Browsing Category

ଖବର

କୋରାପୁଟରେ ଲାଗିଲା ଥାଇଲାଣ୍ଡ ଗଛ, ଗ୍ରୀନମ୍ୟାନଙ୍କ ସୁନ୍ଦର ପ୍ରୟାସ

ଓଡ଼ିଶା ଭାସ୍କର ବ୍ୟୁରୋ: ଥାଇଲାଣ୍ଡରୁ ଗଛ କିଣି କୋରାପୁଟରେ ରୋପଣ କରାଯିବା କଥା ଶୁଣିଲେ ଆଶ୍ଚର୍ଯ୍ୟ ଲାଗୁଥିବ ନିଶ୍ଚୟ । କିନ୍ତୁ ଜଣେ ପ୍ରକୃତି ପ୍ରେମୀଙ୍କ ଏପରି ପ୍ରୟାସ ସମସ୍ତଙ୍କ ଠାରୁ ପ୍ରଶଂସା ସାଉଁଟୁଛନ୍ତି ।…

ଆଜି ୟୁଏନ୍‌ଏସ୍‌ସି ବୈଠକରେ ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି: “ସାମୁଦ୍ରିକ ନିରାପତ୍ତା ବୃଦ୍ଧି: ଅନ୍ତରାଷ୍ଟ୍ରୀୟ…

ନୂଆଦିଲ୍ଲୀ (ଭାସ୍କର ନ୍ୟୁଜ୍) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ଅପରାହ୍ନ ୫ଟା ୩୦ ମିନିଟ୍‌ରେ ଭିଡ଼ିଓ କନ୍‌ଫରେନ୍ସିଂ ମାଧ୍ୟମରେ ମିଳିତ ଜାତିସଂଘ ନିରାପତ୍ତା ପରିଷଦ (ୟୁଏନ୍‌ଏସ୍‌ସି) ପକ୍ଷରୁ "ସାମୁଦ୍ରିକ…

ପୀଡ଼ିତାଙ୍କ ଜଙ୍ଘ ମଝିରେ ଖରାପ କାମ କରିବା ହେଉଛି ବଳାତ୍କାର ସହ ସମାନ: କେରଳ ହାଇକୋର୍ଟ

କୋଚ୍ଚି: ଯୁବତୀ ଏବଂ ନାବାଳିକା ମାନଙ୍କ ସହିତ ହେଉଥିବା ଖରାପ ବ୍ୟବହାରକୁ ନେଇ କେରଳ ହାଇକୋର୍ଟ ଏକ ବଡ଼ ଏବଂ ଗୁରୁତ୍ୱପୂର୍ଣ୍ଣ ବୟାନ ଦେଇଛନ୍ତି । କୋର୍ଟ କହିଛନ୍ତି ଯେ, ଯଦି କୌଣସି ଲୋକ ଯୁବତୀଙ୍କର ଜଙ୍ଘ ମଝିରେ କିଛି…

Emergency ସମୟରେ ଏଣିକି PF ଆକାଉଣ୍ଟରୁ ସଙ୍ଗେସଙ୍ଗେ ୧ ଲକ୍ଷ ଉଠାଇ ପାରିବେ, EPFO ଗ୍ରାହକଙ୍କ ପାଇଁ ଜାରି ହେଲା ନୂଆ ସର୍ଭିସ୍

ନୂଆଦିଲ୍ଲୀ: କରୋନା ସମୟରେ ଅଧିକାଂଶ ଲୋକ ନିଜ ନିଜର ଚାକିରି ହରାଇବା ସହ ବ୍ୟବସାୟରେ ନାହିଁ ନଥିବା କ୍ଷତିର ସମ୍ମୁଖୀନ ହୋଇଛନ୍ତି । ତେବେ ଏହି ପରିପ୍ରେକ୍ଷୀରେ ପିଏଫ୍ ଆକାଉଣ୍ଟରୁ ଅଧିକାଂଶ ଲୋକ ନିଜର ପୂର୍ବ ସଞ୍ଚିତ…

ଲାଲ ଗ୍ରହରେ ମିଳିଲା ବରଫ, ଇନ୍‌ଷ୍ଟାରେ ଫଟୋ ସେୟାକଲା ନାସା

ନୂଆଦିଲ୍ଲୀ: ଆରମ୍ଭରୁ ରହସ୍ୟ ଘେରରେ ରହିଛି ମଙ୍ଗଳ ଗ୍ରହ । ଏଠାରେ ଜନଜୀବନ ସମ୍ଭବନା ନାହିଁ ସେ ନେଇ ଦୀର୍ଘ ବର୍ଷ ହେବ ଅନୁସନ୍ଧାନ ଚାଲିଛି । ଏହାରି ଭିତରେ ଏବେ ଲାଲ ଗ୍ରହରେ ମିଳିଛି ବରଫ । ମଙ୍ଗଳ ଗ୍ରହକୁ ନେଇ…

ଦୁଇ ଦିନରେ ସରିବା ବାହାଘର, ଜାଣନ୍ତୁ ବିବାହକୁ ନେଇ କ’ଣ କହିଲେ ବଲିଉଡ ଅଭିନେତ୍ରୀ ଜାହ୍ନବୀ

ମୁମ୍ବାଇ (ଭାସ୍କର ନ୍ୟୁଜ୍): ଦୁଇ ଦିନରେ ସରିବ ଜାହ୍ନବୀଙ୍କ ବାହାଘର । ମହମବତୀ ଏବଂ ଜୁଇ ଫୁଲରେ ସଜେଇ ହେବ ମଣ୍ଡପ । ପିନ୍ଧିବେ କାଞ୍ଜିବରମ ପାଟ । ବିବାହର ସବୁ କିଛି ବୁଝାବୁଝି କରିବେ ଭଉଣୀ ଅଂଶୁଳ । ବେଚଲରେଟ୍‌…

୩ ମାସ ପରେ ପର୍ଯ୍ୟଟକଙ୍କ ପାଇଁ ଖୋଲିଲା ରାଷ୍ଟ୍ରପତି ଭବନ, ୩ଟି ସ୍ଲଟ୍‌ରେ ବୁଲିପାରିବେ ଦର୍ଶକ

ନୂଆଦିଲ୍ଲୀ : ଦୀର୍ଘ ୩ ମାସ ପରେ ପର୍ଯ୍ୟଟକଙ୍କ ପାଇଁ ଖୋଲାଯାଇଛି ରାଷ୍ଟ୍ରପତି ଭବନ । କରୋନା ମହାମାରୀର ଦ୍ୱିତୀୟ ଲହରର ପ୍ରଭାବରୁ ସବୁ ପର୍ଯ୍ୟଟନ ସ୍ଥଳ ବନ୍ଦ ରହିଥିଲା । ତେବେ ୩ମାସର ପ୍ରତୀକ୍ଷା ପରେ ପୁଣି…

ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତଙ୍କ ବିରୋଧରେ ମାମଲା ରୁଜୁ କଲା ମିଜୋରାମ ପୋଲିସ

ଆଇଜୋଲ: ଆସାମର ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମାଙ୍କ ବିରୋଧରେ ଏଫଆଇଆର ରୁଜୁ କରିଛି ମିଜୋରାମ ପୋଲିସ । କୋଲାସିବ ଜିଲ୍ଲାର ଭାୟେଙ୍ଗତେ ସହରର ବାହାର ପରିସରରେ ହୋଇଥିବା ହିଂସା ମାମଲରେ ଆସାମ ମୁଖ୍ୟମନ୍ତ୍ରୀଙ୍କ…

ଭାରତକୁ ମିଳିବ ଆଉ ଏକ କରୋନା ନିରୋଧି ସଞ୍ଜିବନୀ, ‘ମଡ଼ର୍ଣ୍ଣା’ ଟିକାକୁ ଡିସିଜିଆଇ ମିଳିଲା ମଞ୍ଜୁରି

ନୂଆଦିଲ୍ଲୀ,(ଭାସ୍କର ନ୍ୟୁଜ୍) :  ଦେଶବାସୀଙ୍କୁ ମିଳିବାକୁ ଯାଉଛି ଆଉ ଏକ କରୋନା ନିରୋଧି ଟିକା । ଫଳରେ ଭାରତରେ ଏବେ ଚତୁର୍ଥ କରୋନା ଟିକାର ବ୍ୟବହାର ଆରମ୍ଭ ହେବ । ପୂର୍ବରୁ କରୋନା ବିରୋଧୀ ଟିକାକରଣ ପାଇଁ ଭାରତ…