Browsing Category

ଖବର

ମହାପ୍ରଭୁଙ୍କ ଦର୍ଶନରୁ ପୁଣି ବଞ୍ଚିତ ହେବେ ଶ୍ରଦ୍ଧାଳୁ: ପ୍ରତି ଶନି-ରବି ବନ୍ଦ ରହିବ ଶ୍ରୀମନ୍ଦିର

ପୁରୀ, (ଭାସ୍କର ନ୍ୟୁଜ୍‌): ପୁଣି ଶ୍ରଦ୍ଧାଳୁମାନେ ମହାପ୍ରଭୁଙ୍କ ଦର୍ଶନରୁ ହେବେ ବଞ୍ଚିତ । ରାଜ୍ୟରେ ସପ୍ତାହାନ୍ତ ସଟ୍‌ଡାଉନ୍‌ ଉଠାଇ ଦିଆଯାଇଥିବା ବେଳେ ପୁରୀସ୍ଥିତ ଶ୍ରୀମନ୍ଦିର ପୂର୍ବ ଭଳି ଶନିବାର ଓ ରବିବାର ବନ୍ଦ…

ପୁଣି ବଢ଼ିଲା ଆୟକର ଫର୍ମ ଦାଖଲ ଅବଧି, ଜାଣନ୍ତୁ କେତେ ତାରିଖ ଭିତରେ ଦାଖଲ କରିବେ ଫର୍ମ

ନୂଆଦିଲ୍ଲୀ : ଇଲେକ୍ଟ୍ରୋନିକ୍‌ ମାଧ୍ୟମରେ ଆୟକର ପଇଠ କରିବାରେ ଟିକସଦାତାମାନେ ସମସ୍ୟା ସାମ୍ନା କରୁଥିବାରୁ ଆୟକରର ବିଭିନ୍ନ ଫର୍ମ ଦାଖଲର ଅବଧିକୁ ପୁଣି ଥରେ ବୃଦ୍ଧି କରାଯାଇଛି । ଏନେଇ କେନ୍ଦ୍ରୀୟ ପ୍ରତ୍ୟକ୍ଷ କର…

ବିଏମ୍‌ସି କମିଶନରଙ୍କ ଭବିଷ୍ୟବାଣୀ: ୨୦୫୦ ବେଳକୁ ସମୁଦ୍ର ଗର୍ଭରେ ଲୀନ ହେବ ମୁମ୍ବାଇର ୮୦% ଅଞ୍ଚଳ

ମୁମ୍ବାଇ : ୨୦୫୦ ବେଳକୁ ଅର୍ଥାତ ଆଉ ୨୯ ବର୍ଷ ପରେ ମୁମ୍ବାଇ ସହରର ୮୦% ଅଞ୍ଚଳ ସମୁଦ୍ର ଗର୍ଭରେ ଲୀନ ହୋଇଯିବ । ମୁମ୍ବାଇ ମହା ନଗରପାଳିକା କମିଶନର ଇକବାଲ ସିଂ ଚହଲ ମୁମ୍ବାଇ ସହର ପାଇଁ ଏଭଳି ଏକ ଭୟଙ୍କର ଭବିଷ୍ୟବାଣୀ…

ବିଧବା ମହିଳାଙ୍କୁ ମରଣାନ୍ତକ ଆକ୍ରମଣ ଓ ଦୁଷ୍କର୍ମ ମାମଲା: ଜଣେ ଗିରଫ

ତିହିଡ (ଭାସ୍କର ନ୍ୟୁଜ୍‌):ମଙ୍ଗଳବାର ରାତିରେ ତିହିଡ଼ି ଥାନାରୁ ନ୍ୟାୟ ଭିକ୍ଷା କରି ଭାଇ ସହ ବାଇକ୍‌ରେ ଘରକୁ ଫେରିବା ବାଟରେ କେତେକ ଦୁର୍ବୃତ୍ତ ଜଣେ ବିଧବା ମହିଳାଙ୍କୁ ଭୁଜାଲିରେ ଆକ୍ରମଣ କରିବା ସହ ତାଙ୍କୁ ଭାଇ…

ଏସିଏଫ୍‌ ସୌମ୍ୟରଞ୍ଜନ ମୃତ୍ୟୁ ମାମଲା: ପ୍ରଥମ ପର୍ଯ୍ୟାୟ ତଦନ୍ତ ସାରି କଟକ ଫେରିଲା କ୍ରାଇମବ୍ରାଞ୍ଚ ଟିମ୍

କଟକ (ଭାସ୍କର ନ୍ୟୁଜ୍) : ପାରଳାଖେମୁଣ୍ଡି ସହକାରୀ ବନ ସଂରକ୍ଷକ (ଏସିଏଫ) ସୌମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ମାମଲାରେ କ୍ରାଇମବ୍ରାଞ୍ଚ ପକ୍ଷରୁ ତଦନ୍ତ ଜାରି ରହିଛି । ଶନିବାର ଏହାର ପ୍ରଥମ ପର୍ଯ୍ୟାୟ ତଦନ୍ତ ସାରି କଟକ…

ଅନୁଭବ-ବର୍ଷା ବିବାଦ: ଶେଷ ହେଲା କାଉନ୍‌ସେଲିଂ, ୨୭ରେ ମାମଲାର ଶୁଣାଣି

ଭୁବନେଶ୍ୱର ( ଭାସ୍କର ନ୍ୟୁଜ୍‌) : ବର୍ଷା ଓ ଅନୁଭବଙ୍କ ବିବାହ ବିଚ୍ଛେଦ ମାମଲାରେ କାଉନ୍‌ସେଲିଂ ଶେଷ ହୋଇଥିବା ବେଳେ ଆସନ୍ତା ୨୭ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ । କାଉନ୍‌ସେଲିଂ ରିପୋର୍ଟ ଆଧାରରେ ମାମଲାର…

ପୂର୍ବ ଉପକୂଳରେ ହାଇଆଲର୍ଟ: ମାଡ଼ିଆସୁଛି ସାମୁଦ୍ରିକ ଝଡ଼ ‘ହେନେରୀ’!

ୱାସିଂଟନ : ସାମୁଦ୍ରିକ ଝଡ ହେନେରୀକୁ ନେଇ ଚେତାବନୀ ଦେଇଛନ୍ତି ମେଟୋଲୋଜି ବିଭାଗ । ଏହାର ଗତିବିଧି ଉପରେ ତୀକ୍ଷ୍ଣ ଦୃଷ୍ଟି ଦିଆଯାଇଛି ବୋଲି ବିଭାଗ ପକ୍ଷରୁ ସ୍ପଷ୍ଟ କରାଯାଇଛି । ଏନେଇ ଆମେରିକାର ପୂର୍ବ ଉପକୂଳରେ…

ତାଲିବାନ ଶିଶୁଙ୍କୁ ରକ୍ଷାକଲା ଆମେରିକୀୟ ସେନା; ଇଣ୍ଟରନେଟରେ ଜିଣିଲେ ସଭିଙ୍କ ହୃଦୟ

ଆଫଗାନିସ୍ତାନରେ ତାଲିବାନୀ ଶାସନ ଜାରୀ ହେବାପରଠାରୁ ସବୁଠାରୁ ଅଧିକ ନିର୍ଯାତିତ ହେଉଛନ୍ତି ମହିଳା ଓ ଶିଶୁ । ସମଗ୍ର ବିଶ୍ୱ ଏନେଇ ସମବେଦନା ଜଣାଉଥିବାବେଳେ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ରହି ଆମେରିକୀୟ ସେନା ସମସ୍ତଙ୍କ…

Aadhaar Cardରେ ଆଉ ପୂର୍ବ ପରି ଆଡ୍ରେସ୍ ଅପଡେଟ୍ କରିପାରିବେ ନାହିଁ, UIDAI ଜାରିକଲା ନୂଆ ନିୟମ

ନୂଆଦିଲ୍ଲୀ: ଯଦି ଆପଣ ନିଜର ଆଧାର କାର୍ଡରେ ଆଡ୍ରେସ୍ ଅପଡେଟ୍ କରିବାକୁ ଚାହାନ୍ତି, ତେବେ ଆପଣଙ୍କ ପାଇଁ ଏକ ଜରୁରୀ ଖବର ଆସିଛି । ୟୁଆଇଡିଏଆଇ ପକ୍ଷରୁ ଆଧାର କାର୍ଡରେ ଆଡ୍ରେସ୍ ପରିବର୍ତ୍ତନ ପାଇଁ ନୂଆ ନିୟମ ଜାରି…