Browsing Category
ଖବର
Whatsappରେ ଆସିଲା ଆଉ ଏକ ଦମଦାର ଫିଚର: ୟୁଜରଙ୍କ Mobile Number ରହିବ ପ୍ରାଇଭେଟ
ନୂଆଦିଲ୍ଲୀ: ୟୁଜରମାନଙ୍କ ଡିମାଣ୍ଡକୁ ନଜରରେ ରଖି ଲଗାତାର ନୂଆ ଅପଡେଟ ଆଣୁଛି ସୋସିଆଲ ମିଡିଆ ପ୍ଲାଟଫର୍ମ ହ୍ୱାଟ୍ସଆପ୍ । ଏବେ ଅଜଣା ନମ୍ବରରେ କଥା ହେବା ସମୟରେ ୟୁଜରଙ୍କ ମୋବାଇଲ ନମ୍ବର ଚୋରି ହୋଇପାରିବ ନାହିଁ । ଅନେକ…
Good News! ସୁକନ୍ୟା ଯୋଜନାରେ ମିଳିବ ଅଧିକ ଟଙ୍କା… ନୂଆବର୍ଷର ବଡ଼ ଉପହାର ଦେଲେ ସରକାର
ନୂଆଦିଲ୍ଲୀ: ନୂଆବର୍ଷ ପୂର୍ବରୁ ସରକାର ଏକ ବଡ଼ ଉପହାର ଭେଟି ଦେଇଛନ୍ତି । ଆଜି ଅର୍ଥମନ୍ତ୍ରାଳୟରେ ଅନୁଷ୍ଠିତ ହୋଇଥିବା ଏକ ବୈଠକରେ ସୁକନ୍ୟା ଯୋଜନାକୁ ନେଇ ବଡ଼ ନିଷ୍ପତ୍ତି ନିଆଯାଇଛି । ସୁକନ୍ୟା ଯୋଜନା ଭଳି ଛୋଟ ସଞ୍ଚୟ…
ଦେଖନ୍ତୁ, ଭାଇରାଲ ହେଉଛି ଆମିର ଖାନଙ୍କ ଝିଅ ଇରା ଖାନଙ୍କର ପ୍ରି-ୱେଡିଙ୍ଗ ସେରିମନିର ଏହି ଫଟୋ
ମୁମ୍ବାଇ: ଆଉ କିଛି ଦିନ ମଧ୍ୟରେ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି ମିଷ୍ଟର ପରଫେକ୍ସନିଷ୍ଟ ଆମିର ଖାନଙ୍କ ଝିଅ ଇରା ଖାନ । ଇରାଙ୍କ ବିବାହ ଜଣେ ସେଲିବ୍ରିଟି ଫିଟନେସ କୋଚ ନୁପୁରଙ୍କ ସହିତ ହେବାକୁ ଯାଉଛି ।…
ନୂଆ ଟ୍ୟାକ୍ସ ସ୍ଲାବ, ନୂଆ ଟିକସ ବ୍ୟବସ୍ଥା… ୭ ଲକ୍ଷ ଆୟ ପର୍ଯ୍ୟନ୍ତ ଦେବାକୁ ପଡ଼ିବନି ଟ୍ୟାକ୍ସ: ୨୦୨୪ରେ ଏହି ପରିବର୍ତ୍ତନ
ନୂଆଦିଲ୍ଲୀ: ୨୦୨୩ ଆର୍ଥିକ ବର୍ଷରେ ଆୟକର ନିୟମରେ ଅନେକ କିଛି ପରିବର୍ତ୍ତନ କରାଯାଇଛି । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଗତ ବଜେଟ-୨୦୨୩ରେ ଏହାକୁ ନେଇ ଘୋଷଣା କରିଛନ୍ତି । ତେବେ ୨୦୨୪ ମସିହାରେ କର୍ମଚାରୀମାନେ…
ରାମଲଲାଙ୍କ ମୂର୍ତ୍ତି ଚୟନ ପାଇଁ ଭୋଟିଂ: ଅଯୋଧ୍ୟାରେ କେଉଁ ପ୍ରତିମାରେ ହେବ ପ୍ରାଣ ପ୍ରତିଷ୍ଠା?
ଅଯୋଧ୍ୟା: ପ୍ରଭୁ ଶ୍ରୀରାମଙ୍କ ଜନ୍ମଭୂମୀ ଅଯୋଧ୍ୟା ନଗରୀ ଏବେ ଚଳଚଞ୍ଚଳ ହୋଇ ଉଠିଛି । ଆସନ୍ତା ଜାନୁୟାରୀ ୨୨ ତାରିଖରେ ଭବ୍ୟ ରାମ ମନ୍ଦିରରେ ପ୍ରାଣ ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହେବାକୁ ଯାଉଛି । ଏଥିପାଇଁ ଦେଶର ବହୁ…
ଶେଷ ମ୍ୟାଚରେ ନେତୃତ୍ୱ ନେବେ ଏହି ଖେଳାଳି: IND vs SA ଦ୍ୱିତୀୟ ଟେଷ୍ଟ ପରେ ନେବେ ଅବସର
ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ପ୍ରଥମ ଟେଷ୍ଟ ପରେ କ୍ରିକେଟ ବୋର୍ଡ ନେଇଛି ଏକ ବଡ଼ ନିଷ୍ପତ୍ତି । ଦ୍ୱିତୀୟ ଟେଷ୍ଟ ପୂର୍ବରୁ ଅଧିନାୟକ ପଦକୁ ନେଇ ହୋଇଛି ବଡ଼ ପରିବର୍ତ୍ତନ । ଦ୍ୱିତୀୟ ମ୍ୟାଚରେ ଶେଷ ଥର ପାଇଁ…
ହୋଟେଲର ବାଥଟବକୁ ଅସନା କରିବା ଅଭିଯୋଗରେ ଟାଇଟଲରୁ ବଞ୍ଚିତ ହେଲେ ଚେସ୍ ଖେଳାଳୀ
ଓଡ଼ିଶା ଭାସ୍କର: ବେଳେ ବେଳେ ଲୋକମାନେ ଏପରି କାର୍ଯ୍ୟ କରିଥାନ୍ତି ଯେଉଁଥିପାଇଁ ସେମାନଙ୍କ ମାନ୍, ସମ୍ମାନ ଓ ପ୍ରତିଷ୍ଠା ଉପରେ ଆଞ୍ଚ୍ ଆସିଥାଏ । ଏଭଳି କିଛି ଘଟିଛି ଚୀନର ବିଶିଷ୍ଟ ଚେସ୍ ଚମ୍ପିଆନ୍ Yan Chenglongଙ୍କ…
(Video) ସେଦିନର ଅଲୋଡା ଶିଶୁ ଅନ୍ନପୂର୍ଣ୍ଣା ଆଜି କୋଟପତି ଝିଅ କାବ୍ୟା; ରାଜ ରାସ୍ତାରୁ ଆମେରିକାର ଯାତ୍ରା…
ଓଡ଼ିଶା ଭାସ୍କର: ଦିନେ ବାପା ମାଙ୍କ ପାଇଁ ଅଲୋଡା ହୋଇଯାଇଥିଲା ନବଜାତ ଶିଶୁକନ୍ୟା । ଝିଅଟିଏ ବୋଲି ମା ତା କୋଳରୁ ତା ଝିଅକୁ ପର କରି ଦେଇଥିଲ।। ହେଲେ ତା ଭାଗ୍ୟରେ ପୁଣି ଏମିତି ରାଜସୁଖ ଥିଲା ସେକଥା କେହି କେବେ…
ଶ୍ରୀମନ୍ଦିର ସାମ୍ନାରେ ଅଘଟଣ; କୁକୁର କାମୁଡ଼ାରେ ଦୁଇ ବର୍ଷର ଶିଶୁ ଗୁରୁତର
ପୁରୀ: ଶ୍ରୀମନ୍ଦିର ସାମ୍ନାରେ କୁକୁର କାମୁଡ଼ାରେ ଦୁଇ ବର୍ଷର ଶିଶୁ ଗୁରୁତର । ଶିଶୁର ଆଖିକୁ କାମୁଡ଼ିଲା କୁକୁର । ନୂଆବର୍ଷ ଆସୁଥିବାରୁ ଜଗନ୍ନାଥଙ୍କ ଦର୍ଶନ ଲାଗି ରାଜ୍ୟ ତଥା ରାଜ୍ୟ ବାହାରୁ ଶ୍ରଦ୍ଧାଳୁଙ୍କ ସୁଅ…
ଭୁବନେଶ୍ୱର: ‘Ola’ ଡ୍ରାଇଭରଙ୍କୁ ଅପହରଣ କରି ୧୦ ଲକ୍ଷ ମାଗୁଛନ୍ତି ଦୁର୍ବୃତ୍ତ
ଭୁବନେଶ୍ୱର: ନୂଆବର୍ଷ ପୂର୍ବରୁ ଅଧିକ ଅଶାନ୍ତ ହେଉଛି ରାଜଧାନୀ ଭୁବନେଶ୍ୱର। ‘Ola’ ଡ୍ରାଇଭରଙ୍କୁ ଅପହରଣ ପରେ ମୁଣ୍ଡ ଜାମିନ ରଖି ଦୁର୍ବୃତ୍ତ ମାଗିଲେ ୧୦ ଲକ୍ଷ ଟଙ୍କା। ଘଟଣା ଘଟିଛି ଭୁବନେଶ୍ୱର ସ୍ଥିତ ପାତ୍ରପଡ଼ା…