Browsing Category
ଖବର
କଳିଯୁଗର ମାଆ: ସ୍ୱାମୀ ସହ ଝଗଡା ପରେ ଶିଶୁଙ୍କ ସହ କରିଲା ଏପରି କାଣ୍ଡ
ଉତ୍ତରପ୍ରଦେଶ: ଉତ୍ତରପ୍ରଦେଶର ଗାଜିପୁର ଅଞ୍ଚଳରେ ଦେଖିବାକୁ ମିଳିଛି ଏକ ହୃଦୟ ବିଦାରକ ଦୃଶ୍ୟ । ଯେଉଁଠି ଜଣେ ମାଆ ତାର ତିନି ଶିଶୁଙ୍କୁ ନିଜ ହାତରେ ହତ୍ୟା କରିଛି । ଯାହା ସାରା ଅଞ୍ଚଳରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ…
ଓଡିଶାରେ ଫଳୁଛି ବିଦେଶୀ ଫଳ ଅଭୋକାଡୋ: ଓଡିଶା ଚାଷୀ ବି ହୋଇପରିବେ ଲାଭବାନ
ବାଲେଶ୍ୱର: ଅଭୋକାଡୋ ଏପରି ଏକ ଫଳ ଯେଉଁଥିରେ ଭରି ରହିଛି ଅନେକ ଔଷଧୀୟ ଗୁଣ । ଏହି ଫଳକୁ ସେବନ କରିବା ଦ୍ୱାରା ଏହା ଶରୀରରେ କଲେଷ୍ଟ୍ରଲ ଲେବଲକୁ ନିୟନ୍ତ୍ରଣ କରିଥାଏ । ଏଥି ସହିତ ଦୃଷ୍ଟିଶକ୍ତି ବୃଦ୍ଧି…
ରିଲିଜ ପୂର୍ବରୁ ଅଡୁଆରେ ଫିଲ୍ମ ‘ହମ୍ ଦୋ ହମାରେ ବାରା’, ପୋଷ୍ଟରକୁ ନେଇ ଉଠିଲା ବିବାଦ
ମୁମ୍ବାଇ: ରିଲିଜ ପୂର୍ବରୁ ଅଡୁଆରେ ଫିଲ୍ମ ‘ହମ୍ ଦୋ ହମାରେ ବାରା’ । ଫିଲ୍ମର ପୋଷ୍ଟରକୁ ନେଇ ଉଠିଛି ବିବାଦ । ଏହି ଫିଲ୍ମର କାହାଣୀ ମୁସଲମାନ ସମ୍ପ୍ରଦାୟର ଜନସଂଖ୍ୟା ବୃଦ୍ଧି ସହିତ ଜଡିତ ବୋଲି କୁହାଯାଉଛି । ଏହି…
ତୃତୀୟ ପକ୍ଷର ହସ୍ତକ୍ଷେପ ପଡିଲା ମହଙ୍ଗା: ଭାରତୀୟ ଫୁଟବଲ ଫେଡେରେସନକୁ ନିଲମ୍ବନ କଲା ଫିଫା
ନୂଆଦିଲ୍ଲୀ: ଭାରତୀୟ ଫୁଟବଲ ମହାସଂଘ କାର୍ଯ୍ୟକଳାପରେ ତୃତୀୟ ପକ୍ଷର ହସ୍ତକ୍ଷେପ ଶେଷରେ ମହଙ୍ଗା ପଡିଲା । ଏହି ଘଟଣାରେ ଫିଫା କ୍ଷୁବ୍ଧ ହୋଇ ମଙ୍ଗଳବାର ଦିନ ଅଲଇଣ୍ଡିଆ ଫୁଟବଲ ଫେଡେରେସନ (ଏଏଫଏଫଆଇ)କୁ ନିଲମ୍ବନ କରିଛି ।…
ସୋନିର ନୂତନ ‘ର୍ଟିୟର ଲିଙ୍କବଡ୍ସ ଇଅର୍ ଫୋନ୍ ଲଞ୍ଚ, ମାତ୍ର ଏତିକି ଟଙ୍କାରେ ପ୍ରିୟ ମ୍ୟୁଜିକ୍ର ମଜା ଉଠାଇପାରିବେ ଗ୍ରାହକ
ନୂଆଦିଲ୍ଲୀ : ସୋନି ଇଣ୍ଡିଆ ଉପସ୍ଥାପିତ କରିଛି ବ୍ରାଣ୍ଡ ନୂଆ ବାସ୍ତବରେ ୱାୟାରଲେସ୍ ଲିଙ୍କବଡ୍ସ, ଯାହା ସହିତ ଆପଣ ଏକାକାଳୀନ ଆପଣଙ୍କର ପ୍ରିୟ ସଙ୍ଗୀତ ଏବଂ ଜୀବନର ଗୁରୁତ୍ୱ ପୂର୍ଣ୍ଣ ମୂହୁର୍ତ୍ତ ଗୁଡିକର ଆନନ୍ଦ…
୨୦୨୨-୨୫ ମହିଳା କ୍ରିକେଟ୍ ଏଫ୍ଟିପି ଘୋଷିତ: ଭାରତ ଖେଳିବ ୨ଟେଷ୍ଟ, ୨୭ଦିନିକିଆ ଓ ୩୬ ଟି-ଟ୍ୱେଣ୍ଟି ମ୍ୟାଚ୍
ନୂଆଦିଲ୍ଲୀ: ଭାରତୀୟ ମହିଳା ଦଳ କମନୱେଲଥ ଗେମ୍ସ ୨୦୨୨ରେ ଏକ ଭଲ ଖେଳ ପ୍ରଦର୍ଶନ କରିଛି । ଯେଉଁଭଳି ଭାବେ ଭାରତୀୟ ମହିଳା ଦଳର ଅଧିନାୟକ ହରମନପ୍ରୀତ କୌର ଏକ ମହାନ ଅଧିନାୟକତ୍ୱ କରିଛନ୍ତି, ତାଙ୍କୁ ପ୍ରଶଂସା କରିବାର…
ରାଜ୍ୟରେ ବଡ ବନ୍ୟାଆଶଙ୍କା : ବିପଦ ସଂଙ୍କେତ ଉପରେ ପ୍ରବାହିତ ହୀରାକୁଦ ସମେତ ଅନ୍ୟ ନଦୀ
ଭୁବନେଶ୍ୱର: ଉପର ମୁଣ୍ଡରେ ଲଗାଣ ବର୍ଷା କାରଣରୁ ବଢିବାର ଲାଗିଛି ଜଳସ୍ତର । ଫଳରେ ରାଜ୍ୟରେ ବଡ ବନ୍ୟା ହେବାର ଆଶଙ୍କା କରାଯାଉଛି । ବର୍ତ୍ତମାନ ସୁଦ୍ଧା ହୀରାକୁଦର ମୋଟ ୪୦ ଟି ଗେଟ୍ ଦେଇ ଜଳ ନିଷ୍କାସନ ହେଉଥିବା ବେଳେ…
ବିଶ୍ୱରେ ପ୍ରଥମ ଘଟଣା : ମଙ୍କିପକ୍ସରେ ମଣିଷଠାରୁ ସଂକ୍ରମିତ ହେଲା କୁକୁର
ପ୍ୟାରିସ : ମାଙ୍କଡପକ୍ସ ଭୂତାଣୁ ବିଷୟରେ ଏକ ଅତ୍ୟନ୍ତ ଆଶ୍ଚର୍ଯ୍ୟଜନକ ଘଟଣା । ପ୍ରଥମ ଥର ପାଇଁ ଏକ ପଶୁରେ ମଙ୍କିପକ୍ସ ଭୂତାଣୁ ଚିହ୍ନଟ ହୋଇଛି । ଫରାସୀ ଅନୁସନ୍ଧାନକାରୀମାନେ ସେମାନଙ୍କର ଅନୁସନ୍ଧାନରେ କୁକୁରରେ…
ମା’ ଡାକରେ ବଞ୍ଚିଗଲା ଦୁଇ କୁକୁର ଛୁଆଙ୍କ ଜୀବନ, ବନ୍ୟାଜଳରୁ ଉଦ୍ଧାର କଲେ ଅଗ୍ନିଶମ ଟିମ୍
ବାଲିପାଟଣା, (ଭାସ୍କର ନ୍ୟୁଜ୍): ମା' ଜଣକ ମଣିଷ ହେଉ କି ପଶୁ ତାର ଛୁଆ ପ୍ରତି ପ୍ରେମ ଆଉ ବଳିଦାନର ମୂଲ୍ୟ କେହି ବି ଆକଳନ କରିପାରିବେନି । ଛୁଆକୁ ମରଣମୁହଁରୁ ବଞ୍ଚାଇବା ପାଇଁ ମାଆ ସବୁକିଛି କରିପାରେ । ଏଠି କୌଣସି…
ରାଜ୍ୟରେ ବନ୍ୟାସ୍ଥିତି ଗମ୍ଭୀର: ୧୦ ଜିଲ୍ଲାର ସବୁ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ, ସପ୍ତାହକ ପାଇଁ ମିଳିବନି କୌଣସି ଛୁଟି
ଭୁବନେଶ୍ୱର (ଭାସ୍କର ନ୍ୟୁଜ୍): ଉପରମୁଣ୍ଡରେ ଅଧିକ ବର୍ଷା ଯୋଗୁ ରାଜ୍ୟର ବିଭିନ୍ନ ନଦୀରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ୧୦ଟି ଜିଲ୍ଲାର ସମସ୍ତ ସରକାରୀ କର୍ମଚାରୀଙ୍କ…