ଲଢ଼ୁଛନ୍ତି । ଏମ୍ସରେ ରାଜୁ ଶ୍ରୀବାସ୍ତବଙ୍କ ଚିକିତ୍ସା କରାଯାଉଛି । ରାଜୁଙ୍କ…